Atos 24
ସତିଅର୍ ବାଟ୍ (DSO) vs ARC
1 ପାଁଚ୍ଦିନ୍ ପଚେ ବଡ୍ ପୁଜାରି ଅନନିୟ କେତେଟା ପାର୍ଚିନ୍ ଆରି ତର୍ତୁଲସ୍ ନାଉଁର୍ ଗଟେକ୍ ଅକିଲ୍ ସଙ୍ଗ୍ ସିସେରିଆଇ ଗାଲାଇ । ସେମନ୍ ପେଲିକ୍ସର୍ ମୁଆଟେ ଟିଆଅଇ ପାଉଲର୍ ବିରଦେ ସେମନର୍ ଦାବା ଜାନାଇଲାଇ ।
1 Cinco dias depois, o sumo sacerdote, Ananias, desceu com os anciãos e um certo Tértulo, orador, os quais compareceram perante o governador contra Paulo.
2 ତାର୍ପଚେ ପାଉଲ୍କେ ତେଇଆନି ଟିଆ କରାଇଲାଇ ଆରି ତର୍ତୁଲସ୍ ଏନ୍ତି ତାକର୍ ଦାବାମନ୍ ସବୁ ଜାନାଇଲା ।
2 E, sendo chamado, Tértulo começou a acusá- lo, dizendo:
3 ସବୁଜାଗାଇ ଆରି ସବୁ ବେଲାଇ ଆମେ ଏଟାକେ ନାମ୍ଲୁନି, ଏଟାର୍ପାଇ ଆମେ ତମ୍କେ ମାନି ଆଇଲୁନି ।
3 Visto como, por ti, temos tanta paz, e, por tua prudência, se fazem a este povo muitos e louváveis serviços, sempre e em todo lugar, ó potentíssimo Félix, com todo o agradecimento o queremos reconhecer.
4 ସେଟା ଜାଇଟା ଅ, ମୁଇ ତମର୍ ଅଦିକ୍ ବେଲା ନେବାକେ ମନ୍ କରିନାଇ । ସେଟାର୍ ପାଇ ଆମର୍ ଗଟେକ୍ ଚଟ୍ ଅର୍ସାସଙ୍ଗର୍ କାତା ସୁନ୍ବାକେ ବାବୁଜିଆ କଲିନି ।
4 Mas, para que te não detenha muito, rogo-te que, conforme a tua equidade, nos ouças por pouco tempo.
5 ଏ ଲକ୍ ଗଟେକ୍ ବେସି ବଡ୍ ଗଣ୍ଡ୍ଗଲ୍ କରାଉ ବଲି ଆମେ ଜାନୁ, ସେ ଦେସ୍ବିଦେସେ ସବୁ ବାଟେ ବୁଲିବୁଲି ଜିଉଦିମନ୍କେ କିରମାର କରାଇବାକେ ଉସ୍କାଇଲାନି, ସେ ନାଜରିତ୍ ଦଲର୍ ଗଟେକ୍ ନେତା ।
5 Temos achado que este homem é uma peste e promotor de sedições entre todos os judeus, por todo o mundo, e o principal defensor da seita dos nazarenos;
6 ସେ ଆମର୍ ମନ୍ଦିର୍ ଅସୁକଲ୍ କର୍ବାକେ ଚେସ୍ଟା କଲାବେଲେ ଆମେ ତାକେ ବନ୍ଦି କଲୁ ।
6 o qual intentou também profanar o templo; e, por isso, o prendemos e, conforme a nossa lei, o quisemos julgar.
7 ଆମର୍ ନିୟମ୍ ଇସାବେ ଏ ଲକ୍କେ ବିଚାର୍ କର୍ବାକେ ଆମେ ମନ୍ କର୍ତେରଇଲୁ ।
7 Mas, sobrevindo o tribuno Lísias, no-lo tirou dentre as mãos, com grande violência,
8 ଆର୍ ବିରଦେ ଜନ୍ ସବୁ ଦାବା କଲୁଆଚୁ, ସେଟା ତମେ ଏ ଲକ୍କେ ପାଚାରିକରି ଜାନିପାରାସ୍ ।”
8 mandando aos seus acusadores que viessem a ti; e dele tu mesmo, examinando-o, poderás entender tudo o de que o acusamos.
9 ତେଇରଇଲା ଜିଉଦିମନ୍ ଏଟା ସତ୍ବଲି ଡାଟ୍ ସଙ୍ଗ୍ ସେ କାତାଇ ରାଜି ଅଇଲାଇ ।
9 E também os judeus o acusavam, dizendo serem estas coisas assim.
10 ତାର୍ପଚେ ସାସନ୍କାରିଆ ପାଉଲ୍କେ କାତା ଅଇବାକେ ସାଗିଆ କଲାକେ ପାଉଲ୍ କଇଲା ।
10 Paulo, porém, fazendo-lhe o governador sinal que falasse, respondeu: Porque sei que já vai para muitos anos que desta nação és juiz, com tanto melhor ânimo respondo por mim.
11 ଆଗିଆ, ତମେ ନିଜେ କଜିକରି ଜାନିପାର୍ସା ଜେ, ପାକାପାକି ବାରଦିନ୍ ତଲେ, ମୁଇ ଜିରୁସାଲାମେ ପାର୍ତନା କର୍ବାକେ ଜାଇରଇଲି ।
11 Pois bem podes saber que não há mais de doze dias que subi a Jerusalém a adorar;
12 ମନ୍ଦିରେ କାର୍ ସଙ୍ଗ୍, ମୁଇ ଦଦାପେଲା କର୍ବାଟା ଜିଉଦିମନ୍ ଦେକି ନ ରଇଲାଇ କି ପାର୍ତନା ଗର୍ମନ୍କେ କି ଗଡର୍ କନ୍ ବିନ୍ ଜାଗାଇ ଲକ୍ମନ୍କେ ଉସ୍କାଇବାଟା ଦେକି ନ ରଇଲାଇ ।
12 e não me acharam no templo falando com alguém, nem amotinando o povo nas sinagogas, nem na cidade;
13 ସେଟାର୍ ପାଇ ମର୍ ବିରଦେ ଏବେ ଆନିରଇବା ଦାବାର୍ ପାଇ, ସେମନ୍ କାଇମିସା ସାକି ଦେଇ ନାପାରତ୍ ।
13 nem tampouco podem provar as coisas de que agora me acusam.
14 ଏଲେ ମିସା ମୁଇ ତମର୍ ଲଗେ ରାଜି ଅଇଲିନି ଜେ, ଜନ୍ ବାଟ୍ ସେମନ୍ ମିଚ୍ ବଲି କଇଲାଇନି, ସେ ବାଟେ ଜାଇ, ଆମର୍ ଆନିଦାଦିମନର୍ ପରମେସର୍କେ ପାର୍ତନା କଲିନି । ମାତର୍ ମୁଇ ମିସା ମସାର୍ ରିତିନିତି ଆରି ବବିସତ୍ବକ୍ତାମନର୍ ସାସ୍ତରେ ଲେକାଅଇଲା ସବୁ ବିସଇ ବିସ୍ବାସ୍ କଲିନି ।
14 Mas confesso-te que, conforme aquele Caminho, a que chamam seita, assim sirvo ao Deus de nossos pais, crendo tudo quanto está escrito na Lei e nos Profetas.
15 ଏମନର୍ ପାରା, ମାପ୍ରୁର୍ ଲଗେ ମର୍ ଗଟେକ୍ ଆସା ଆଚେ ଜେ, ନିକ ଲକ୍ ଅଅତ୍ କି କାରାପ ଲକ୍ ଅଅତ୍, ସବୁ ମଲାଟାନେଅନି ଉଟ୍ବାଇ ।
15 Tendo esperança em Deus, como estes mesmos também esperam, de que há de haver ressurreição de mortos, tanto dos justos como dos injustos.
16 ସେଟାର୍ ପାଇ ପରମେସରର୍ ଆରି ମୁନୁସର୍ ମୁଆଟେ ନିର୍ମଲ୍ ବିବେକ୍ ଇସାବେ ଚଲାଚଲ୍ତି କର୍ବାକେ ସବୁବେଲେ ଚେସ୍ଟା କଲିନି ।
16 E, por isso, procuro sempre ter uma consciência sem ofensa, tanto para com Deus como para com os homens.
17 “ବେସି ବରସ୍ ଦାରି ଦୁରିକେ ରଇଲା ପଚେ, ଜିରୁସାଲେମର୍ ଲକ୍ମନର୍ ପାଇ କିଚି ଡାବୁ ନେବାକେ ଆରି ବଲିଦେବାକେ ମୁଇ ତେଇ ଜାଇରଇଲି ।
17 Ora, muitos anos depois, vim trazer à minha nação esmolas e ofertas.
18 ମୁଇ ନିର୍ମଲ୍ ଅଇବା ବିଦି ସାରାଇଲା ବେଲେ, ସେମନ୍ ମକେ ମନ୍ଦିରେ ଦେକ୍ଲାଇ । ସେଡ୍କିବେଲେ ମର୍ ଲଗେ ବେସି ଲକ୍ ନ ରଇଲାଇ କି କାଇମିସା ଗଣ୍ଡ୍ଗଲ୍ ଅଇ ନ ରଇଲା ।
18 Nisto, me acharam já santificado no templo, não em ajuntamentos, nem com alvoroços, uns certos judeus da Ásia,
19 ମାତର୍ ତେଇ ଆସିଆ ଦେସର୍ କେତେଟା ଜିଉଦି ରଇଲାଇ, ଜଦି ସେମନ୍କେ ମର୍ ବିରଦେ କାଇଟା କଇବାର୍ ରଇଲା, ଆଗ୍ତୁ ସେମନ୍ ନିଜେ ତମର୍ ମୁଆଟେ ଆସି ଦାବା କର୍ବାର୍ ରଇଲା ।
19 os quais convinha que estivessem presentes perante ti e me acusassem, se alguma coisa contra mim tivessem.
20 ଆରି ତରେକ୍ ମୁଇ ଜେଡେବେଲା ବଡ୍ ସବାର୍ ମୁଆଟେ ଟିଆଅଇରଇଲି, କନ୍ ଅପ୍ରାଦେ ଦସି ଅଇଲି, ସେଟା ଇତି ରଇଲା ଲକ୍ମନ୍ କଅତ୍ ।
20 Ou digam estes mesmos se acharam em mim alguma iniquidade, quando compareci perante o conselho,
21 ଏଲେମିସା ମୁଇ ଗଟେକ୍ କାତା କଇରଇଲି । ସେମନର୍ ମୁଆଟେ ଟିଆ ଅଇରଇଲା ବେଲେ ମଲାଲକ୍ମନ୍ ଆରିତରେକ୍ ଉଟ୍ବାଇ ବଲି ଡାଟ୍ ସଙ୍ଗ୍ ବିସ୍ବାସ୍ କର୍ତେ ରଇଲାର୍ ପାଇ ଆଜି ତମର୍ଟାନେ ବିଚାର୍ନା ପାଇଲିନି । ଏଟାକେ ଚାଡି ଆରି ସେମନର୍ ମୁଆଟେ କିଚି କଇନାଇ ।”
21 a não ser estas palavras que, estando entre eles, clamei: hoje, sou julgado por vós acerca da ressurreição dos mortos!
22 ପେଲିକ୍ସ୍ ସେ ବାଟ୍ ବିସଇର୍ ଟିକିନିକି ଜାନି ରଇଲାର୍ ପାଇ ସୁନାଇବାଟା ବନ୍ଦ୍ କରି କଇଲା, “ ସନିଅମନର୍ ମୁକିଅ ଲିସିଅସ୍ କେଟ୍ଲା ପଚେ, ମୁଇ ତମର୍ ବିଚାର୍ନା ସୁନାଇବି ।”
22 Então, Félix, havendo ouvido estas coisas, lhes pôs dilação, dizendo: Havendo-me informado melhor deste Caminho, quando o tribuno Lísias tiver descido, então tomarei inteiro conhecimento dos vossos negócios.
23 ତାର୍ପଚେ ସେ ଅଦିକାରେ ରଇବା ମୁକିଆକେ କଇଲା, “ପାଉଲ୍କେ ବନ୍ଦି ଇସାବେ ଜାଗିରଇବାର୍ ଆଚେ, ମାତର୍ ତାକେ ଦର୍କାର୍ ଅଇବା ଜିନିସ୍ ତାର୍ ଲକ୍ମନ୍ ଆନିଦେଲେ, ସେଟା ତେବାଇବାର୍ ନାଇ ।”
23 E mandou ao centurião que o guardassem em prisão, tratando-o com brandura, e que a ninguém dos seus proibisse servi-lo ou vir ter com ele.
24 କେତେଦିନ୍ ପଚେ ପେଲିକ୍ସ୍ ତାର୍ ଜିଉଦି ମାଇଜି ଦୁର୍ସିଲା ସଙ୍ଗ୍ ତେଇ ଆଇଲା । ସେ ପାଉଲ୍କେ ଡାକାଇ ଜିସୁକିରିସ୍ଟକେ ବିସ୍ବାସ୍ କର୍ବା ବିସଇ, ତାର୍ କାତା ନିକକରି ସୁନ୍ଲା ।
24 Alguns dias depois, vindo Félix com sua mulher Drusila, que era judia, mandou chamar a Paulo e ouviu-o acerca da fé em Cristo.
25 ମାତର୍ ଜେଡେବେଲେ ପାଉଲ୍ ଦରମ୍ ଚଲାଚଲ୍ତି ଆରି ଲକ୍ମନ୍ ନିଜର୍ ପାପର୍ ଗୁନ୍ଚଲନ୍ ଇସାବେ ନ ଜାଇକରି ନିଜେ ଦାରିଅଇରଇବା ବିସଇ, ଆରି ଆଇବା ଦିନର୍ ବିଚାର୍ନା ବିସଇ କଇବାକେ ଦାର୍ଲା, ପେଲିକସ୍ ଡରିଜାଇକରି “ତମେ ଏବେ ଜାଇପାରାସ୍ ।” ବଲି କଇଲା, “ବେଲା ପାଇଲେ ଆରି ତରେକ୍ ମୁଇ ତମ୍କେ ଡାକାଇବି ।”
25 E, tratando ele da justiça, e da temperança, e do Juízo vindouro, Félix, espavorido, respondeu: Por agora, vai-te, e, em tendo oportunidade, te chamarei;
26 ସେ ବେଲା ପାଉଲ୍ ତାକେ କେତେକ୍ ଡାବୁ ଲାଚ୍ଁ ଦେଇସି ବଲି ସେ ଆସା କରି ରଇଲା, ସେଟାର୍ ପାଇ ସେ ତର୍କେ ତର୍ ତାକେ ଡାକାଇ ତାର୍ ସଙ୍ଗ୍ କାତାବାର୍ତା ଅଇବାର୍ ଦାର୍ଲା ।
26 esperando, ao mesmo tempo, que Paulo lhe desse dinheiro, para que o soltasse; pelo que também, muitas vezes, o mandava chamar e falava com ele.
27 ଏନ୍ତି ଦୁଇ ବରସ୍ ଗାଲାପଚେ ପର୍କିୟସ୍ ପେସ୍ଟସ୍ ପେଲିକର୍ ଜାଗାଇ ସାସନ୍କାରିଆ ଅଇ ଆଇଲା । ପେଲିକ୍ସ୍ ଜିଉଦିମନ୍କେ ବଲ୍ବଲାଇ ଅଇବାକେ ମନ୍ କରି ପାଉଲ୍କେ ନ ମୁକ୍ଲାଇ ବନ୍ଦି ଗରେ ଚାଡି ଉଟିଗାଲା ।
27 Mas, passados dois anos, Félix teve por sucessor a Pórcio Festo; e, querendo Félix comprazer aos judeus, deixou a Paulo preso.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 24, comparar traduções ou montar um estudo — tudo direto pelo WhatsApp.