Atos 22
ସତିଅର୍ ବାଟ୍ (DSO) vs ARC
1 “ମର୍ ସଙ୍ଗାରି ଜିଉଦି ବାଇ ଆରି ବାବାମନ୍, ମର୍ ନିଜର୍ବାଟେଅନି ମୁଇ ଜାଇଟା କଇଲିନି ସେଟା ସୁନା !”
1 Varões irmãos e pais, ouvi agora a minha defesa perante vós.
2 ସେମନର୍ ସଙ୍ଗ୍ ସେ ଇବ୍ରୁ ବାସାଇ କାତା କଇବାଟା ସୁନି, ଲକ୍ ମାନ୍ଦା ଚୁପ୍ଚାପ୍ ଅଇଲାଇ ଆରି ପାଉଲ୍ କଇବାକେ ଦାର୍ଲା,
2 (E, quando ouviram falar-lhes em língua hebraica, maior silêncio guardaram.) E disse:
3 “ମୁଇ ଗଟେକ୍ ଜିଉଦି ଲକ୍, ସିଲିସିଆର୍ ତାର୍ସିସେ ମର୍ ଜନମ୍, ମାତର୍ ମୁଇ ଜିରୁସାଲାମେ କାଇପିଇ ବଡ୍ ଅଇରଇଲି ଆରି ଗମଲିଏଲର୍ ସିସ୍ ରଇଲି । ଆମର୍ ଆନିଦାଦିମନର୍ ରିତିନିତି, ମୁଇ ଟିକ୍ ଇସାବେ ସିକିରଇଲି ଆରି ତମର୍ ପାରା ପର୍ମେସର୍କେ ମାନିକରି ଜିଇତେରଇଲି ।
3 Quanto a mim, sou varão judeu, nascido em Tarso da Cilícia, mas criado nesta cidade aos pés de Gamaliel, instruído conforme a verdade da lei de nossos pais, zeloso para com Deus, como todos vós hoje sois.
4 ମାପ୍ରୁର୍ ବାଟେ ଜିବା ଲକ୍ମନ୍କେ ମାର୍ଦାର୍ କରି ସେମନ୍କେ ମରାଇଦେଇତେ ରଇଲି । ମାଇଜିଟକି ମୁନୁସ୍ପିଲା ସବୁକେ ବାନ୍ଦିକରି ବନ୍ଦି ଗରେ ପୁରାଇ ଦେଇତେ ରଇଲି ।
4 Persegui este Caminho até à morte, prendendo e metendo em prisões, tanto homens como mulheres,
5 ମର୍ ଏ କାତା ପୁରା ସତ୍ । ବଡ୍ ପୁଜାରି ଆରି ବଡ୍ ସବାର୍ ସବୁ ପାର୍ଚିନ୍ମନ୍ ସାକି ଆଚତ୍ । ଲକ୍ମନ୍କେ ବନ୍ଦି କରି ସିକ୍ଲି ସଙ୍ଗ୍ ବାନ୍ଦି ଜିରୁସାଲାମ୍ ଦାରିଆଇବାକେ, ମୁଇ ବଡ୍ ପୁଜାରିର୍ ଟାନେଅନି ଆଦେସ୍ ପତର୍ ପାଇ, ଦାମାସ୍କସେ ରଇବା ଜିଉଦି ବାଇମନର୍ ଲଗେ ଗାଲି ।”
5 como também o sumo sacerdote me é testemunha, e todo o conselho dos anciãos; e, recebendo destes cartas para os irmãos, fui a Damasco, para trazer manietados para Jerusalém aqueles que ali estivessem, a fim de que fossem castigados.
6 “ମୁଇ ଜେଡେବେଲା ବାରଇ ଜିରୁସାଲମେ ଜିବାବେଲେ ଦାମାସ୍କସ୍ ଲଗାଲଗି ଅଇଲି, ପାକାପାକି ମୁଣ୍ଡ୍ବେଲାଇ, ଆକାସେଅନି ଗଟେକ୍ ଉଜଲ୍ ମର୍ ଚାରିବେଡ୍ତି ଉଜଲ୍ ଅଇଗାଲା ।”
6 Ora, aconteceu que, indo eu já de caminho e chegando perto de Damasco, quase ao meio-dia, de repente me rodeou uma grande luz do céu.
7 ମୁଇ ବୁଏଁ ଉମ୍ତାଡିଅଇ ଅଦ୍ରିଗାଲି ଆରି ମର୍ପାଇ ଏ କାତା ସୁନ୍ଲି, ସାଉଲ୍, ସାଉଲ୍ ! ମକେ ତୁଇ କାଇକେ କସ୍ଟ ଦେଲୁସ୍ନି ?
7 E caí por terra e ouvi uma voz que me dizia: Saulo, Saulo, por que me persegues?
8 ମୁଇ ପାଚାର୍ଲି, “ମାପ୍ରୁ, ତମେ କେ ? ସେ ମକେ କଇଲା, ‘ତମେ ଜାକେ କସ୍ଟ ଦେଲାସ୍ନି’ ମୁଇ ସେ ନାଜରିତର୍ ଜିସୁ ।”
8 E eu respondi: Quem és, Senhor? E disse-me: Eu sou Jesus, o Nazareno, a quem tu persegues.
9 ମର୍ସଙ୍ଗ୍ ରଇଲା ଲକ୍ ସେ ଉଜଲ୍ ଦେକ୍ଲାଇ, ମାତର୍ ମର୍ ସଙ୍ଗ୍ କାତା ଅଇବା ଲକର୍ ସର୍ ସୁନି ନାପାର୍ଲାଇ ।
9 E os que estavam comigo viram, em verdade, a luz, e se atemorizaram muito; mas não ouviram a voz daquele que falava comigo.
10 ମୁଇ ପାଚାର୍ଲି, “ମାପ୍ରୁ, ମୁଇ କାଇଟା କର୍ବି ?” ମାପ୍ରୁ ମକେ କଇଲା, “ଉଟ୍, ଆରି ଦାମାସ୍କସେ ଜାଆ, ପରମେସର୍ ତର୍ ପାଇ ଜନ୍ କାମ୍ ଟିକ୍ କଲା ଆଚେ, ସେଟା ତମ୍କେ ତେଇ ଜାନାଇ ଦିଆଅଇସି ।”
10 Então, disse eu: Senhor, que farei? E o Senhor disse-me: Levanta-te e vai a Damasco, e ali se te dirá tudo o que te é ordenado fazer.
11 ସେ ଉଜଲ୍ ଏତେକ୍ ଉଜଲ୍ ରଇଲା ଜେ, ସେ ଉଜଲର୍ ବପୁ ସଙ୍ଗ୍, ମୁଇ କାଣା ଅଇଜାଇରଇଲି । ସେଟାର୍ପାଇ ମର୍ ସଙ୍ଗ୍, ଜିବା ଲକ୍ମନ୍, ମର୍ ଆତେ ଦାରି, ମକେ ଦାମାସ୍କସେ ଡାକିନେଲାଇ ।
11 E, como eu não via por causa do esplendor daquela luz, fui levado pela mão dos que estavam comigo e cheguei a Damasco.
12 ଦାମାସ୍କାସେ ଅନନିଅ ନାଉଁର୍ ଗଟେକ୍ ଦରମ୍ ଲକ୍ ରଇଲା । ସେ ଆମର୍ ରିତିନିତି ନାମି କରି ରଇଲା, ତେଇ ରଇବା ଜିଉଦିମନ୍ ସବୁ ତାକେ ବେସି ନାମ୍ତେ ରଇଲାଇ ।
12 E um certo Ananias, varão piedoso conforme a lei, que tinha bom testemunho de todos os judeus que ali moravam,
13 ସେ ମର୍ଲଗେ ଆସି ଟିଆଅଇ କଇଲା, “ବାଇ ସାଉଲ୍, ତୁଇ ଆଁକି ଆରି ତରେକ୍ ଦେକ୍ ।” ଟିକ୍ ସେ ଦାପ୍ରେ, ମୁଇ ଆରି ତରେକ୍ ଦେକ୍ବା ବପୁ ପାଇଲି ।
13 vindo ter comigo e apresentando-se, disse-me: Saulo, irmão, recobra a vista. E naquela mesma hora o vi.
14 ସେ କଇଲା, “ଆମର୍ ଆନିଦାଦିର୍ ମାପ୍ରୁ ସେ ମନ୍କର୍ବାଟା ଜାନ୍ବାକେ, ତାର୍ ଦରମର୍ ଦାଙ୍ଗ୍ଡାକେ ଦେକ୍ବାକେ ଆରି ତାର୍ କାତା ସୁନ୍ବାକେ, ତକେ ବାଚ୍ଲା ଆଚେ ।
14 E ele disse: O Deus de nossos pais de antemão te designou para que conheças a sua vontade, e vejas aquele Justo, e ouças a voz da sua boca.
15 ତୁଇ କାଇଟା ଦେକିଆଚୁସ୍ ଆରି ସୁନି ଆଚୁସ୍, ସେଟା ସବୁ ଲକର୍ ଲଗେ ଦେକାଇବାକେ ଆରି ସୁନାଇବାକେ ତାକର୍ ସାକି ଅଇସୁ ।
15 Porque hás de ser sua testemunha para com todos os homens do que tens visto e ouvido.
16 ଆରି କାଇକେ ଅଲ୍ସମ୍ କଲୁସ୍ନି ? ଉଟ୍, ଡୁବନ୍ ନେ, ଆରି ତାକେ ପାର୍ତନା କରି ତର୍ ସବୁ ପାପେଅନି ପରିଚଲ୍ ଅ ।”
16 E, agora, por que te deténs? Levanta-te, e batiza-te, e lava os teus pecados, invocando o nome do Senhor.
17 “ମୁଇ ଜିରୁସାଲମେ ବାଉଡି ଜାଇ, ତେଇର୍ ମନ୍ଦିରେ ପାର୍ତନା କର୍ବାବେଲେ, ମକେ ମାପ୍ରୁର୍ ଦର୍ସନ୍ ମିଲ୍ଲା ।
17 E aconteceu que, tornando eu para Jerusalém, quando orava no templo, fui arrebatado para fora de mim.
18 ମାପ୍ରୁ ମକେ ନିଜେ ଦେକାଇଅଇ କଇଲା, ଦାପ୍ରେ ଜିରୁସାଲମ୍ ଚାଡି ଉଟି ଜା, କାଇକେ ବଇଲେ ଇତିର୍ ଲକ୍ମନ୍ ମର୍ ବିସଇ, ତୁଇ ସାକିଦେବାଟା ନ ନାମତ୍ ।”
18 E vi aquele que me dizia: Dá-te pressa e sai apressadamente de Jerusalém, porque não receberão o teu testemunho acerca de mim.
19 ମୁଇ କଇଲି “ମାପ୍ରୁ, ମୁଇ ପାର୍ତନା ଗର୍ମନ୍କେ ଜାଇ, ତମ୍କେ ବିସ୍ବାସ୍ କର୍ବା ଲକ୍ମନ୍କେ, କେନ୍ତାରି ବନ୍ଦି କରି ରଇଲି ଆରି ମାଡ୍ ମାରି ରଇଲି, ଏଟା ସେମନ୍ ନିକ ସଙ୍ଗ୍ ଜାନତ୍ ।
19 E eu disse: Senhor, eles bem sabem que eu lançava na prisão e açoitava nas sinagogas os que criam em ti.
20 ଆରି ଜେଡେବେଲ୍ ତମର୍ ସାକି ଦେଇ ରଇବା ତିପାନ୍କେ ମରାଇଦେଲାଇ, ମୁଇ ନିଜେ ତେଇ ରଇଲି, ତାକେ ମାରି ମରାଇଦେବାକେ ରାଜିଅଇରଇଲି । ମାରୁମନର୍ ବେଟ୍ଲା ବସ୍ତର୍ ଜାଗି ରଇଲି ।”
20 E, quando o sangue de Estêvão, tua testemunha, se derramava, também eu estava presente, e consentia na sua morte, e guardava as vestes dos que o matavam.
21 ମାପ୍ରୁ ମକେ କଇଲା, “ଜାଆ ମୁଇ ତକେ ବେସି ଦୁରିକେ ଜିଉଦି ନଇଲା ଲକ୍ମନର୍ ଲଗେ ପାଟାଇବି ।”
21 E disse-me: Vai, porque hei de enviar-te aos gentios de longe.
22 ପାଉଲ୍ ଏ କାତା କଇବାଜାକ ଲକ୍ମନ୍ ମନ୍ଦିଆନ୍ ଦେଇ ସୁନ୍ତେ ରଇଲାଇ, ମାତର୍ ତାର୍ ପଚେ ସେମନ୍ ଆଉଲିଅଇକରି କଇଲାଇ, “ତାକେ ଜଗତେଅନି ବାର୍କରାଇ ଦିଆସ୍ ! ମରାଇ ଦିଆସ୍, ସେନ୍ତା ଲକ୍ ଜିଇବାକେ ଲଡା ନାଇ !”
22 E ouviram-no até esta palavra e levantaram a voz, dizendo: Tira da terra um tal homem, porque não convém que viva!
23 ସେମନ୍ ଆଉଲି ଅଇକରି ବସ୍ତର୍ ଉପ୍ରେ ଉଡାଇତେରଇଲାଇ ଆରି ଦୁଲି ମିସା ଉପ୍ରେ ଉଡାଇତେ ରଇଲାଇ ।
23 E, clamando eles, e arrojando de si as vestes, e lançando pó para o ar,
24 ରମିୟ ସନିଅମନର୍ ମୁକିଆ ପାଉଲ୍କେ ଗଡ୍ ବିତ୍ରେ ଦାରିଜିବାକେ ସନିଅମନ୍କେ ତିଆର୍ଲା ଆରି ଜିଉଦିମନ୍ କାଇକେ ତାର୍ ବିରୁଦେ ଆଉଲି ଅଇଲାଇନି, ସେଟା ଜାନ୍ବାକେ ପାଉଲ୍କେ କର୍ଡା ସଙ୍ଗ୍ ମାର୍ବାକେ ଆଦେସ୍ ଦେଲା ।
24 o tribuno mandou que o levassem para a fortaleza, dizendo que o examinassem com açoites, para saber por que causa assim clamavam contra ele.
25 ମାତର୍ ସେମନ୍ ତାକେ କର୍ଡା ମାର୍ବାକେ ବାନ୍ଦିରଇଲା ବେଲେ, ପାଉଲ୍ ତେଇ ରଇବା ଗଟେକ୍ ଅଦିକାରିକେ କଇଲା, “କାଇ ଦସ୍ ନ ରଇକରି ଏବେ ଜାକ ବିଚାର୍ନା ନ ଅଇରଇବା ଗଟେକ୍ ରମିଅ ଲକ୍କେ କର୍ଡା ସଙ୍ଗ୍ ମାର୍ବାଟା, ଏଟା ତୁଇ ନିୟମ୍ ମାନ୍ଲୁସ୍ନି କି ?”
25 E, quando o estavam atando com correias, disse Paulo ao centurião que ali estava: É-vos lícito açoitar um romano, sem ser condenado?
26 ଏ କାତା ସୁନିକରି ସନିଅ ଗାଲା ଆରି ସନିଅମନର୍ ମୁକିଅକେ କଇଲା, “ତୁଇ କାଇଟା କଲୁସ୍ନି? ଏ ଗଟେକ୍ ରମିଅ ଲକ୍ !”
26 E, ouvindo isto, o centurião foi e anunciou ao tribuno, dizendo: Vê o que vais fazer, porque este homem é romano.
27 ସନିଅମନର୍ ମୁକିଅ ପାଉଲର୍ ଲଗେ ଜାଇ ପାଚାର୍ଲା, “ସତଇସେ ତମେ କାଇ, ରମିଅ ଲକ୍ କି ?”
27 E, vindo o tribuno, disse-lhe: Dize-me, és tu romano? E ele disse: Sim.
28 ସେନାପତି କଇଲା, “ମୁଇ ରମିଅ ସର୍କାର୍କେ ଡାବୁ ଦେଇକରି ଗଟେକ୍ ରମିଅ ଲକ୍ ଅଇଲି ଆଚି ।”
28 E respondeu o tribuno: Eu com grande soma de dinheiro alcancei este direito de cidadão. Paulo disse: Mas eu sou-o de nascimento.
29 ଏଟା ସୁନିକରି ଜନ୍ଲକ୍ମନ୍ ପାଉଲ୍କେ ପାଚାର୍ବାର୍ ଜାଇରଇଲାଇ, ସେମନ୍ ପଚ୍କେ ଗୁଚ୍ଲାଇ । ପାଉଲ୍ ଗଟେକ୍ ରମିୟ ଲକ୍ ବଲି ଜାନ୍ଲାକେ, ସେମନର୍ ନେତା ମିସା ଡର୍ଲା । କାଇକେବଇଲେ ପାଉଲ୍କେ ସିକ୍ଲି ସଙ୍ଗ୍ ବାନ୍ଦ୍ବାକେ ସେ ସେ ତିଆରିରଇଲା ।
29 E logo dele se apartaram os que o haviam de examinar; e até o tribuno teve temor, quando soube que era romano, visto que o tinha ligado.
30 ଜିଉଦିମନ୍ ପାଉଲ୍କେ କାଇବଲି ନିନ୍ଦା କର୍ତେରଇଲାଇ, ସେଟା ଜାନ୍ବାକେ ସନିଅମନର୍ ମୁକିଅ ମନ୍ କର୍ତେରଇଲା । ତେବର୍ପାଇ ତାର୍ ଆର୍କର୍ ଦିନେ ସବୁ ପୁଜାରିମନ୍କେ ଆରି ବଡ୍ ସବାର୍ ମେମର୍ମନ୍କେ ରୁଣ୍ଡାଇବାକେ ତିଆର୍ଲା । ତାର୍ ପଚେ ସେ ପାଉଲ୍କେ ବାନ୍ଦ୍ଲା ସିକ୍ଲି କୁସ୍ଲାଇ, ଦାରିକରି ଆନ୍ଲା ଆରି ବଡ୍ ସବାଇ ତାକର୍ ମୁଆଟେ ଟିଆ କରାଇଲା ।
30 No dia seguinte, querendo saber ao certo a causa por que era acusado pelos judeus, soltou-o das prisões e mandou vir os principais dos sacerdotes e todo o seu conselho; e, trazendo Paulo, o apresentou diante deles.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 22, comparar traduções ou montar um estudo — tudo direto pelo WhatsApp.