Apocalipse 9
ସତିଅର୍ ବାଟ୍ (DSO) vs ACF
1 ତାର୍ପଚେ ପାଁଚ୍ ଲମରର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା ! ବାଦଲେଅନି ଦର୍ତନି ଉପ୍ରେ ଅଦ୍ରି ରଇବା ଗଟେକ୍ ତାରା ଦେକ୍ଲି । ତାକେ ପାତାଲର୍ କୁଚିକାଡି ଦିଆଅଇରଇଲା ।
1 E o quinto anjo tocou a sua trombeta, e vi uma estrela que do céu caiu na terra; e foi-lhe dada a chave do poço do abismo.
2 ସେ ତାରା ପାତାଲ୍ ଉଗାଡ୍ଲା ଆରି ତେଇଅନି ଗଟେକ୍ ଜଇଲାଗ୍ବା ବାଟି ଅନି ଦୁଆଁ ବାରଇଲା ପାରା ବାରଇଲା । ପାତାଲେଅନି ଆଇବା ଦୁଆଁର୍ ଲାଗି ବେଲର୍ ଉଜଲ୍ ଆରି ପବନ୍ ଆନ୍ଦାର୍ ଅଇଗାଲା ।
2 E abriu o poço do abismo, e subiu fumaça do poço, como a fumaça de uma grande fornalha, e com a fumaça do poço escureceu-se o sol e o ar.
3 ଦର୍ତନିଟାନେ ରଇବା ଦୁଆଁର୍ ଲାଗି, ତେଇଅନି ଚିଟ୍କାମନ୍ ବାରଇଲାଇ । ସେଟାମନ୍କେ ବିସ୍କାକ୍ଡାର୍ ପାରା ବପୁ ଦିଆଅଇରଇଲା ।
3 E da fumaça vieram gafanhotos sobre a terra; e foi-lhes dado poder, como o poder que têm os escorpiões da terra.
4 ସେମନ୍କେ ଦର୍ତନିର୍ ଗାଁସ୍ କି ଗଚ୍ କି ବିନ୍ ବାଡର୍ ଗଚ୍କୁଟ୍କେ ମାରାନାଇ ବଲି କୁଆଅଇରଇଲା । ପର୍ମେସରର୍ ସିଲର୍ ଚିନ୍, ଜନ୍ ଲକ୍ମନର୍ କାପାଲେ ନ ରଇଲା, ସେମନ୍କେ ଆକା ମାର୍ବାକେ ଆଦେସ୍ ରଇଲା ।
4 E foi-lhes dito que não fizessem dano à erva da terra, nem a verdura alguma, nem a árvore alguma, mas somente aos homens que não têm nas suas testas o selo de Deus.
5 ଏ ଲକ୍ମନ୍କେ ମରାଇବାକେ ଚିଟ୍କାମନ୍କେ ଆଦେସ୍ ନ ଦେଇରଇଲା । ମାତର୍ ପାଁଚ୍ମାସ୍ ଜାକ ସେମନ୍କେ କସ୍ଟ ଦେବାକେ ସେମନ୍ ଜନ୍ କସ୍ଟ ପାଇବାଇ, ସେଟା ଗଟେକ୍ ବିସ୍କାକ୍ଡା ଚାବ୍ଲାବେଲର୍ ଦୁକାପାରା ରଇସି ।
5 E foi-lhes permitido, não que os matassem, mas que por cinco meses os atormentassem; e o seu tormento era semelhante ao tormento do escorpião, quando fere o homem.
6 ସେ ପାଁଚ୍ମାସ୍ ଜାକ କେନ୍ତି କରି ମର୍ବୁ ବଲି ବାଟ୍ କଜ୍ବାଇ । ମାତର୍ ସେଟା ମିଲାଇନାପାରତ୍ । ସେମନ୍ ମର୍ବାକେ ବେସି ମନ୍ କର୍ବାଇ, ମାତର୍ ସେଟା ନ ଅଏ ।
6 E naqueles dias os homens buscarão a morte, e não a acharão; e desejarão morrer, e a morte fugirá deles.
7 ଜୁଇଦ୍ ପାଇ ତିଆର୍ ଅଇରଇବା ଗଡାମନର୍ପାରା ସେ ଚିଟ୍କାମନ୍ ଡିସ୍ତେରଇଲାଇ । ସେମନର୍ ମୁଣ୍ଡ୍ ସୁନାର୍ ମୁକୁଟ୍ ପିନ୍ଦି ରଇଲାଇ । ସେମନର୍ ମୁ ଲକ୍ମନର୍ ମୁ ପାରା ରଇଲା ।
7 E o parecer dos gafanhotos era semelhante ao de cavalos aparelhados para a guerra; e sobre as suas cabeças havia umas como coroas semelhantes ao ouro; e os seus rostos eram como rostos de homens.
8 ସେମନର୍ ଚେଣ୍ଡି ମାଇଜିଟକିମନର୍ପାରା ଆରି ଦାତ୍ ସିଅଁମନର୍ପାରା ରଇଲା । ତାକର୍ ବୁକେ ଲୁଆର୍ ସାଞ୍ଜୁ ଡାବିଅଇରଇଲା ।
8 E tinham cabelos como cabelos de mulheres, e os seus dentes eram como de leões.
9 ତାକର୍ ଡେନାମନ୍ ଜାଡ୍ଲେ ଜୁଇଦ୍କେ ଜିବା ଗଡାର୍ ରତର୍ ସବଦ୍ ପାରା ସୁନିଅଇତେରଇଲା ।
9 E tinham couraças como couraças de ferro; e o ruído das suas asas era como o ruído de carros, quando muitos cavalos correm ao combate.
10 ବିସ୍କାକ୍ଡା ମନର୍ ପାରା ସେମନର୍ ଲେଞ୍ଜ୍ ଗଜିଆ ରଇଲା । ଆରି ବିସ୍କାକ୍ଡା ପାରା ଚାବ୍ତେରଇଲା । ପାଁଚ୍ମାସ୍ ଜାକ ଲକ୍ମନ୍କେ ନସାଇବାକେ ତାକର୍ ଲେଞ୍ଜର୍ ବପୁ ରଇଲା ।
10 E tinham caudas semelhantes às dos escorpiões, e aguilhões nas suas caudas; e o seu poder era para danificar os homens por cinco meses.
11 ତାକର୍ ଉପ୍ରେ ଗଟେକ୍ ରାଜା ସାସନ୍ କର୍ତେରଇଲା । ସେ ପାତାଲେ ଦେକା ରକା କର୍ବା ଦୁତ୍ । ଏବ୍ରି ବାସାଇ ତାର୍ ନାଉଁ ଅଇଲାନି ଅବଦନ୍ । ଆରି ଗିରିକ୍ ବାସାଇ ଅପଲିୟନ୍ । ତାର୍ ଅରତ୍ ଅଇଲାନି କୁରୁପ୍ନାସ୍ କର୍ବା ଲକ୍ ।
11 E tinham sobre si rei, o anjo do abismo; em hebreu era o seu nome Abadom, e em grego Apoliom.
12 ପର୍ତୁମର୍ ଡର୍ ଲାଗ୍ବା ଦୁକ୍ କସ୍ଟ ସାର୍ଲା । ତାର୍ପଚେ ଆରି ଦୁଇଟା ଅଦିକ୍ ଦୁକ୍ କସ୍ଟ ଅଇବାଟା ଆଇଲାନି ।
12 Passado é já um ai; eis que depois disso vêm ainda dois ais.
13 ତାର୍ପଚେ ଚଅ ଲମରର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା ! ପର୍ମେସର୍ ମୁଆଁଟେ ରଇବା ସୁନା ବେଦିର୍ ଚାରିଟା କନେଅନି ମୁଇ ଗଟେକ୍ ସବଦ୍ ସୁନ୍ଲି ।
13 E tocou o sexto anjo a sua trombeta, e ouvi uma voz que vinha das quatro pontas do altar de ouro, que estava diante de Deus,
14 ସେ ସବଦ୍ ଚଅ ଲମର୍ ଦୁତ୍କେ କଇଲା, ବଡ୍ ଗାଡ୍ ଇଉପର୍ଟିସ୍ ଗାଡେ, ବାନ୍ଦି ସଙ୍ଗଇବା ଚାରିଟା ଦୁତ୍ମନ୍କେ ମୁକ୍ଲାଇଦେସ୍ ।
14 A qual dizia ao sexto anjo, que tinha a trombeta: Solta os quatro anjos, que estão presos junto ao grande rio Eufrates.
15 ଚାର୍ଟା ଦୁତ୍ମନ୍କେ ମୁକ୍ଲାଇଲା । ଗୁଲାଇ ମୁନୁସ୍ଜାତିର୍ ତିନ୍ ବାଗେଅନି ଗଟେକ୍ ବାଗ୍କେ ମରାଇବାକେ ସେମନ୍କେ ତିଆର୍ କରି ସଙ୍ଗଇରଇଲା । ଏ ସମାନ୍ ବରସର୍, ସମାନ୍ ମାସର୍, ସମାନ୍ ଦିନର୍, ସମାନ୍ ଗଁଟାର୍ପାଇ ସେମନ୍କେ ସଙ୍ଗଇରଇଲା ।
15 E foram soltos os quatro anjos, que estavam preparados para a hora, e dia, e mês, e ano, a fim de matarem a terça parte dos homens.
16 ତାର୍ପଚେ ଗଟେକ୍ ବଡ୍ଦଲ୍ ଅଇକରି ଗଡାଲଗେ ଆଇତେ ରଇବା ସନିଅମନ୍ ଜନ୍ଲକ୍ମନ୍ କି ଦୁଇସ ଲକିଅ ଲକ୍ମନ୍ ଆଚତ୍ ବଲି ସେମନ୍ କଇଲାଇ, ସେଟା ଦେକ୍ଲି ।
16 E o número dos exércitos dos cavaleiros era de duzentos milhões; e ouvi o número deles.
17 ମୁଇ ମର୍ ଦର୍ସନେ ଗଡାମନ୍କେ ଆରି ତାର୍ ଚାଲାଉମନ୍କେ ଦେକ୍ଲି । ତାକର୍ ସାଞ୍ଜୁମନ୍ ଜଇପାରା ରଙ୍ଗ୍ ଆରି ନିଲି ପାରା ନିଲିଆ, ଅଲ୍ଦି ପାରା ରଇଲା । ସେ ଗଡା ମନର୍ ମୁଣ୍ଡ୍ ସିଅଁମନର୍ ମୁଣ୍ଡ୍ ପାରା ରଇଲା । ଆରି ତାକର୍ ଟଣ୍ଡେଅନି ଜଇ ଦୁଆଁ ଆରି ରକତ୍ ପାରାଟା ବାରଇତେରଇଲା ।
17 E assim vi os cavalos nesta visão; e os que sobre eles cavalgavam tinham couraças de fogo, e de jacinto, e de enxofre; e as cabeças dos cavalos eram como cabeças de leões; e de suas bocas saía fogo e fumaça e enxofre.
18 ଗୁଲାଇ ମୁନୁସ୍ ଜାତିର୍ ତିନ୍ବାଗେ ଅନି ଗଟେକ୍ ବାଗ୍ ସେ ତିନ୍ଟା ମର୍ଡିର୍ଲାଗି ମରିଗାଲାଇ । ଗଡାମନର୍ ଟଣ୍ଡେଅନି ଆଇବା ଜଇ ଦୁଆଁ ଆରି ଗନ୍ଦ୍ପାରା ତିନ୍ଟା ମର୍ଡି ଅଇଲା ।
18 Por estes três foi morta a terça parte dos homens, isto é pelo fogo, pela fumaça, e pelo enxofre, que saíam das suas bocas.
19 ଗଡାମନର୍ ବପୁ ତାକର୍ ଟଣ୍ଡେ ଆରି ତାକର୍ ଲେଞ୍ଜେ ମିସିକରି ରଇଲା । ତାକର୍ ଲେଞ୍ଜ୍ ମୁଣ୍ଡ୍ ରଇବା ସାଁପ୍ମନର୍ ପାରା ରଇଲା । ସେଟାସଙ୍ଗ୍ ସେମନ୍ ଲକ୍ମନ୍କେ ମାର୍ତେରଇଲାଇ ।
19 Porque o poder dos cavalos está na sua boca e nas suas caudas. Porquanto as suas caudas são semelhantes a serpentes, e têm cabeças, e com elas danificam.
20 ଏ ମର୍ଡି ଅଇଲାର୍ ପାଇ ଜେତ୍କି ରଇଲା ମନସ୍ ଜାତି, ଆତେ ତିଆର୍କରି ରଇବାଟାକେ ଚାଡତ୍ନାଇ । ଗଚ୍ସଙ୍ଗ୍, ପାକ୍ନାସଙ୍ଗ୍, ପିତଲ୍ସଙ୍ଗ୍, ରୁପାସଙ୍ଗ୍ ଆରି ସୁନାସଙ୍ଗ୍ ତିଆର୍ କରିରଇବା ମୁର୍ତିମନ୍କେ ଆରି ଡୁମାମନ୍କେ ସେବା କର୍ବାଟା ସେମନ୍ ଚାଡତ୍ନାଇ ।
20 E os outros homens, que não foram mortos por estas pragas, não se arrependeram das obras de suas mãos, para não adorarem os demônios, e os ídolos de ouro, e de prata, e de bronze, e de pedra, e de madeira, que nem podem ver, nem ouvir, nem andar.
21 ସେମନ୍ ଚରାଇବାଟା, ବେସିଆ କାମ୍ କର୍ବାଟା, ଜାଦୁ ମଁତର୍ କର୍ବାଟା ଆରି ନର୍ ମରାଇବାଟା ମିସା ଚାଡତ୍ନାଇ ।
21 E não se arrependeram dos seus homicídios, nem das suas feitiçarias, nem da sua fornicação, nem dos seus furtos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 9, comparar traduções ou montar um estudo — tudo direto pelo WhatsApp.