Apocalipse 6
ସତିଅର୍ ବାଟ୍ (DSO) vs NVI
1 ତାର୍ପଚେ ସେ ମେଣ୍ଡାପିଲା ସାତ୍ଟା ସିଲ୍ ବିତ୍ରେ ପର୍ତୁମ୍ ସିଲ୍ ବାଙ୍ଗାଇବାଟା ମୁଇ ଦେକ୍ଲି । ଚାର୍ଟା ଜିବନ୍ ରଇବା ପସୁମନର୍ ବିତ୍ରେଅନି ଗଟେକ୍ ପସୁ ଗଡ୍ଗଡି ସବଦ୍ପାରା କରି ମକେ କଇଲା “ ଆଉ ।”
1 Observei quando o Cordeiro abriu o primeiro dos sete selos. Então ouvi um dos seres viventes dizer com voz de trovão: "Venha! "
2 ତେଇ ମୁଇ ଦେକ୍ଲି, ଆରି ଏଦେ ଦେକା ! ଗଟେକ୍ ଦବ୍ଲା ଗଡା ଡିସ୍ଲା । ତାକେ ଚାଲାଇବା ଲକର୍ ଆତେ ଦୁନୁ ରଇଲା । ତାକେ ଗଟେକ୍ ମୁକୁଟ୍ ଦିଆ ଅଇଲା । ସେ ତାର୍ ସତ୍ରୁମନ୍କେ ଆରାଇବାକେ ଦାପ୍ରେ ଗାଲା ।
2 Olhei, e diante de mim estava um cavalo branco! Seu cavaleiro empunhava um arco, e foi-lhe dada uma coroa; ele cavalgava como vencedor determinado a vencer.
3 ସେ ମେଣ୍ଡାପିଲା ଦୁଇ ଲମର୍ ସିଲ୍ ବାଙ୍ଗାଇଲା । ଆରି ସେ ଦୁଇ ଲମର୍ ଜିବନ୍ ରଇବା ପସୁ ମକେ କଇଲା “ଆଉ ।”
3 Quando o Cordeiro abriu o segundo selo, ouvi o segundo ser vivente dizer: "Venha! "
4 ଆରି ଏଦେ ଦେକା ! ଆରିଗଟେକ୍ ରଙ୍ଗ୍ ରଇବା ଗଡା ବାରଇଲା । ଜଗତେ ଜୁଇଦ୍ କରାଇବାକେ ସେ ଗଡା ଚାଲାଉକେ ଦିଆଅଇରଇଲା । ଜେନ୍ତାରିକି, ଲକ୍ମନ୍ ତାକର୍ ତାକର୍ ବିତ୍ରେ ମାରାମାରିଅଇ ମର୍ବାଇ । ତାକେ ଗଟେକ୍ ବଡେଟା କାଣ୍ଡା ଦିଆଅଇଲା ।
4 Então saiu outro cavalo; e este era vermelho. Seu cavaleiro recebeu poder para tirar a paz da terra e fazer que os homens se matassem uns aos outros. E lhe foi dada uma grande espada.
5 ତାର୍ପଚେ ସେ ମେଣ୍ଡାପିଲା ତିନ୍ ଲମର୍ ସିଲ୍ ବାଙ୍ଗାଇଲା । ତିନ୍ ଲମର୍ ଜିବନ୍ ରଇବା ପସୁ ମକେ କଇଲା “ଆଉ ।” ମୁଇ ଦେକ୍ଲି ଆରି ଏଦେ ଦେକା ! ଆରି ଗଟେକ୍ କାଲିଆ ଗଡା ଡିସ୍ଲା । ସେ ଗଡା ଚାଲାଉର୍ ଆତେ ଗଟେକ୍ ତୁଲ୍ବା କେଜି ରଇଲା ।
5 Quando o Cordeiro abriu o terceiro selo, ouvi o terceiro ser vivente dizer: "Venha! " Olhei, e diante de mim estava um cavalo preto. Seu cavaleiro tinha na mão uma balança.
6 ଚାରିଟା ଜିବନ୍ ରଇବା ପସୁମନ୍ କଇତେରଇଲାଇ “ଦିନେକର୍ ବୁତିକେ ମାନେକ୍ ମୁଣ୍ଡିଆ ଆରି ଦିନେକର୍ ବୁତିକେ ତିନ୍ ମାନ୍ ଦାନ୍ । ମାତର୍ ଅଙ୍ଗୁର୍ ବାଡ୍ ଆରି ଜିତ୍ ଗଚ୍ ନସାଇବାର୍ନାଇ ।”
6 Então ouvi o que parecia uma voz entre os quatro seres viventes, dizendo: "Um quilo de trigo por um denário, e três quilos de cevada por um denário, e não danifique o azeite e o vinho! "
7 ତାର୍ପଚେ ସେ ମେଣ୍ଡାପିଲା ଚାରି ଲମର୍ ସିଲ୍ ବାଙ୍ଗାଇଲା । ଆରି ଚାରି ଲମର୍ ଜିବନ୍ ରଇବା ପସୁ ମକେ “ ଆଉ !” ବଲି କଇଲା ।
7 Quando o Cordeiro abriu o quarto selo, ouvi a voz do quarto ser vivente dizer: "Venha! "
8 ତେଇ ମୁଇ ଦେକ୍ଲି, ଏଦେ ଦେକା ! ଗଟେକ୍ ଚାରୁଆ ଗଡା ଡିସ୍ଲା । ଗଡା ଚାଲାଉ ଅଇଲାନି ମରନ୍ ଆରି ଡୁମାମନର୍ ରାଇଜ୍ । ସେ ପଚେ ପଚେ ଆଇତେରଇଲା । ସେମନ୍କେ ଏ ଜଗତର୍ ଚାରିବାଗେ ଅନି ଗଟେକ୍ ବାଗ୍ ଉପ୍ରେ ଅଦିକାର୍ ଦେଇତେରଇଲା । ତେଇ ଜୁଇଦର୍ ଲାଗି, ମର୍ଡିର୍ ଲାଗି, ରଗର୍ ଲାଗି ଆରି ଡଙ୍ଗରର୍ ପସୁର୍ ଲାଗି ମରାଇବାକେ ଅଦିକାର୍ ଦେଲା ।
8 Olhei, e diante de mim estava um cavalo amarelo. Seu cavaleiro chamava-se Morte, e o Hades o seguia de perto. Foi-lhes dado poder sobre um quarto da terra para matar pela espada, pela fome, por pragas e por meio dos animais selvagens da terra.
9 ତାର୍ପଚେ ମେଣ୍ଡାପିଲା ପାଁଚ୍ ଲମର୍ ସିଲ୍ ବାଙ୍ଗାଇଲା । ଆରି ଏଦେ ଦେକା ! ବେଦିର୍ ତଲ୍ବାଟେ ସତ୍ବାବେ ସାକି ଦେଲାର୍ପାଇ ଆରି ପର୍ମେସରର୍ ବାକିଅ ଜାନାଇଲାର୍ପାଇ ଜନ୍ ଲକ୍ମନ୍ ମରାଇ ଅଇରଇଲାଇ ତାକର୍ ଆତ୍ମାମନ୍କେ ଦେକ୍ଲି ।
9 Quando ele abriu o quinto selo, vi debaixo do altar as almas daqueles que haviam sido mortos por causa da palavra de Deus e do testemunho que deram.
10 ସେମନ୍ ଆଉଲି ଅଇକରି କଇଲାଇ “ଏ ମାପ୍ରୁ ପର୍ମେସର୍ ଜେ କି ସବୁର୍ଟାନେଅନି ବପୁର୍ଟା । ତୁଇ ସୁକଲ୍ ଆରି ସତ୍ । ଆମ୍କେ ମରାଇଲା ଲକ୍କେ ବିଚାର୍କରି ଡଣ୍ଡ୍ ଦେବାକେ ଆମେ ଆରି କେତେକ୍ ଦିନ୍ ଜାଗ୍ବୁ ?”
10 Eles clamavam em alta voz: "Até quando, ó Soberano santo e verdadeiro, esperarás para julgar os habitantes da terra e vingar o nosso sangue? "
11 ସେମନ୍କେ ସବୁକେ ଗଟେକ୍ ଗଟେକ୍ ଦବ୍ ବସ୍ତର୍ ଦିଆଅଇରଇଲା । ତାକର୍ ସଙ୍ଗେ ରଇବା ଦାଙ୍ଗ୍ଡାମନ୍କେ ଆରି ବାଇମନ୍କେ ତାକର୍ ପାରାସେ ମରାଇଅଇସି । ଜେତ୍କି ଲକ୍ ଅଇବା କାତା, ସେତ୍କି ଲକ୍ ପୁରାପୁରୁନ୍ ନ ଅଇବାଜାକ ସେମନ୍କେ ଆରି କେତେଦିନ୍ ପୁଣ୍ଡିରଇବାକେ କୁଆ ଅଇଲା ।
11 Então cada um deles recebeu uma veste branca, e foi-lhes dito que esperassem um pouco mais, até que se completasse o número dos seus conservos e irmãos, que deveriam ser mortos como eles.
12 ଆରି ଏଦେ ଦେକା ! ମେଣ୍ଡା ପିଲା ଚଅ ଲମର୍ ସିଲ୍ ବାଙ୍ଗାଇବାଟା ମୁଇ ଦେକ୍ଲି । ତେଇ ଦର୍ତନି ଜବର୍ଅଇତେ ଚୁଲ୍ବୁଲ୍ଲା । ବେଲ୍ କାଲିଆ ଅଇ କର୍କର୍ସା ରଇବା ଲୁଗାପାରା ଅଇଗାଲା ଆରି ଜନ୍ ବନି ପାରା ପୁରାପୁରୁନ୍ ରଙ୍ଗ୍ ଅଇଗାଲା ।
12 Observei quando ele abriu o sexto selo. Houve um grande terremoto. O sol ficou escuro como tecido de crina negra, toda a lua tornou-se vermelha como sangue,
13 ଜବର୍ ପବନ୍ ଆସି ଗଟେକ୍ ଡୁମ୍ରି ଗଚ୍ ଦୁନିଅଇଲେ ଜେନ୍ତାରି ନ ପାଚ୍ଲା ଡୁମ୍ରି ତଲେ ଅଦର୍ସି, ସେନ୍ତାରିସେ ବାଦଲର୍ ତାରାମନ୍ ଦର୍ତନି ଉପ୍ରେ ଅଦର୍ଲାଇ ।
13 e as estrelas do céu caíram sobre a terra como figos verdes caem da figueira quando sacudidos por um vento forte.
14 ବାଦଲ୍ ଦୁଇପଡା ଅଇଗାଲା ଆରି କାଗଜ୍ପାରା ଗୁଡିଆଇଅଇଲା । ଗଟେକ୍ ଗଟେକ୍ ଡଙ୍ଗର୍ ଆରି ଚାରିବେଟ୍ତି ପାନିରଇ ମଜାଇ ରଇବା ସୁକ୍ଲା ଜାଗା ତାର୍ ଜାଗାଇ ଅନି ଅସକ୍ଲାଇ ।
14 O céu foi se recolhendo como se enrola um pergaminho, e todas as montanhas e ilhas foram removidas de seus lugares.
15 ତାର୍ପଚେ ଏ ଜଗତର୍ ରାଜାମନ୍, ସାସନ୍କାରିଆମନ୍, ସନିଅର୍ ନେତାମନ୍, ସାଉକାର୍ ଆରି ବେସି ବପୁରଇବା ଲକ୍ମନ୍, ବନ୍ଦିରଇବା ଆରି ମୁକ୍ଲିରଇବା ଲକ୍ମନ୍ ସେନ୍ତାରି ସବୁଲକ୍ମନ୍ ପାଆରେ ଆରି ଡଙ୍ଗ୍ରେ ରଇବା ବଡ୍ ପାକ୍ନା ତଲେ ଜାଇ ଲୁଚ୍ଲାଇ ।
15 Então os reis da terra, os príncipes, os generais, os ricos, os poderosos — todos os homens, quer escravos, quer livres, esconderam-se em cavernas e entre as rochas das montanhas.
16 ସେମନ୍ ଆମ୍କେ ଦୟା କର୍ ବଲି ବାବୁଜିଆ କଲାଇ । ଆରି ଡଙ୍ଗର୍ମନ୍କେ ଆରି ପାକ୍ନାମନ୍କେ ଆଉଲିଅଇକରି କଇଲାଇ, “ଆମର୍ ଉପ୍ରେ ଅଦ୍ରା ଆରି ଆମ୍କେ ଆଡୁକା ଉଆ । ଜେନ୍ତାରି କି ଜେ ବସ୍ବା ଜାଗାଇ ବସିଆଚେ, ସେ ଆମ୍କେ ନ ଦେକେ । ଆରି ମେଣ୍ଡାର୍ ବଡ୍ ରିସାଇଅନି ଆମେ ରକିଆ ପାଇବୁ ।
16 Eles gritavam às montanhas e às rochas: "Caiam sobre nós e escondam-nos da face daquele que está assentado no trono e da ira do Cordeiro!
17 କାଇକେବଇଲେ ତାର୍ ରିସା ବେସି ରିସାର୍ ଦିନ୍ ଆଇଲାଆଚେ । ଆରି ଆମେ ସେଟା ମୁର୍ଚିରଇ ନାପାରୁ ।”
17 Pois chegou o grande dia da ira deles; e quem poderá suportar? "
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 6, comparar traduções ou montar um estudo — tudo direto pelo WhatsApp.