Apocalipse 5
ସତିଅର୍ ବାଟ୍ (DSO) vs NVI
1 ଜେ ବସ୍ବା ଜାଗାଇ ବସିରଇଲା ତାର୍ ଉଜା ଆତେ ଗୁଡିଆଇଅଇରଇବା ଗଟେକ୍ ପୁର୍ନା କାଗଜ୍ ଦେକ୍ଲି । ସେଟା ଦୁଇବାଟେ ଲେକା ଅଇରଇଲା । ଆରି ସାତ୍ଟା ସିଲ୍ ମାରି ଡାବିରଇଲାଇ ।
1 Então vi na mão direita daquele que está assentado no trono um livro em forma de rolo escrito de ambos os lados e selado com sete selos.
2 ଆରି ଗଟେକ୍ ବେସି ବପୁରଇବା ଦୁତ୍କେ ଦେକ୍ଲି । ସେ ଆଉଲିଅଇ କଇଲା “ଏ ସାତ୍ଟା ସିଲ୍ ପିଟାଇକରି କେ, ଏ କାଗଜ୍ ମେଲାକରି ପାର୍ସି ?”
2 Vi um anjo poderoso, proclamando em alta voz: "Quem é digno de romper os selos e de abrir o livro? "
3 ମାତର୍ ସର୍ଗେ କି ମଚ୍ପୁରେ କି ପାତାଲେ କେ ମିସା ସେ କାଗଜ୍ ମେଲାକରି ଦେକି ନାପାର୍ଲାଇ ।
3 Mas não havia ninguém, nem no céu nem na terra nem debaixo da terra, que podia abrir o livro, ou sequer olhar para ele.
4 ସେ କାଗଜ୍ ମେଲାକରି ବିତ୍ରର୍ଟା ଦେକ୍ବାକେ କେ ନାପାର୍ଲାଇଜେ ମୁଇ ବେସି ମନ୍ଦୁକ୍ କରି କାନ୍ଦ୍ଲି ।
4 Eu chorava muito, porque não se encontrou ninguém que fosse digno de abrir o livro e de olhar para ele.
5 ତାର୍ପଚେ ଗଟେକ୍ ପାର୍ଚିନ୍ ମକେ କଇଲା, “କାନ୍ଦ୍ନାଇ, ଏଦେ ଦେକା ! ଜିଉଦା ବଁସେଅନି ଆଇବା ସିଅଁ, ଜେ କି ଦାଉଦର୍ ଗଟେକ୍ ଡାକ୍ପୁଟାର୍ ନାତିତିତି, ସେ ଜିତ୍ଲାଆଚେ । ସେ ସାତ୍ଟା ସିଲ୍ ବାଙ୍ଗାଇସି ଆରି କାଗଜ୍ ମେଲାକରି ପାର୍ସି ।”
5 Então um dos anciãos me disse: "Não chore! Eis que o Leão da tribo de Judá, a Raiz de Davi, venceu para abrir o livro e os seus sete selos".
6 ତାର୍ପଚେ ବସ୍ବା ଜାଗାର୍ ମଜାଇ ଗଟେକ୍ ମେଣ୍ଡାପିଲା ଟିଆଅଇରଇବାଟା ଦେକ୍ଲି । ତାର୍ ଚାରିବେଟ୍ତି ଚାରିଟା ଜିବନ୍ ରଇବା ପସୁ ଆରି ପାର୍ଚିନ୍ମନ୍ ରଇଲାଇ । ମେଣ୍ଡାପିଲା ମରାଇରଇଲାଟା ପାରା ଡିସ୍ତେରଇଲା । ତାକେ ସାତ୍ଟା ସିଙ୍ଗ୍ ଆରି ସାତ୍ଟା ଆଁକି ରଇଲା । ସେଟା ପର୍ମେସରର୍ ସାତ୍ଟା ଆତ୍ମା ରଇଲା । ପର୍ମେସର୍ ସେ ସାତ୍ଟା ଆତ୍ମାକେ ଗୁଲାଇ ଜଗତେ ପାଟାଇରଇଲା ।
6 Então vi um Cordeiro, que parecia ter estado morto, de pé, no centro do trono, cercado pelos quatro seres viventes e pelos anciãos. Ele tinha sete chifres e sete olhos, que são os sete espíritos de Deus enviados a toda a terra.
7 ଜେ ବସ୍ବା ଜାଗାଇ ବସିରଇଲା, ତାର୍ ଉଜାଆତେଅନି ସେ ମେଣ୍ଡା କାଗଜ୍ ନେଲା ।
7 Ele se aproximou e recebeu o livro da mão direita daquele que estava assentado no trono.
8 ସେ ସେନ୍ତାରି କଲାକେ ସେ ଚାରିଟା ଜିବନ୍ ରଇବା ପସୁ ଆରି କଡେଚାରିଟା ପାର୍ଚିନ୍ମନ୍ ମେଣ୍ଡାର୍ ମୁଆଟେ ଡାଣ୍ଡାସନ୍ ପଡି ଜୁଆର୍ କଲାଇ । ସେମନ୍କେ ସବୁ ଲକର୍ ଆତେ ଗଟେକ୍ ଗଟେକ୍ ଡୁଡୁଙ୍ଗା ଆରି ସୁନାର୍ ଗିନାମନ୍କେ ଗନ୍ଦ୍ରସ୍ ରଇଲା । ସେଟା ଅଇଲାନି ପର୍ମେସରର୍ ଲକ୍ମନ୍ ଗୁଆରି କର୍ବାଟା ।
8 Ao recebê-lo, os quatro seres viventes e os vinte e quatro anciãos prostraram-se diante do Cordeiro. Cada um deles tinha uma harpa e taças de ouro cheias de incenso, que são as orações dos santos;
9 ସେମନ୍ ଗଟେକ୍ ନୁଆ ଗିତ୍ କଇତେରଇଲାଇ । “ଗୁଡିଆଇଅଇରଇବା କାଗଜ୍ ସିଲ୍ ବାଙ୍ଗାଇକରି ନେବାକେ ତୁଇସେ ପାରୁସ୍ । କାଇକେବଇଲେ ତୁଇ ମରାଇଅଇଲୁସ୍ ଆରି ତର୍ ବଲି ଇସାବ୍ ମରନର୍ ଲାଗି, ସବୁ ବଁସେଅନି, ସବୁବାସାଇଅନି, ସବୁ ରାଇଜେଅନି ଆରି ଲକ୍ମନର୍ ଦଲେଅନି ପର୍ମେସରର୍ ପାଇ ତୁଇ ଲକ୍ମନ୍କେ ଆନ୍ଲୁସ୍ ।
9 e eles cantavam um cântico novo: "Tu és digno de receber o livro e de abrir os seus selos, pois foste morto, e com teu sangue compraste para Deus homens de toda tribo, língua, povo e nação.
10 ତୁଇ ସେମନ୍କେ ଗଟେକ୍ ପୁଜାରିମନର୍ ରାଇଜ୍ କରି ଆଚୁସ୍ । ସେମନ୍ ଆମର୍ ପର୍ମେସର୍କେ ସେବା କର୍ବାଇ । ଆରି ଏ ଜଗତେ ସାସନ୍ କର୍ବାଇ ।”
10 Tu os constituíste reino e sacerdotes para o nosso Deus, e eles reinarão sobre a terra".
11 ମୁଇ ଆରିତରେକ୍ ଦେକ୍ଲି । ତେଇ ଅଜାର୍ ଅଜାର୍ ଦୁତ୍ମନର୍ ସବଦ୍ ସୁନ୍ଲି । ସେ ଦୁତ୍ମନ୍ ଚାରିଟା ପସୁମନର୍ ଆରି ପାର୍ଚିନ୍ମନର୍ ଚାରିବେଟ୍ତି ଟିଆ ଅଇଲାଇ ।
11 Então olhei e ouvi a voz de muitos anjos, milhares de milhares e milhões de milhões. Eles rodeavam o trono, bem como os seres viventes e os anciãos,
12 ସେମନ୍ ଆଉଲି ଅଇକରି ଗିତ୍ କଇତେ ରଇଲାଇ, “ମରାଇଅଇରଇବା ମେଣ୍ଡାପିଲା, ସବୁ ବପୁ, ସବୁ ଦନ୍ସଁପତି, ସବୁ ଗିଆନ୍, ସବୁ ସକ୍ତି, ଡାକ୍ପୁଟା, ମଇମା, ଆରାଦନା ପାଇବା ଅଦିକାର୍ ତର୍ ଲଗେ ଆଚେ ।”
12 e cantavam em alta voz: "Digno é o Cordeiro que foi morto de receber poder, riqueza, sabedoria, força, honra, glória e louvor! "
13 ଜଗତେ ରଇବା ସବୁ ଜିବନ୍ ରଇବାଟାମନ୍ ଜେନ୍ତାରି କି ସର୍ଗେ ରଇବା ସବୁଜାକ, ଜଗତେରଇବା ସବୁଜାକ, ପାତାଲେ ରଇବା ସବୁଜାକ ଆରି ସମ୍ଦୁରେ ରଇବାଟାମନ୍ ଗିତ୍ ଗାଇତେରଇଲାଇ । ଜେ ବସ୍ବା ଜାଗାଇ ବସିଆଚେ ଆରି ମେଣ୍ଡାପିଲାକେ ଆରାଦନା, ଡାକ୍ପୁଟା, ମଇମା, ଆରି ବପୁ କାଲ୍ କାଲ୍ ଜୁଗ୍ ଜୁଗ୍ ଅ ।
13 Depois ouvi todas as criaturas existentes no céu, na terra, debaixo da terra e no mar, e tudo o que neles há, que diziam: "Àquele que está assentado no trono e ao Cordeiro sejam o louvor, a honra, a glória e o poder, para todo o sempre! "
14 ଚାରିଟା ଜିବନ୍ ରଇବା ପସୁମନ୍ କଇଲାଇ, ଆମେନ୍ ! ଆରି ପାର୍ଚିନ୍ମନ୍ ଡାଣ୍ଡାସନ୍ ପଡି ଜୁଆର୍କଲାଇ ।
14 Os quatro seres viventes disseram: "Amém", e os anciãos prostraram-se e o adoraram.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 5, comparar traduções ou montar um estudo — tudo direto pelo WhatsApp.