Apocalipse 11
ସତିଅର୍ ବାଟ୍ (DSO) vs ARC
1 ତାର୍ପଚେ ମକେ ନାପ୍ବା ଡାଙ୍ଗ୍ ପାରା ଡିସ୍ବା ଡାଙ୍ଗ୍ ଗଟେକ୍ ଦିଆଅଇଲା । “ଜାଆ ଆରି ପର୍ମେସରର୍ ମନ୍ଦିର୍ ଆରି ବେଦି ନାପ୍ । ମନ୍ଦିରେ ପାର୍ତନା କର୍ବା ଲକ୍ମନ୍କେ ଏଜିକରି ଆଉ ।”
1 E foi-me dada uma cana semelhante a uma vara; e chegou o anjo e disse: Levanta-te e mede o templo de Deus, e o altar, e os que nele adoram.
2 ମାତର୍ ମନ୍ଦିର୍ ବାଇରେ ରଇବା ଡାଣ୍ଡ୍ ନାପ୍ନାଇ । କାଇକେବଇଲେ ସେ ଜାଗା ଜିଉଦି ନ ଅଇଲା ଲକ୍ମନ୍କେ ଦିଆଅଇଲା ଆଚେ । ସେମନ୍ ସୁକଲ୍ ନଅରେ ରଇ ୪୨ ମାସ୍ ଜାକ ସେ ନଅର୍କେ ଅସୁକଲ୍ କରିଦେବାଇ ।
2 E deixa o átrio que está fora do templo e não o meças; porque foi dado às nações, e pisarão a Cidade Santa por quarenta e dois meses.
3 ବାସ୍ତା ପିନ୍ଦିରଇବା ଦୁଇଟା ସାକିମନ୍କେ ମୁଇ ପାଟାଇବି । ସେ ବାରସ ସାଟେଦିନ୍ ମୁଇ ସେମନ୍କେ କଇଲାଟା ଜାନାଇବାଇ ।
3 E darei poder às minhas duas testemunhas, e profetizarão por mil duzentos e sessenta dias, vestidas de pano de saco.
4 ସେ ଦୁଇଟା ସାକିମନ୍ ଜଗତର୍ ମାପ୍ରୁର୍ ମୁଆଟେ ଟିଆଅଇବା ଜିତ୍ ଗଚ୍ ଆରି ଦୁଇଟା ବତି ଅଇଆଚତ୍ ।
4 Estas são as duas oliveiras e os dois castiçais que estão diante do Deus da terra.
5 କେ ଜଦି ସେମନର୍ ଅନିଆଇ ଦେକି ମାର୍ବାକେ ଚେସ୍ଟା କର୍ବାଇ, ତାକର୍ ଟଣ୍ଡେଅନି ଜଇ ବାର୍କରାଇ ତାକର୍ ବିରଦିମନ୍କେ ବିନାସ୍ କର୍ବାଇ । ଏନ୍ତାରି ଜେ ସେମନ୍କେ ମାର୍ବାକେ ଚେସ୍ଟା କର୍ବାଇ, ସେମନ୍ ମରିଜିବାଇ ।
5 E, se alguém lhes quiser fazer mal, fogo sairá da sua boca e devorará os seus inimigos; e, se alguém lhes quiser fazer mal, importa que assim seja morto.
6 ସେମନ୍ ପର୍ମେସରର୍ କବର୍ ଜାନାଇବାବେଲେ ଜେନ୍ତାରି କି ବର୍ସା ନଅ ବଲି ବାଦଲ୍କେ ଡାବିକରି ସଙ୍ଗଇବାକେ ତାକର୍ ଅଦିକାର୍ଆଚେ । ପାଜ୍ରା ପାନିମନ୍କେ ବନି କର୍ବାକେ ମିସା ତାକର୍ ଅଦିକାର୍ ରଇସି । ଜେଡେବେଲେ ମନ୍କଲେ, ସେଡେବେଲେ ଜନ୍ ରକାମ୍ ମର୍ଡି ଦର୍ତନି ଉପ୍ରେ କେତେତର୍ ମିସା କରି ବାଦାଦେବାକେ, ସେମନର୍ ଅଦିକାର୍ ଆଚେ ।
6 Estas têm poder para fechar o céu, para que não chova nos dias da sua profecia; e têm poder sobre as águas para convertê-las em sangue e para ferir a terra com toda sorte de pragas, quantas vezes quiserem.
7 ସେମନ୍ ତାକର୍ କବର୍ ଜାନାଇଲା ପଚେ, ଗଟେକ୍ ବେସି ଡର୍ ଲାଗ୍ବା ପସୁ ପାତାଲେଅନି ବାରଇଆସି ତାକର୍ ବିରୁଦେ ଜୁଇଦ୍ କର୍ସି । ସେ ପସୁ ସେମନ୍କେ ଆରାଇକରି ମରାଇଦେଇସି ।
7 E, quando acabarem o seu testemunho, a besta que sobe do abismo lhes fará guerra, e as vencerá, e as matará.
8 ବଡ୍ ନଅର୍ ସାଇର୍ ମଜାଇ ତାକର୍ ମଲା ଗାଗଡ୍ ରଇସି । ସେ ବଡ୍ ନଅରେ ତାକର୍ ମାପ୍ରୁ କୁରୁସ୍କାଟେ ସର୍ପି ଅଇରଇଲା । ସେ ନଅର୍ ସଦମ୍ କି ମିସର୍ ରାଇଜ୍ ପାରା ଆଚେ ।
8 E jazerá o seu corpo morto na praça da grande cidade que, espiritualmente, se chama Sodoma e Egito, onde o seu Senhor também foi crucificado.
9 ତିନ୍ ଦିନ୍ ଆରି ଅଦା ଦିନର୍ପାଇ ସବୁ ରାଇଜର୍, ସବୁ ଦେସର୍, ସବୁ ବଁସର୍, ସବୁ ଜାତିର୍ ଆରି ସବୁ ବାସାର୍ ଲକ୍ ଦେକ୍ବାଇ । ସେ ମଲା ମଡାମନ୍କେ ତପ୍ବାକେ ସେମନ୍ ରାଜି ନଅତ୍ ।
9 E homens de vários povos, e tribos, e línguas, e nações verão seu corpo morto por três dias e meio, e não permitirão que o seu corpo morto seja posto em sepulcros.
10 ଏ ଦୁଇ ଲକ୍ ମଲାର୍ପାଇ, ଜଗତର୍ ଲକ୍ ସାର୍ଦା ଅଇବାଇ । ଏ ଦୁଇଟା ବବିସତ୍ବକ୍ତାମନ୍ ଜଗତେ ବେସି ଦୁକ୍କସ୍ଟ ଆନାଇଲାଇଜେ ଲକ୍ମନ୍ ସାର୍ଦା ଅଇବାଇ ଆରି ସାଇସାର୍ଦା ଅଇକରି ସାର୍ଦା ଅଇବା ଜିନିସ୍ମନ୍ ଦିଆନିଆ ଅଇବାଇ ।
10 E os que habitam na terra se regozijarão sobre eles, e se alegrarão, e mandarão presentes uns aos outros; porquanto estes dois profetas tinham atormentado os que habitam sobre a terra.
11 ତିନ୍ଦିନ୍ ଆରି ଅଦା ଦିନ୍ ପଚେ ଜିବନ୍ ଦେବା ଗଟେକ୍ ପୁଣ୍ଡା ପର୍ମେସର୍ ଟାନେଅନି ଆସି ତାକର୍ ବିତ୍ରେ ପୁର୍ଲା । ଆରି ଏଦେ ଦେକା ! ସେମନ୍ ଉଟ୍ଲାଇ । ସେମନ୍କେ ଦେକ୍ଲା ଲକ୍ମନ୍ ବେସି ଡରିଗାଲାଇ ।
11 E, depois daqueles três dias e meio, o espírito de vida, vindo de Deus, entrou neles; e puseram-se sobre os pés, e caiu grande temor sobre os que os viram.
12 ତାର୍ପଚେ ସର୍ଗେ ଅନି ଗଟେକ୍ ଜବର୍ ସବଦ୍ ବବିସତ୍ବକ୍ତାମନ୍କେ କଇଲା, “ଉପ୍ରେ ଆସା ।” ଆରି ତାକର୍ ବିରଦିମନ୍ ଦେକ୍ବାବେଲେ ସେମନ୍ ଗଟେକ୍ ବାଦଲ୍ ଉପ୍ରେ ବସି ସର୍ଗେ ଗାଲାଇ ।
12 E ouviram uma grande voz do céu, que lhes dizia: Subi cá. E subiram ao céu em uma nuvem; e os seus inimigos os viram.
13 ସେଡ୍କିବେଲେ, ଏଦେ ଦେକା ! ବେସି ଦର୍ତନି ଚୁଲ୍ବୁଲି ଗାଲା । ନଅରର୍ ଦସ୍ବାଗେଅନି ଗଟେକ୍ ବାଗ୍ କୁରୁପ୍ନାସ୍ ଅଇଗାଲା । ଆରି ତେଇ ୭,୦୦୦ ଲକ୍ମନ୍ ମରିଗାଲାଇ । ବାକି ରଇଲା ଲକ୍ମନ୍ ଡରିକରି ସର୍ଗେ ରଇବା ପର୍ମେସରର୍ ବପୁକେ ଡାକ୍ପୁଟା କଲାଇ ।
13 E naquela mesma hora houve um grande terremoto, e caiu a décima parte da cidade, e no terremoto foram mortos sete mil homens; e os demais ficaram muito atemorizados e deram glória ao Deus do céu.
14 ବେସି ଡର୍ ଅଇବା ଦୁଇ ଲମର୍ ଦୁକ୍କସ୍ଟ ସାରିଗାଲା । ମାତର୍ ଏବେ ଦେକା ପଚର୍ଟା ଦାପ୍ରେ ଆଇସି ।
14 É passado o segundo ai; eis que o terceiro ai cedo virá.
15 ତାର୍ପଚେ ସାତ୍ ଲମର୍ ଦୁତ୍ ତାର୍ ମଇରି ପୁକ୍ଲା । ଆରି ଏଦେ ଦେକା ! ସର୍ଗେ ଜବର୍ ଆଉଲି ଅଇବାଟା ସୁନିଅଇଲା । ଜଗତ୍କେ ସାସନ୍ କର୍ବା ବପୁ ଆମର୍ ମାପ୍ରୁ ଆରି ତାର୍ ମସିଅକେ । ସେ କାଲ୍ କାଲ୍ ଜୁଗ୍ ଜୁଗ୍ ସାସନ୍ କର୍ସି ।
15 E tocou o sétimo anjo a trombeta, e houve no céu grandes vozes, que diziam: Os reinos do mundo vieram a ser de nosso Senhor e do seu Cristo, e ele reinará para todo o sempre.
16 ତାର୍ପଚେ ପର୍ମେସରର୍ ମୁଆଟେ ବସ୍ବା ଜାଗାଇ ବସିରଇବା ୨୪ ଟା ପାର୍ଚିନ୍ମନ୍ ଡାଣ୍ଡାସନ୍ ପଡି ତାକେ ଜୁଆର୍ କଲାଇ ।
16 E os vinte e quatro anciãos, que estão assentados em seu trono, diante de Deus, prostraram-se sobre seu rosto e adoraram a Deus,
17 ସେମନ୍ ଏନ୍ତାରି କଇଲାଇ “ମାପ୍ରୁ ପର୍ମେସର୍ ସବୁର୍ଟାନେଅନି ଉପ୍ରେ ଆଚେ । ସେ ସବୁବେଲେ ରଇଲା ଆରି ରଇସି ମିସା । ତର୍ ବଡ୍ ବପୁ ସଙ୍ଗ୍ ତୁଇ ସାସନ୍ କର୍ବାକେ ଆରାମ୍ କଲୁସ୍ । ଆରାମ୍ କଲାର୍ପାଇ ଆମେ ତକେ ଜୁଆର୍ କଲୁନି ।
17 dizendo: Graças te damos, Senhor, Deus Todo-Poderoso, que és, e que eras, e que hás de vir, que tomaste o teu grande poder e reinaste.
18 ଜିଉଦି ନ ଅଇଲା ଲକ୍ମନ୍ ବେସି ରିସା ଅଇଜାଇରଇଲାଇ ।” କାଇକେବଇଲେ ଏବେ ରିସା ଅଇବା ପାଲି ତମର୍ଟା । ଏବେ ମଲା ଲକ୍ମନର୍ ବିଚାର୍ ଅଇସିବେ । ବବିସତ୍ବକ୍ତାମନ୍ ଜେ କି ତମର୍ ଦାଙ୍ଗ୍ଡା ଅଇରଇଲାଇ, ସେମନ୍କେ ପୁରୁସ୍କାର୍ ଦେବା ବେଲା କେଟ୍ଲା । ତକେ ଜେତ୍କି ନାମ୍ବା ଲକ୍, ବଡ୍ସାନ୍ ସମାନ୍ ଅଇକରି ଦର୍ତନିକେ ବିନାସ୍ କରିରଇବା ଲକ୍ମନ୍ ଏବେ ନିଜେ ବିନାସ୍ ଅଇବାଇ ।
18 E iraram-se as nações, e veio a tua ira, e o tempo dos mortos, para que sejam julgados, e o tempo de dares o galardão aos profetas, teus servos, e aos santos, e aos que temem o teu nome, a pequenos e a grandes, e o tempo de destruíres os que destroem a terra.
19 ସର୍ଗେ ରଇବା ପର୍ମେସରର୍ ମନ୍ଦିର୍ ଉଗାଡି ଅଇଲା ଆରି ତେଇ ରାଜିନାମାର୍ ପେଡି ଡିସ୍ଲା । ତାର୍ପଚେ ବିଜ୍ଲି ଜଟକ୍ଲା, ଗଡ୍ଗଡି ମାର୍ଲା ଦର୍ତନି ଚୁଲ୍ବୁଲ୍ଲା ଆରି ବେସି କାରାପାକ୍ନା ମିସା ମାର୍ଲା ।
19 E abriu-se no céu o templo de Deus, e a arca do seu concerto foi vista no seu templo; e houve relâmpagos, e vozes, e trovões, e terremotos, e grande saraiva.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Apocalipse 11, comparar traduções ou montar um estudo — tudo direto pelo WhatsApp.