2 João 1
ସତିଅର୍ ବାଟ୍ (DSO) vs ARIB
1 ପାର୍ଚିନ୍ ଜଅନ୍ଜେ ମୁଇ ଏ ଚିଟି ଲେକ୍ଲିନି । ଏ ଚିଟି ଆମର୍ ଆଲାଦର୍ ବଇନି ଆରି ତାର୍ ପିଲାମନର୍ପାଇ । ମୁଇ ସତଇସେ ତମ୍କେ ସବୁଲକ୍ମନ୍କେ ଆଲାଦ୍ କଲିନି । ଆରି ମୁଇସେ ନାଇ, ସତ୍ ବିସଇ ଜାନିରଇବା ସବୁଲକ୍ ମିସା ।
1 O ancião à senhora eleita, e a seus filhos, aos quais eu amo em verdade, e não somente eu, mas também todos os que conhecem a verdade,
2 ଆମେ ସତ୍ ବିସଇ ଜାନିରଇଲାର୍ପାଇ ତମ୍କେ ଆଲାଦ୍ କଲିନି । ଆରି କାଲ୍କାଲ୍ ଜୁଗ୍ଜୁଗ୍ ପାଇ, ସେ ସତ୍ ବିସଇ ଜାନିରଇବୁ ।
2 por causa da verdade que permanece em nós, e para sempre estará conosco:
3 ଆମର୍ ବାବା ପର୍ମେସର୍ ଆରି ତାର୍ ପଅ ଜିସୁକିରିସ୍ଟ ଆମ୍କେ ଆସିର୍ବାଦ୍ କରି ଦୟା ଦେକାଅ ଆରି ସାନ୍ତି ଆରି ସତ୍ସଙ୍ଗ୍ ବଁଚ୍ବାକେ ଦେଅ । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।
3 Graça, misericórdia, paz, da parte de Deus Pai e da parte de Jesus Cristo, o Filho do Pai, serão conosco em verdade e amor.
4 ଆମର୍ ବାବା ପର୍ମେସର୍ ଆମ୍କେ ତିଆର୍ଲାପାରା ତମର୍ କେତେଟା ପିଲାଟକିମନ୍ ତାର୍ ସତ୍ବାଟେ ଇଣ୍ଡ୍ଲାଇନି ବଲି ସୁନିକରି ମୁଇ ବେସି ସାର୍ଦା ଅଇଲି ।
4 Muito me alegro por ter achado alguns de teus filhos andando na verdade, assim como recebemos mandamento do Pai.
5 ଏବେ ଆରି ମର୍ ଆଲାଦର୍ ବଇନି, ମୁଇ ତକେ ଗଟେକ୍ ବିସଇ କର୍ବାକେ କଇବି । ଗଟେକ୍ ନୁଆ ଆଦେସ୍ କର୍ ବଲି କଇନାଇ । ମାତର୍ କିରିସ୍ଟ ସଙ୍ଗ୍ ଜିବାକେ ଆରାମ୍ କର୍ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ମୁଇ ମାଙ୍ଗ୍ଲିନି ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।
5 E agora, senhora, rogo-te, não como te escrevendo um novo mandamento, mas aquele mesmo que desde o princípio tivemos: que nos amemos uns aos outros.
6 ଏ ଆଲାଦର୍ ଅରତ୍ ଅଇଲାନି ଆମେ ପର୍ମେସରର୍ ଆଦେସ୍ ସବୁ ମାନ୍ବାର୍ ଆଚେ । କିରିସ୍ଟ ସଙ୍ଗ୍ ଜିବାକେ ଆରାମ୍ କର୍ବା ବେଲେଅନି ଏଟା ଆମେ ସୁନି ଆଇଲୁନି । ତମେ ଗଟେକ୍ ଲକ୍ ଆରି ଗଟେକ୍ ଲକ୍କେ ଆଲାଦ୍ କରା ।
6 E o amor é este: que andemos segundo os seus mandamentos. Este é o mandamento, como já desde o princípio ouvistes, para que nele andeis.
7 କାଇକେ ବଇଲେ ମୁଇ ଏନ୍ତିବଲି କଇଲିନିଜେ ସତ୍ ନ ରଇବା ବିସଇ ସିକାଇକରି ଲକ୍ମନ୍କେ ନାଡାଇବା ବେସି ଲକ୍ ଗୁଲାଇବାଟେ ଆଚତ୍ । ଜିସୁକିରିସ୍ଟ ନର୍ରୁପ୍ ଦାରି ଏ ଜଗତେ ଆସେନାଇ ବଲି ସେମନ୍ କଇବାଇ । ଜଦି କେ ମିସା ସେନ୍ତାରି କଇଲେ, ସେ ଲକ୍ମନ୍କେ ନାଡାଇବା କିରିସ୍ଟର୍ ବିରଦି ।
7 Porque já muitos enganadores saíram pelo mundo, os quais não confessam que Jesus Cristo veio em carne. Tal é o enganador e o anticristo.
8 ଲକ୍ମନ୍ ତମ୍କେ ନାଡାଇ ନାପାରତ୍, ତମେ ଜାଗରତ୍ସଙ୍ଗ୍ ରଇବାର୍ ଆଚେ । ଜେନ୍ତାର୍କି ପର୍ମେସର୍କେ କର୍ବା ତମର୍ ସେବା କାମ୍ ବେକାର୍ ନ ଅ । ମାତର୍ ତମର୍ ସେବାକାମର୍ ପାଇ ପର୍ମେସର୍ ତମ୍କେ ପୁରାପୁରୁନ୍ ଅଇତେ ଇନାମ୍ ଦେଇସି ।
8 Olhai por vós mesmos, para que não percais o fruto do nosso trabalho, antes recebeis plena recompensa.
9 ଜଦି କେ କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ ନ କରେ, ଆରି ତାର୍ ସିକିଆର୍ ସଙ୍ଗ୍ ତାର୍ ନିଜର୍ଟା ମିସାଇଲେ, ସେ କିରିସ୍ଟର୍ ସଙ୍ଗ୍ ମିସେନାଇ । ମାତର୍ କେ ଜଦି କିରିସ୍ଟ ସିକାଇଲା ବିସଇ ବିସ୍ବାସ୍ କର୍ତେରଇସି, ସେ ବାବା ପର୍ମେସର୍ ସଙ୍ଗ୍ ଆରି ତାର୍ ପଅ ଜିସୁକିରିସ୍ଟ ସଙ୍ଗ୍ ମିସ୍ଲାଆଚେ ।
9 Todo aquele que vai além do ensino de Cristo e não permanece nele, não tem a Deus; quem permanece neste ensino, esse tem tanto ao Pai como ao Filho.
10 ତେବର୍ପାଇ କେ ଜଦି ତମର୍ଟାନେ ଆସି, କିରିସ୍ଟ ସିକାଇରଇବା ବିସଇତେଇଅନି ବିନ୍ ବିସଇ କଇଲେ, ତାକେ ତମର୍ ଗରେ ମୁଲ୍କେ ଡାକିନିଆ ନାଇ, କି ସଙ୍ଗର୍ ବିସ୍ବାସି ଇସାବେ ଜୁଆର୍ବିଆର୍ କରାନାଇ ।
10 Se alguém vem ter convosco, e não traz este ensino, não o recebais em casa, nem tampouco o saudeis.
11 ଜଦି କେ ମିସା ସେନ୍ତାରି ଲକ୍କେ ଜୁଆର୍ବିଆର୍ କର୍ସି, ସେ ବୁଲ୍ ସିକାଉର୍ ସଙ୍ଗ୍ ମିସିକରି ତାର୍ କାରାପ୍ କାମେ ମିସ୍ଲାନି ।
11 Porque quem o saúda participa de suas más obras.
12 ମୁଇ ତମ୍କେ ବେସି ବିସଇ ଲେକ୍ବାକେ ମନ୍ କଲିନି, ମାତର୍ ଚିଟିଟାନେ ଲେକ୍ବାକେ ମନ୍ କରିନାଇ । ତାର୍ବାଦୁଲେ ଆସିକରି ତମର୍ ମୁଆଟେ କାତା ଅଇବି । ତେବେ ଆମେ ପୁରାପୁରୁନ୍ ସାର୍ଦା ଅଇବୁ ।
12 Embora tenha eu muitas coisas para vos escrever, não o quis fazer com papel e tinta; mas espero visitar-vos e falar face a face, para que o nosso gozo seja completo.
13 ପର୍ମେସର୍ ବାଚିରଇବା ବଇନିର୍ ପିଲାମନ୍, ତମ୍କେ ଜୁଆର୍ ଜାନାଇଲାଇନି ।
13 Saúdam-te os filhos de tua irmã, a eleita.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 João 1, comparar traduções ou montar um estudo — tudo direto pelo WhatsApp.