2 Coríntios 11
ସତିଅର୍ ବାଟ୍ (DSO) vs NVI
1 ଜଦି ମୁଇ ବକୁଆ ଲକର୍ପାରା କାତା କଇଲେ ମିସା ତମେ ସେଟା ସୁନି ଚିମ୍ରା ଅଇରୁଆ ।
1 Espero que vocês suportem um pouco da minha insensatez. Sim, por favor, sejam pacientes comigo.
2 ମାପ୍ରୁ ତମର୍ ବିସଇନେଇ ମର୍ ଲକ୍ମନ୍ ମକେସେ ନାମିକରି ରଅତ୍ ବଲି ଦାରିଆଚେ । ସେନ୍ତିସେ ମୁଇ ମିସା ତମ୍କେ ପର୍ମେସର୍କେସେ ମନ୍ କରା ବଲି ଆସା କଲିନି । ସୁକଲ୍ ଅଇରଇବା ଗଟେକ୍ ଦାଙ୍ଗ୍ଡିପାରା ମୁଇ ତମ୍କେ ଗଟେକ୍ ଦାଙ୍ଗ୍ଡାର୍ ପାଇ ମାଙ୍ଗ୍ନି କଲିଆଚି । ସେ ଅଇଲାନି ନିଜେ କିରିସ୍ଟ ।
2 O zelo que tenho por vocês é um zelo que vem de Deus. Eu os prometi a um único marido, Cristo, querendo apresentá-los a ele como uma virgem pura.
3 ମୁଇ ତମର୍ ବିସଇନେଇ ବାବି ବାବି ଆଚି । କେଡେବେଲେ ତମର୍ ମନର୍ ଚିନ୍ତା କିରିସ୍ଟତେଇ ଅନି ବିନ୍ ବାଟେ ଜାଇସି ଆରି ତାର୍ପାଇ ରଇବା ତମର୍ ଆଲାଦ୍ ପୁରାପୁରୁନ୍ ମନ୍ ସଙ୍ଗ୍ ନ ରଏ । ଅବା ପାରା ତମେ ନାଡାଇଅଇସା ମିସା । ଜେନ୍ତିକି ସେ ଗଟେକ୍ ଚତୁର୍ ସାଁପର୍ କାତା ଦାରି ନାଡାଇଅଇଲା ।
3 O que receio, e quero evitar, é que assim como a serpente enganou Eva com astúcia, a mente de vocês seja corrompida e se desvie da sua sincera e pura devoção a Cristo.
4 କାଇକେବଇଲେ, ଜଦି କେ ମିସା ତମର୍ ଲଗେ ଆସି କରି ଆମେ ତମ୍କେ ଜାନାଇରଇବା ଜିସୁର୍ ବିସଇକେ ଚାଡି, ବିନ୍ ସିକିଆ ଦେଲେ ତମେ ସାର୍ଦା ଅଇସା । ସୁକଲ୍ ଆତ୍ମାକେ ନ ପାଇକରି ବିନ୍ ଆତ୍ମାକେ ପାଇଲାସ୍ନି । ଆରି ସେମନ୍ ଜନ୍ ସୁବ୍କବର୍ ଜାନାଇଲାଇନି, ସେଟା ଆମେ ଜାନାଇବା ସୁବ୍କବର୍ ନଏଁ ।
4 Pois, se alguém lhes vem pregando um Jesus que não é aquele que pregamos, ou se vocês acolhem um espírito diferente do que acolheram ou um evangelho diferente do que aceitaram, vocês o suportam facilmente.
5 ତମର୍ ଟାନେ ଜେତ୍କି ସିକାଉମନ୍ ଆଚତ୍ । ଜଦି ସେମନ୍ ଆମେ ସବୁର୍ଟାନେଅନି ମୁକିଅ ପେରିତ୍ମନ୍ ବଲି ନିଜେ କଇଅଇଲେ ମିସା, ସେମନ୍ ମର୍ଟାନେଅନି ବଡ୍ ବଲି ମୁଇ ବାବି ନାଇ ।
5 Todavia, não me julgo nem um pouco inferior a esses "super-apóstolos".
6 ମୁଇ ଅଦିକ୍ କାତା କଇ ନାପାର୍ଲେ ମିସା, ସତ୍ ସିକିଆ ଜାନିଆଚି । ଆରି ମୁଇ ତମ୍କେ ଜେଡେବେଲେ ଜାକ ଏ ସିକିଆ ଦେଇତେରଇଲି, ଏଟା ତମ୍କେ ଜାନାଇଆଚି ।
6 Eu posso não ser um orador eloqüente; contudo tenho conhecimento. De fato, já manifestamos isso a vocês em todo tipo de situação.
7 ତମ୍କେ ମୁଇ ଜେଡେବେଲେ ସୁବ୍କବର୍ ଜାନାଇରଇଲି, କେବେ ମିସା ମର୍ ବୁତି ମାଙ୍ଗି ନାଇ । ତମ୍କେ ମୁକିଅ ଲକ୍ କରାଇବାକେ ମୁଇ ନିଜେ ତଲ୍କେ ଅଇଲି । ମୁଇ କରିରଇଲାଟା ବୁଲ୍ ରଇଲା କି ?
7 Será que cometi algum pecado ao humilhar-me a fim de elevá-los, pregando-lhes gratuitamente o evangelho de Deus?
8 ମୁଇ ତମର୍ ବିତ୍ରେ ସେବା କାମ୍ କଲାବେଲେ, ବିନ୍ ମଣ୍ଡଲିର୍ ଲକ୍ମନ୍ ମର୍ପାଇ କର୍ଚ ଅଇଲାଟା ଦେଲାଇ । ତମ୍କେ ସାଇଜ କର୍ବାକେ ତାର୍ଟାନେଅନି ମୁଇ ଚରାଇକରି କଲାପାରା ଅଇଲା ।
8 Despojei outras igrejas, recebendo delas sustento, a fim de servi-los.
9 ମୁଇ ତମର୍ଟାନେ ରଇଲାବେଲେ ମକେ ଲଡା ରଇଲାବେଲେ, ତମର୍ଟାନେଅନି ମାଙ୍ଗିନାଇ । କାଇକେବଇଲେ ମାକିଦନିଆର୍ ବାଇବଇନିମନ୍ ମକେ ଜାଇଟା ଲଡା ରଇଲା, ସେଟା ସବୁ ଆନିଦେଲାଇ । ପୁର୍ବେ ଜେନ୍ତି ରଇଲା, ପଚ୍କେ ମିସା ମୁଇ ତମର୍ଟାନେଅନି କାଇଟା ନ ମାଙ୍ଗି ।
9 Quando estive entre vocês e passei por alguma necessidade, não fui um peso para ninguém; pois os irmãos, quando vieram da Macedônia, supriram aquilo de que eu necessitava. Fiz tudo para não ser pesado a vocês, e continuarei a agir assim.
10 ମୁଇ ବଡ୍ପନ୍ ଅଇକରି ଏନ୍ତାରି କଇବାଟା ଆକାୟାର୍ କେ ମିସା ମର୍ ବିରୁଦେ କଇନାପାରତ୍ । ମୁଇ କଇବାଟା ସତ୍ । କାଇକେବଇଲେ କିରିସ୍ଟ ମର୍ସଙ୍ଗ୍ ଆଚେ ।
10 Tão certo como a verdade de Cristo está em mim, ninguém na região da Acaia poderá privar-me deste orgulho.
11 ମକେ ଆଲାଦ୍ ନାଇକେ ମାଙ୍ଗେ ନାଇ ବଲି ବାବ୍ଲାସ୍ନି କି ? ମାତର୍ ମୁଇ ତମ୍କେ ସତଇସେ ଆଲାଦ୍ କର୍ବାଟା ପର୍ମେସର୍ ଜାନେ ।
11 Por quê? Por que não os amo? Deus sabe que os amo!
12 ମୁଇ ତମର୍ଟାନେ ଅନି କାଇକେ ବୁତି ନେଇନାଇ ବଇଲେ, ଜେନ୍ତାରିକି ତମର୍ ଟାନେ ରଇବା ବିନ୍ ପେରିତ୍ମନ୍ ବଡ୍ପନ୍ ଅଇକରି, ଆମେ ପର୍ମେସର୍ ପାଇ କର୍ବା କାମ୍ ସମାନ୍ ଆଚେ ବଲି କଇନାପାରତ୍ ।
12 E continuarei fazendo o que faço, a fim de não dar oportunidade àqueles que desejam encontrar ocasião de serem considerados iguais a nós nas coisas de que se orgulham.
13 ସେମନ୍ ସତ୍ ପେରିତ୍ମନ୍ ନଅତ୍ । ସେମନ୍ ମିଚୁଆଟାମନ୍ । ଜେ କି ନିଜର୍ ନିଜର୍ କାମ୍ ବିସଇନେଇ ମିଚ୍ କଇବାଇ । ଆରି ସେମନ୍ ମିଚ୍ ବେସ୍ ଦାରିକରି ଆମେ ସତ୍ ପେରିତ୍ ବଲି ଦେକାଇଅଇବାଇ ।
13 Pois tais homens são falsos apóstolos, obreiros enganosos, fingindo-se apóstolos de Cristo.
14 ଏଟା ଦେକି କାବାଅଇ ଜାଆ ନାଇ । କାଇକେବଇଲେ, ସଇତାନ୍ ମିସା ନିଜେ ବାଦ୍ଲାଇଅଇ ଉଜଲର୍ ଦୁତ୍ ପାରା ଦେକାଇ ଅଇସି ।
14 Isto não é de admirar, pois o próprio Satanás se disfarça de anjo de luz.
15 ସେନ୍ତାର୍ ଆଲେ ତାର୍ ସେବାକାମ୍ କରୁମନ୍ ମିସା ବାଦ୍ଲାଇଅଇ ଦରମ୍ କାମ୍କରୁମନର୍ ପାରା ଦେକାଇଅଇଲେ, ସେଟା କାବା ଅଇଜିବା ବିସଇ ନଏଁ । ସାରାସାରି ସେମନ୍କେ ତାକର୍ କରିରଇବା କାରାପ୍ କାମ୍ ଇସାବେ ଡଣ୍ଡ୍ ମିଲ୍ସି ।
15 Portanto, não é surpresa que os seus servos finjam que são servos da justiça. O fim deles será o que as suas ações merecem.
16 ମୁଇ ଏ କାତା ଆରିତରେକ୍ କଇଲିନି ଜେ, ଏଟା ଗଟେକ୍ ବକୁଆଟା, ବଲି ବାବାନାଇ । ଜଦି ତମେ ମକେ ବକୁଆ ବଲି ମାନ୍ଲାସ୍ନି, ମୁଇ କଇବା ଏ ବଡ୍ପନର୍ କାତା ଆରି ଅଲପ୍ ସୁନାତା । ସେନ୍ତାର୍ କଲେ ମୁଇ ବଡ୍ପନ୍ ଅଇ କାତା ଅଇବି ।
16 Faço questão de repetir: ninguém me considere insensato. Mas se vocês assim me consideram, recebam-me como receberiam um insensato, a fim de que eu me orgulhe um pouco.
17 ମୁଇ ଏ କଇବା କାତାମନ୍ ମାପ୍ରୁ ମକେ କଅ ବଲି ମନ୍ କରେନାଇ । ମାତର୍ ଏ କାତା ଗଟେକ୍ ବକୁଆ ଲକର୍ପାରା ବଡ୍ପନ୍ ଅଇକରି କଇଲିନି ।
17 Ao ostentar este orgulho, não estou falando segundo o Senhor, mas como insensato.
18 କାଇକେବଇଲେ, ଏ ଜଗତେ ତାକର୍ ନିଜର୍ କାମ୍ ବିସଇନେଇ ବଡ୍ପନ୍ ଅଇ କଇବାଲକ୍ ବେସି ଆଚତ୍ । ମୁଇ ମିସା ମର୍ ବିସଇନେଇ ବଡ୍ପନ୍ ଅଇକରି କଇବି ।
18 Visto que muitos estão se vangloriando de modo bem humano, eu também me orgulharei.
19 ତମେ ସବୁ ବୁଦି ରଇବା ଲକ୍ ବଲି ବଲାଇ ଅଇଲାସ୍ନି । ମାତର୍ ବକୁଆ ମନର୍ କାମ୍ ଦେକ୍ଲେ ଚୁପ୍ ଅଇଆଚାସ୍ ।
19 Vocês, por serem tão sábios, suportam de boa vontade os insensatos!
20 ତେବର୍ପାଇ ସେମନ୍ ଜଦି ତମ୍କେ ଗତିଦାଙ୍ଗ୍ଡା କରି ସଙ୍ଗଇଲେ, କି ତମର୍ ଦନ୍ ସଁପତି ନେଲେ, କି ତମ୍କେ କାଇଆଲେ ପାନ୍ଦେ ପାକାଇଲେ, କି ଆମର୍ ତଲେ ରୁଆ ବଲି କରି କଇଲେ କି ଏନ୍ତାରି କି କେ ତମର୍ ଗାଲେ ଚାପଡ୍ ମାର୍ଲେ ମିସା ତମେ ମୁର୍ଚି କରି ରଇସା ।
20 De fato, vocês suportam até quem os escraviza ou os explora, ou quem se exalta ou lhes fere a face.
21 ସେ ସବୁ କାରାପ୍ ବିସଇ କର୍ବାକେ ଆମ୍କେ ସାଆସ୍ ନ ରଇଲା । ଏଟା ସତ୍ ବଲି କଇବାକେ ମୁଇ ଲାଜ୍ ଅଇନାଇ ।
21 Para minha vergonha, admito que fomos fracos demais para isso! Naquilo em que todos os outros se atrevem a gloriar-se — falo como insensato — eu também me atrevo.
22 ସେମନ୍ ଜଦି ଆମେ ଏବ୍ରି ବଁସର୍ ଲକ୍ ବଇଲେ, ମୁଇ ମିସା ତେଇର୍ଟାସେ, ଜଦି ଆମେ ଇସ୍ରାଏଲର୍ ନାତିତିତି ବଇଲେ, ମୁଇ ମିସା ତେଇର୍ ଗଟେକ୍ । ଅବ୍ରାଆମ୍ ଆମର୍ ଆନିଦାଦି ବଇଲେ, ସେ ମର୍ ମିସା ଆନିଦାଦି ।
22 São eles hebreus? Eu também. São israelitas? Eu também. São descendentes de Abraão? Eu também.
23 ସେମନ୍ ଜଦି ଆମେ କିରିସ୍ଟର୍ ଦାଙ୍ଗ୍ଡା ବଇଲେ, ମୁଇ ମିସା ଗଟେକ୍ ଦାଙ୍ଗ୍ଡା । ମାତର୍ ସେମନର୍ ଟାନେ ଅନି ମୁଇ ଅଦିକ୍ ନିକ ଦାଙ୍ଗ୍ଡା । ନିଜ୍କେ ବଡ୍ କରାଇ ମୁଇ ଗଟେକ୍ ବାୟାଲକର୍ ପାରା କାତା ଅଇଲିନି ବଲି ଜାନିଆଚି । ମୁଇ ତାକର୍ଟାନେ ଅନି ଅଦିକ୍ ଆବଡ୍ କାମ୍ କରିଆଚି, ଅଦିକ୍ ତର୍ ବନ୍ଦିଗରେ ରଇଆଚି, ଅଦିକ୍ ତର୍ ମାଡ୍ କାଇଆଚି, ଅଦିକ୍ ତର୍ ମଲାସମାନ୍ ଅଇଜାଇରଇଲି ।
23 São eles servos de Cristo? — estou fora de mim para falar desta forma — eu ainda mais: trabalhei muito mais, fui encarcerado mais vezes, fui açoitado mais severamente e exposto à morte repetidas vezes.
24 ମୁଇ ଜିଉଦି ଲକ୍ମନର୍ଟାନେଅନି ପାଁଚ୍ପାଲି ତିରିସ୍ ନ ଡାଙ୍ଗ୍ ମାଡ୍କାଇ ଆଚି ।
24 Cinco vezes recebi dos judeus trinta e nove açoites.
25 ରମିଅମନର୍ଟାନେ ତିନ୍ତର୍ କର୍ଡା ସଙ୍ଗ୍ ମାଡ୍କାଇ ଆଚି । ଗଟେକ୍ତର୍ ସେମନ୍ ମକେ ପାକ୍ନା ମାର୍ଲାଇ । ମୁଇ ଜନ୍ ଜାଜେ ଜାଇତେରଇଲି, ସେ ଜାଜ୍ ତିନ୍ତର୍ ବୁଡି ଜାଇରଇଲା । ତରେକ୍ ମର୍ ଜାଜ୍ ନସିଗାଲାକେ ମୁଇ ଗଟେକ୍ ଦିନ୍ ଆରି ଗଟେକ୍ ରାତି, ସମ୍ଦୁରେ ଉପ୍କି ଅଇ ରଇଲି ।
25 Três vezes fui golpeado com varas, uma vez apedrejado, três vezes sofri naufrágio, passei uma noite e um dia exposto à fúria do mar.
26 ମୁଇ ଜିବାବେଲେ ବାଟେ, ମର୍ ମୁଆଟେ କେତେକ୍ କେତେକ୍ ବିପଦ୍ ଆଇଲା । ଜେନ୍ତିକି, ବନିଆର୍ ବିପଦେ, ଚର୍ମନର୍ ବିପଦେ, ମର୍ ଜିଉଦି ବାଇମନର୍ ବିପଦେ, ଜିଉଦି ନ ଅଇଲା ଲକ୍ମନର୍ ବିପଦେ, ସଅରେ ଅଇରଇବା ବିପଦେ, କିନରା ଜାଗା ମନର୍ ବିପଦେ, ଡଙ୍ଗରର୍ ଜଁତ୍ ଜିଆଦ୍ ମନର୍ ବିପଦେ, ସମ୍ଦୁରେ ବନିଆ ଆଇଲାବେଲର୍ ବିପଦେ ଆରି କିରିସ୍ଟର୍ ବିସ୍ବାସିମନ୍ ବଲି ନାଡାଇ ଅଇରଇବା ଲକ୍ମନର୍ ବିପଦେ ।
26 Estive continuamente viajando de uma parte a outra, enfrentei perigos nos rios, perigos de assaltantes, perigos dos meus compatriotas, perigos dos gentios; perigos na cidade, perigos no deserto, perigos no mar, e perigos dos falsos irmãos.
27 ମର୍ କାମ୍ ଆବଡ୍ କାମ୍ ଆରି ମୁଇ ସବୁବେଲେ ଆବଡ୍ କାମ୍ କଲିଆଚି । ବେସି ତର୍ ରାତିଆ ସଇ ନାପାର୍ଲି, ବୁକେ ସସେ ରଇଆଚି, ବେସି ତର୍ ମକେ କାଦି କେଟେ ନାଇ, ପିନ୍ଦ୍ବାକେ ବସ୍ତର୍ ନାଇ, କି ରଇବାକେ ଗର୍ ନ ରଇଲା ।
27 Trabalhei arduamente; muitas vezes fiquei sem dormir, passei fome e sede, e muitas vezes fiquei em jejum; suportei frio e nudez.
28 ସେ ସବୁ ବିସଇ ମର୍ପାଇ ଅଇରଇଲା । ମାତର୍ ଆରି ମର୍ ବିନ୍ ବିନ୍ ଦୁକ୍ କସ୍ଟ ଆଚେ । ସବୁ ମଣ୍ଡଲିର୍ ପାଇ ଚିନ୍ତା କରି ମୁଇ ଦୁକ୍ କସ୍ଟ ପାଇଲିନି ।
28 Além disso, enfrento diariamente uma pressão interior, a saber, a minha preocupação com todas as igrejas.
29 ଜଦି କିରିସ୍ଟର୍ ଲଗେ ରଇବା କାର୍ ବିସ୍ବାସ୍ ଉନା ଅଇସି ବଇଲେ ମକେ ମିସା ଦୁର୍ବଲ୍ ଲାଗ୍ସି । କେ ଜଦି ପାପ୍ କଲେ, ତାର୍ ଲାଗି ମୁଇ ବେସି ଦୁକ୍ କସ୍ଟ ପାଇଲିନି ।
29 Quem está fraco, que eu não me sinta fraco? Quem não se escandaliza, que eu não me queime por dentro?
30 ମୁଇ ବଡ୍ପନ୍ ଅଇ କାତା ଅଇବାକେ ମନ୍ କରିନାଇ । ଜଦି ସେନ୍ତି କର୍ବାର୍ ଆଲେ, ମକେ ଗଟିରଇବା, ଦୁକ୍ କସ୍ଟ ବିସଇନେଇ ମୁଇ ବଡ୍ପନ୍ ଅଇବି । ସେନ୍ତାର୍ଆଲେ ମୁଇ କେତେ ଦୁର୍ବଲ୍ ଆଚି ବଲି ତମେ ଜାନ୍ସା ।
30 Se devo me orgulhar, que seja nas coisas que mostram a minha fraqueza.
31 ମୁଇ ତମ୍କେ ଜେତ୍କି ବିସଇ କଇଲି, ସେଟା ସବୁ ସତ୍ । ଗଟେକ୍ ମିସା ମିଚ୍ ନଏଁ । ଆମର୍ ମାପ୍ରୁ ଜିସୁର୍ ବାବା ପର୍ମେସର୍ ଏଟା ଜାନେ । ସେ ଜୁଗ୍ ଜୁଗ୍ ଡାକ୍ପୁଟା ପାଅ ।
31 O Deus e Pai do Senhor Jesus, que é bendito para sempre, sabe que não estou mentindo.
32 ପୁର୍ବେ ମୁଇ ଦାମାସ୍କାସେ ରଇଲା ବେଲେ ରାଜା ଆରେତାସରର୍ ତଲେ ଗଟେକ୍ ସାସନ୍ କାରିଆ ରଇଲା । ସେ ସଅର୍ ସନ୍ଦି ଜାଗ୍ବାକେ ତାର୍ ସନିଅମନ୍କେ କଇଲା । ଜେନ୍ତାରି କି ଜେଡେବେଲେ ମୁଇ ସେ ସଅରେ ବାରଇତି, ସେମନ୍ ମକେ ଦାର୍ତାଇ ।
32 Em Damasco, o governador nomeado pelo rei Aretas mandou que se vigiasse a cidade para me prender.
33 କେନ୍ତି ବଇଲେ ତେଇର୍ ପାକ୍ନା ପାଚୁରିର୍ କାଣାବାଟେ ମକେ ଚାଟ୍ନାଇ ପୁରାଇ ଉତ୍ରାଇ ଦେଲାଇ । ଆରି ତାର୍ ଟାନେ ଅନି ବଁଚିଗାଲି । ନଅରେ ରଇବା ଅସାର୍ ଉଁଆରି କତି|alt="Entrance to the city gate and wall" src="hk00238c.tif" size="col" copy="Horace Knowles ©" ref="୧୧:୩୨"
33 Mas de uma janela na muralha fui baixado numa cesta e escapei das mãos dele.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 2 Coríntios 11, comparar traduções ou montar um estudo — tudo direto pelo WhatsApp.