1 Tessalonicenses 3
ସତିଅର୍ ବାଟ୍ (DSO) vs NVI
1 ସାରାସାରିପଚେ ଆମେ ଦୁକ୍ କସ୍ଟ ମୁର୍ଚି ନାପାରିକରି ଆତିନେସ୍ତେଇ କାର୍ ସଙ୍ଗ୍ ନ ମିସିକରି ଜିଉନାକାଉନା କରୁବଲି, କାତା ଅଇଲୁ ।
1 Por isso, quando não pudemos mais suportar, achamos por bem permanecer sozinhos em Atenas
2 ତମ୍କେ ବପୁ କରାଇବାକେ ଆରି ତମର୍ ବିସ୍ବାସ୍ ଡାଟ୍ କରାଇବାକେ ତମର୍ ଲଗେ ଆମର୍ ବାଇ ତିମତିକେ ପାଟାଇରଇଲୁ । ସେ ଆମର୍ସଙ୍ଗ୍ କିରିସ୍ଟର୍ ସୁବ୍କବର୍ ଜାନାଇକରି ପର୍ମେସରର୍ ସେବା କଲାନି ।
2 e, assim, enviamos Timóteo, nosso irmão e cooperador de Deus no evangelho de Cristo, para fortalecê-los e dar-lhes ânimo na fé,
3 ତମର୍ ଉପ୍ରେ ଅଇତେରଇବା ବିପଦର୍ ଲାଗି ଜେନ୍ତିକି କେ ମିସା ବିନ୍ ବାଟେ ନ ଜାଅତ୍ । ସେଟାର୍ପାଇ ସେ ତମ୍କେ ସାଇଜ କର୍ସି । ଏଲେମିସା ତମେତା ଜାନାସ୍, ଆମ୍କେ ମିସା ଏନ୍ତାରି କସ୍ଟ ମିଲ୍ଲାନି, ଏଟା ଆମର୍ ପାଇ ପର୍ମେସର ମନ୍ କର୍ବାଟା ।
3 para que ninguém seja abalado por essas tribulações. Vocês sabem muito bem que fomos designados para isso.
4 ଆମେ ତମର୍ସଙ୍ଗ୍ ରଇଲା ବେଲେ, ବେସି ଆଗେଅନି ଆମ୍କେ ଦୁକ୍କସ୍ଟ ଆଇସି ବଲି ପୁର୍ବେଅନି ଜାନାଇ ଦେଇରଇଲୁ । ଏବେ ତମେ ଜାନ୍ଲାସ୍ନି, ଟିକ୍ ସେଟାସେ ଗଟ୍ଲା ।
4 Quando estávamos com vocês, já lhes dizíamos que seríamos perseguidos, o que realmente aconteceu, como vocês sabem.
5 ଏଟାର୍ପାଇ ତମର୍ ବିସଇ ନାଜାନିକରି ମୁଇ ରଇ ନାପାର୍ଲି । ତମେ ବିସ୍ବାସେ ଆଚାସ୍ କି ନାଇ ଚିନ୍ତାକରି ମୁଇ ତିମତିକେ ପାଟାଇଲି । ଏଟାର୍ପାଇ ବଲି କେଡେବେଲେ ସଇତାନ୍ ତମ୍କେ ପରିକା କରି ଆମେ ଆବଡ୍ ଅଇ କଲାଟା ଚୁଚାଇ ଜାଇସି ବଲି ଡର୍ତେ ରଇଲି ।
5 Por essa razão, não suportando mais, enviei Timóteo para saber a respeito da fé que vocês têm, a fim de que o tentador não os seduzisse, tornando inútil o nosso esforço.
6 ମାତର୍ ତିମତି ତମର୍ଲଗେଅନି ବାଉଡି ଆସି ତମର୍ ବିସ୍ବାସ୍ ଆରି ଆଲାଦର୍ ବିସଇର୍ ସୁବ୍କବର୍ ଆନ୍ଲା । ସେ ଆମ୍କେ ଜାନାଇଦେଲାଆଚେଜେ, ତମେ ସବୁବେଲେ ଆମ୍କେ ଆଲାଦ୍ ସଙ୍ଗ୍ ଏତ୍ କଲାସ୍ନି ଆରି ଆମେ ଜେନ୍ତିକି ତମ୍କେ ଦେକ୍ବାକେ ମନ୍ କଲୁନି, ତମେ ମିସା ସେରକାମ୍ ଆମ୍କେ ଦେକ୍ବାକେ ମନ୍ କଲାସ୍ନି ।
6 Agora, porém, Timóteo acaba de chegar da parte de vocês, dando-nos boas notícias a respeito da fé e do amor que vocês têm. Ele nos falou que vocês sempre guardam boas recordações de nós, desejando ver-nos, assim como nós queremos vê-los.
7 ତେବେ ଏ ବାଇବଇନିମନ୍, ଆମେ କାକୁର୍ତି ଅଇ ଦୁକ୍ କସ୍ଟ ପାଇଲା ବେଲେ ତମର୍ ବିସ୍ବାସର୍ଲାଗି ସାର୍ଦା ଅଇଲୁନି । ତମର୍ ବିସ୍ବାସ୍ ଆକା ଆମ୍କେ ସାଆସ୍ ଦେଇକରି ସଙ୍ଗଇଆଚେ ।
7 Por isso, irmãos, em toda a nossa necessidade e tribulação temos bom ânimo a seu respeito, por sabermos da sua fé;
8 କାଇକେବଇଲେ ଏବେ ତମେ ଡାଟ୍ଅଇ ମାପ୍ରୁ ସଙ୍ଗ୍ ମିସିକରି ଆଚାସ୍ । ଏଟା ଆମେ ଜାନିକରି ଆରିତରେକ୍ ସାର୍ଦା ସଙ୍ଗ୍ ଜିଇଲୁନି ।
8 pois agora vivemos, visto que vocês estão firmes no Senhor.
9 ଉଁ, ଆମର୍ ପର୍ମେସରର୍ ମୁଆଟେ ତମର୍ ଲାଗି ଆମେ ସବୁଲକ୍ ସାର୍ଦା ଅଇଲୁନି । ସେଟାର୍ପାଇ ତମର୍ଲାଗି ପର୍ମେସର୍କେ ଦନିଅବାଦ୍ ଦେଲୁନି ।
9 Como podemos ser suficientemente gratos a Deus por vocês, por toda a alegria que temos diante dele por causa de vocês?
10 ତମେ ବିସ୍ବାସ୍ କଲାଟାନେ କେତେଟା ଉନା ଆଚେ । ସେଟା ପୁରାପୁରୁନ୍ କର୍ବାକେ, ଆମେ ତମର୍ସଙ୍ଗ୍ କେନ୍ତି ମିସିପାର୍ବୁ, ଏଟାର୍ପାଇ ଦିନ୍ ରାତି ପାର୍ତନା କରିଲାଗିଆଚୁ ।
10 Noite e dia com perseverança oramos para que possamos vê-los pessoalmente e suprir o que falta à sua fé.
11 ତମର୍ଲଗେ ଆଇବାକେ ଆମ୍କେ ଆମର୍ ବାବା ପର୍ମେସର୍ ଆରି ଆମର୍ ମାପ୍ରୁ ଜିସୁ ବାଟ୍ ତିଆର୍କରି ଦେଅତ୍ ।
11 Que o próprio Deus, nosso Pai, e nosso Senhor Jesus preparem o nosso caminho até vocês.
12 ଜେନ୍ତିକି ଆମର୍ ଆଲାଦ୍ ତମର୍ପାଇ ବଡିଆଇଲାନି, ସେନ୍ତାରିସେ ନିଜର୍ ନିଜର୍ ବିତ୍ରେ, ଆରି ସବୁ ଲକ୍ମନ୍କେ ମାପ୍ରୁ ଆଲାଦ୍ ବଡାଇକରି ଅଦିକ୍ କର ।
12 Que o Senhor faça crescer e transbordar o amor que vocês têm uns para com os outros e para com todos, a exemplo do nosso amor por vocês.
13 ମାପ୍ରୁ ଏନ୍ତାରି ତମ୍କେ ତବିର୍ କରାଅ । ଜେଡେବେଲେ ଆମର୍ ମାପ୍ରୁ ଜିସୁ ତାର୍ ନିଜର୍ ସୁକଲ୍ ଲକ୍ମନର୍ ସଙ୍ଗ୍ ଆଇବା ବେଲେ, ତମେ କାଇ ଦସ୍ ନ ଅଇତେ ଆରି ସୁକଲ୍ ଅଇ, ବାବା ପର୍ମେସରର୍ ମୁଆଟେ ଟିଆଅଇସା ।
13 Que ele fortaleça os seus corações para serem irrepreensíveis em santidade diante de nosso Deus e Pai, na vinda de nosso Senhor Jesus com todos os seus santos.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Tessalonicenses 3, comparar traduções ou montar um estudo — tudo direto pelo WhatsApp.