1 Tessalonicenses 1
ସତିଅର୍ ବାଟ୍ (DSO) vs VC
1 ମୁଇ ପାଉଲ ଆରି ମର୍ ବାଇମନ୍ ସିଲାନ୍, ଆରି ତିମତି ତେସଲନିକିୟ ମଣ୍ଡଲିତେଇ ରଇବା ଲକ୍ମନ୍କେ ଏ ଚିଟି ଲେକ୍ଲୁନି । ବାବା ପର୍ମେସର୍ ଆରି ମାପ୍ରୁ ଜିସୁକିରିସ୍ଟ ଜିବନ୍ ଦୁକାଇଲା ସାନ୍ତି ତମ୍କେ ମିଲ ।
1 Paulo, Silvano e Timóteo à igreja dos tessalonicenses, reunida em Deus Pai e no Senhor Jesus Cristo. A vós, graça e paz!
2 ଆମେ ସବୁବେଲେ ତମର୍ ସବୁ ଲକର୍ପାଇ ପର୍ମେସର୍କେ ଦନିଅବାଦ୍ ଦେଇତେରଇବୁ ଆରି ପାର୍ତନା କଲାବେଲେ ତମର୍ ବିସଇ ସବୁବେଲେ ଜାନାଇତେରଇବୁ ।
2 Não cessamos de dar graças a Deus por todos vós, e de lembrar-vos em nossas orações.
3 ତମେ ବିସ୍ବାସ୍ କରି କେନ୍ତି ଚଲାଚଲ୍ତି କଲାସ୍ନି ଆରି ତମର୍ ତମର୍ ବିତ୍ରେ ରଇବା ଆଲାଦର୍ ଲାଗି, ମିସିବିଡି କେନ୍ତି ସାଇଜ କରାକରି ଅଇଲାସ୍ନି ଆରି ମାପ୍ରୁ ଜିସୁ କିରିସ୍ଟ ଟାନେ ତମର୍ ବିସ୍ବାସ୍ କେନ୍ତି ଡାଟ୍ ଅଇଆଚାସ୍ ।
3 Com efeito, diante de Deus, nosso Pai, pensamos continuamente nas obras da vossa fé, nos sacrifícios da vossa caridade e na firmeza da vossa esperança em nosso Senhor Jesus Cristo, sob o olhar de Deus, nosso Pai.
4 ବାଇବଇନିମନ୍ ! ଆମେ ଜାନିଆଚୁ ଜେ, ପର୍ମେସର୍ ତମ୍କେ ଆଲାଦ୍ କଲାନି । ଆରି ସେ ତମ୍କେ ନିଜର୍ ଲକ୍ କର୍ବି ବଲି ବାଚ୍ଲାଆଚେ ।
4 Sabemos, irmãos amados de Deus, que sois eleitos.
5 ଜେଡେବେଲେ ଆମେ ତମ୍କେ ଏ ସୁବ୍ କବର୍ ଜାନାଇରଇଲୁ, ସେଟା ଅବ୍କା କାତାଇ ନ ରଇଲା, ମାତର୍ ସୁକଲ୍ଆତ୍ମାର୍ ବପୁ ସଙ୍ଗ୍ ଆରି ସେଟା ସତ୍ ବଲି ପୁରାପୁରୁନ୍ ବିସ୍ବାସର୍ ସଙ୍ଗ୍ ରଇଲା । ତମେ ଜାନାସ୍, ତମର୍ ସଙ୍ଗ୍ ରଇଲାବେଲେ ଆମେ କେନ୍ତି ରକାମେ ଜିଉନାକାଉନା କର୍ତେରଇଲୁ, ଜେନ୍ତିକି ତମର୍ ମଙ୍ଗଲ୍ ଅ ବଲି ଆମର୍ ବାବ୍ନା ରଇଲା ।
5 O nosso Evangelho vos foi pregado não somente por palavra, mas também com poder, com o Espírito Santo e com plena convicção. Sabeis o que temos sido entre vós para a vossa salvação.
6 ତମେ ଚଲାଚଲ୍ତିତେଇ ଆମର୍ ପାରା ଆରି ମାପ୍ରୁର୍ ପାରା ରଇଲାସ୍ । ତମ୍କେ ଦୁକ୍କସ୍ଟ ଅଦିକ୍ ରଇଲେ ମିସା ସୁକଲ୍ ଆତ୍ମାର୍ ଟାନେଅନି ମିଲାଇରଇବା ସାର୍ଦା ସଙ୍ଗ୍ ସୁବ୍ କବର୍ ମାନ୍ଲାସ୍ ।
6 E vós vos fizestes imitadores nossos e do Senhor, ao receberdes a palavra, apesar das muitas tribulações, com a alegria do Espírito Santo,
7 ତେବେ ତମେ ମାକିଦନିଆ ଆରି ଆକାୟାତେଇ ରଇବା ସବୁ ବିସ୍ବାସିମନ୍କେ ଗଟେକ୍ ବାଟ୍ଦେକାଉ ପାରା ରଇଲାସ୍ ।
7 de sorte que vos tornastes modelo para todos os fiéis da Macedônia e da Acaia.
8 ତମର୍ଲଗେଅନି ମାସିଦନିଆ ଆରି ଆକାୟାର୍ ଜାଗାମନ୍କେ ଅବ୍କା ମାପ୍ରୁର୍ ସୁବ୍କବର୍ସେ ବିଚି ନ ଅଇରଇଲା । ମାତର୍ ତମେ ମାପ୍ରୁକେ ବିସ୍ବାସ୍ କରିରଇବା କାତା ସବୁ ବାଟେ ଜାନାପଡ୍ଲା ଆଚେ । ଏ ବିସଇ ଆରି ଆମେ ଅଦିକ୍ କଇବା ଦର୍କାର୍ ନାଇ ।
8 Em verdade, partindo de vós, não só ressoou a palavra do Senhor pela Macedônia e Acaia, mas também se propagou a fama de vossa fé em Deus por toda parte, de maneira que não temos necessidade de dizer coisa alguma.
9 ଆମେ ତମର୍ଲଗେ ଆଇଲାବେଲେ ତମେ ଜେନ୍ତି ଆଲାଦର୍ସଙ୍ଗ୍ ଡାକିରଇଲାସ୍ ଆରି ଚୁଚା ପାକ୍ନାମନ୍ ପୁଜା କର୍ବାଟା ଚାଡିକରି ଜିବନ୍ ରଇବା ପର୍ମେସର୍କେ ଉପାସନା କର୍ବାକେ ଆଗ୍ତୁ ଆସିରଇଲାସ୍ । ଏ ସବୁ ବିସଇ ତେଇର୍ ଲକ୍ମନ୍ କାତା ଅଇଲାଇନି ।
9 De fato, a nosso respeito, conta-se por toda parte qual foi o acolhimento que da vossa parte tivemos, e como abandonastes os ídolos e vos convertestes a Deus, para servirdes ao Deus vivo e verdadeiro,
10 ଆରି ପର୍ମେସର୍ ତାର୍ ନିଜର୍ ଜନ୍ ପଅକେ, ମଲା ଲକ୍ମନର୍ ବିତ୍ରେ ଅନି ଉଟାଇଲା । ଆରି ଜେ କି ଆଇତେରଇବା ପର୍ମେସରର୍ ବଡ୍ ଡଣ୍ଡ୍ତେଇଅନି ଆମ୍କେ ରକିଆ କର୍ସି । ତାର୍ପିଲା ଜିସୁ ସର୍ଗେଅନି ଆରିତରେକ୍ ଆଇବାଟାକେ ଆମେ ଜାଗିକରି ରଉଁ । ଏ ସବୁ ବିସଇ ମିସା ତେଇର୍ ଲକ୍ମନ୍ କାତାବାର୍ତା ଅଇଲାଇନି ।
10 e aguardardes dos céus seu Filho que Deus ressuscitou dos mortos, Jesus, que nos livra da ira iminente.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Tessalonicenses 1, comparar traduções ou montar um estudo — tudo direto pelo WhatsApp.