1 Timóteo 3
ସତିଅର୍ ବାଟ୍ (DSO) vs NVT
1 ଏ କାତା ସତ୍ ଜେ, କେ ଜଦି ମଣ୍ଡଲିଟାନେ ମୁକିଅ ପଦ୍ ପାଇବାକେ ମନ୍ କଲାନି, ତେବେ ସେ ନିମାନ୍ କାମ୍ କର୍ବାକେ ମନ୍ କଲାନି ।
1 Esta é uma afirmação digna de confiança: “Se alguém deseja ser bispo, deseja uma tarefa honrosa”.
2 ତେବର୍ପାଇ ଜେନ୍ତିକି ତାର୍ ଜିବନେ ବିନ୍ ଲକ୍ମନର୍ କାଇ ନିନ୍ଦା ନ ରଇବାର୍ । ସେ ଗଟେକ୍ ମାଇଜି ସଙ୍ଗଇରଇବାର୍ ଆଚେ । ନିଜେ ଜାଗ୍ରତ୍ ରଇକରି, ନିଜର୍ ଜିବନେ ସୁସ୍ତା ରଇକରି, ସବୁଲକର୍ ସନ୍ମାନ୍ ପାଇକରି, ଆଇଲା ଲକ୍ମନ୍କେ ଡାକିନେବା ପାରା ଲକ୍ ଅଇକରି, ଲକ୍ମନ୍କେ ବୁଦିର୍ କାତା ସିକାଇବା ଲକ୍ ଅଇ,
2 Portanto, o bispo deve ter uma vida irrepreensível. Deve ser marido de uma só mulher, ter autocontrole, viver sabiamente e ter boa reputação. Deve ser hospitaleiro e apto a ensinar.
3 ନ ମାତି କରି, କିରମାର୍ ନ ଅଇକରି ସାନ୍ତିସଙ୍ଗ୍ ରଇ, ଦଦାପେଲା ନ ଅଇକରି, ଦନ୍ ମିଲାଇବାକେ ଆସା ନ ଅଇକରି ରଇବାର୍ ଆଚେ ।
3 Não deve beber vinho em excesso, nem ser violento. Antes, deve ser amável, pacífico e desapegado do dinheiro.
4 ନିଜର୍ କୁଟୁମ୍କେ ନିକକରି ଚାଲାଇତେରଇବାର୍ ଆଚେ । ଆରି ତାର୍ ପିଲାଟକିମନ୍କେ ସେ ତିଆର୍ଲାଟା ମାନ୍ବାକେ ବାଦିଅ କରାଇବା ସିକିଆ ଦେଇରଇବାର୍ ଆଚେ ।
4 Deve liderar bem a própria família e ter filhos que o respeitem e lhe obedeçam.
5 ଜଦି କେ ମିସା ନିଜର୍ କୁଟୁମ୍କେ ଚାଲାଇବାର୍ ନାଜାନେ, ସେ କେନ୍ତି ପର୍ମେସରର୍ ମଣ୍ଡଲିର୍ ଦାଇତ୍ ନେଇପାର୍ସି ?
5 Pois, se um homem não é capaz de liderar a própria família, como poderá cuidar da igreja de Deus?
6 ସେ ନୁଆ ନୁଆ ବିସ୍ବାସ୍ କର୍ବା ଲକ୍ ନ ରଇବାର୍ ଆଚେ । ନଇଲେ ସେ ବଡ୍ପନିଆ ଅଇକରି ସଇତାନ୍ ଜେନ୍ତାରି ଡଣ୍ଡ୍ ପାଇଲା, ସେ ମିସା ସେନ୍ତାର୍ ଡଣ୍ଡ୍ ପାଇସି ।
6 Não deve ser recém-convertido, pois poderia se tornar orgulhoso, e o diabo o faria cair.
7 ତାର୍ ଚଲାଚଲ୍ତି ଦେକି ବିସ୍ବାସ୍ ନ କର୍ବା ଲକ୍ମନ୍ ମିସା ତାକେ ଗଟେକ୍ ସନ୍ମାନର୍ ଲକ୍ ପାରା ନାମ୍ବାର୍ ଆଚେ । ଜେନ୍ତିକି ଲକ୍ମନ୍ ତାକେ ନିନ୍ଦା ନ କରି ସଇତାନର୍ ପାନ୍ଦେ ନ ଲାଗେ ।
7 Além disso, os que são de fora devem falar bem dele, para que não seja desacreditado e caia na armadilha do diabo.
8 ସେନ୍ତାରିସେ ମଣ୍ଡଲିର୍ ସେବା କରୁମନ୍ ମୁକିଅର୍ ପାରା ସବୁ ଲକର୍ଟାନେଅନି ସନ୍ମାନ୍ ପାଇବା ଲକ୍ ରଇବାର୍ ଆଚେ । ସେମନ୍ ସତ୍ ବାବେ ଚଲାଚଲ୍ତି କର୍ବାର୍ ଆଚେ । ମଦୁଆ ଲକ୍ ଅଇ ରଇବାର୍ ନାଇ । ଡାବୁକାସୁର୍ ପାଇ ଆସା ନ ରଇବାର୍ ଆଚେ ।
8 Da mesma forma, os diáconos devem ser respeitáveis e ter integridade. Não devem beber vinho em excesso, nem se deixar conduzir pela ganância.
9 ପର୍ମେସର୍ ଜନ୍ ସତ୍ କବର୍ ସେମନ୍କେ ଜାନାଇଆଚେ, ସେଟା ସେମନ୍ ଡାଟ୍ ସଙ୍ଗ୍ ବିସ୍ବାସ୍ କର୍ବାର୍ ଆଚେ । ଆରି ସେମନ୍ ପାପେ ରଉନାଇ ବଲି ତାକର୍ ବିବେକ୍ ସାକିଦେବାର୍ ଆଚେ ।
9 Devem ser comprometidos com o segredo da fé e viver com a consciência limpa.
10 ମଣ୍ଡଲିର୍ ସେବାକରୁ ଅଇବା ଆଗ୍ତୁ ବିନ୍ ଲକ୍ମନ୍ ସେମନ୍କେ ପରିକା କରି ଦେକତ୍ । କାଇ ଦସ୍ ନ ରଇଲେ ସେମନ୍ ସେବା କର୍ବାକେ ଦାଇତ୍ ନେଅତ୍ ।
10 Antes de serem nomeados diáconos, é necessário que se faça uma avaliação cuidadosa. Se forem aprovados, então que exerçam a função de diáconos.
11 ସେନ୍ତାରିସେ ତାକର୍ ମାଇଜିମନ୍ ମିସା ବିନ୍ଲକର୍ ସନ୍ମାନ୍ ପାଇଲା ପାରା ଚଲାଚଲ୍ତି କରତ୍ । ସେମନ୍ ତିପୁଲ୍ କାତା କଇବାର୍ ନାଇ । ତାର୍ ବାଦୁଲେ ନିଜେ ଜାଗ୍ରତ୍ ରଇବାର୍ ଆଚେ । ସେମନ୍ ସତ୍ ଲକ୍ ବଲି ବିନ୍ ଲକ୍ ଆସା କର୍ବାର୍ ଆଚେ ।
11 De igual modo, as mulheres devem ser respeitáveis e não caluniar ninguém. Devem ter autocontrole e ser fiéis em tudo que fazem.
12 ସେବାକରୁ ଗଟେକ୍ ମାଇଜି ସଙ୍ଗଇ, ତାର୍ ପିଲାଟକିମନ୍କେ, ତାର୍ କୁଟୁମର୍ ବିନ୍ ଲକ୍ମନ୍କେ, ଆରି ଗତିଦାଙ୍ଗ୍ଡାମନ୍କେ ନିକସଙ୍ଗ୍ ଜତନ୍ କର୍ବାର୍ ଆଚେ ।
12 O diácono deve ser marido de uma só mulher e liderar bem seus filhos e sua casa.
13 ସେବାକାରିଆମନ୍ ଆବଡ୍ ଅଇ ନିକ କାମ୍ କଲେ, ଲକ୍ମନର୍ ଟାନେଅନି ଅଦିକ୍ ସନ୍ମାନ୍ ମିଲ୍ସି । ସେନ୍ତାରି ଲକ୍ କିରିସ୍ଟ ଜିସୁର୍ ବିସଇ ବିନ୍ ଲକ୍ମନ୍କେ ଡାଟ୍ ସଙ୍ଗ୍ କଇପାର୍ବାଇ ।
13 Aqueles que exercerem bem a função de diáconos serão recompensados com o respeito de outros e terão cada vez mais convicção de sua fé em Cristo Jesus.
14 ମୁଇ ଏପିସେ ଆସି ଦାପ୍ରେ ତମ୍କେ ଦେକ୍ବି ବଲି ମନ୍ କଲିନି । ଅଇଲେ ମିସା ଏ ଚିଟିଟାନେ ତମ୍କେ ମୁଇ ତିଆର୍ଲିନି ।
14 Embora espere vê-lo em breve, escrevo-lhe estas coisas agora,
15 କାଇକେବଇଲେ ଜଦି ମର୍ ଆଇବାଟା ଅଲ୍ସମ୍ ଅଇଲେ ମିସା, ପର୍ମେସରର୍ କୁଟୁମ୍ ଇସାବେ ମଣ୍ଡଲିଟାନେ ତମେ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ କେନ୍ତାରି ମିସିକରି ରଇବାର୍ଆଚେ, ସେ ବିସଇ ତମେ ଜାନ୍ସା । ଏ ମଣ୍ଡଲି ପର୍ମେସରର୍, ଜେକି ସତଇସେ ବଁଚିଆଚେ । ସେ କୁନାଦି ଆରି ମୁଲ୍ ଡେଲି ପାରା ଅଇ ସତ୍ ବିସଇକେ ଡାଟ୍ କରାଇଲାନି ।
15 para que, se eu demorar, você saiba como as pessoas devem se comportar na casa de Deus. Ela é a igreja do Deus vivo, coluna e alicerce da verdade.
16 ଆମର୍ ବିସ୍ବାସ୍ଟାନେ କେ ନାଜାନ୍ଲା ପାରା ବିସଇ ଲୁଚିକରି ଆଚେ । ସେନ୍ତାରି ନଏଁ ବଲି କେ କଇନାପାରତ୍ ।
16 Sem dúvida, este é o grande segredo de nossa fé: Cristo justificado pelo Espírito, visto por anjos, anunciado às nações, crido em todo o mundo e levado para o céu em glória.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Timóteo 3, comparar traduções ou montar um estudo — tudo direto pelo WhatsApp.