1 Timóteo 2
ସତିଅର୍ ବାଟ୍ (DSO) vs VC
1 ପର୍ତୁମ୍ ବିସଇ ତମ୍କେ ଡାଟ୍ସଙ୍ଗ୍ କଇଲିନି, ସେଟା ଅଇଲାନି ସବୁର୍ଟାନେଅନି ମୁକିଅ ବିସଇ । ସବୁ ଲକ୍ମନର୍ପାଇ ପର୍ମେସର୍କେ ଗୁଆରି କରା । ସେମନର୍ପାଇ ପାର୍ତନା କରି ମଜାଇ ଉଆ ଆରି ସେମନର୍ ପାଇ ତାକେ ଦନିଅବାଦ୍ ଦିଆସ୍ ।
1 Acima de tudo, recomendo que se façam preces, orações, súplicas, ações de graças por todos os homens,
2 ରାଜା ମନ୍କେ ଆରି ଅଦିକାରେ ରଇକରି ସାସନ୍ କର୍ବା ଲକ୍ମନର୍ପାଇ ପାର୍ତନା କରା । ସେନ୍ତାରି କଲେ କାଇଟା ନ ଅଇତେ ସାନ୍ତିସଙ୍ଗ୍ ରଇପାର୍ସା । ଆରି ଆମେ କାକେ ନ ଡର୍ତେ ପର୍ମେସର୍କେ ପାର୍ତନା କରି ତାର୍ ମନ୍ କଲା ଇସାବେ ଚଲାଚଲ୍ତି କରିପାର୍ବୁ ।
2 pelos reis e por todos os que estão constituídos em autoridade, para que possamos viver uma vida calma e tranqüila, com toda a piedade e honestidade.
3 ଲକ୍ମନର୍ ପାଇ ଏନ୍ତାରି ପାର୍ତନା କର୍ବାର୍ ଦର୍କାର୍ ଆକା । କାଇକେବଇଲେ ଏ ରକାମର୍ ପାର୍ତନା ଆମର୍ ଉଦାର୍କାରିଆ ପର୍ମେସର୍କେ ସାର୍ଦା କରାଇସି ।
3 Isto é bom e agradável diante de Deus, nosso Salvador,
4 ସବୁଲକ୍ ଜେନ୍ତାର୍ କି ରକିଆ ପାଅତ୍ ଆରି ସତ୍ ବିସଇ ଜାନତ୍ ବଲି ପର୍ମେସର୍ ମନ୍ କଲାନି ।
4 o qual deseja que todos os homens se salvem e cheguem ao conhecimento da verdade.
5 କାଇକେବଇଲେ ଗଟେକ୍ ସେ ପର୍ମେସର୍ ଆଚେ । ଆରି ଗଟେକ୍ସେ ଲକ୍ ଆଚେ, ଜେ କି ପର୍ମେସର ଆରି ଲକ୍ମନର୍ ବିତ୍ରେ ସାନ୍ତି ଆନିପାର୍ସି । ସେ ଲକ୍ ଅଇଲାନି ଜିସୁ କିରିସ୍ଟ ।
5 Porque há um só Deus e há um só mediador entre Deus e os homens: Jesus Cristo, homem
6 ସବୁଲକ୍କେ ମୁକ୍ଲାଇବାକେ ସେ ନିଜେ ସର୍ପି ଅଇଲା । ସମାନ୍ ବେଲାଇ ପର୍ମେସର୍ ତାକେସେ ବାଚ୍ଲା । ସେ ସବୁକେ ରକିଆ କର୍ବି ବଲି ମନ୍ କଲାଟା ଏନ୍ତାରି ଜାନାଇଲା ।
6 que se entregou como resgate por todos. Tal é o fato, atestado em seu tempo;
7 ତେବର୍ପାଇ ପର୍ମେସର୍ ତାର୍ ସୁବ୍ କବର୍ ଜାନାଇବାକେ ଆରି ତାର୍ ପେରିତ୍ ଅଇବାକେ ମକେ ବାଚ୍ଲା । ମୁଇ ମିଚ୍ କଇନାଇ, ସତ୍ସେ କଇଲିନି । ଜିଉଦି ନ ଅଇଲା ଲକ୍ମନ୍କେ ମିସା ସୁବ୍ କବରର୍ ସତ୍ ବିସଇ ଜାନାଇବାକେ ମକେ ବାଚିରଇଲା ।
7 e deste fato - digo a verdade, não minto - fui constituído pregador, apóstolo e doutor dos gentios, na fé e na verdade.
8 ମୁଇ ମୁନୁସ୍ ପିଲାମନ୍କେ କଇଲିନି, ସେମନ୍ ଜେଡେବେଲେ ପାର୍ତନା କର୍ବାକେ ରୁଣ୍ଡ୍ବାଇ, ସୁକଲ୍ ଚଲାଚଲ୍ତି ଅଇକରି ତାକର୍ ଆତ୍ ଟେକି ପାର୍ତନା କରତ୍ । ଜଦି ଏବେ ମିସା ସେମନ୍ ଦଦାପେଲା ଅଇରଇଲେ କି ଲାଗାଲାଗି ଅଇରଇଲେ, ସେଟା ରାଜିନାମା କର୍ବାର୍ ଆଚେ ।
8 Quero, pois, que os homens orem em todo lugar, levantando as mãos puras, superando todo ódio e ressentimento.
9 ସେନ୍ତାରିସେ ମାଇଜିମନ୍ ମିସା ଜାଗ୍ରତ୍ ରଇକରି ସୁଆଲ୍ସୁତର୍ ଉଆ । ମୁଣ୍ଡର୍ ଚେଣ୍ଡିତେଇ ଚିକ୍ଚାକ୍ ନ କରି, ସୁନା କି ମୁକ୍ତା କି ଅଦିକ୍ ଦାମ୍ ଦେଇରଇବା ଲୁଗା ନ ପିନ୍ଦିକରି, ନିକ ବୁଦିସଙ୍ଗ୍ ମର୍ଜିତା ସଙ୍ଗ୍ ନିଜ୍କେ ମାନ୍ଲାପାରା ତିଆର୍ ଉଆ ।
9 Do mesmo modo, quero que as mulheres usem traje honesto, ataviando-se com modéstia e sobriedade. Seus enfeites consistam não em primorosos penteados, ouro, pérolas, vestidos de luxo,
10 ତାର୍ ବାଦୁଲେ ବିନ୍ଲକ୍ମନ୍କେ ଦୟା ଦେକାଅତ୍ । ପର୍ମେସର୍କେ ଜୁଆର୍ କଲୁନି ବଲି କଇବା ମାଇଜିମନର୍ପାଇ ସେଟା ନିକ ଚଲାଚଲ୍ତି ଅଇସି ।
10 e sim em boas obras, como convém a mulheres que professam a piedade.
11 ମାଇଜିମନ୍ ଚିମ୍ରାଇଅଇ ରଇ ସୁଆଲ୍ସୁତର୍ ଅଇକରି ବସତ୍ ।
11 A mulher ouça a instrução em silêncio, com espírito de submissão.
12 ମୁଇ ମାଇଜିମନ୍କେ ସିକାଇବା ଅଦିକାର୍ କି ମୁନୁସର୍ ଉପ୍ରେ ସାସନ୍ କର୍ବା ଅଦିକାର୍ ଦେଇନାଇ । ତାର୍ ବାଦୁଲେ ସେମନ୍ ଚିମ୍ରାଇଅଇ ରଅତ୍ ।
12 Não permito à mulher que ensine nem que se arrogue autoridade sobre o homem, mas permaneça em silêncio.
13 କାଇକେ ବଇଲେ ପର୍ମେସର୍ ପର୍ତମେ ଆଦମ୍କେ ତିଆର୍ କଲା । ତାର୍ ପଚେ ଅବାକେ ।
13 Pois o primeiro a ser criado foi Adão, depois Eva.
14 ପର୍ତମେ ଆଦମ୍ ସଇତାନର୍ଟାନେ ନାଡାଇ ଅଏନାଇ, ମାତର୍ ମାଇଜି ନାଡାଇ ଅଇ ପର୍ମେସରର୍ ଆଦେସ୍ ନ ମାନିକରି ପାପି ଅଇଲା ।
14 E não foi Adão que se deixou iludir, e sim a mulher que, enganada, se tornou culpada de transgressão.
15 ମାତର୍ ମାଇଜିମନ୍ ପିଲାଟକିମନ୍କେ ଜନମ୍ ଦେଇକରି ଉଦାର୍ ପାଇବାଇ । ସେମନ୍ କିରିସ୍ଟକେ ବିସ୍ବାସ୍ କରି ବିନ୍ ଲକ୍ମନ୍କେ ଆଲାଦ୍ କରି ସୁଆଲ୍ ସୁକଲ୍ ସଙ୍ଗ୍ ଚଲାଚଲ୍ତି କରତ୍ ।
15 Contudo, ela poderá salvar-se, cumprindo os deveres de mãe, contanto que permaneça com modéstia na fé, na caridade e na santidade.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Timóteo 2, comparar traduções ou montar um estudo — tudo direto pelo WhatsApp.