1 Coríntios 8
ସତିଅର୍ ବାଟ୍ (DSO) vs VC
1 ଏବେ ମୁଇ ଦେବିଦେବ୍ତାମନ୍କେ ପୁଜ୍ଲା ମାଉଁସ୍ ବିସଇନେଇ ଲେକ୍ଲିନି । ଏଟା ସତ୍ ଜେ ଆମ୍କେସେ ବୁଦି ଆଚେ ବଲି ତମେ ଜନ୍ଟା କଇଲାସ୍ନି, ସେଟା ଆମେ ଜାନିଆଚୁ । ସେନ୍ତା ଗଟେକ୍ ଲକ୍କେ ଆଁକାର୍ ଜନମ୍ କରାଇସି । ମାତର୍ ଆଲାଦ୍ ଆମର୍ ବିସ୍ବାସ୍କେ ଡାଟ୍ କରାଇସି ।
1 Quanto às carnes oferecidas aos ídolos, somos esclarecidos, possuímos todos a ciência... Porém, a ciência incha, a caridade constrói.
2 ଜନ୍ ଲକ୍, ଏ ବିସଇ ମୁଇ ଅଲପ୍ ଜାନିଆଚିବଲି ବାବ୍ସି, ସେ ସତଇସେ ଜାଇଟା ଜାନ୍ବା ଦର୍କାର୍, ସେଟା ଜାନେ ନାଇ ।
2 Se alguém pensa que sabe alguma coisa, ainda não conhece nada como convém conhecer.
3 ମାତର୍ ଜନ୍ଲକ୍ ଜଦି ପର୍ମେସର୍କେ ଆଲାଦ୍ କଲାନି, ତାକେ ପର୍ମେସର୍ ଜାନେ ।
3 Mas, se alguém ama a Deus, esse é conhecido por ele.
4 ତେବେ ଦେବିଦେବ୍ତାମନ୍କେ ପୁଜ୍ଲା ମାଉଁସ୍ ବିସଇ ଜାନିଆଚୁ ଜେ, ଏ ଜଗତେ ଦେବି ଦେବ୍ତା ବଲି କାଇଟା ନାଇ । ଆମର୍ ପର୍ମେସର୍କେ ଚାଡିଦେଲେ ଆରି କେ ମିସା ପର୍ମେସର୍ ନାଇ ।
4 Assim, pois, quanto ao comer das carnes imoladas aos ídolos, sabemos que não existem realmente ídolos no mundo e que não há outro Deus, senão um só.
5 କାଇକେବଇଲେ ସରଗ୍ ପୁରେ ଅ କି ମଚ୍ପୁରେ ଅ ଜନ୍ଟାମନ୍କେ ଦେବିଦେବ୍ତା ବଲି କଇଲାଇନି, ଏଲେ ମିସା ସେମନ୍ ରଇପାରତ୍ । ଏନ୍ତି କେତେକ୍ କେତେକ୍ ଦେବ୍ତା ଆରି ମାପ୍ରୁ ଆଚତ୍ ।
5 Pretende-se, é verdade, que existam outros deuses, quer no céu quer na terra {e há um bom número desses deuses e senhores}.
6 ସେମନ୍ ରଇଲେ ମିସା ଆମର୍ ଗଟେକ୍ ଆକା ବାବା ପର୍ମେସର୍, ଜନ୍ ବାବା କି ସବୁ ତିଆର୍ କଲାଆଚେ, ଆରି ଆମେ ତାର୍ ଲାଗି ବଁଚ୍ଲୁନି, ମାତର୍ ଗଟେକ୍ ବଲି ମାପ୍ରୁ ଜିସୁ କିରିସ୍ଟ, ତାର୍ ଲାଗି ସବୁ ବିସଇ ଅଇଆଚେ, ଆରି ତାର୍ ଲାଗି ଆମେ ବଁଚ୍ଲୁନି ।
6 Mas, para nós, há um só Deus, o Pai, do qual procedem todas as coisas e para o qual existimos, e um só Senhor, Jesus Cristo, por quem todas as coisas existem e nós também.
7 ଏଲେ ମିସା ଏ ସତ୍ ଗିଆନ୍ ସବୁଲକ୍ ନାଜାନତ୍ । ମାତର୍ କେତେଲକ୍ ଆଗେଅନି ଦେବି ଦେବ୍ତା ଆଚତ୍ ବଲି ବାବିକରି ସେମନ୍କେ ପୁଜା କରି ଆଇଲାଇନି । ସେମନର୍ ବିସ୍ବାସ୍ ଡାଟ୍ ନାଇଜେ ଦେବିଦେବ୍ତାମନ୍କେ ପୁଜ୍ଲାଟା କାଇଲେସରି ସେମନ୍ ସୁକଲ୍ ଅଇବାର୍ ନଏ ବଲି ବାବ୍ଲାଇନି ।
7 Todavia, nem todos têm esse conhecimento. Alguns, habituados ao modo antigo de considerar o ídolo, comem a carne como sacrificada ao ídolo; e sua consciência, por ser débil, se mancha.
8 ମାତର୍ କାଦି କାଇବାଟା, ପର୍ମେସର୍ଟାନେଅନି ଆମ୍କେ ବିନେ ନ କରେ । ଆମେ କାଇଲେ କାଇ ଲାବ୍ ନଏଁ, କି ନ କାଇଲେ ମିସା କାଇଟା ନ ଜାଏ ।
8 Não é, entretanto, a comida que nos torna agradáveis a Deus: comendo, não ganhamos nada; e não comendo, nada perdemos.
9 ମାତର୍ କାଇଟା କାଇଲାସ୍ନି ସେ ବିସଇନେଇ ଜାଗ୍ରତ୍ ରୁଆ । ତମେ ଜନ୍ଟା କାଇଲାର୍ ଲାଗି ତମର୍ ଜନ୍ ବାଇର୍ ବିସ୍ବାସ୍ ଡାଟ୍ ନାଇ, ସେ ତମର୍ଲାଗି ପାପ୍ କର୍ବାର୍ ନାଇ ।
9 Atenção, porém: que essa vossa liberdade não venha a ser ocasião de queda aos fracos.
10 କାଇକେ ବଇଲେ, ତମେ ଗଟେକ୍ ବୁଦି ରଇଲା ଲକ୍ । ପୁଜ୍ଲାଟା କାଇଲେ କାଇଟା ନଏଁ ବଲି ଜାନାସ୍ । ଜଦି ମନ୍ ବିତ୍ରେ ବିସ୍ବାସେ ଡାଟ୍ ନଇଲା ତମର୍ ଗଟେକ୍ ବାଇ, ସେ ତମ୍କେ ମନ୍ଦିରେ କାଇବାଟା ଦେକ୍ଲେ, ତାକେ ମିସା ପୁଜ୍ଲାଟା କାଇବାକେ ମନ୍ ଲାଗ୍ସି ।
10 Se alguém te vir, a ti que és instruído, sentado à mesa no templo dos ídolos, não se sentirá, por fraqueza de consciência, também autorizado a comer do sacrifício aos ídolos?
11 ତେବେ ସେ ବାଇ ନସ୍ଟ ଅଇଲାନି, କାଇକେବଇଲେ ପୁଜ୍ଲାଟା କାଇଲାକେ ପାପ୍ କଲିନି ବଲି ସେ ବାବ୍ସି । କିରିସ୍ଟ ସେ ବାଇର୍ପାଇ ମଲାଆଚେ ବଲି ମିସା ତମର୍ ମନେ ରଇବାର୍ ଆଚେ ।
11 E assim por tua ciência vai se perder quem é fraco, um irmão, pelo qual Cristo morreu!
12 ଏନ୍ତାରି ତମେ ସଙ୍ଗର୍ ବିସ୍ବାସି ବାଇମନର୍ ବିରୁଦେ ପାପ୍ କଲାସ୍ନି ଆରି ତାକର୍ ବୁଜ୍ବା ବପୁ ଉନାଟାକେ, ବାଦା ଦେଇ ମାପ୍ରୁ ଜିସୁର୍ ବିରୁଦେ ମିସା ପାପ୍ କଲାସ୍ନି ।
12 Assim, pecando vós contra os irmãos e ferindo sua débil consciência, pecais contra Cristo.
13 ତେବେ ମୁଇ ପୁଜ୍ଲା ମାଉଁସ୍ କାଇଲାର୍ ଲାଗି ମର୍ ବାଇବଇନିମନ୍କେ ପାପ୍ କରାଇଲିନି ବଇଲେ, ମୁଇ କେବେ ମିସା ସେଟା ନ କାଇ । କାଇକେବଇଲେ ସେଟାର୍ଲାଗି ମର୍ ବାଇବଇନିମନ୍ ପାପେ ନ ପଡତ୍ ।
13 Pelo que, se a comida serve de ocasião de queda a meu irmão, jamais comerei carne, a fim de que eu não me torne ocasião de queda para o meu irmão.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Coríntios 8, comparar traduções ou montar um estudo — tudo direto pelo WhatsApp.