1 Coríntios 7
ସତିଅର୍ ବାଟ୍ (DSO) vs ARC
1 ଏବେ ତମେ ଲେକ୍ଲାଟାନେ ଜନ୍ ସବୁ ବିସଇ ଆଚେ, ସେ ସବୁର୍ ଉତର୍ ମୁଇ ଦେବି । ତମେ ପାଚାରିରଇଲାସ୍ ବିସ୍ବାସିମନ୍ ବିବା ନ ଅଇବାଟା ନିକ କି ?
1 Ora, quanto às coisas que me escrevestes, bom seria que o homem não tocasse em mulher;
2 ଉଁ ସେଟା ସତ୍, ମାତର୍ ବେସି ଲକ୍ ବେବିଚାର୍ କାମେ ଚଲାଚଲ୍ତି କଲାଇନି । ମୁଇ କଇଲିନି ଗଟେକ୍ ଗଟେକ୍ ମୁନୁସ୍କେ ତାର୍ ନିଜର୍ ମାଇଜି ଆରି ଗଟେକ୍ ଗଟେକ୍ ମାଇଜିକେ ତାର୍ ନିଜର୍ ମୁନୁସ୍ ରଇବାର୍ ଆଚେ ।
2 mas, por causa da prostituição, cada um tenha a sua própria mulher, e cada uma tenha o seu próprio marido.
3 ଗଟେକ୍ ମନସ୍ ବିବା ଅଇଲାର୍ ଲାଗି, ତାର୍ ମାଇଜିକେ କରିରଇବା ସବୁ ଦାଇତ୍ କର୍ବାର୍ ଆଚେ । ସେନ୍ତାରିସେ ମାଇଜି ମିସା ତାର୍ ମୁନୁସ୍କେ କର୍ବାର୍ ଆଚେ ।
3 O marido pague à mulher a devida benevolência, e da mesma sorte a mulher, ao marido.
4 ମାଇଜିକେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମୁନୁସର୍ ଆଚେ । ସେନ୍ତାରିସେ ମୁନୁସ୍କେ ତାର୍ ନିଜର୍ ଗାଗଡର୍ ଅଦିକାର୍ ନାଇ, ମାତର୍ ମାଇଜିର୍ ଆଚେ ।
4 A mulher não tem poder sobre o seu próprio corpo, mas tem-no o marido; e também, da mesma maneira, o marido não tem poder sobre o seu próprio corpo, mas tem-no a mulher.
5 ଦୁଇ ମାଇଜି ମୁନୁସ୍ ବେଗ୍ଲିକରି ନ ରଅତ୍ । ମାତର୍ ବେଗ୍ଲିକରି ରଇବାର୍ ଆଲେ, ଦୁଇ ଲକ୍ ରାଜି ଉଆ । ଜେନ୍ତାରି କି ସେ ବେଗ୍ଲି ରଇବା ବେଲାଇ, ପାର୍ତନା କରିଅଇସି । ମାତର୍ ତାର୍ପଚେ ଆରିତରେକ୍ ଆସି ମିସାଆ । ଏନ୍ତାରିକଲେ ସଇତାନର୍ ପରିକାତେଇ ଅନି ତମେ ରକିଆ ପାଇସା । କାଇକେବଇଲେ ତମ୍କେ ମୁର୍ଚିକରି ରଇବା ବପୁ ଉନା ଆଚେ ।
5 Não vos defraudeis um ao outro, senão por consentimento mútuo, por algum tempo, para vos aplicardes à oração; e, depois, ajuntai-vos outra vez, para que Satanás vos não tente pela vossa incontinência.
6 ଏ ବିସଇ ମୁଇ ତମ୍କେ ଜେତ୍କି କଇଲି ଆଚି, ସେଟା ଆଦେସ୍ ଦେଲା ପାରା କଇନାଇ, ମାତର୍ ତମର୍ ଦୁର୍ବଲ୍ ଜାନିକରି ଉପଦେସ୍ ଦେଲା ପାରା କଇଲିନି ।
6 Digo, porém, isso como que por permissão e não por mandamento.
7 ତମେ ସବୁଲକ୍ ମର୍ପାରା ବିବା ନ ଉଆ ବଲି ମୁଇ ମନ୍ କଲିନି । ମାତର୍ ଗଟେକ୍ ଗଟେକ୍ ଲକ୍କେ ପର୍ମେସରର୍ ଟାନେଅନି ମୁଲିଅ ରଇବା ଦାନ୍ ମିଲିଆଚେ । ଗଟେକ୍ ଲକ୍କେ ଗଟେକ୍ ରକାମ୍ଟା ଆରି ବିନ୍ ଲକ୍କେ ବିନ୍ ରକାମ୍ ଦାନ୍ ଦେଲାଆଚେ ।
7 Porque quereria que todos os homens fossem como eu mesmo; mas cada um tem de Deus o seu próprio dom, um de uma maneira, e outro de outra.
8 ଏବେ ମୁଇ ବିବା ନ ଅଇରଇବା, ଆରି ରାଣ୍ଡି ମାଇଜିମନ୍କେ କଇଲିନି, ତମେ ମର୍ ପାରା ଏକ୍ଲା ରଇଲେ ତମର୍ପାଇ ନିକ ଅଇସି ।
8 Digo, porém, aos solteiros e às viúvas, que lhes é bom se ficarem como eu.
9 ମାତର୍ ତମେ ଜଦି ମନର୍ ଲାଲ୍ସା ମୁର୍ଚିକରି ରଇ ନାପାର୍ଲାସ୍ନି ବଇଲେ, ବିବା ଅଇବାଟା ନିକ । କାଇକେବଇଲେ ଲାଲ୍ସାଇ ପଡିଜିବା ବାଦୁଲେ ବିବା ଅଇବାଟା ନିକ ।
9 Mas, se não podem conter-se, casem-se. Porque é melhor casar do que abrasar-se.
10 ମାତର୍ ବିବା ଅଇବା ବିସ୍ବାସିମନ୍କେ ମୁଇ ଆଦେସ୍ ଦେଲିନି, ମୁଇ ଦେଇ ନାଇ ମାତର୍ ମାପ୍ରୁ ଦେଲାନି । ଜଦି ତମେ ଗଟେକ୍ ବିବାଇ ମାଇଜି, ସେନ୍ତାର୍ ଆଲେ ମୁନୁସ୍କେ ଚାଡି ବିନେ ନ ରୁଆ ।
10 Todavia, aos casados, mando, não eu, mas o Senhor, que a mulher se não aparte do marido.
11 ଜଦି ତାକେ ଚାଡ୍ଲେ, ବିବା ନ ଅଇତେ ରୁଆ । ନଇଲେ ଆରି ଗଟେକ୍ ତର୍ ନିଜର୍ ମୁନୁସ୍ ସଙ୍ଗ୍ ମିସା । ଜଦି ତମେ ବିବାଇ ମୁନୁସ୍, ନିଜର୍ ମାଇଜିକେ ନ ଚାଡା ।
11 Se, porém, se apartar, que fique sem casar ou que se reconcilie com o marido; e que o marido não deixe a mulher.
12 ଏବେ ମୁଇ ବିସ୍ବାସିମନ୍ ଜେ କି ବିସ୍ବାସ୍ ନ କଲାଟାମନ୍କେ ବିବା ଅଇଆଚତ୍, ସେମନ୍କେ କଇଲିନି, ମୁଇ କଇନାଇ ମାପ୍ରୁ କଇଲାନି, । ଜଦି ଗଟେକ୍ ବିସ୍ବାସି, ବିସ୍ବାସ୍ ନଇଲା ମାଇଜିକେ ବିବା ଅଇଲାଆଚେ, ଆରି ସେ ମାଇଜି ତାର୍ ସଙ୍ଗ୍ ମିସି ରଇବାକେ ମନ୍ କର୍ସି ବଇଲେ, ସେ ବାଇ ତାକେ ନ ଚାଡ ।
12 Mas, aos outros, digo eu, não o Senhor: se algum irmão tem mulher descrente, e ela consente em habitar com ele, não a deixe.
13 ଆରି ଜନ୍ ବିସ୍ବାସି ମାଇଜି ବିସ୍ବାସ୍ ନ କଲା ମୁନୁସ୍କେ ବିବାଅଇରଇସି, ଆରି ସେ ତାର୍ସଙ୍ଗ୍ ମିସି ରଇବାକେ ମନ୍ କର୍ସି, ତେବେ ସେ ନିଜର୍ ମୁନୁସ୍କେ ନ ଚାଡ ।
13 E se alguma mulher tem marido descrente, e ele consente em habitar com ela, não o deixe.
14 କାଇକେବଇଲେ ଜଦି ତମେ ଗଟେକ୍ ବିସ୍ବାସି ମାଇଜି, ବିସ୍ବାସ୍ ନ କର୍ବା ମୁନୁସ୍କେ ବିବା ଅଇଆଚାସ୍, ତର୍ ମୁନୁସ୍ ତର୍ ସଙ୍ଗ୍ ମିସ୍ଲାର୍ପାଇ ତାକେ ପର୍ମେସର୍ ତାର୍ ନିଜର୍ ସୁକଲ୍ ଲକ୍ କଲାଆଚେ । ସେନ୍ତାରିସେ ବିସ୍ବାସ୍ ନ କରିରଇବା ମାଇଜିକେ, ପର୍ମେସର୍ ଡାକ୍ଲା ଆଚେ । କାଇକେବଇଲେ ସେ ବିସ୍ବାସ୍ କର୍ବା ମନସ୍ ସଙ୍ଗ୍ ମିସ୍ଲା ଆଚେ । ଏନ୍ତାରି ନ ରଇଲେ ତମର୍ ପିଲାମନ୍ ବିସ୍ବାସ୍ ନ କର୍ବା ଲକର୍ ପିଲାମନର୍ପାରା ଅଇତାଇ । ମାତର୍ ଏବେ ସେମନ୍କେ ମିସା ପର୍ମେସର୍ ତାର୍ ନିଜର୍ ଲକ୍ କଲାଆଚେ ।
14 Porque o marido descrente é santificado pela mulher, e a mulher descrente é santificada pelo marido. Doutra sorte, os vossos filhos seriam imundos; mas, agora, são santos.
15 ସେ ଜାଇଟା ମିସା ଅ, ଜଦି ଗଟେକ୍ ବିସ୍ବାସ୍ ନ କଲା ଲକ୍ ତାର୍ ବିସ୍ବାସି ମାଇଜି କି ମୁନୁସର୍ ଟାନେଅନି ବିନେ ଅଇବାକେ ମନ୍ କଲାନି ବଇଲେ, ସେ ବିନେ ଅ । ଏନ୍ତାରି ଅଇଲେ କିରିସ୍ଟକେ ବିସ୍ବାସ୍ କର୍ବା ମାଇଜି କି ମୁନୁସ୍ ବିବା ବନ୍ଦ୍ନେ ଅନି ମୁକ୍ଲି ଆଚେ । ପର୍ମେସର୍ ତମ୍କେ ସାନ୍ତିସଙ୍ଗ୍ ମିସି ବିଡି ଜିଇବାକାଇବାକେ ଡାକ୍ଲା ଆଚେ ।
15 Mas, se o descrente se apartar, aparte-se; porque neste caso o irmão, ou irmã, não está sujeito à servidão; mas Deus chamou-nos para a paz.
16 ଅଇପାରେ, ତୁଇ ଗଟେକ୍ ବିସ୍ବାସି ବିବାଅଇଲା ମାଇଜି, ତର୍ ବିସ୍ବାସ୍ ନ କଲା ମୁନୁସ୍କେ କିରିସ୍ଟର୍ ଟାନେ ବିସ୍ବାସ୍ କରାଇପାରୁସ୍ । ସେନ୍ତାରିସେ ତୁଇ ଗଟେକ୍ ବିସ୍ବାସି ବିବାଅଇଲା ମୁନୁସ୍, ତର୍ ବିସ୍ବାସ୍ ନ କଲା ମାଇଜିକେ କିରିସ୍ଟର୍ ଟାନେ ବିସ୍ବାସ୍ କରାଇ ପାରୁସ୍ ।
16 Porque, donde sabes, ó mulher, se salvarás teu marido? Ou, donde sabes, ó marido, se salvarás tua mulher?
17 ମାପ୍ରୁ ଜାକେ ଜେନ୍ତି ଜିବନ୍ ଦୁକାଇ ଆଚେ, ପର୍ମେସର୍ ଜାକେ ଜନ୍ ଇସାବେ ଡାକ୍ଲା ଆଚେ, ସେ ସେନ୍ତାର୍ ଜିଉନା କାଉନା କର । ମୁଇ ସବୁ ମଣ୍ଡ୍ଲିଟାନେ ଏ ରକାମ୍ ଆଦେସ୍ ଦେଲିନି ।
17 E, assim, cada um ande como Deus lhe repartiu, cada um, como o Senhor o chamou. É o que ordeno em todas as igrejas.
18 ଜଦି ତମେ ଗଟେକ୍ ସୁନତ୍ ଅଇଲା ଜିଉଦି ଲକ୍ ଆରି ପର୍ମେସର୍ ତମ୍କେ ଡାକ୍ଲାଆଚେ, ସେନ୍ତାର୍ ଆଲେ ତମେ ତମର୍ ଗାଗ୍ଡେଅନି ସୁନତ୍ ଚିନ୍ ଲିବାଇବାକେ ଚେସ୍ଟା କରା ନାଇ । ସେନ୍ତାରିସେ ତମେ ଜଦି ଜିଉଦି ନ ଅଇଲା ଲକ୍ ଜାକେ କି ପର୍ମେସର୍ ଡାକ୍ଲା ଆଚେ, ତମେ ସୁନତ୍ ଅଇବାକେ ଚେସ୍ଟା କରାନାଇ ।
18 É alguém chamado, estando circuncidado? Fique circuncidado. É alguém chamado, estando incircuncidado? Não se circuncide.
19 ଲକ୍ମନ୍ ସୁନତ୍ ଅଇବାଟା କି ସୁନତ୍ ନ ଅଇବାଟା କାଇଟା ନାଇ, ପର୍ମେସରର୍ ଆଦେସ୍ ମାନ୍ବାଟାସେ ମୁକିଅ ।
19 A circuncisão é nada, e a incircuncisão nada é, mas, sim, a observância dos mandamentos de Deus.
20 ମାପ୍ରୁ ତମ୍କେ ଜନ୍ ଇସାବେ ଡାକିଆଚେ, ତମେ ସେ ଇସାବେ ରୁଆ ।
20 Cada um fique na vocação em que foi chamado.
21 ପର୍ମେସର୍ ତମ୍କେ ଡାକ୍ଲାବେଲେ ତମେ କାଇ ଗତିଦାଙ୍ଗ୍ଡା ରଇଲାସ୍ କି ? ସେ ବିସଇନେଇ ମନ୍ଦୁକ୍ କରାନାଇ । ଜଦି ତର୍ ସାଉକାର୍ ତକେ ମୁକ୍ଲାଇଲାନି, ତେବେ ଉଟିଜା ।
21 Foste chamado sendo servo? Não te dê cuidado; e, se ainda podes ser livre, aproveita a ocasião.
22 ମାପ୍ରୁ ଡାକ୍ଲାବେଲେ ଜେ ଗତିଦାଙ୍ଗ୍ଡା ରଇଲା ସେ ଏବେ ମୁକ୍ଲି ରଇଲା ଲକ୍ । କାଇକେବଇଲେ ମାପ୍ରୁ ତାକେ ମୁକ୍ଲାଇ ଆଚେ । ସେନ୍ତାରିସେ ଏବେ ଜେ ମୁକ୍ଲିକରି ଆଚେ, ସେ କିରିସ୍ଟର୍ ଗତିଦାଙ୍ଗ୍ଡା ।
22 Porque o que é chamado pelo Senhor, sendo servo, é liberto do Senhor; e, da mesma maneira, também o que é chamado, sendo livre, servo é de Cristo.
23 ତମ୍କେ ଅଦିକ୍ ଦାମ୍ ଦେଇ ଗେନାଅଇଆଚେ । ଲକ୍ମନର୍ ଗତିଦାଙ୍ଗ୍ଡା ଉଆ ନାଇ ।
23 Fostes comprados por bom preço; não vos façais servos dos homens.
24 ଏ ବାଇବଇନିମନ୍, ତମ୍କେ ପର୍ମେସର୍ ଡାକ୍ଲାବେଲେ ଜନ୍ ଇସାବେ ରଇଲାସ୍, ସେ ଇସାବେ ପର୍ମେସର୍ ସଙ୍ଗ୍ ମିସିକରି ରଇବାର୍ ଆଚେ ।
24 Irmãos, cada um fique diante de Deus no estado em que foi chamado.
25 ଏବେ ମୁଇ ବିବା ନ ଅଇଲା ଦାଙ୍ଗ୍ଡାଦାଙ୍ଗ୍ଡି ବିସଇନେଇ ଲେକ୍ବି । ସେ ବିସଇନେଇ ମାପ୍ରୁର୍ ଲଗେଅନି କାଇ ଆଦେସ୍ ପାଇନାଇ । ମାତର୍ ପର୍ମେସର୍ ମକେ ଦୟା କରି ଗଟେକ୍ ସତ୍ଦରମ୍ ଲକ୍ ଇସାବେ ନିଜର୍ ମନର୍ କାତା କଇଲିନି ।
25 Ora, quanto às virgens, não tenho mandamento do Senhor; dou, porém, o meu parecer, como quem tem alcançado misericórdia do Senhor para ser fiel.
26 ଏବର୍ ଦୁକ୍ କସ୍ଟର୍ ବେଲା ଏତାଇଲେ, ମୁଇ ବାବ୍ଲିନି ଗଟେକ୍ ଲକ୍ ଜେନ୍ତାରି ଆଚେ, ସେନ୍ତାରିସେ ରଇବା ଦର୍କାର୍ ।
26 Tenho, pois, por bom, por causa da instante necessidade, que é bom para o homem o estar assim.
27 ତମେ କାଇ ମାଇଜି ସଙ୍ଗ୍ ବାନ୍ଦିଅଇ ଆଚାସ୍ କି ? ସେନ୍ତାର୍ଆଲେ ମୁକଲ୍ବାକେ ଚେସ୍ଟା କରାନାଇ । ତମେ କାଇ ବିବା ଉଆସ୍ ନାଇ କି ? ସେନ୍ତାର୍ଆଲେ ମାଇଜି କଜ୍ବାକେ ଚେସ୍ଟା କରାନାଇ ।
27 Estás ligado à mulher? Não busques separar-te. Estás livre de mulher? Não busques mulher.
28 ଜଦି ତମେ ବିବାଅଇ ଆଚାସ୍, ବଇଲେ ତମେ ପାପ୍ କରାସ୍ ନାଇ । ଜଦି ଗଟେକ୍ ଦାଙ୍ଗ୍ଡି ବିବାଅଇସି, ସେ ମିସା ପାପ୍ କରେନାଇ । ମାତର୍ ବିବାଅଇଲା ଲକ୍ମନ୍ ଦୁକ୍ କସ୍ଟ ମୁର୍ଚିକରି ରଇବାକେ ପଡ୍ସି । ଏନ୍ତାରି ଦୁକ୍ କସ୍ଟର୍ ବେଲାଇ ସିତିଅନି ରକିଆ ପାଆ, ବଲିକରି ମୁଇ ମନ୍ କଲିନି ।
28 Mas, se te casares, não pecas; e, se a virgem se casar, não peca. Todavia, os tais terão tribulações na carne, e eu quereria poupar-vos.
29 ମାତର୍ ଏ ବାଇମନ୍ ମୁଇ ତମ୍କେ କଇଲିନି, ଏବେ ଆମ୍କେ ଅଲପ୍ ଦିନ୍ ଆଚେ । ଏଟାର୍ ପାଇ ଏବେଅନି ଜେ ବିବା ଅଇଆଚେ ସେ ବିବା ନ ଅଇଲା ଲକର୍ ପାରା ରଅ ।
29 Isto, porém, vos digo, irmãos: que o tempo se abrevia; o que resta é que também os que têm mulheres sejam como se as não tivessem;
30 ସେନ୍ତାରିସେ ଜନ୍ ଲକ୍ମନ୍ କାନ୍ଦାବୁବା ଅଇରଇଲାସ୍ନି, ସେମନ୍ କାନ୍ଦାବୁବା ନ ଅଇ ରଇଲା ଲକର୍ ପାରା ରୁଆ । ଆରି ଜନ୍ ଲକ୍ମନ୍ ସାର୍ଦା ଅଇରଇଲାଇନି, ସେମନ୍ ସାର୍ଦା ନ ଅଇଲା ଲକର୍ ପାରା ଅଇ ରଅତ୍ । ଜନ୍ ଲକ୍ମନ୍ ଗେନ୍ବାଇ, ସେଟା ନିଜର୍ଟା ନଏଁ ବଇଲାପାରା ରଅତ୍ ।
30 e os que choram, como se não chorassem; e os que folgam, como se não folgassem; e os que compram, como se não possuíssem;
31 ଜନ୍ ଲକ୍ମନ୍ ଜଗତର୍ ଜିନିସ୍ ନେଇ ବେବାର୍ପାନି କଲାଇନି, ସେମନ୍ ସବୁବେଲେ ସେ ବିସଇ ଚିନ୍ତା ନ କଲା ଲକର୍ ପାରା ରଅତ୍ । କାଇକେବଇଲେ ଜନ୍ ଜଗତେ ଆମେ ଆଚୁ, ସେ ଜଗତର୍ ସବୁ ଜିନିସ୍ ବୁଡିଜାଇସି ।
31 e os que usam deste mundo, como se dele não abusassem, porque a aparência deste mundo passa.
32 ମାତର୍ ତମେ ଏ ବିସଇନେଇ ତେରେପେତେ ଉଆନାଇ । ବିବା ନ ଅଇଲା ଲକ୍ମନ୍ ସବୁବେଲେ ମାପ୍ରୁର୍ ସେବା କାମ୍ କର୍ବାକେ ମନ୍ କର । କାଇକେବଇଲେ ମାପ୍ରୁକେ ସାର୍ଦା କରାଇବାଟା ତାର୍ ମୁକିଅ କାମ୍ ।
32 E bem quisera eu que estivésseis sem cuidado. O solteiro cuida das coisas do Senhor, em como há de agradar ao Senhor;
33 ମାତର୍ ଜେ ବିବାଅଇଆଚେ, ସେ ଏ ଜଗତର୍ ସବୁ ବିସଇନେଇ ଚିନ୍ତା କର୍ସି । କାଇକେବଇଲେ ସେ ତାର୍ ମାଇଜିକେ ସାର୍ଦାସଙ୍ଗ୍ ରକ୍ବାକେ ମନ୍ କର୍ସି ।
33 mas o que é casado cuida das coisas do mundo, em como há de agradar à mulher.
34 ସେନ୍ତିସେ ତାର୍ ମନ୍ ଦୁଇବାଟେ ଜିକ୍ଟାନ୍ ଅଇଲାନି । ବିବା ନ ଅଇଲା ମାଇଜି କି ଦାଙ୍ଗ୍ଡି ମାପ୍ରୁର୍ କାମର୍ ବିସଇ ଚିନ୍ତା କର୍ସି । କାଇକେବଇଲେ ସେ ତାର୍ ଗାଗଡ୍ ଆରି ଆତ୍ମା ପର୍ମେସର୍କେ ସର୍ପି ଦେବାକେ ମନ୍ କର୍ସି । ମାତର୍ ବିବା ଅଇଲା ମାଇଜି ଏ ଜଗତର୍ ସବୁଦିନର୍ ବିସଇ ଚିନ୍ତା କର୍ସି । କାଇକେ ବଇଲେ ତାର୍ ମୁନୁସ୍କେ ସାର୍ଦା କର୍ବାକେ ସେ ବାବ୍ତେ ରଇସି ।
34 Há diferença entre a mulher casada e a virgem: a solteira cuida das coisas do Senhor para ser santa, tanto no corpo como no espírito; porém a casada cuida das coisas do mundo, em como há de agradar ao marido.
35 ଏ କାତା ମୁଇ ତମ୍କେ ନିଜର୍ ମଙ୍ଗଲର୍ ପାଇ କଇଲିନି । ତମ୍କେ ଆଦେସ୍ ମାନ୍ବାକେ ଦେଇ ନାଇ ମାତର୍ ତମେ ଜେନ୍ତିକି ସତ୍ ବାବେ ଚଲାଚଲ୍ତି କରି ଏନେତେନେ ଚିନ୍ତା ନ ଅଇକରି ପୁରାପୁରୁନ୍ ବାବେ ମାପ୍ରୁକେ ସର୍ପି ଅଇବାକେ କଇଲିନି ।
35 E digo isso para proveito vosso; não para vos enlaçar, mas para o que é decente e conveniente, para vos unirdes ao Senhor, sem distração alguma.
36 କନିଆ ମାଙ୍ଗ୍ନି ଅଇଲାପଚେ ଜଦି ଜନ୍ ମନସ୍ ତାର୍ ମାଙ୍ଗ୍ଲା ମାଇଜି ସଙ୍ଗ୍ ଟିକ୍ସଙ୍ଗ୍ ଚଲାଚଲ୍ତି କରି ନାପାର୍ଲାନି ଆରି ତାର୍ ଲାଲ୍ସା ସେ କନିଆ ଉପ୍ରେ ବଡିଗାଲାନି, । ତାର୍ ଇସାବେ ବିବା ଅଇବାର୍ ଆଚେ ଆକା ବଇଲେ, ସେ ବିବା ଅଇ ପାରେ । ଏଟାର୍ପାଇ କାଇ ପାପ୍ ନାଇ ।
36 Mas, se alguém julga que trata dignamente a sua virgem, se tiver passado a flor da idade, e se for necessário, que faça o tal o que quiser; não peca; casem-se.
37 ମାତର୍ ସେ ଜଦି କାର୍ ବାଦିଅ ନ ଅଇ ତାର୍ ମନ୍ ଡାଟ୍ କରି ଟିକ୍କଲେ, ଆରି ତାର୍ ମନ୍ କଲାଟା ପୁରାପୁରୁନ୍ ଦାରି ରକିପାର୍ଲେ, ସେ ଡିଣ୍ଡା ଟକିକେ ବିବା ନ କଲେ ନିକ ।
37 Todavia, o que está firme em seu coração, não tendo necessidade, mas com poder sobre a sua própria vontade, se resolveu no seu coração guardar a sua virgem, faz bem.
38 ତେବେ ଜାକେ ଡିଣ୍ଡା ଟକିର୍ ମାଙ୍ଗ୍ନି ଅଇଲା ଆଚେ, ସେ ଟିକ୍ କାମ୍ କଲାନି, ମାତର୍ ଜେ ବିବା ନ ଅଏ, ସେ ତାର୍ ତେଇଅନି ଅଦିକ୍ ନିମାନ୍ କାମ୍ କଲାନି ।
38 De sorte que, o que a dá em casamento faz bem; mas o que a não dá em casamento faz melhor.
39 ମୁନୁସ୍ ଜିବନ୍ ରଇବା ଜାକ, ମାଇଜି ବାନ୍ଦି ଅଇରଇସି । ଜଦି ମୁନୁସ୍ ମରିଜାଇସି, ତେବେ ମାଇଜି ମାପ୍ରୁକେ ବିସ୍ବାସ୍ କର୍ବା ଲକ୍କେ, କାକେ ମିସା ବିବା ଅଇପାର୍ସି ।
39 A mulher casada está ligada pela lei todo o tempo em que o seu marido vive; mas, se falecer o seu marido, fica livre para casar com quem quiser, contanto que seja no Senhor.
40 ମୁଇ ବାବ୍ଲିନି ସେ ବିବା ନ ଅଇ ସେନ୍ତିସେ ରଇଲେ ଅଦିକ୍ ସୁକ୍ ମିଲ୍ସି । ଆରି ଏଟା ପରମେସରର୍ ସୁକଲ୍ ଆତ୍ମାର୍ ମନ୍ କଲାଟା ବଲି ମୁଇ ବାବ୍ଲିନି ।
40 Será, porém, mais bem-aventurada se ficar assim, segundo o meu parecer, e também eu cuido que tenho o Espírito de Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Coríntios 7, comparar traduções ou montar um estudo — tudo direto pelo WhatsApp.