1 Coríntios 5
ସତିଅର୍ ବାଟ୍ (DSO) vs NVT
1 ମୁଇ ସତ୍ସେ ସୁନ୍ଲି ଜେ, ତମର୍ ବିତ୍ରେ ବେସିଆ କାମ୍ ଆଚେ । ଆରି ଏନ୍ତାରି ବେସିଆ କାମ୍, ଜନ୍ଟାକି ବିସ୍ବାସ୍ ନ କଲା ଲକର୍ ବିତ୍ରେ ମିସା ନାଇ । ଜେନ୍ତାର୍କି ନିଜର୍ ସାନ୍ ଆୟାର୍ ସଙ୍ଗ୍ ସୁଆବସା ଅଇଲାନି ।
1 Comenta-se por toda parte que há imoralidade sexual em seu meio, imoralidade que nem mesmo os pagãos praticam. Soube de um homem entre vocês que mantém relações sexuais com a própria madrasta.
2 ଆରି ତମର୍ ବିତ୍ରେଅନି ଗଟେକ୍ ଲକ୍ ଏନ୍ତାରି କାମ୍ କଲାଆଚେ, ତେବେ ତମେ କାଇକେ ବଡ୍ପନ୍ ଦେକାଇଲାସ୍ନି ? ସେ କରିରଇବା ପାପ୍ କାମର୍ ଲାଗି ଲାଜ୍ ଅଇକରି ସେନ୍ତାରି ଲକ୍କେ ତମର୍ ବିତ୍ରେଅନି ବାର୍କରାଇ ଦେବାର୍ ରଇଲା ।
2 Como podem se orgulhar disso? Deveriam lamentar-se e excluir de sua comunhão o homem que cometeu tamanha ofensa.
3 ମୁଇ ଗାଗଡ୍ ଇସାବେ ତମର୍ ଟାନେ ନ ରଇଲେମିସା ସେନ୍ତି କର୍ବାର୍ ରଇଲା, ଏଲେ ମିସା ଆତ୍ମାଇ ତମର୍ ସଙ୍ଗ୍ ଆଚି । ଜେ କି ଏନ୍ତାର୍ କାମ୍ କରିଆଚେ, ମୁଇ ତେଇ ରଇଲା ପାରା, ବେସି ବଡ୍ ଦସ୍ କଲା ଲକ୍କେ ଡଣ୍ଡ୍ ଦେବାର୍ ଆଚେ ବଲି ମାପ୍ରୁ ଜିସୁକିରିସ୍ଟର୍ ନାଉଁ ଦାରି, ମୁଇ ବିଚାର୍ କରି ସାରାଇ ଆଚି ।
3 Embora eu não esteja com vocês em pessoa, estou presente em espírito. E, como se estivesse aí, já condenei esse homem
4 ତମେ ମାପ୍ରୁ ଜିସୁର୍ ନାଉଁଦାରି ଗଟେକ୍ଲଗେ ରୁଣ୍ଡ୍ ଅଇଲା ବେଲେ ମର୍ ଆତ୍ମା ଆରି ମାପ୍ରୁ ଜିସୁର୍ ବପୁ ତେଇ ଆଚେ ।
4 em nome do Senhor Jesus. Convoquem uma reunião. Estarei com vocês em meu espírito, e o poder de nosso Senhor Jesus também estará presente.
5 ଏନ୍ତାରି ଲକ୍କେ ତାର୍ ଗାଗଡ୍ କୁରୁପ୍ନାସ୍ ଅଇଜିବାକେ ସଇତାନର୍ ଆତେ ସର୍ପି ଦେବାର୍ ଆଚେ । ସେନ୍ତାର୍ କଲେ ମାପ୍ରୁ ଆରି ତରେକ୍ ଆଇବା ବେଲେ ତାର୍ ଆତ୍ମା ରକିଆ ପାଇପାର୍ସି ।
5 Entreguem esse homem a Satanás, para que o corpo seja punido e o espírito seja salvo no dia do Senhor.
6 ଏନ୍ତାରି ଲକ୍କେ ତମର୍ ମଣ୍ଡଲିତେଇ ସଙ୍ଗଇକରି ଏନ୍ତି ବଡ୍ପନ୍ ଅଇବାଟା ବଲ୍ନାଇ । ମନେ ରକା କଣ୍ଡେକ୍ କମିରର୍ ଲାଗି, ଚକଟ୍ଲା ସବୁ ଗୁଣ୍ଡ୍ ଆମଟ୍ ଅଇଜାଇସି, ଏଟା କାଇ ତମେ ନାଜାନାସ୍ କି ?
6 Não é nada bom se orgulharem disso. Não percebem que esse pecado é como um pouco de fermento que leveda toda a massa?
7 ତମର୍ ବିତ୍ରେ ରଇବା ପାପର୍ ପୁର୍ନା କମିର୍ ପିଙ୍ଗିଦେଇ ପୁରାପୁରୁନ୍ ସୁକଲ୍ ଉଆ । ସେନ୍ତାର୍ କଲେ ତମେ କମିର୍ ନଇତେ ଚକଟ୍ଲା ନୁଆ ଗୁଣ୍ଡ୍ ପାରା ଅଇସା । ମୁଇ ଜାନି, ଏବେମିସା ତମେ ସେନ୍ତାରି ଆଚାସ୍ । ଆମର୍ ନିସ୍ତାର୍ ପରବ୍ ଦିନ୍ ତିଆର୍ ଅଇ ସାର୍ଲା ଆଚେ । ପରବର୍ ମେଣ୍ଡାପିଲା ନିଜେ କିରିସ୍ଟ ସର୍ପି ଅଇଆଚେ ।
7 Livrem-se do fermento velho, para que sejam massa nova, sem fermento, o que de fato são. Cristo, nosso Cordeiro pascal, foi sacrificado.
8 ତେବେ ଆସା, ଆମର୍ ପାପ୍ ଆରି କାରାପ୍ ରଇବା ପୁର୍ନା କମିର୍ ଚାଡିଦେଉଁ ଆରି କମିର୍ ନ ମିସ୍ଲା ରୁଟି ପାରା ଜେନ୍ତିକି ସତ୍ ଆରି ସୁଆଲ୍ ଅଇ ଏ ପରବର୍ ସାର୍ଦା କରୁ ।
8 Por isso, celebremos a festa não com o velho pão, fermentado com maldade e perversidade, mas com o novo pão da sinceridade e da verdade, sem nenhum fermento.
9 ମୁଇ ଆଗ୍ତୁ ବେସିଆମନର୍ ସଙ୍ଗ୍ ନ ମିସ୍ବାକେ ଚିଟି ଲେକିରଇଲି ।
9 Quando lhes escrevi antes, disse que não deviam se associar com pessoas que se entregam à imoralidade sexual.
10 ତାର୍ ଅରତ୍ ନଏଁ ଜେ ଏ ଜଗତେ ରଇବା ବେସିଆ, ଲବ୍ରା, ଚର୍ନା ଆରି ମୁର୍ତି ପୁଜା କର୍ବା ଲକର୍ ସଙ୍ଗ୍ ମୁଲ୍କେ ମିସା ନାଇ ବଲି । ଜଦି ସେନ୍ତାର୍ କଲେ ତମେ ଜଗତ୍ ଚାଡି ବାରଇଜିବାକେ ପଡ୍ସି ।
10 Com isso, porém, não me referia a descrentes que vivem em imoralidade sexual, ou são avarentos, ou exploram os outros, ou adoram ídolos. Vocês teriam de sair deste mundo para evitar pessoas desse tipo.
11 ମାତର୍ ମର୍ କଇବାଟା ଅଇଲାନି, ଜନ୍ ବାଇ ମୁଇ ବିସ୍ବାସି ବଲି କଇକରି ବେବିଚାର୍ କାମ୍ କର୍ସି, କି କାଇଟା ଦେବାକେ ମିସା ଲବ୍ କର୍ସି, କୁଟ୍ କାତା କଇସି, ପୁତ୍ଲା ପୁଜା କର୍ସି, ବିନ୍ ଲକର୍ଟା ଦନ୍ଦିପନ୍ଦିକରି ନେଇସି, ଆରି ମାତୁଆଲ୍ ଅଇସି ବଇଲେ, ତାର୍ ସଙ୍ଗ୍ ମିସାନାଇ । ଏନ୍ତିକି ତାର୍ ସଙ୍ଗ୍ ମିସିକରି କାଇବାର୍ ମିସା ନାଇ ।
11 O que eu queria dizer era que vocês não devem se associar a alguém que afirma ser irmão mas vive em imoralidade sexual, ou é avarento, ou adora ídolos, ou insulta as pessoas, ou é bêbado ou explora os outros. Nem ao menos comam com gente assim.
12 ବିସ୍ବାସ୍ ନ କର୍ବା ଲକ୍ମନ୍କେ ବିଚାର୍ କର୍ବାକେ ମୁଇ କେ ? ପର୍ମେସର୍ ସେମନ୍କେ ବିଚାର୍ କର୍ସି । ଜନ୍ ଲକ୍ମନ୍ ମଣ୍ଡଲିତେଇ ରଇବାଇ, ସେମନ୍କେ ବିଚାର୍ କର୍ବାଟା ଆମର୍ କାମ୍ ।
12 Não cabe a mim julgar os de fora, mas certamente cabe a vocês julgar os que estão dentro.
13 ସାସ୍ତରେ ଲେକା ଅଇଲାପାରା ତମର୍ ବିତ୍ରେ ଜନ୍ଲକ୍ ସେନ୍ତାରି କାରାପ୍ ଚଲାଚଲ୍ତି କଲାନି, ତାକେ ତମର୍ ବିତ୍ରେଅନି ବାର୍କରାଇ ଦିଆସ୍ ।
13 Deus julgará os de fora. Portanto, eliminem o mal do meio de vocês.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Coríntios 5, comparar traduções ou montar um estudo — tudo direto pelo WhatsApp.