1 Coríntios 3
ସତିଅର୍ ବାଟ୍ (DSO) vs ARA
1 ଏ ବାଇବଇନିମନ୍, ମୁଇ କରନ୍ତିୟତେଇ ରଇଲାବେଲେ ସୁକଲ୍ଆତ୍ମା ପାଇଲା ଲକ୍ମନର୍ ଇସାବେ ତମ୍କେ କାତା ଅଇ ନାପାର୍ଲି । ମାତର୍ ନିଜେ ମନ୍କଲା ଇସାବେ ରଇବା ଲକ୍ମନର୍ ଇସାବେସେ କାତା ଅଇଲି । କାଇକେ ବଇଲେ ତମେ ସେବେଲେସେ, ବିସ୍ବାସ୍ କର୍ବାକେ ମୁଲିଆଇ ରଇଲାସ୍ । କିରିସ୍ଟର୍ ତେଇ କଅଁଲା ପିଲାମନର୍ ପାରା ।
1 Eu, porém, irmãos, não vos pude falar como a espirituais, e sim como a carnais, como a crianças em Cristo.
2 ମୁଇ ତମ୍କେ ଆଁଟ୍ କାଦି ନ ଦେଇ କରି ଦୁଦ୍ କାଇବାକେ ଦେଇରଇଲି । କାଇକେବଇଲେ ତମେ ଆଁଟ୍ କାଦି କାଇବାର୍ ନାପାର୍ତେ ରଇଲାସ୍ । ଏବେ ମିସା ନାପାରାସ୍ ।
2 Leite vos dei a beber, não vos dei alimento sólido; porque ainda não podíeis suportá-lo. Nem ainda agora podeis, porque ainda sois carnais.
3 ତେବେ, ତମେ ନିଜର୍ ମନ୍ କଲା ଇସାବେ ରଇବା ଲକ୍ମନର୍ପାରା ଆଚାସ୍ । ମୁଇ ଏଟାର୍ ପାଇ କଇଲିନି, କାଇକେବଇଲେ ତମର୍ ତମର୍ ବିତ୍ରେ ଇଁସା ତଲା, ଲାଗାଜଡା ଆରି ଜାତିନିତି ଆଚେ । ତମେ ନିଜର୍ ମନ୍ କଲା ଇସାବେ ରଇବା ଲକ୍ ବଲି ଜାନାପଡ୍ଲାନି । ଜଗତର୍ ଲକ୍ମନର୍ ପାରା, ନିଜର୍ ମନ୍ କଲା ଇସାବେ ଚଲାଚଲ୍ତି କଲାସ୍ନି ।
3 Porquanto, havendo entre vós ciúmes e contendas, não é assim que sois carnais e andais segundo o homem?
4 ଜେନ୍ତିକି ତମର୍ ବିତ୍ରେ କେତେଲକ୍ କଇବାଇ, ଆମେ ପାଉଲର୍ ବାଟେ ଗାଲୁନି । ତେଇଅନି ଆରି କେତେଲକ୍ କଇବାଇ, ଆମେ ଆପଲର୍ ବାଟେ ଗାଲୁନି । ସେଡ୍କିବେଲେ ତମେ କାଇ ନିଜର୍ ମନ୍ କଲା ଇସାବେ ରଇବା ଲକ୍ ନୁଆସ୍ କି ?
4 Quando, pois, alguém diz: Eu sou de Paulo, e outro: Eu, de Apolo, não é evidente que andais segundo os homens?
5 ସେ ଇସାବେ ଦେକ୍ଲେ ଆପଲ୍ କେ ? ଆରି ମୁଇ ମିସା କେ ? ଆମେତା ଅବ୍କା ସେବା କରୁମନ୍ । ଜେନ୍ତିକି ତମ୍କେ ବିସ୍ବାସ୍ କର୍ବାକେ ଆମେ ସାଇଜ କଲୁ । ପର୍ମେସର୍ ଆମ୍କେ ଜନ୍ କାମ୍ କର୍ବାକେ ଦେଇରଇଲା, ଆମେ ସେ କାମ୍ କରିଆଚୁ ।
5 Quem é Apolo? E quem é Paulo? Servos por meio de quem crestes, e isto conforme o Senhor concedeu a cada um.
6 ମୁଇ ମୁଞ୍ଜି ରପ୍ଲା ଲକ୍ ପାରା, ଆରି ଆପଲ୍ ଗଚେ ପାନିଦେଲା ଲକର୍ ପାରା । ମାତର୍ ପର୍ମେସର୍ ସେ ଗଚ୍ ବଡାଇଆଚେ ।
6 Eu plantei, Apolo regou; mas o crescimento veio de Deus.
7 ସେନ୍ତିସେ ଜେ ରପିରଇସି ଆରି ଜେ ପାନି ଦେଇସି, ତାକର୍ କାଇଟା ନାଇ, ଜେ ବଡାଇରଇସି, ସେ ପର୍ମେସର୍ ସେ ସବୁଟା ।
7 De modo que nem o que planta é alguma coisa, nem o que rega, mas Deus, que dá o crescimento.
8 ଜେ ରପ୍ଲା ଆଚେ ଆରି ଜେ ପାନି ଦେଲାଆଚେ, ସେ ଦୁଇଲକ୍ ଗଟେକ୍ କାଇଆଲେ ଲଡାର୍ପାଇ କାମ୍ କଲାଇନି । କାଇକେବଇଲେ ସେମନ୍କେ ପର୍ମେସର୍ ନିଜର୍ ନିଜର୍ କାମ୍ ଇସାବେ ପୁରୁସ୍କାର୍ ଦେଇସି ।
8 Ora, o que planta e o que rega são um; e cada um receberá o seu galardão, segundo o seu próprio trabalho.
9 ଆମେ ପର୍ମେସର୍ ସଙ୍ଗ୍ କାମ୍ କର୍ବା କୁଲିଆର୍ ମନ୍ । ଆରି କରନ୍ତିୟର୍ ବିସ୍ବାସିମନ୍ ତମେ, ପର୍ମେସର୍ ଚାସ୍ କର୍ବା ଜମି, ଆରି ତାର୍ ଗର୍ ।
9 Porque de Deus somos cooperadores; lavoura de Deus, edifício de Deus sois vós.
10 ପର୍ମେସର୍ ମକେ ଦେଇରଇବା ତାର୍ ଜିବନ୍ ଦୁକାନି ଇସାବେ ମୁଇ ଗଟେକ୍ ସବୁ ଜାନିରଇବା ଗର୍ ତିଆର୍କରୁ ପାରା କୁନାଦି ବସାଇଆଚି । ସେବେଲେଅନି ବିନ୍ ଲକ୍ ତାର୍ ଉପ୍ରେ ତିଆର୍ କଲାନି । ମାତର୍ ତିଆର୍ କର୍ବା ବେଲେ ତମେ, ଗଟେକ୍ ଗଟେକ୍ ଲକ୍ ଜାଗ୍ରତ୍ ରଇବାର୍ ଆଚେ ।
10 Segundo a graça de Deus que me foi dada, lancei o fundamento como prudente construtor; e outro edifica sobre ele. Porém cada um veja como edifica.
11 କାଇକେବଇଲେ, ଜନ୍ କୁନାଦି ତିଆର୍ ଅଇସାର୍ଲା ଆଚେ, ତାକେ ଚାଡି ଅଲ୍ଗା କୁନାଦି କେ ମିସା ତିଆର୍ କରି ନାପାରତ୍ । ସେ କୁନାଦିର୍ ମୁଲ୍ ପାକ୍ନା ଅଇଲାନି ଜିସୁକିରିସ୍ଟ ।
11 Porque ninguém pode lançar outro fundamento, além do que foi posto, o qual é Jesus Cristo.
12 ମାତର୍ କେତେକ୍ ଗର୍ ବାନ୍ଦୁମନ୍ କୁନାଦି ଉପ୍ରେ ସୁନା, ରୁପା ଆରି ବେସି ଦାମ୍ ଅଇବା ପାକ୍ନା ସଙ୍ଗ୍ ବାନ୍ଦ୍ଲାଇନି । ଆରି କେତେକ୍ ଲକ୍ ଦାରୁ, ଗାଁସ୍ ଆରି ପିରି ସଙ୍ଗ୍ କୁନାଦି ଉପ୍ରେ ବାନ୍ଦ୍ଲାଇନି ।
12 Contudo, se o que alguém edifica sobre o fundamento é ouro, prata, pedras preciosas, madeira, feno, palha,
13 କିରିସ୍ଟ ଆରି ତରେକ୍ ଆଇବା ଦିନେ ଗଟେକ୍ ଗଟେକ୍ ଲକର୍ କରିରଇବା ସବୁ କାମ୍ କେନ୍ତାଟା ବଲି ଜଇଟାନେ ଜାନାପଡିଜାଇସି । ସେଟା ଗଟେକ୍ ଏନ୍ତି ବେଲା ଆଇସି ଜେଡେବେଲେ ସବୁ ଜିନିସ୍ ଜଇଟାନେ ପଡାଇ ପରିକା କରାଅଇସି ।
13 manifesta se tornará a obra de cada um; pois o Dia a demonstrará, porque está sendo revelada pelo fogo; e qual seja a obra de cada um o próprio fogo o provará.
14 ଜନ୍ଲକ୍ମନ୍ କରିରଇବା କୁନାଦି ଉପ୍ରେ ଜଇର୍ ପରିକାଟାନେ ନ ନସେ, ସେ ପୁରୁସ୍କାର୍ ପାଇସି ।
14 Se permanecer a obra de alguém que sobre o fundamento edificou, esse receberá galardão;
15 ଜଦି ଜାର୍ କାମ୍ ପଡି ଜାଇସି, ସେ କାମ୍ କରୁକେ କାଇଟା ନ ମିଲେ । ମାତର୍ ସେ ଲକ୍ ଲାଗ୍ତେରଇବା ଜଇଟାନେଅନି ରକିଆ ପାଇଲା ପାରା ନିଜେ ରକିଆ ପାଇସି ।
15 se a obra de alguém se queimar, sofrerá ele dano; mas esse mesmo será salvo, todavia, como que através do fogo.
16 ତମେ ନିକ ସଙ୍ଗ୍ ଜାନିଆଚାସ୍, ତମେ ଅଇଲାସ୍ନି ପର୍ମେସରର୍ ମନ୍ଦିର୍ । ଆରି ତାର୍ ଆତ୍ମା ତମର୍ ଗାଗଡ୍ ବିତ୍ରେ ବାସାଅଇଆଚେ ।
16 Não sabeis que sois santuário de Deus e que o Espírito de Deus habita em vós?
17 ଜଦି କେ ମିସା ପର୍ମେସରର୍ ମନ୍ଦିର୍ ନସାଇସି, ତେବେ ପର୍ମେସର୍ ତାକେ ନସାଇସି । କାଇକେବଇଲେ ପର୍ମେସରର୍ ମନ୍ଦିର୍ ସୁକଲ୍ଟା । ତମେମନ୍ ଆକା ସେ ମନ୍ଦିର୍ ।
17 Se alguém destruir o santuário de Deus, Deus o destruirá; porque o santuário de Deus, que sois vós, é sagrado.
18 ନିଜ୍କେ ମିସା ନାଡାଇ ନ ଉଆ । ଜେ ଜଦି ମୁଇ ଜଗତର୍ ଇସାବେ ଗିଆନ୍ ରଇବାଲକ୍ ବଲି ମନେ ମନେ ବାବ୍ସି, ତେବେ ସେ ସତ୍ ଗିଆନ୍ ପାଇବାକେ ଆଲେ, କାଇଟା ନାଜାନ୍ଲା ବକୁଆ ଲକର୍ପାରା ଅଇବାର୍ ଆଚେ ।
18 Ninguém se engane a si mesmo: se alguém dentre vós se tem por sábio neste século, faça-se estulto para se tornar sábio.
19 କାଇକେବଇଲେ ଏ ଜଗତର୍ ଗିଆନ୍ ପର୍ମେସରର୍ ମୁଆଟେ କାଇ ଲଡାକେ ନ ଆସେ । ଜେନ୍ତିକି ସାସ୍ତରେ ଲେକା ଆଚେ, ଗିଆନ୍ ରଇଲା ଲକ୍ମନ୍କେ ତାକର୍ ଚାଲାକିତେଇସେ ପର୍ମେସର୍ ଦାର୍ସି ।
19 Porque a sabedoria deste mundo é loucura diante de Deus; porquanto está escrito: Ele apanha os sábios na própria astúcia deles.
20 ଆରିତରେକ୍ ସାସ୍ତରେ ଲେକାଆଚେ । ଗିଆନ୍ ରଇବା ଲକ୍ମନ୍ ବାବ୍ବାଟା ସବୁ ଚୁଚାଇସେ ବଲି ପର୍ମେସର୍ ଜାନିଆଚେ ।
20 E outra vez: O Senhor conhece os pensamentos dos sábios, que são pensamentos vãos.
21 ଆରି କେ ମିସା ଲକ୍ମନ୍ କରିରଇବା କାମ୍ଟାନେ ବଡ୍ପନ୍ ନ ଉଆ । ଏବେ ତମେ ସବୁ ବିସଇର୍ ଅଦିକାର୍ ପାଇଆଚାସ୍ ।
21 Portanto, ninguém se glorie nos homens; porque tudo é vosso:
22 ଜଦି ମୁଇ ଅଇଲେ କି, ଆପଲ୍ ଅଇଲେ କି, ପିତର୍ ଅଇଲେ କି, ଜଗତର୍ କାଇଟା ମିସା ଅଇଲେ, ତମେ ମଲେ କି ବଁଚ୍ଲେ, ଏବେ ଜାଇଟା ଅଇଲେ କି ପଚ୍କେ ଜନ୍ଟା ଅଇଲେ ମିସା, ସବୁ ବିସଇ ତମର୍ ମଙ୍ଗଲର୍ ପାଇସେ ।
22 seja Paulo, seja Apolo, seja Cefas, seja o mundo, seja a vida, seja a morte, sejam as coisas presentes, sejam as futuras, tudo é vosso,
23 ମାତର୍ ତମେ କିରିସ୍ଟର୍ ଲକ୍, ଆରି କିରିସ୍ଟ ପର୍ମେସରର୍ ।
23 e vós, de Cristo, e Cristo, de Deus.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Coríntios 3, comparar traduções ou montar um estudo — tudo direto pelo WhatsApp.