1 Coríntios 14
ସତିଅର୍ ବାଟ୍ (DSO) vs ACF
1 ତେବେ ବାଇମନ୍କେ ଆଲାଦ୍ କର୍ବାକେ ତମର୍ ସବୁ ବପୁ ସାରାଆ । ସୁକଲ୍ଆତ୍ମା ଜନ୍ ସବୁ ବପୁ ଦେଲାନି, ସେଟା ପାଇବାକେ ମିସା ମନ୍ କରା । ସେ ବିତ୍ରେ ଅନି ପର୍ମେସରର୍ ବାକିଅ ଜାନାଇବା ବପୁ ପାଇବାକେ ମନ୍ କରା ।
1 Segui o amor, e procurai com zelo os dons espirituais, mas principalmente o de profetizar.
2 କାଇକେବଇଲେ ଜେ ନାଜାନ୍ଲା ବାସା ସଙ୍ଗ୍ କାତା ଅଇସି, ସେ ଲକ୍ମନର୍ ସଙ୍ଗ୍ ନାଇ, ମାତର୍ ପର୍ମେସର୍ ସଙ୍ଗ୍ କାତା ଅଇଲାନି । କାଇକେବଇଲେ ତାର୍ କାତା କେ ମିସା ବୁଜତ୍ ନାଇ । ସେମନ୍ ଆତ୍ମାର୍ ବପୁର୍ ସଙ୍ଗ୍ ଲୁଚ୍ତେ ରଇବା ସତ୍ ବିସଇ କାତା ଅଇଲାଇନି ।
2 Porque o que fala em língua desconhecida não fala aos homens, senão a Deus; porque ninguém o entende, e em espírito fala mistérios.
3 ମାତର୍ ଜେ ପର୍ମେସରର୍ ବାକିଅ ଜାନାଇସି, ଲକ୍ମନର୍ ସଙ୍ଗ୍ କାତା ଅଇସି । ଜେନ୍ତାରିକି, ସେମନ୍କେ ସାଇଜ, ସାର୍ଦା ଆରି ଦୁକ୍ ସାରାଇବାଟା ଦେଇରଇସି ।
3 Mas o que profetiza fala aos homens, para edificação, exortação e consolação.
4 ଜେ ନାଜାନ୍ଲା ବାସାଇ କାତାଅଇସି, ସେଟା ତାର୍ ନିଜର୍ ବିସ୍ବାସ୍କେ ଡାଟ୍ କରାଇସି । ମାତର୍ ଜେ କି ପର୍ମେସରର୍ ବାକିଅ ଜାନାଇସି, ସେ ଗୁଲାଇ ମଣ୍ଡଲିର୍ ବିସ୍ବାସ୍ ଡାଟ୍ କରାଇସି ।
4 O que fala em língua desconhecida edifica-se a si mesmo, mas o que profetiza edifica a igreja.
5 ତମେ ସବୁଲକ୍ ନାଜାନ୍ଲା ବାସାଇ କାତା ଅଇଲେ ମୁଇ ସାର୍ଦା ଅଇବି । ମାତର୍ ପର୍ମେସରର୍ ବାକିଅ ଜାନାଇବାକେ ବପୁ ଉଆ ବଲି ମୁଇ ଅଦିକ୍ ମନ୍ କଲିନି । କାଇକେବଇଲେ ପର୍ମେସରର୍ ବାକିଅ ପାଇକରି ଜାନାଇବା ଲକ୍, ନାଜାନ୍ବା ବାସାଇ କାତା ଅଇବା ଲକର୍ ଟାନେଅନି ମୁକିଅ । ଜଦି ମଣ୍ଡଲିର୍ କେ ମିସା ସେ କଇଲା ବିସଇର୍ ଅରତ୍ ନ ବୁଜାଇବାଜାକ ଗୁଲାଇ ମଣ୍ଡଲି ସାଇଜ ନଏଁ ।
5 E eu quero que todos vós faleis em línguas, mas muito mais que profetizeis; porque o que profetiza é maior do que o que fala em línguas, a não ser que também interprete para que a igreja receba edificação.
6 ତେବେ ଏ ବାଇବଇନିମନ୍ ମୁଇ ତମର୍ଟାନେ ଆଇଲାବେଲେ, ଜଦି ନାଜାନ୍ଲା ବାସାଇ କାତା କଇଲେ, ତମ୍କେ କେନ୍ତି ଡାଟ୍ କରାଇବି ? ମୁଲ୍କେ ନାଇ, ଜଦି ମୁଇ ପର୍ମେସର୍ ଟାନେଅନି ପାଇଲା ବାକିଅ, କି ଗିଆନ୍, କି ବବିସତ୍ କାତା ସିକ୍ବା ବିସଇ ନ ଜାନାଇଲେ, ତେବେ ତମ୍କେ କେନ୍ତି ଡାଟ୍ କରାଇବି ?
6 E agora, irmãos, se eu for ter convosco falando em línguas, que vos aproveitaria, se não vos falasse ou por meio da revelação, ou da ciência, ou da profecia, ou da doutrina?
7 ସେନ୍ତାରିସେ ବାଉଁସି ଆରି ଡୁଡୁଙ୍ଗା ପାରା ଜିବନ୍ ନ ରଇବା ବାଇଦ୍ ବିସଇ ବାବିଦେକୁ, ସେଟା ଜଦି ବାଜନ୍ତେଇ ବିନ୍ ସର୍ ନ ରଇଲେ, ସେଟା ବାଜ୍ଲାନି ବଲିକରି ଜାନି ନଏ । ବାଜା ବାଇଦ୍|alt="musical instruments" src="hk00188c.tif" size="col" copy="Horace Knowles ©" ref="୧୪:୭"
7 Da mesma sorte, se as coisas inanimadas, que fazem som, seja flauta, seja cítara, não formarem sons distintos, como se conhecerá o que se toca com a flauta ou com a cítara?
8 ସେନ୍ତାରିସେ ସନିଅମନ୍ ଜନ୍ ବାଁକା ବାଜାଇବାଇ, ଜଦି ତାର୍ ସବଦ୍ ଟିକ୍ ନାଇ, ଜୁଇଦେ ଜିବାଜେ କେ ମିସା ଜାଗ୍ରତ୍ ନ ଅଅତ୍ ।
8 Porque, se a trombeta der sonido incerto, quem se preparará para a batalha?
9 ସେନ୍ତାରିସେ ନ ବୁଜ୍ବା କାତା କଇଲେ, ତମେ କାଇଟା କାତା ଅଇଲାସ୍ନି ବଲି କେ ବୁଜି ନାପାରତ୍ । ତମର୍ କାତା ପବନ୍ ଉଡାଇନେଲା ପାରା ଅଇସି ।
9 Assim também vós, se com a língua não pronunciardes palavras bem inteligíveis, como se entenderá o que se diz? porque estareis como que falando ao ar.
10 ଏ ଜଗତେ କେତେକ୍ କେତେକ୍ ବାସା ଆଚେ । ଆରି ସେଟାର୍ ସବୁର୍ ଅରତ୍ ଆଚେ ।
10 Há, por exemplo, tanta espécie de vozes no mundo, e nenhuma delas é sem significação.
11 ମାତର୍ କାତାଅଇରଇବା ବାସା ଜଦି ମୁଇ ବୁଜି ନାପାର୍ଲିନି, ସେ ବାସାଇ କାତା ଅଇବା ଲକ୍ମନ୍ ମର୍ ଅଚିନାର୍ ଲକ୍ ପାରା, ମୁଇ ମିସା ସେମନର୍ପାଇ ଅଚିନାର୍ ପାରା ।
11 Mas, se eu ignorar o sentido da voz, serei bárbaro para aquele a quem falo, e o que fala será bárbaro para mim.
12 ତେବେ ତମେ ଜେନ୍ତାରିକି ସୁକଲ୍ ଆତ୍ମାର୍ ବିନ୍ ବିନ୍ ରକାମର୍ ଦାନ୍ ପାଇବାକେ ମନ୍ କଲାସ୍ନି, ସେ ସବୁର୍ ଟାନେଅନି ଜନ୍ ସବୁ ଦାନ୍ ତମର୍ ମଣ୍ଡଲିକେ ଡାଟ୍ କରାଇସି, ସେ ଦାନ୍ ବାଇବାକେ ଚେସ୍ଟା କରା ।
12 Assim também vós, como desejais dons espirituais, procurai abundar neles, para edificação da igreja.
13 ତେବେ ଜେ ନାଜାନ୍ଲା ବାସାଇ କାତା ଅଇସି, ସେ କାତା ଅଇଲାଟା ବୁଜାଇବା ଦାନ୍ ମିଲ ବଲି ପାର୍ତନା କର ।
13 Por isso, o que fala em língua desconhecida, ore para que a possa interpretar.
14 କାଇକେବଇଲେ ମୁଇ ଜଦି ନାଜାନ୍ବା ବାସାଇ ପାର୍ତନା କର୍ବି, ମର୍ ଆତ୍ମା ପାର୍ତନା କଲାନି । ମାତର୍ ମର୍ ବୁଜ୍ବାର୍ ବପୁ ତେଇ ମିସେନାଇ ।
14 Porque, se eu orar em língua desconhecida, o meu espírito ora bem, mas o meu entendimento fica sem fruto.
15 ତେବେ ମୁଇ କାଇଟା କର୍ବି ? ମର୍ ଆତ୍ମାଇ ପାର୍ତନା କର୍ବି, ମାତର୍ ବୁଜ୍ଲା ପାରା ମିସା ପାର୍ତନା କର୍ବି । ମର୍ ଆତ୍ମାଇ ଗିତ୍ କଇବି । ମାତର୍ ବୁଜ୍ଲାପାରା ମିସା ଗିତ୍ କଇବି ।
15 Que farei, pois? Orarei com o espírito, mas também orarei com o entendimento; cantarei com o espírito, mas também cantarei com o entendimento.
16 କାଇକେବଇଲେ ପର୍ମେସର୍କେ ଆତ୍ମାଇସେ ଦନିଅବାଦ୍ ଦେଇସା, ସବାଇ ରଇଲା ମାମୁଲି ଲକ୍ମନ୍ ତମର୍ ପାର୍ତନା ସୁନିକରି, କେ ଆମେନ୍ ବଲି କଇପାର୍ବାଇ ? ନାଇ ନା ପାରେ । କାଇକେବଇଲେ ତମେ କାଇଟା କଇଲାସ୍ନି, ସେଟା ସେ ନାଜାନେ ।
16 De outra maneira, se tu bendisseres com o espírito, como dirá o que ocupa o lugar de indouto, o Amém, sobre a tua ação de graças, visto que não sabe o que dizes?
17 ତେବେ ପର୍ମେସରର୍ ଟାନେ ତମର୍ ଦନିଅବାଦ୍ ଦେବାଟା ବେସି ନିକ ରଇଲେ ମିସା ତମର୍ ବିନ୍ ବାଇମନ୍କେ ଡାଟ୍ କରାଇ ନାପାର୍ଲାସ୍ ।
17 Porque realmente tu dás bem as graças, mas o outro não é edificado.
18 ମୁଇ ପର୍ମେସର୍କେ ଦନିଅବାଦ୍ ଦେଲିନି, ମୁଇ ତମର୍ ସବୁର୍ଟାନେଅନି ଅଦିକ୍, ନାଜାନ୍ଲା ବାସାଇ କାତା କଇପାରି ।
18 Dou graças ao meu Deus, porque falo mais línguas do que vós todos.
19 ମାତର୍ ମଣ୍ଡଲିର୍ ଉପାସନା ବେଲାଇ, ନାଜାନ୍ଲା ବାସାଇ ଅଜାର୍ ଅଜାର୍ ପଦ୍ ନ କଇକରି ସବୁଲକ୍ ବୁଜ୍ଲା ପାରା ପାଁଚ୍ଟା ପଦ୍ କଇବାଟା ନିକ ।
19 Todavia eu antes quero falar na igreja cinco palavras na minha própria inteligência, para que possa também instruir os outros, do que dez mil palavras em língua desconhecida.
20 ଏ ବାଇବଇନିମନ୍ ତମେ ପିଲାମନର୍ ପାରା ଚିନ୍ତା କରାନାଇ । କାରାପ୍ ବିସଇତେଇ ପିଲାପାରା ଉଆ । ମାତର୍ ବୁଦି ଆରି ବିଚାର୍ କର୍ବାତେଇ ବଡ୍ ଲକର୍ ପାରା ଅଇବାର୍ ଦର୍କାର୍ ।
20 Irmãos, não sejais meninos no entendimento, mas sede meninos na malícia, e adultos no entendimento.
21 ସାସ୍ତରେ ଲେକାଆଚେ,
21 Está escrito na lei: Por gente de outras línguas, e por outros lábios, falarei a este povo; e ainda assim me não ouvirão, diz o Senhor.
22 ନାଜାନ୍ବା ବାସା କାତା ଅଇବା ବପୁ, ବିସ୍ବାସ୍ ନ କଲା ଲକ୍ମନର୍ ପାଇ ଗଟେକ୍ ଚିନ୍ ପାରା । ମାତର୍ ବିସ୍ବାସିମନର୍ପାଇ ନାଇ । ଆରି ପର୍ମେସରର୍ ବାକିଅ ଜାନାଇବା ବପୁ ବିସ୍ବାସି ମନର୍ପାଇ ଗଟେକ୍ ଚିନ୍, ଆରି ବିସ୍ବାସ୍ ନ କର୍ବା ଲକ୍ମନର୍ ପାଇ ନାଇ ।
22 De sorte que as línguas são um sinal, não para os fiéis, mas para os infiéis; e a profecia não é sinal para os infiéis, mas para os fiéis.
23 ତେବେ ତମେ ମଣ୍ଡଲି ଇସାବେ ରୁଣ୍ଡ୍ଲା ବେଲେ ନାଜାନ୍ଲା କାତା କଇସା ବଇଲେ, ତେଇରଇବା ବିନ୍ ଲକ୍ମନ୍ ଆରି ବିସ୍ବାସ୍ ନ କର୍ବା ଲକ୍ମନ୍ କାଇଟା ବଲି କଇବାଇ ? “ଏ ତା ବାୟା ଅଇଗାଲା ଆଚେ !”
23 Se, pois, toda a igreja se congregar num lugar, e todos falarem em línguas, e entrarem indoutos ou infiéis, não dirão porventura que estais loucos?
24 ଜଦି ସବୁଲକ୍ ପର୍ମେସର୍ ଜାନାଇଲା କାତା କଇଲାସ୍ନି, ଜଦି ତେଇ ଗଟେକ୍ ବିସ୍ବାସ୍ ନ କଲା ଲକ୍ କି ଗଟେକ୍ ମାମୁଲି ଲକ୍ ଆଇଲେ, ତେବେ ସେ ନିଜର୍ ପାପର୍ ବିସଇର୍ ଚେତ୍ନା ପାଇସି । ଆରି ସେ ସୁନ୍ଲା ସବୁ ବିସଇର୍ କାତାଇଅନି ତାକେ ବିଚାର୍ ଅଇସି ।
24 Mas, se todos profetizarem, e algum indouto ou infiel entrar, de todos é convencido, de todos é julgado.
25 ଆରି ତାର୍ ମନେ ଲୁଚି ରଇବା ବିସଇ ସବୁ ଜାନାପଡ୍ସି । ପଚେ ସେ ପର୍ମେସର୍କେ ଡାଣ୍ଡାସନ୍ ପଡି, ତାର୍ କରିରଇବା ପାପ୍ ମାନିଅଇକରି “ତମର୍ ବିତ୍ରେ ସତଇସେ ପର୍ମେସର୍ ଆଚେ !” ବଲି କଇସି ।
25 E, portanto, os segredos do seu coração ficam manifestos, e assim, lançando-se sobre o seu rosto, adorará a Deus, publicando que Deus está verdadeiramente entre vós.
26 ଏ ବାଇବଇନିମନ୍, ମର୍ କଇବା କାତା ଅଇଲାନି, ତମେ ଉପାସନା କର୍ବାକେ ରୁଣ୍ଡ୍ଲା ବେଲାଇ ଏନ୍ତାରି କରା । ତମର୍ ବିତ୍ରେଅନି କାକେ କାକେ ଗିତ୍ ଆଚେ, କାକେ କାକେ, ସିକିଆ ଦେବାଟା ଆଚେ, ଆରି କାକେ କାକେ ପର୍ମେସରର୍ ଟାନେ ଅନି କାତା ପାଇ, ସେଟା ଜାନାଇବାଟା ଆଚେ, କି ନାଜାନ୍ଲା ବାସାଇ କାତା କଇବାଟା ଆଚେ, ଆରି କାକେ କାକେ ନାଜାନ୍ଲା ବାସାଇ କଇଲା କାତାର୍ ଅରତ୍ ବୁଜାଇବା ବପୁ ଆଚେ, ଏନ୍ତି କାଇଟା ନଇଲେ କାଇଟା ଆଚେ । ଏଟା ସବୁ ଅଇସି, ତେବେ ମଣ୍ଡଲିର୍ ବିସ୍ବାସି ମନର୍ ବିସ୍ବାସ୍ ଡାଁଟ୍ ଅଇସି ।
26 Que fareis pois, irmãos? Quando vos ajuntais, cada um de vós tem salmo, tem doutrina, tem revelação, tem língua, tem interpretação. Faça-se tudo para edificação.
27 ଜଦି କେ ନାଜାନ୍ଲା ବାସାଇ କାତା ଅଇଲେ, ଦୁଇ ତିନ୍ ଲକର୍ ତେଇଅନି ଅଦିକ୍ ଲକ୍ ନ କଅତ୍ । ଆରି ଗଟେକ୍ ଲକର୍ ପଚେ ଗଟେକ୍ ଲକ୍ କଇବାର୍ ଆଚେ । ଆରି ସେ କାତା ବୁଜାଇ ଦେବା ଲକ୍ ମିସା ତେଇ ରଇବାର୍ ଆଚେ ।
27 E, se alguém falar em língua desconhecida, faça-se isso por dois, ou quando muito três, e por sua vez, e haja intérprete.
28 ଜଦି ସେଟା ବୁଜାଇବାକେ ତେଇ କେ ନାଇ, ସେ ଉପାସନାଇ ଚୁପ୍ ଅଇ ରଅ । ସେ ଅବ୍କା ମନେ ମନେ ପର୍ମେସରର୍ ସଙ୍ଗ୍ କାତା ଅ ।
28 Mas, se não houver intérprete, esteja calado na igreja, e fale consigo mesmo, e com Deus.
29 ଜଦି ପର୍ମେସରର୍ଟାନେଅନି କାତା ପାଇ, ଜାନାଇବା ଲକ୍ ଆଚତ୍, ତେବେ ଦୁଇ ଲକ୍ କି ତିନ୍ ଲକ୍ ରଇବାର୍ । ସେ ବେଲାଇ ତେଇ ରଇଲା ଲକ୍ମନ୍ ସେ ବାକିଅ ବିଚାର୍ କର୍ବାର୍ ଆଚେ ।
29 E falem dois ou três profetas, e os outros julguem.
30 ମାତର୍ ଉପାସନାତେଇ ରଇବା ଜଦି କାକେ ଅଟାତ୍ ପର୍ମେସରର୍ ଟାନେ ଅନି କାତା ପାଇସି, ତେବେ ବାକିଅ କଇତେରଇବା ଲକ୍ ତେଇ ବନ୍ଦ୍ କରିରଇବାର୍ ଆଚେ ।
30 Mas, se a outro, que estiver assentado, for revelada alguma coisa, cale-se o primeiro.
31 କାଇକେବଇଲେ ତମେ ଏନ୍ତାରି କଲେ ପର୍ମେସରର୍ ବାକିଅ, ଗଟେକ୍ ଲକର୍ ପଚେ ଗଟେକ୍ ଲକ୍, କଇ ପାରାସ୍ । ଜେନ୍ତିକି ସବୁଲକ୍ ସିକିଆ ପାଇକରି ଚେତ୍ନା ଅଇବାଇ ।
31 Porque todos podereis profetizar, uns depois dos outros; para que todos aprendam, e todos sejam consolados.
32 ମାତର୍ ପର୍ମେସରର୍ ବାକିଅ ଜାନାଇବା ଦାନ୍, ଜାନାଇବା ଲକର୍ ତଲିଆ ରଇବା ଦର୍କାର୍ ।
32 E os espíritos dos profetas estão sujeitos aos profetas.
33 କାଇକେବଇଲେ ପର୍ମେସର୍ ଆଗାପଚା ନ ଅଇକରି ସବୁ ବିସଇ ଅର୍ସା ସଙ୍ଗ୍ ଅ, ବଲି ମନ୍ କଲାନି ।
33 Porque Deus não é Deus de confusão, senão de paz, como em todas as igrejas dos santos.
34 ତମେ ମଣ୍ଡଲି ଇସାବେ ରୁଣ୍ଡ୍ଲା ବେଲେ, ମାଇଜିମନ୍ ଚୁପ୍ଚାପ୍ ଅଇରଇବାର୍ ଆଚେ । ତେଇ ସେମନ୍ କାତା କଇବାକେ ସେମନ୍କେ ଆଦେସ୍ ମିଲେନାଇ । ଜିଉଦି ନିୟମ୍ ଇସାବେ ସେମନ୍ ମନସ୍ ପିଲାର୍ ତଲିଆ ରଇବାର୍ ଆଚେ ।
34 As vossas mulheres estejam caladas nas igrejas; porque não lhes é permitido falar; mas estejam sujeitas, como também ordena a lei.
35 ସେମନ୍ ଜଦି କାଇ ବିସଇ ବୁଜ୍ବାକେ ମନ୍ କଲାଇନି, ଗରେ ଜାଇ କରି ନିଜର୍ ମୁନୁସ୍କେ ପାଚାର । କାଇକେବଇଲେ ମଣ୍ଡଲିଟାନେ କାତା କଇବାଟା ମାଇଜିମନର୍ ପାଇ ଗଟେକ୍ ଲାଜର୍ କାତା ।
35 E, se querem aprender alguma coisa, interroguem em casa a seus próprios maridos; porque é vergonhoso que as mulheres falem na igreja.
36 କାଇଟା ? ପର୍ମେସରର୍ ବାକିଅ ତମର୍ ଟାନେଅନି ଜାତ୍ ଅଇଲା ଆଚେ କି ? ସେ ବାକିଅ କାଇ ତମର୍ଟାନେସେ ଆସିରଇଲା କି ? ନାଇ ଆସି ନ ରଇଲା ।
36 Porventura saiu dentre vós a palavra de Deus? Ou veio ela somente para vós?
37 କେ ଜଦି ତମର୍ ବିତ୍ରେ ପର୍ମେସରର୍ ବାକିଅ ଜାନାଇବା ଲକ୍ କି ସୁକଲ୍ ଆତ୍ମା ଅନି ଦାନ୍ ପାଇଲିଆଚି ବଲି ବାବ୍ସି, ସେନ୍ତିଆଲେ ମୁଇ ତମ୍କେ ଜାଇ ଜାଇଟା ଲେକ୍ଲିନି, ସେ ସବୁ ଜେ ମାପ୍ରୁର୍ ଆଦେସ୍, ଏଟା ସେ ଜାନ୍ବାର୍ ଆଚେ ।
37 Se alguém cuida ser profeta, ou espiritual, reconheça que as coisas que vos escrevo são mandamentos do Senhor.
38 ଜଦି ସେ ଏ ସବୁ କାତା ନ ସୁନେ କି ନ ମାନେ, ତମେ ମିସା ତାର୍ କାତା ସୁନା ନାଇ କି ମାନା ନାଇ ।
38 Mas, se alguém ignora isto, que ignore.
39 ସେଟାର୍ପାଇ ଏ ବାଇବଇନିମନ୍ ପର୍ମେସରର୍ କାତା ଜାନାଇବାକେ ମନ୍ କରା, ମାତର୍ ନ ବୁଜ୍ବା ବାସାଇ କାତା କଇବାକେ କାକେ ନିଚୁ ବଲି କୁଆନାଇ ।
39 Portanto, irmãos, procurai, com zelo, profetizar, e não proibais falar línguas.
40 ତମର୍ ସବୁ କାମ୍ ଟିକ୍ ବାବେ ଆରି ଅର୍ସା ସଙ୍ଗ୍ କର୍ବାର୍ ଦର୍କାର୍ ।
40 Mas faça-se tudo decentemente e com ordem.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Coríntios 14, comparar traduções ou montar um estudo — tudo direto pelo WhatsApp.