Tito 1
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs NVT
1 ମୁୟ୍ଁ ପାଉଲ୍ ଇସ୍ୱରାର୍ ଗଟ୍ ଗତିଦଃଙ୍ଗ୍ଳା ଆର୍ ଜିସୁକ୍ରିସ୍ଟର୍ ଗଟେକ୍ ପେରିତ୍, ତିତସ୍କେ ଚିଟି ଲେକୁଲେ । ମୁୟ୍ ଇସ୍ୱରାର୍ ବାଚ୍ଲା ଲକ୍ମଃନ୍କେ ବିସ୍ୱାସେ ଅଃଟୁଆ କଃରୁକେ ଆର୍ ଅଃମ୍ବର୍ ଜିବନ୍ ହାଉଁତା ଆସା ଉହ୍ରେ ସଃତ୍
1 Eu, Paulo, escravo de Deus e apóstolo de Jesus Cristo, escrevo esta carta. Fui enviado para fortalecer a fé daqueles que Deus escolheu e para ensinar-lhes a verdade que mostra como viver uma vida de devoção.
2 ଇସ୍ୱର୍ ବାଚ୍ଲାର୍ ଲକ୍ମଃନ୍ ସଃବୁ ଦିନାର୍ ଜିବନାର୍ ବଃର୍ସା ହାୟ୍, ଜଃନ୍କ୍ରି ବିସ୍ୱାସ୍ ଆର୍ ଇସ୍ୱର୍କେ ମାନ୍ତି କଃର୍ତା ସଃତ୍ ଗ୍ୟାନେ ବାଡ୍ତି, ଇତାର୍ ଗିନେ ମୁୟ୍ଁ ପେରିତ୍ ଅୟ୍ ଆଚି ।
2 Essa verdade lhes dá a esperança da vida eterna que Deus, aquele que não mente, prometeu antes dos tempos eternos.
3 ସେ ଟିକ୍ ବେଳାୟ୍ ନିଜାର୍ କଃତା ପର୍ଚାର୍ କଃରାୟ୍ ଜାଣାୟ୍ଲା; ସେକଃତା ପର୍ଚାର୍ କଃର୍ତା ବଃଜ୍ ଅଃମାର୍ ମୁକ୍ଳାଉତା ଇସ୍ୱରାର୍ କୟ୍ଲା ହର୍କାରେ ମକେ ସଃହ୍ରି ଦିଆଅୟ୍ ଆଚେ ।
3 E agora, no devido tempo, ele revelou essa mensagem, que anunciamos a todos. Por ordem de Deus, nosso Salvador, fui encarregado de realizar esse trabalho em favor dele.
4 ତିତସ୍ ମର୍ ସଃମାନ୍ ବିସ୍ୱାସାର୍ ହଅ, ଉବା ଇସ୍ୱରାର୍ ଆର୍ ଉଦାର୍ କଃର୍ତା ଇସ୍ୱର୍ ଆର୍ ଅଃମିମଃନାର୍ ମୁକ୍ଳାଉତା କ୍ରିସ୍ଟ ଜିସୁର୍ ତଃୟ୍ହୁଣି ଦଃୟା ଆର୍ ସୁସ୍ତା ତର୍ ଉହ୍ରେ ଅଃଉଅ ।
4 Escrevo a Tito, meu verdadeiro filho na fé que compartilhamos. Que Deus, o Pai, e Cristo Jesus, nosso Salvador, lhe deem graça e paz.
5 ନଃସେର୍ତା ହାୟ୍ଟିମଃନ୍ ସଃରାଉଁକେ, ଆର୍ ମୁୟ୍ଁ କୟ୍ଲା ହଃର୍କାରେ ସଃବୁ ଗଳେମଃନ୍ ମଣ୍ଡ୍ଳିର୍ ପାରାଚିନ୍ ମଃନ୍କେ ବାଚୁକେ ମୁୟ୍ଁ ତକ୍ କ୍ରିତିୟେ ଚାଡି ଆୟ୍ଲେ ।
5 Deixei-o na ilha de Creta para que você completasse o trabalho e nomeasse presbíteros em cada cidade, conforme o instruí.
6 ଜୁୟ୍ଲକ୍ ନିର୍ଦସି ଆର୍ ଗଟେକ୍ ମାୟ୍ଜିର୍ ଅଃଣ୍ଡ୍ରା ଅୟ୍ ରିବାର୍ଆଚେ, ତାର୍ ହିଲାମଃନ୍ ମାପ୍ରୁର୍ ବିସ୍ୱାସି ଅୟ୍ ରିବାର୍ଆଚେ । ଆର୍ କଃରାବ୍ କାମେ ଲିନ୍ଦା ହାୟ୍ ନଃରେବାର୍ ଆଚେ କି ଅମାନ୍ୟାର୍ ଅୟ୍ ନଃରେବାର୍ ଆଚେ, ତାକେ ବାଚା ।
6 O presbítero deve ter uma vida irrepreensível. Deve ser marido de uma só mulher, e seus filhos devem partilhar de sua fé e não ter fama de devassos nem rebeldes.
7 ବଃଲେକ୍ ଗଟ୍ ମଣ୍ଡ୍ଳିର୍ ମୁଳିକା ଇସ୍ୱରାର୍ ବଃଣ୍ଡାର୍ଗଃରିଆ ହର୍ ଲିନ୍ଦା ନାହାୟାଲା ଲକ୍ ଅୟ୍ବାର୍ ଆଚେ; ସେ ନିଜାର୍ ଇଚାୟ୍ ଚାଲ୍ତା ଲକ୍ କି ବେଗି ରିସା ଅଃଉତା ଲକ୍ ଅୟ୍ ନଃରେବାର୍ ଆଚେ, କି ମଃଦୁଆ କି କୁନ୍ଦିକାଡୁ, କି ଦଃନ୍ଲଃବି ଅୟ୍ ନଃରେବାର୍ ଆଚେ ।
7 O bispo administra a casa de Deus e, portanto, deve ter uma vida irrepreensível. Não deve ser arrogante nem briguento, não deve beber vinho em excesso, nem ser violento, nem buscar lucro desonesto.
8 ନିକରି ବଃଲ୍ହାଉ ଲକ୍ସସି ଅୟ୍ରେବାର୍ ଆଚେ, ନିକ କଃତାକ୍ ଲାଡ୍କଃର୍ତା ଲକ୍, ନିକ ବୁଦିର୍ ଲକ୍, ନ୍ୟାୟ୍ ବଃଲ୍ହାଉତା ଲକ୍, ପବିତ୍ର ଆର୍ ମଃଦୁର୍ କଃତା ଅଃଉତା ଲକ୍ ।
8 Em vez disso, deve ser hospitaleiro e amar o bem. Deve viver sabiamente, ser justo e ter uma vida de devoção e disciplina.
9 ଆରେକ୍ ଜଃନ୍କଃରି ସେ ଉହ୍କାର୍ ଅଃଉତା ସିକ୍ୟା ଦଃୟ୍ ବଃର୍ସା ଦେଉଁକ୍ ଆର୍ ବିରଦେ କଃଉତା ଲକ୍ମଃନ୍କେ ଉତୁର୍ ଦେଉଁକେ ହାର୍ତି, ଇତାର୍ ଗିନେ ହାୟ୍ରିଲା ସିକ୍ୟା ହଃର୍କାରେ ବିସ୍ୱାସ୍ ଜୟ୍ଗ୍ ମାପ୍ରୁର୍ କଃତାକ୍ ନିକକଃରି ଦଃରି ରେଉଅତ ।
9 Deve estar plenamente convicto da mensagem fiel que lhe foi ensinada, de modo que possa encorajar outros com o verdadeiro ensino e mostrar aos que se opõem onde estão errados.
10 ବଃଲେକ୍ ଗାଦେକ୍ ଅମାନ୍ୟା ଲକ୍, କଃରାବ୍ କଃତା କଃଉତା ଲକ୍ ଆର୍ ଟକ୍ତା ଲକ୍ ଆଚ୍ତି, ମୁଳ୍କଃରି କ୍ରିସ୍ଟାନ୍ ଅୟ୍ଲା ଜିଉଦି ଲକ୍ମଃନାର୍ ବିତ୍ରେ ଆଚ୍ତି ।
10 Pois há muitos rebeldes que promovem conversas inúteis e enganam as pessoas. Refiro-me especialmente àqueles que insistem na necessidade da circuncisão.
11 ସେମଃନାର୍ ଟଣ୍ଡ୍ ମଦା କଃରାଉତା ଲଳା । ସେମଃନ୍ ଦଃନାର୍ ଗିନେ କଃରାବ୍ ସିକ୍ୟା ଦଃୟ୍ ଗଟେକ୍ ଗଟେକ୍ ଗଃର୍କୁଟୁମ୍କେ ହୁରାବାବେ ବିନ୍ ବାଟେ ନଃୟ୍ ଆଚ୍ତି ।
11 É preciso fazê-los calar, pois, com seus ensinamentos falsos, têm desviado famílias inteiras da verdade. Sua motivação é obter lucro desonesto.
12 ସେମଃନାର୍ ବିତ୍ରେ, ସେମଃନାର୍ ନିଜାର୍ ଜାତିର୍ ଗଟେକ୍ ବାବ୍ବାଦି କୟ୍ଆଚେ, କ୍ରିତିର୍ ଲକ୍ମଃନ୍ ସଃବୁବଃଳ୍ ମିଚ୍ କଃଉତି, ବିନ୍ଲକାର୍ ନଃସ୍ଟ୍କଃରୁ ଆର୍ ଅଃଳ୍ସିଆ କାଉରାମଃନ୍ ।
12 Até mesmo um deles, um profeta nascido em Creta, disse: “Os cretenses são mentirosos, animais cruéis e comilões preguiçosos”.
13 ସେମଃନାର୍ ଇ ସାକି ସଃତ୍ । ଇତାକ୍ ସେମଃନ୍ ଜଃନ୍କଃରି ଜିଉଦିମଃନାର୍ ମଃନେ ହାଚ୍ଲା କଃତା ଆର୍ ସଃତ୍ କଃତାକ୍ ମୁଆଁସ୍ ନଃକେଲା ଲକ୍ମଃନ୍କେ
13 Isso é verdade. Portanto, repreenda-os severamente, a fim de fortalecê-los na fé.
14 ସଃତ୍କେ ନଃମାତା ମାନାୟ୍ମଃନାର୍ ବିଦି ଆର୍ ଜିଉଦିମଃନାର୍ ମଃନେ ହାଚ୍ଲା ଲକ୍କଃତା ନଃମାନୁକେ ସେମଃନ୍କେ ସିକାଉଆ ।
14 É preciso que deixem de dar ouvidos a mitos judaicos e às ordens daqueles que se desviaram da verdade.
15 ନିର୍ମୁଳ୍ ଲକ୍ମଃନାର୍ ଗିନେ ସଃବୁହେଁ ନିର୍ମୁଳ୍, ମଃତର୍ ହାହେ ହଃଳ୍ଲା ଆର୍ ଅବିସ୍ୱାସିମଃନାର୍ ଗିନେ କାୟ୍ କଃତା ହେଁ ନିର୍ମୁଳ୍ ନାୟ୍, ମଃତର୍ ସେମଃନାର୍ ମଃନ୍ ଆର୍ ବାବ୍ନା ଇ ଜଳେକ୍ ହେଁ ବିଟାଳ୍ ।
15 Para os que são puros, tudo é puro. Mas, para os corruptos e descrentes, nada é puro, pois têm a mente e a consciência corrompidas.
16 ସେମଃନ୍ ଇସ୍ୱର୍କେ ଜାଣିଆଚୁ ବଃଲି କଃଉତି, ମଃତର୍ ସେମଃନାର୍ କାମ୍ ତଃୟ୍ ମାନ୍ତି ନଃକେର୍ତି । ସେମଃନ୍ ମାନ୍ତି ହାଉତା ଜୟ୍ଗ୍ ନାୟ୍ ଆର୍ ଅମାନ୍ୟା, ଆରେକ୍ ସଃବୁ ସଃତ୍ କାମାର୍ ଜୟ୍ଗ୍ ନୟ୍ଲାର୍ ।
16 Afirmam que conhecem a Deus, mas o negam por seu modo de viver. São detestáveis e desobedientes, e não servem para fazer nada de bom.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Tito 1, comparar traduções ou montar um estudo — tudo direto pelo WhatsApp.