Tiago 5
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs ARIB
1 ଅଃବେ ଦଃକା, ଏ ମାଜନ୍ ଲକ୍ମଃନ୍, ତୁମିମଃନାର୍ ଉହ୍ରେ ଆସୁଲା ଦୁକ୍ ଦଃଣ୍ଡାର୍ ଗିନେ ଏତାୟ୍ ଏତାୟ୍ କଃରି କାନ୍ଦା ଆର୍ ରଃଦନ୍ କଃରା ।
1 E agora, vós ricos, chorai e pranteai, por causa das desgraças que vos sobrevirão.
2 ତୁମିମଃନାର୍ ଦଃନ୍ବିତ୍ ନଃସ୍ଟ୍ ଅୟ୍ଲିନି, ତୁମିମଃନାର୍ ବଃସ୍ତର୍କେ ଅଳ୍ମା କାୟ୍ଲାୟ୍ନି,
2 As vossas riquezas estão apodrecidas, e as vossas vestes estão roídas pela traça.
3 ଆରେକ୍ ତୁମାର୍ ସନା ଆର୍ ରୁହାୟ୍ କିଲୁଆ ଲାଗ୍ଲିନି, ଆର୍ ସେ କିଲୁଆ ତୁମାର୍ ବିରଦେ ସାକି ଦଃୟ୍ଦ୍ ଆର୍ ଜୟ୍ ହର୍ ତୁମିମଃନାର୍ ଗଃଗାଳ୍କେ କାୟ୍ଦ୍ । ଇ ସେସ୍କାଳେ ତୁମିମଃନ୍ ଦଃନ୍ ଅଃର୍ଜି ଆଚାସ୍ ।
3 O vosso ouro e a vossa prata estão enferrujados; e a sua ferrugem dará testemunho contra vós, e devorará as vossas carnes como fogo. Entesourastes para os últimos dias.
4 ଦଃକା, ତୁମାର୍ ହଃଦାର୍ ତାସ୍ କାଟୁମଃନ୍କେ ଟକିକଃରି ତୁମିମଃନ୍ ଜୁୟ୍ ବୁତି ନଃଦିଆସ୍, ସେମଃନ୍ ତୁମାର୍ ବିରଦେ କାନ୍ଦୁଲାୟ୍, ଆରେକ୍ ତାସ୍ କାଟୁମଃନାର୍ କାନ୍ଦ୍ତାର୍ ସଃର୍ଗାର୍ ସଃଇନ୍ ମଃନାର୍ ମାପ୍ରୁ ସୁଣିଆଚେ ।
4 Eis que o salário que fraudulentamente retivestes aos trabalhadores que ceifaram os vossos campos clama, e os clamores dos ceifeiros têm chegado aos ouvidos do Senhor dos exércitos.
5 ତୁମିମଃନ୍ ହୁର୍ତିବିଏ ସୁକ୍ ବୟଃଗ୍ କଃଲାସ୍ ଆର୍ ମଃନ୍ ସଃର୍ଦାୟ୍ ଦିନ୍ କାଟି ଆଚାସ୍, ତୁମିମଃନ୍ ମଃର୍ନ୍ ଦିନାର୍ ଗିନେ ନିଜ୍କେ ଦୁମା କଃରି ଆଚାସ୍ ।
5 Deliciosamente vivestes sobre a terra, e vos deleitastes; cevastes os vossos corações no dia da matança.
6 ତୁମିମଃନ୍ ଦଃର୍ମି ଲକ୍କେ ଦସି କଃରି ମଃର୍ନେ ମାରି ଆଚାସ୍, ସେ ତୁମିମଃନାର୍ ବିରଦ୍ ନଃକେରେ ।
6 Condenastes e matastes o justo; ele não vos resiste.
7 ବଃଲେକ୍, ଏ ବାୟ୍ବେଣିମଃନ୍, ମାପ୍ରୁ ଆସ୍ତା ହଃତେକ୍ ସାସ୍ ଦଃରି ରିଆ । ଦଃକା, ତାସି ତାସ୍ ହଃଦାୟ୍ ହୁଣି ବଃଡେମଲାର୍ ହଃଳ୍ ହାଉଁକେ ସାସ୍ ଦଃରି ଆରୁମ୍ ଆର୍ ସେସ୍ ବଃର୍ସା ନଃଉତା ହଃତେକ୍ ଜାଗି ରଃୟ୍ଦ୍ ।
7 Portanto, irmãos, sede pacientes até a vinda do Senhor. Eis que o lavrador espera o precioso fruto da terra, aguardando-o com paciência, até que receba as primeiras e as últimas chuvas.
8 ତୁମିମଃନ୍ ହେଁ ସଃମ୍ବାଳି କଃରି ଅଃହ୍ଣା ଅଃହ୍ଣାର୍ ମଃନ୍କେ ତିର୍ କଃରା, କାୟ୍ତାକ୍ବଃଲେକ୍ ମାପ୍ରୁର୍ ଆସ୍ତା ଦିନ୍ ଚଃମେ ଅୟ୍ଲିନି ।
8 Sede vós também pacientes; fortalecei os vossos corações, porque a vinda do Senhor está próxima.
9 ଏ ବାୟ୍ବେଣିମଃନ୍, ତୁମିମଃନ୍ ଜଃନ୍କଃରି ଡଃଣ୍ଡ୍ ନଃହାଉଆସ୍, ଇତାର୍ ଗିନେ ଏକ୍ଆରେକାର୍ ଦଃସ୍ ଦଃରା ନାୟ୍, ଦଃକା, ବିଚାର୍କଃର୍ତା ଲକ୍ ଦୁଆର୍ଲଃଗେ ଟିଆ ଅୟ୍ଆଚେ ।
9 Não vos queixeis, irmãos, uns dos outros, para que não sejais julgados. Eis que o juiz está à porta.
10 ଏ ବାୟ୍ବେଣିମଃନ୍, ଜୁୟ୍ ବାବ୍ବାଦିମଃନ୍ ମାପ୍ରୁର୍ ନାଉଁଏ କଃତା କୟ୍ରିଲାୟ୍, ସେମଃନ୍କେ ମଃନେ ଏତାଉଆ । ସେମଃନାର୍ ଦୁକ୍ ବୟଃଗ୍ ଆର୍ ସଃମ୍ବାଳ୍ଲାର୍ ଦଃକି ତୁମିମଃନ୍ ସିକା ।
10 Irmãos, tomai como exemplo de sofrimento e paciência os profetas que falaram em nome do Senhor.
11 ଦଃକା, ଜୁୟ୍ମଃନ୍ ସଃମ୍ବାଳି ରିଲାୟ୍, ଅଃମିମଃନ୍ ସେମଃନାର୍ ବାୟ୍ଗ୍ ବଃଲି କଃଉଁଲୁ । ତୁମିମଃନ୍ ଆୟୁବାର୍ ସଃମ୍ବାଳ୍ତା କଃତା ସୁଣି ଆଚାସ୍, ଆରେକ୍ ମାପ୍ରୁର୍ ସଃରାସଃରି କାମ୍ ଦଃକି ଜାଣି ଆଚାସ୍ ଜେ, ସେ ଦଃୟାୟ୍ ହୁର୍ନ୍ ।
11 Eis que chamamos bem-aventurados os que suportaram aflições. Ouvistes da paciência de Jó, e vistes o fim que o Senhor lhe deu, porque o Senhor é cheio de misericórdia e compaixão.
12 ମୁଳ୍କଃରି, ଏ ବାୟ୍ବେଣିମଃନ୍, ହଃର୍ମାଣ୍ କଃରା ନାୟ୍, ସଃର୍ଗାର୍ ହଃର୍ମାଣ୍ ଅଃଉଅ କି ହୁର୍ତିବିର୍ ହଃର୍ମାଣ୍ ଅଃଉଅ କି ବିନ୍ କୁୟ୍ ହଃର୍ମାଣ୍ ଅଃଉଅ; ମଃତର୍ ତୁମାର୍ ହେଁ କଃତା ହେଁ ଅଃଉଅ, ନାୟ୍ କଃତା ନାୟ୍ ଅଃଉଅ, ତଃନ୍ଅୟ୍ଲେକ୍ ତୁମିମଃନ୍ ଇସ୍ୱରାର୍ ବିଚାର୍ ବିନ୍ ଡଃଣ୍ଡ୍ ନଃହାଉଆସ୍ ।
12 Mas, sobretudo, meus irmãos, não jureis, nem pelo céu, nem pela terra, nem façais qualquer outro juramento; seja, porém, o vosso sim, sim, e o vosso não, não, para não cairdes em condenação.
13 ତୁମିମଃନାର୍ ବିତ୍ରେ କାୟ୍ କେ ଦୁକ୍ ବୟଃଗ୍ କଃରୁଲାସ୍ ? ସେ ପାର୍ତ୍ନା କଃର । କେ କାୟ୍ ସଃର୍ଦାୟ୍ ଆଚେ ? ସେ ମାପ୍ରୁର୍ ଗିତ୍ କୟ୍ ଇସ୍ୱର୍କେ ଦନ୍ୟବାଦ୍ କଃର୍ ।
13 Está aflito alguém entre vós? Ore. Está alguém contente? Cante louvores.
14 ତୁମିମଃନାର୍ ବିତ୍ରେ କେ କାୟ୍ ମଃଳୁ ହଃଳି ଆଚେ ? ସେ ମଣ୍ଡ୍ଳିର୍ ପାରାଚିନ୍ମଃନ୍କେ କୁଦାଅ ସେମଃନ୍ ମାପ୍ରୁର୍ ନାଉଁଏ ଚିକଣ୍ ଲାଗାୟ୍ ତାର୍ ଗିନେ ପାର୍ତ୍ନା କଃରତ୍ ।
14 Está doente algum de vós? Chame os anciãos da igreja, e estes orem sobre ele, ungido-o com óleo em nome do Senhor;
15 ବିସ୍ୱାସାର୍ ପାର୍ତନା ସେ ରଗିକେ ଉଜ୍ କଃରେଦ୍, ଆରେକ୍ ମାପ୍ରୁ ତାକ୍ ଉଟାୟ୍ଦ୍ ଆର୍ ଜଦି ସେ ହାହ୍ କଃରି ରଃୟ୍ଦ୍, ତଃବେ ତାକ୍ କେମା କଃରେଦ୍ ।
15 e a oração da fé salvará o doente, e o Senhor o levantará; e, se houver cometido pecados, ser-lhe-ão perdoados.
16 ତଃବେ, ଏକ୍ ଆରେକାର୍ ଚଃମେ ଅଃହ୍ଣା ଅଃହ୍ଣାର୍ ହାହ୍ ମାନିଜଃହା, ଆରେକ୍ ଉଜ୍ ଅଃଉଁକେ ଏକ୍ଆରେକାର୍ ଗିନେ ପାର୍ତନା କଃରା । ଦଃର୍ମି ଲକାର୍ ପାର୍ତ୍ନା ଗାଦେକ୍ କାମ୍ ସାଦୁନ୍ କଃରୁ ହାରେ ।
16 Confessai, portanto, os vossos pecados uns aos outros, e orai uns pelos outros, para serdes curados. A súplica de um justo pode muito na sua atuação.
17 ଏଲିୟ ଅଃମାର୍ ହର୍ ଲକ୍ ରିଲା; ବଃର୍ସା ନଃଉତା ଗିନେ ସେ ଗଟେକ୍ ମଃନେ ପାର୍ତ୍ନା କଃଲା, ଆରେକ୍ ତିନି ବଃର୍ସ୍ ଚଅ ମାସ୍ ହଃତେକ୍ ହୁର୍ତିବିଏ ବଃର୍ସା ନଃୟ୍ଲି ।
17 Elias era homem sujeito às mesmas paixões que nós, e orou com fervor para que não chovesse, e por três anos e seis meses não choveu sobre a terra.
18 ସେ ଆରେକ୍ ଗଟ୍ତର୍ ପାର୍ତ୍ନା କଃଲାକ୍ ଅଃଗାସେ ହୁଣି ବଃର୍ସା ଅୟ୍ଲି, ଆରେକ୍ ବୁୟ୍ଁ ଅଃହ୍ଣାର୍ ହଃଳ୍ ହଃଳାୟ୍ଲି ।
18 E orou outra vez e o céu deu chuva, e a terra produziu o seu fruto.
19 ଏ ମର୍ ବାୟ୍ବେଣିମଃନ୍, ତୁମାର୍ ବିତ୍ରେ ଜଦି କେ ସଃତ୍ ବାଟେ ହୁଣି ବାଣା ଅୟ୍ଦ୍, ଆରେକ୍ କେ ତାକ୍ ବାଉଳାୟ୍ ଆଣେଦ୍,
19 Meus irmãos, se alguém dentre vós se desviar da verdade e alguém o converter,
20 ତଃବେ ଜୁୟ୍ଲକ୍ ହାହିକେ ନଃସ୍ଟ୍ବାଟେ ହୁଣି ବାଉଳାୟ୍ ଆଣେଦ୍, ସେ ଜେ ତାର୍ ଆତ୍ମାକେ ମଃର୍ନେ ହୁଣି ମୁକ୍ଳାୟ୍ଦ୍ ଆର୍ ତାର୍ ନିଜାର୍ ସଃବୁ ହାହ୍ କେମା ଅୟ୍ଦ୍, ଇରି ଜାଣା ।
20 sabei que aquele que fizer converter um pecador do erro do seu caminho salvará da morte uma alma, e cobrirá uma multidão de pecados.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Tiago 5, comparar traduções ou montar um estudo — tudo direto pelo WhatsApp.