Tiago 4
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs NVT
1 ତୁମିମଃନାର୍ ବିତ୍ରେ ଜୁଜ୍ ଆର୍ ଲାଗାଜଳା କୁୟ୍ତିହୁଣି ଅୟ୍ଦ୍ ? କାୟ୍ ତୁମିମଃନାର୍ ଗଃଗାଳାର୍ ଅଃଙ୍ଗ୍ମଃନାର୍ ବିତ୍ରେ ଜୁଜ୍ କଃର୍ତାର୍ ସୁକାର୍ ଇଚା ତଃୟ୍ହୁଣି ନୟ୍ ?
1 De onde vêm as discussões e brigas em seu meio? Acaso não procedem dos prazeres que guerreiam dentro de vocês?
2 ବଲେକ୍ ତୁମିମଃନ୍ ଜାୟ୍ରି ହାଉଁକେ ଇଚା କଃରି ରିଆସ୍, ମଃତର୍ ସେରି ହାଉଁ ନଃହାର୍ଲେକ୍; ତୁମିମଃନ୍ ଅଃତ୍ୟା କଃରୁକେ ତିଆର୍ ଅଃଉଁଲାସ୍, ଜାୟ୍ରି ହାଉଁକେ ତୁମାର୍ ଜଃବର୍ ଇଚା ଅୟ୍ଦ୍, ସେରି ନଃହାୟ୍ଲେକ୍ ତୁମିମଃନ୍ ଲାଗାଜଳା ଆର୍ ଜୁଜ୍ କଃରାସ୍ । ତୁମିମଃନ୍ ଇଚା କଃଲା ବିସୟ୍ ନଃହାଉଆସ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ଇସ୍ୱର୍କେ ମାଗି ନଃରିଆସ୍ ।
2 Querem o que não têm, e até matam para consegui-lo. Invejam o que outros possuem, lutam e fazem guerra para tomar deles. E, no entanto, não têm o que desejam porque não pedem.
3 ତୁମିମଃନ୍ ମାଗି ରିଆସ୍, ମଃତର୍ ନଃହାଉଆସ୍, କାୟ୍ତାକ୍ବଃଲେକ୍ ଅଃହ୍ଣା ଅଃହ୍ଣାର୍ ସୁକାର୍ ଗିନେ କଃରାବ୍ କାମାର୍ ଗିନେ ମାଗି ରିଆସ୍ ।
3 E, quando pedem, não recebem, pois seus motivos são errados; pedem apenas o que lhes dará prazer.
4 ଏ ଦାରିଆ ଲକ୍ମଃନ୍, ଜଃଗତ୍ ସଃଙ୍ଗ୍ ମିତ୍ର ଅୟ୍ଲେକ୍, ଇସ୍ୱରାର୍ ସଃତ୍ରୁ ଅଃଉଁକେ ଅୟ୍ଦ୍, ଇରି କାୟ୍ ନଃଜାଣାସ୍ ? ବଃଲେକ୍ ଜୁୟ୍ ଲକ୍ ଜଃଗତାର୍ ମିତ୍ର ଅଃଉଁକେ ମଃନ୍ କଃରେଦ୍; ସେ ଅଃହ୍ଣାକ୍ ଇସ୍ୱରାର୍ ସଃତ୍ରୁ ବଃଲି ଜାଣାୟ୍ ଅୟ୍ଦ୍ ।
4 Adúlteros! Não percebem que a amizade com o mundo os torna inimigos de Deus? Repito: se desejam ser amigos do mundo, tornam-se inimigos de Deus.
5 କି ତୁମିମଃନ୍ କାୟ୍ ଦଃର୍ମ୍ ସାସ୍ତରେ ଇ କଃତାକ୍ ହଲ୍ୟା ବଃଲି ମଃନେ ବାବୁଲାସ୍, ଜୁୟ୍ ଆତ୍ମାକେ ଇସ୍ୱର୍ ଅଃମିମଃନାର୍ ବିତ୍ରେ ବାସା କଃରୁକେ ଦଃୟ୍ଆଚେ, ସେ ଅଃମିମଃନ୍କ୍ ହୁରାହୁରି ଅଃଦିକାର୍ କଃରୁକେ ବଃଡେ ମଃନ୍ କଃରୁଲା ।
5 O que vocês acham que as Escrituras querem dizer quando afirmam que o espírito colocado por Deus em nós tem ciúmes?
6 ମଃତର୍ ଇସ୍ୱର୍ ହେଁ ଅଃଦିକ୍ ଦଃୟା କଃରେଦ୍; ଇତାକ୍ ସାସ୍ତରେ ଲେକାଆଚେ, “ଇସ୍ୱର୍ ଆକାରିମଃନ୍କେ ବିରଦ୍ କଃରେଦ୍, ମଃତର୍ ଦିର୍ସୁସାର୍ ଲକ୍ମଃନ୍କେ ଦଃୟା କଃରେଦ୍ ।”
6 Contudo, ele generosamente nos concede graça. Como dizem as Escrituras: “Deus se opõe aos orgulhosos, mas concede graça aos humildes”.
7 ତଃବେ ତୁମିମଃନ୍ ଇସ୍ୱରାର୍ ତଃଳେ ନିଜ୍କେ ସଃହ୍ରି ଦିଆସ୍, ସୟ୍ତାନ୍କେ ଟାଣ୍ ଦିଆସ୍ ନାୟ୍, ତଃନ୍ଅୟ୍ଲେକ୍ ସେ ତୁମାର୍ ତଃୟ୍ହୁଣି ହଃଳାୟ୍ ଜାୟ୍ଦ୍ ।
7 Portanto, submetam-se a Deus. Resistam ao diabo, e ele fugirá de vocês.
8 ଇସ୍ୱରାର୍ ଚଃମେ ଆସା, ତଃବେ ସେ ତୁମିମଃନାର୍ ଚଃମେ ଅୟ୍ଦ୍ । ଏ ହାହିମଃନ୍, ତୁମିମଃନାର୍ ଆତ୍ ନିର୍ମୁଳ୍ କଃରା, ଆରେକ୍ ଏ ଦୁୟ୍ ମଃନ୍ୟାମଃନ୍, ତୁମିମଃନାର୍ ମଃନ୍ ନିର୍ମୁଳ୍ କଃରା ।
8 Aproximem-se de Deus, e ele se aproximará de vocês. Lavem as mãos, pecadores; purifiquem o coração, vocês que têm a mente dividida.
9 ନିଜାର୍ ହାହ୍ ଏତାଉଆ ଆର୍ ମଃନେଦୁକ୍ କଃରି କାନ୍ଦା; ତୁମିମଃନାର୍ ନିଚଳ୍ତାର୍ କାନ୍ଦ୍ତାର୍ ଆର୍ ତୁମାର୍ ସଃର୍ଦା ଦୁକେ ବାଦ୍ଲ ।
9 Que haja lágrimas, lamentação e profundo pesar. Que haja choro em vez de riso, e tristeza em vez de alegria.
10 ମାପ୍ରୁର୍ ତଃୟ୍ ଅଃହ୍ଣା ଅଃହ୍ଣାକ୍ ସାନ୍ କଃରା, ତଃବେ ସେ ତୁମିମଃନ୍କେ ବଃଡ୍ କଃରେଦ୍ ।
10 Humilhem-se diante do Senhor, e ele os exaltará.
11 ଏ ବାୟ୍ବେଣିମଃନ୍, ତୁମିମଃନ୍ ଏକ୍ଆରେକ୍କେ ଲିନ୍ଦା କଃତା କଃଉଆ ନାୟ୍ । ଜେ ବାୟ୍କ୍ ଲିନ୍ଦା କଃତା କୟ୍ଦ୍ କି ବିଚାର୍ କଃରେଦ୍, ସେ ମସାର୍ ବିଦିର୍ ଗାଣେଞ୍ଜ୍ କଃତା କୟ୍ଦ୍ ଆର୍ ବିଚାର୍ କଃରେଦ୍ । ମଃତର୍ ତୁମି ଜଦି ବିଦିର୍ ବିଚାର୍ କଃରାସ୍, ତଃନ୍ଅୟ୍ଲେକ୍ ତୁମି ମସାର୍ ବିଦିର୍ ମାୟ୍ନ୍କାରି ନଃୟ୍କଃରି, ସେତିର୍ ବିଚାର୍ କଃର୍ତା ଲକ୍ ।
11 Irmãos, não falem mal uns dos outros. Se criticam e julgam uns aos outros, criticam e julgam a lei. Cabe-lhes, porém, praticar a lei, e não julgá-la.
12 ଇସ୍ୱର୍ ହଃକା ବିଦି ଦେତାଲକ୍ ଆର୍ ବିଚାର୍କଃର୍ତା ଲକ୍, ସେ ବଚାଉଁ ହାରେଦ୍ ଆର୍ ନାସ୍ କଃରୁ ହାରେଦ୍; ସେତାର୍ଗିନେ ହାକିହଃଳ୍ସାକେ ବିଚାର୍ କଃରୁଲାସ୍ ଜେ, ତୁମି, ତୁମି କେ ହାକିହଃଳ୍ସାର୍ ବିଚାର୍ କଃରୁଲାସ୍ ?
12 Somente aquele que deu a lei é Juiz, e somente ele tem poder de salvar ou destruir. Portanto, que direito vocês têm de julgar o próximo?
13 ଅଃବେ ଦଃକା, ଜୁୟ୍ମଃନ୍ କଃଉଁଲାସ୍, ଆଜି ନୟ୍ଲେକ୍ କାଲି ଅଃମିମଃନ୍ ଅମ୍କ ଗଃଳେ ଜଃଉଁନ୍ଦ୍ ଆର୍ ସେତି ଗଟେକ୍ ବଃର୍ସ୍ ହଃତେକ୍ ରଃୟ୍ ବେପାର୍ ବାଟ୍ କଃରି ଲାବ୍ କଃରୁନ୍ଦ୍ ।
13 Prestem atenção, vocês que dizem: “Hoje ou amanhã iremos a determinada cidade e ficaremos lá um ano. Negociaremos ali e teremos lucro”.
14 ମଃତର୍ କାଲି କାୟ୍ରି ଗଃଟେଦ୍, ସେରି ତୁମିମଃନ୍ ନଃଜାଆସ୍ । ତୁମାର୍ ଜିବନ୍ କୁଳି ଦୁଆଁ ହର୍, ଚଃନେକ୍ସେ ରଃୟ୍ଦ୍ ଆର୍ ତାର୍ ହଃଚେ କେଣେକି ମଃୟାଅୟ୍ଦ୍ ।
14 Como sabem o que será de sua vida amanhã? A vida é como a névoa ao amanhecer: aparece por um pouco e logo se dissipa.
15 ଇତାର୍ ଗିନେ ମାପ୍ରୁର୍ ଇଚା ଅୟ୍ଲେକ୍ ଅଃମିମଃନ୍ ଜିବନ୍ ରଃୟ୍ ଇରି କଃରୁଆଁ କି ସେରି କଃରୁଆଁ, ଇବାନ୍ୟା କଃଉତାର୍ ତୁମାର୍ ଦଃର୍କାର୍ ।
15 O que devem dizer é: “Se o Senhor quiser, viveremos e faremos isso ou aquilo”.
16 ମଃତର୍ ଅଃବେ ତୁମିମଃନ୍ ବଃଡ୍ହାଣ୍ ଅୟ୍ ଗଃର୍ବ୍ କଃରୁଲାସ୍; ଇରଃକମ୍ ଗଃର୍ବ୍ କଃର୍ତାର୍ କଃରାବ୍ ଅୟ୍ଦ୍ । ଗେନ୍ତାଲକାର୍ ଚଃମେ ବେପାରି ଜିନିସ୍ ଦଃରି ଟିଆ ଅୟ୍ଆଚେ|alt="Customer, merchant with his wares" src="hk00172c.tif" size="col" copy="Horace Knowles ©" ref="4:13"
16 Caso contrário, estarão se orgulhando de seus planos pretensiosos, e toda presunção como essa é maligna.
17 ମଃନେ ରଃକା, ଜେ ସଃତ୍ କାମ୍ କଃରୁକେ ଜାଣି ସେରି ନଃକେରେ, ତାର୍ ହାହ୍ ଅୟ୍ଦ୍ ।
17 Lembrem-se de que é pecado saber o que devem fazer e não fazê-lo.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Tiago 4, comparar traduções ou montar um estudo — tudo direto pelo WhatsApp.