Tiago 3
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs NVT
1 ଏ ମର୍ ବାୟ୍ବେଣିମଃନ୍, ତୁମିମଃନାର୍ ବିତ୍ରେ ଗାଦେକ୍ ଗୁରୁ ଅଃଉଆ ନାୟ୍; ବଃଲେକ୍ ତୁମିମଃନ୍ ଜାଣିଆଚାସ୍ ଜେ, ଅଃମାର୍ ହର୍ ଗୁରୁମଃନ୍ ବିନ୍ ଲକାର୍ ତଃୟ୍ ହୁଣି ଅଃଦିକ୍ ଜଃବର୍ ଡଃଣ୍ଡ୍ ହାଉତି ।
1 Meus irmãos, não sejam muitos de vocês mestres, pois nós, os que ensinamos, seremos julgados com mais rigor.
2 ଜଃନ୍କାର୍ ଅଃମିମଃନ୍ ସଃବୁଲକ୍ ଗାଦେକ୍ କଃତାୟ୍ ଜଟ୍ୟାୟ୍ ଅଃଉଁନ୍ଦ୍ । ଜଦି କେ ତାର୍ କଃତାୟ୍ ବୁଲ୍ ନଃକେରେ, ତଃବେ ସେ ବଃଡେ ସିଦ୍ ମାନାୟ୍ ଆର୍ ସଃବୁ ଗଃଗାଳ୍କେ ହେଁ ସେ ଆୟ୍ତ୍ କଃରୁକେ ହାରେ ।
2 É verdade que todos nós cometemos muitos erros. Se pudéssemos controlar a língua, seríamos perfeitos, capazes de nos controlar em todos os outros sentidos.
3 ଅଃମିମଃନ୍ ଗଳାମଃନ୍କେ ଆୟ୍ତ୍ କଃରୁକେ ସେମଃନାର୍ ଟଣ୍ଡେ ବାକୁର୍ ବାନ୍ଦୁଲୁ, ତଃବାର୍ଗିନେ ସେମଃନାର୍ ସଃବୁ ଗଃଗାଳ୍କେ ହେଁ ଅଃମାର୍ ଇଚାୟ୍ ବୁଲାଉଁ ହାରୁଲୁ ।
3 Por exemplo, se colocamos um freio na boca do cavalo, podemos conduzi-lo para onde quisermos.
4 ଦଃକା, ହାଣିଜାଜ୍ ହେଁ କଃଡେକ୍ ବଃଡ୍ ଅୟ୍ ଜଃବର୍ ବାଉଏ ଚାଲ୍ତି ରିଲେକ୍ ହେଁ ଗଟେକ୍ ସାନ୍ ମଙ୍ଗ୍ ସଃଙ୍ଗ୍ ଡାୟ୍ବର୍ ତାର୍ ଇଚା ହଃର୍କାରେ ବୁଲାୟ୍ଦ୍ ।
4 Observem também que um pequeno leme faz um grande navio se voltar para onde o piloto deseja, mesmo com ventos fortes.
5 ସେବାନ୍ୟା ଜିବ୍ ହେଁ ଗଟେକ୍ ଗଃଗାଳାର୍ ସାନ୍ ଅଃଙ୍ଗ୍, ମଃତର୍ ଇରି ବଃଡେ ଗଃର୍ବାର୍ କଃତା କୟ୍ଦ୍ । ଦଃକା, ଇଡିକଃଣ୍ଡ୍ ଜୟ୍ ତିହ୍ଳାୟ୍ କଃଡେକ୍ ବଃଡ୍ ବଃନେ ଜୟ୍ ଲାଗେଦ୍ ।
5 Assim também, a língua é algo pequeno que profere discursos grandiosos. Vejam como uma simples fagulha é capaz de incendiar uma grande floresta.
6 ଜିବ୍ ହେଁ ଜୟ୍ ହର୍; ବେସି ମିଚ୍ ବିସୟାର୍ ଜଃଗତ୍; ଆରେକ୍ ସେରି ଅଃମାର୍ ଗଃଗାଳ୍ ବିତ୍ରେ ରିଲାର୍ ଗିନେ ମିଚ୍ ସଃକ୍ତି ଅଃଦିକାର୍ କଃରି ଅଃମାର୍ ସଃବୁ ଜିବନ୍କେ ବିଟାଳ୍ କଃରେଦ୍ ଆର୍ ନଃର୍କ୍ ଜୟେ ଅଃମାର୍ ଜିବନ୍କେ ହଡାୟ୍ଦ୍ ।
6 E, entre todas as partes do corpo, a língua é uma chama de fogo. É um mundo de maldade que corrompe todo o corpo. Ateia fogo a uma vida inteira, pois o próprio inferno a acende.
7 କାୟ୍ତାକ୍ବଃଲେକ୍ ସଃବୁ ରଃକମାର୍ ଜଃତୁ, ଚେଳେ, ବୁୟେଁ ରାଙ୍ଗ୍ତା ଜିବ୍ ଆର୍ ହାଣାୟ୍ ରେତା ଜିବ୍ଜଃତୁ ମାନାୟ୍ ଆୟ୍ତ୍ କଃରୁକେ ହାରେଦ୍, ଆରେକ୍ ଆୟ୍ତ୍ କଃରି ଆଚେ ।
7 O ser humano consegue domar toda espécie de animal, ave, réptil e peixe,
8 ମଃତର୍ ଜିବ୍କେ କେହେଁ ଆୟ୍ତ୍ କଃରୁ ନଃହାରେ, କଃରାବ୍ କାମ୍ କଃରୁକେ କଃବେ ହେଁ ନଃହୁଣ୍ଡେ, ସେରି ମଃର୍ନ୍ ଆଣ୍ତା ବିସେ ହୁର୍ନ୍ ଅୟ୍ଆଚେ ।
8 mas ninguém consegue domar a língua. Ela é incontrolável e perversa, cheia de veneno mortífero.
9 ଇ ଜିବ୍ ସଃଙ୍ଗ୍ ଅଃମିମଃନ୍ ମାପ୍ରୁ ଆର୍ ଉବାକ୍ ଦନ୍ୟବାଦ୍ କଃରୁଲୁ, ଆରେକ୍ ଇ ଜିବ୍ ସଃଙ୍ଗ୍ ଇସ୍ୱରାର୍ ହର୍ ତିଆର୍ ଅୟ୍ଲା ମାନାୟ୍କେ ସାୟ୍ପ୍ ଦେଉଁଲୁ ।
9 Às vezes louva nosso Senhor e Pai e, às vezes, amaldiçoa aqueles que Deus criou à sua imagem.
10 ଗଟେକ୍ ଟଣ୍ଡେ ହୁଣି ଦନ୍ୟବାଦ୍ ଆର୍ ସାୟ୍ପ୍ ବାରାଉଁଲି । ଏ ମର୍ ବାୟ୍ବେଣିମଃନ୍ ଇବାନ୍ୟା ଅଃଉତାର୍ ନିକ ନୟ୍ ।
10 E, assim, bênção e maldição saem da mesma boca. Meus irmãos, isso não está certo!
11 ଚିଉଆ କାୟ୍ ଗଟେକ୍ ବାଟ୍ ଦଃୟ୍ ମଃଦୁର୍ ଆର୍ ହିତା ଦୁୟ୍ ରଃକମାର୍ ହାଣି ବାର କଃରେଦ୍ ?
11 Acaso de uma mesma fonte pode jorrar água doce e amarga?
12 ଏ ମର୍ ବାୟ୍ବେଣିମଃନ୍, ଡୁମ୍ବୁର୍ ଗଃଚେ କାୟ୍ ଜିତ୍ ହଃଳ୍ ହଃଳେଦ୍ ଆର୍ ଅଙ୍ଗୁର୍ ମାଳେ କାୟ୍ ଡୁମ୍ବୁର୍ ହଃଳ୍ ହଃଳୁ ହାରେଦ୍ ? କଃରିଆ ହାଣି ବାରାଉତା ଚିଉଆ ତଃୟ୍ ହେଁ ମଃଦୁର୍ ହାଣି ନଃବାରେ । ଗଳା ଉହ୍ରେ ଗଳା ଚାଲାଉ|alt="Rider on a horse" src="lb00035c.tif" size="col" copy="Horace Knowles ©" ref="3:3"
12 Pode a figueira produzir azeitonas ou a videira produzir figos? Da mesma forma, não se pode tirar água doce de uma fonte salgada.
13 ତୁମାର୍ ବିତ୍ରେ ଗ୍ୟାନି ଆର୍ ବୁଦିଆ ଲକ୍ କେ ଆଚେ ? ସେ ଗ୍ୟାନ୍ ଆର୍ ଦିର୍ ସଃଙ୍ଗ୍ ସଃବୁବଃଳ୍ ନିକ କାମ୍ ତଃୟ୍ ଅଃହ୍ଣାର୍ କାମ୍ କଃରି ଦଃକାଅ ।
13 Se vocês são sábios e inteligentes, demonstrem isso vivendo honradamente, realizando boas obras com a humildade que vem da sabedoria.
14 ମଃତର୍ ଜଦି ତୁମିମଃନାର୍ ମଃନ୍ ବିତ୍ରେ ହିତା ଅଃକାର୍ ଆର୍ ନିଜାର୍ ଇଚା ହୁର୍ନ୍ କଃର୍ତାର୍ ରଃୟ୍ଦ୍, ସେବାନ୍ୟା ଅୟ୍ଲେକ୍ ସଃତ୍ ବିରଦେ ଗଃର୍ବ୍ କଃରା ନାୟ୍ ଆର୍ ମିଚ୍ କଃଉଆ ନାୟ୍ ।
14 Mas, se em seu coração há inveja amarga e ambição egoísta, não encubram a verdade com vanglórias e mentiras.
15 ଇବାନ୍ୟା ଗ୍ୟାନ୍ ସଃର୍ଗେ ହୁଣି ନାସେ, ମଃତର୍ ସେରି ଜଃଗତାର୍, ଗଃଗାଳାର୍ ଆର୍ ସୟ୍ତାନାର୍ ତଃୟ୍ହୁଣି ଆସି ରଃୟ୍ଦ୍ ।
15 Porque essas coisas não são a espécie de sabedoria que vem do alto; antes, são terrenas, mundanas e demoníacas.
16 କାୟ୍ତାକ୍ବଃଲେକ୍ ଜୁୟ୍ତି ଡାରା ଆର୍ ନିଜେ ହଃକା ବଃଲ୍ ଅଃଉତା ଇଚା ରଃୟ୍ଦ୍, ସେ ଟାଣେ ସଃବୁ ରଃକମାର୍ ଗଃଣ୍ଡ୍ଗଳ୍ ଆର୍ କଃରାବ୍ କାମ୍ ରଃୟ୍ଦ୍ ।
16 Pois onde há inveja e ambição egoísta, também há confusão e males de todo tipo.
17 ମଃତର୍ ସଃର୍ଗେ ହୁଣି ଆୟ୍ଲା ଗ୍ୟାନ୍ ହଃର୍ତୁକଃରି ପବିତ୍ର, ତାର୍ହଃଚେ ସୁସ୍ତା, ଦିର୍ମଃନାର୍, କଃତା ମାନ୍ତାର୍, ଦଃୟା ଆର୍ ନିକ ହଃଳେ ହୁର୍ନ୍, ଅଃହ୍ରାତ୍ ନୟ୍ଲାର୍ ଆର୍ କୁଟ୍ ନୟ୍ଲାର୍ ।
17 Mas a sabedoria que vem do alto é, antes de tudo, pura. Também é pacífica, sempre amável e disposta a ceder a outros. É cheia de misericórdia e é o fruto de boas obras. Não mostra favoritismo e é sempre sincera.
18 ଆରେକ୍ ସୁସ୍ତା କଃର୍ତା ଲକ୍ମଃନାର୍ ତଃୟ୍ହୁଣି ସୁସ୍ତାର୍ ମୁଞ୍ଜି ବୁଣା ଅୟ୍ଦ୍ ଆର୍ ଦଃର୍ମ୍ ହର୍ ହଃଳ୍ କାଟ୍ତି ।
18 E aqueles que são pacificadores plantarão sementes de paz e ajuntarão uma colheita de justiça.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Tiago 3, comparar traduções ou montar um estudo — tudo direto pelo WhatsApp.