Atos 6
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs NVI
1 ଜଃଡେବଃଳ୍ ଚେଲାମଃନ୍ ବୁତେକ୍ ଅଃଉଁକେ ଦଃର୍ଲାୟ୍ ସଃଡେବଃଳ୍ ଗ୍ରିକ୍ କଃଉତା ଜିଉଦିମଃନ୍ ଏବ୍ରି ଲକ୍ମଃନାର୍ ସଃଙ୍ଗ୍ କଃଉଆକଇ ଅଃଉଁକେ ଦଃର୍ଲାୟ୍, କାୟ୍ତାକ୍ବଃଲେକ୍ ହଃତି ଦିନାର୍ କାଦି ବାଟା କଃର୍ତାବଃଳ୍ ସେମଃନାର୍ ରାଣ୍ଡିମଃନ୍କେ ନଃଦେଉଁଲାୟ୍ ବଃଲି ଗ୍ରିକ୍ ବାସା କଃଉତିରିଲା ଜିଉଦିମଃନ୍ କୟ୍ଲାୟ୍ ।
1 Naqueles dias, crescendo o número de discípulos, os judeus de fala grega entre eles queixaram-se dos judeus de fala hebraica, porque suas viúvas estavam sendo esquecidas na distribuição diária de alimento.
2 ସେତାକ୍ ବାରଗଟ୍ ଚେଲା ଦଃଳାର୍ ସଃବୁ ବିସ୍ୱାସି ମଃନ୍କେ କୁଦିକଃରି କୟ୍ଲାୟ୍ “ଇସ୍ୱରାର୍ କଃତା ପର୍ଚାର୍ ନଃକେରି କାଦି ବାଟା କଃର୍ତା ସେବାୟ୍ ଲାଗି ରେତାର୍ ନିକ ନାୟ୍ ।
2 Por isso os Doze reuniram todos os discípulos e disseram: "Não é certo negligenciarmos o ministério da palavra de Deus, a fim de servir às mesas.
3 ବଃଲେକ୍ ଏ ବାୟ୍ବେଣିମଃନ୍, ଜୁୟ୍ମଃନ୍କ୍ ଆମିମଃନ୍ ଇ କାମ୍ କଃରାଉଁ ହାରୁ ଅଃନ୍କାର୍ ଡାକ୍ହୁଟା ଆର୍ ପବିତ୍ର ଆତ୍ମା ଆର୍ ଗ୍ୟାନେ ହୁରୁଣ୍ ସାତ୍ ଲକ୍କେ ତୁମିମଃନାର୍ ବିତ୍ରେ ବାଚି ତିର୍ କଃରା ।
3 Irmãos, escolham entre vocês sete homens de bom testemunho, cheios do Espírito e de sabedoria. Passaremos a eles essa tarefa
4 ମଃତର୍ ଅଃମିମଃନ୍ ପାର୍ତ୍ନାୟ୍ ଆର୍ ମାପ୍ରୁର୍ କଃତା ପର୍ଚାର୍ କଃର୍ତା ସେବା କାମେ ମଃନ୍ ଦଃୟ୍ ଲାଗିରେଉଁନ୍ଦ୍ ।”
4 e nos dedicaremos à oração e ao ministério da palavra".
5 ଇ କଃତା ସଃବ୍କାର୍ ମଃନ୍କେଗଃଲି ଆର୍ ସେମଃନ୍ ବିସ୍ୱାସ୍ ଆର୍ ପବିତ୍ର ଆତ୍ମାୟ୍ ହୁର୍ନ୍ ସ୍ତିପାନ୍ ନାଉଁଆର୍ ଲକ୍କେ ଆର୍ ପିଲିପ୍, ପର୍କର୍, ନିକାନର୍, ତିମନ୍, ପାର୍ମନା ଆର୍ ଆନ୍ତିଅକିଆର୍ ହୁର୍ବେ ଜିଉଦି ଦଃର୍ମ୍ ଦାରାୟ୍ ମିସିରିଲା ଅଜିଉଦି ନିକଲାୟ୍କେ ବାଚ୍ଲାୟ୍ ।
5 Tal proposta agradou a todos. Então escolheram Estêvão, homem cheio de fé e do Espírito Santo, além de Filipe, Prócoro, Nicanor, Timom, Pármenas e Nicolau, um convertido ao judaísmo, proveniente de Antioquia.
6 ଆର୍ ପେରିତ୍ ମଃନାର୍ ମୁଏଁ ଆଣ୍ଲାୟ୍, ଆର୍ ପାର୍ତ୍ନା କଃରି ସେମଃନାର୍ ଉହ୍ରେ ଆତ୍ ସଃଙ୍ଗାୟ୍ ଆସିର୍ବାଦ୍ କଃଲାୟ୍ ।
6 Apresentaram esses homens aos apóstolos, os quais oraram e lhes impuseram as mãos.
7 ଇତାର୍ ହଃଚେ ଇସ୍ୱରାର୍ କଃତା ଅଃଦିକ୍ ପର୍ଚାର୍ ଅଃଉଁକେ ଦଃର୍ଲି, ଆର୍ ଜିରୁସାଲମେ ଜିସୁର୍ ଚେଲା ଅଃଉଁକେ ଦଃର୍ଲାୟ୍ ଆର୍ ଜାଜକ୍ ମଃନ୍ହେଁ ବିସ୍ୱାସ୍ କଃରୁକେ ଦଃର୍ଲାୟ୍ ।
7 Assim, a palavra de Deus se espalhava. Crescia rapidamente o número de discípulos em Jerusalém; também um grande número de sacerdotes obedecia à fé.
8 ସ୍ତିପାନ୍ ମାପ୍ରୁର୍ ଦଃୟାର୍ ସଃକ୍ତିୟେ ହୁର୍ନ୍ଅୟ୍ ଲକ୍ମଃନାର୍ ବିତ୍ରେ ବଃଡେ ବଃଡେ କାବା ଅଃଉତା କାମ୍ ସାଦୁନ୍ କଃରୁକେ ଦଃର୍ଲା ।
8 Estêvão, homem cheio da graça e do poder de Deus, realizava grandes maravilhas e sinais entre o povo.
9 ମଃତର୍ ଲିବର୍ତିନ୍, କୁରିଣିୟ୍ ଆର୍ ଆଲେକ୍ଜେଣ୍ଡ୍ରିଆ ମଃନାର୍ ଗଃଳେମଃନ୍ ବାସା କଃର୍ତା ନାଉଁଏ ଡାକ୍ହୁଟା ଜିଉଦିମଃନାର୍ ପାର୍ତ୍ନା ଗଃରାର୍ କଃତେକ୍ ଲକ୍ ଆରେକ୍ କିଲିକିଆ ଆର୍ ଆସିଆର୍ କଃତେକ୍ ଲକ୍ ସ୍ତିପାନ୍ ସଃଙ୍ଗ୍ କଃତା କାଟାକାଟି ଅଃଉଁକ୍ ଦଃର୍ଲାୟ୍ ।
9 Contudo, levantou-se oposição dos membros da chamada Sinagoga dos Libertos, dos judeus de Cirene e de Alexandria, bem como das províncias da Cilícia e da Ásia. Esses homens começaram a discutir com Estêvão,
10 ମଃତର୍ ସେ ଜୁୟ୍ ଆତ୍ମାର୍ ସଃକ୍ତିୟେ କଃତା କଃଉତି ରିଲା ସେମଃନ୍ ତାର୍ ବିରଦେ ଆରେକ୍ କଃଉଁ ନଃହାର୍ତିରିଲାୟ୍ ।
10 mas não podiam resistir à sabedoria e ao Espírito com que ele falava.
11 ସେତାକ୍ ଲକ୍ମଃନ୍କେ ଉସ୍କାୟ୍ଲାୟ୍ ଆର୍ କୟ୍ଲାୟ୍, “ଆମିମଃନ୍ ଇ ଲକ୍ ମସାର୍ ଆର୍ ଇସ୍ୱରାର୍ ବିରଦେ ଲିନ୍ଦା କଃତା କଃଉତାର୍ ସୁଣିଆଚୁ ।”
11 Então subornaram alguns homens para dizerem: "Ouvimos Estêvão falar palavras blasfemas contra Moisés e contra Deus".
12 ଲକ୍ମଃନ୍କେ ଆର୍ ପାରାଚିନ୍ ଆର୍ ଦଃର୍ମ୍ ଗୁରୁମଃନକେ ରିସା କଃରାୟ୍ ତାକେ ବଃଳ୍ମାଡ୍ କଃରି ଦଃରି ବେରାଣ୍ ମଃଣ୍ଡାୟ୍ ନିଲାୟ୍ ।
12 Com isso agitaram o povo, os líderes religiosos e os mestres da lei. E, prendendo Estêvão, levaram-no ao Sinédrio.
13 ଆର୍ ମିଚ୍ ସାକିମଃନ୍କେ ଟିଆ କଃରାୟ୍ଲାୟ୍, ସେମଃନ୍ କୟ୍ଲାୟ୍, “ଇ ଲକ୍” ସେମଃନ୍ କୟ୍ଲାୟ୍ ଇ ପବିତ୍ର ମନ୍ଦିର୍ ଆର୍ ମସାର୍ ବିଦି ବିରଦେ କଃତା କୟ୍ବୁଲୁଲା,
13 Ali apresentaram falsas testemunhas que diziam: "Este homem não pára de falar contra este lugar santo e contra a lei.
14 କାୟ୍ତାକ୍ବଃଲେକ୍ ନାଜରିତାର୍ ସେ ଜିସୁ ଇ ମନ୍ଦିର୍ ବଃସମ୍ କଃରେଦ୍, ଆର୍ ଅଃମିକ୍ ଜୁୟ୍ ଜୁୟ୍ ମସା ରିତିବିଦି ଦଃୟ୍ ଆଚେ, ସେରି ସଃବୁ ବାଦ୍ଲାୟ୍ଦ୍ ବଃଲି ସେ କଃଉତାର୍ “ଅଃମିମଃନ୍ ସୁଣି ଆଚୁ ।”
14 Pois o ouvimos dizer que esse Jesus, o Nazareno, destruirá este lugar e mudará os costumes que Moisés nos legou".
15 ସଃଡେବଃଳ୍ ବେରାଣ୍ ମଃଣ୍ଡାୟ୍ ବଃସି ରିଲା ସଃବୁ ଲକ୍ ତାକେ ନିକକଃରି ଦଃକ୍ଲାୟ୍, ତାର୍ ମୁଁ ଦୁତାର୍ ମୁଁ ହର୍ ଦଃକ୍ଲାୟ୍ ।
15 Olhando para ele, todos os que estavam sentados no Sinédrio viram que o seu rosto parecia o rosto de um anjo.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Atos 6, comparar traduções ou montar um estudo — tudo direto pelo WhatsApp.