1 Timóteo 4
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs ARA
1 ସେସ୍କାଳେ କଃତେକ୍ ଲକ୍ ମିଚୁଆ ଗୁରୁମଃନାର୍ କଃତାୟ୍ ହଃଳି ବିସ୍ୱାସ୍ ଚାଡ୍ତି ଟକ୍ଗୁରୁ ମଃନାର୍ ବିସ୍ୱାସ୍ କଃର୍ତିରିଲା ହାହ୍ ଆତ୍ମାର୍ ବିସ୍ୱାସେ ଜାତି ଆର୍ ଜଃତ୍କଃତ୍ ଅଃଉତି ।
1 Ora, o Espírito afirma expressamente que, nos últimos tempos, alguns apostatarão da fé, por obedecerem a espíritos enganadores e a ensinos de demônios,
2 ଇମଃନ୍ ବୁଲ୍କାଉତା ଆର୍ ମିଚୁଆମଃନ୍ ସେମଃନାର୍ ବୁଦି ମଃଲାର୍
2 pela hipocrisia dos que falam mentiras e que têm cauterizada a própria consciência,
3 ସେ ମିଚୁଆ ଗୁରୁମଃନ୍ ବିବାନଃଉଆ ବଃଲ୍ତି, ଆର୍ ବିନ୍ବିନ୍ କାଦି ତଃୟ୍ହୁଣି ବିନେ ରେଉଁକେ ସିକାଉତି । ବିସ୍ୱାସି ଆର୍ ସଃତ୍ ଜାଣିରିଲା ଲକ୍ମଃନାର୍ ତଃୟ୍ହୁଣି ଦନ୍ୟବାଦ୍ ଦଃୟ୍ କାଉଁକେ ଇସ୍ୱର୍ ଇରିମଃନ୍ ଉବ୍ଜାଣ୍ କଃରିଆଚେ ।
3 que proíbem o casamento e exigem abstinência de alimentos que Deus criou para serem recebidos, com ações de graças, pelos fiéis e por quantos conhecem plenamente a verdade;
4 କାୟ୍ତାକ୍ବଃଲେକ୍ ଇସ୍ୱର୍ ଉବ୍ଜାୟ୍ଲାର୍ ସଃବୁ ନିକ, ଆର୍ ଦନ୍ୟବାଦ୍ ଦଃୟ୍ କାୟ୍ଲେକ୍ କାୟ୍ରିହେଁ ଚାଡ୍ତାର୍ ନାୟ୍ ।
4 pois tudo que Deus criou é bom, e, recebido com ações de graças, nada é recusável,
5 ବଲେକ୍, ଇସ୍ୱରାର୍ ବାକ୍ୟୟ୍ ଆର୍ ପାର୍ତ୍ନାୟ୍ ସେରି ନିର୍ମୁଳ୍ କଃରା ଅୟ୍ଦ୍ ।
5 porque, pela palavra de Deus e pela oração, é santificado.
6 ତିମତି, ଇସଃବୁ କଃତାମଃନ୍ ବାୟ୍ବେଣିମଃନ୍କେ ସିକ୍ୟା ଦିଲେକ୍ କ୍ରିସ୍ଟଜିସୁର୍ ଗଟେକ୍ ନିକ ସେବାକାରି ଅଃଉସି, ଆରେକ୍ ତୁମି ଜୁୟ୍ ବିସ୍ୱାସ୍ ଆର୍ ନିକ ସିକ୍ୟାୟ୍ ଚାଲି ଆସି ଆଚାସ୍, ସେରଃକମ୍ ବାକ୍ୟୟ୍ ହୁରା ଅଃଉସି ।
6 Expondo estas coisas aos irmãos, serás bom ministro de Cristo Jesus, alimentado com as palavras da fé e da boa doutrina que tens seguido.
7 ଇସ୍ୱର୍ ଲାଜ୍ କଃର୍ତିରିଲା ମଲ୍ନୟ୍ଲା କଃତାମଃନ୍ ସୁଣାନାୟ୍ । ଇସ୍ୱର୍କେ ମାୟ୍ନ୍କାରି ଜିବନ୍ କାଟୁକ୍ ଅବ୍ୟାସ୍ କଃରା ।
7 Mas rejeita as fábulas profanas e de velhas caducas. Exercita-te, pessoalmente, na piedade.
8 କାୟ୍ତାକ୍ବଃଲେକ୍ ଗଃଗାଳେ କେଳ୍ତାର୍ ଅଃଳକ୍ ଦିନ୍ ହାଇଁ ଲାବ୍, ମଃତର୍ ଇସ୍ୱର୍କେ ମାୟ୍ନ୍ କଃର୍ତାର୍ ଇ କାଳେ ଆର୍ ସେ କାଳେ ସଃୟ୍ତ୍ କଃଲା ଜିବନାର୍ ସଃବୁ କଃତାୟ୍ ଉହ୍କାର୍ ।
8 Pois o exercício físico para pouco é proveitoso, mas a piedade para tudo é proveitosa, porque tem a promessa da vida que agora é e da que há de ser.
9 ଇ କଃତା ସଃତ୍ୟା ଆର୍ ହୁରାହୁରି ମାନ୍ତା ଜୟ୍ଗ୍ ।
9 Fiel é esta palavra e digna de inteira aceitação.
10 ଇତାର୍ ଗିନେ ତ ଅଃମିମଃନ୍ ମଃନ୍ହଃରାଣ୍ ଦଃୟ୍ କଃସ୍ଟ୍ ଆର୍ ଚେସ୍ଟାକ୍ରୁଲୁ, ବଃଲେକ୍ ଜୁୟ୍ ଜିବନ୍ ଇସ୍ୱର୍ ସଃବୁ ମାନାୟ୍ର୍, ମୁଳ୍କଃରି ବିସ୍ୱାସିମଃନାର୍ ମୁକ୍ଳାଉତା ଲକ୍, ତାର୍ତଃୟ୍ ଅଃମିମଃନାର୍ ଆସା ଆଚେ ।
10 Ora, é para esse fim que labutamos e nos esforçamos sobremodo, porquanto temos posto a nossa esperança no Deus vivo, Salvador de todos os homens, especialmente dos fiéis.
11 ତୁୟ୍ ଇ ସଃବୁ ବିସୟ୍ ଆଦେସ୍ ଦଃୟ୍ ସିକ୍ୟା ଦେସ୍ ।
11 Ordena e ensina estas coisas.
12 ତର୍ ଦଃଙ୍ଗ୍ଳା ବଃଇଁସାର୍ ଗିନେ ତକେ କେହେଁ ଇନ୍ମାନ୍ ନଃକେରତ୍, ମଃତର୍ କଃତାୟ୍, ଚାଲାଚାଲ୍ତି ତଃୟ୍, ଲାଡେ, ବିସ୍ୱାସେ, ଆର୍ ନିର୍ମୁଲ୍ ସଃଙ୍ଗ୍ ବିସ୍ୱାସିମଃନାର୍ ଗଟେକ୍ ନିକ ଲକାର୍ ହର୍ ଅଃଉ ।
12 Ninguém despreze a tua mocidade; pelo contrário, torna-te padrão dos fiéis, na palavra, no procedimento, no amor, na fé, na pureza.
13 ମୁୟ୍ଁ ତର୍ତଃୟ୍ ଆସ୍ତା ହଃତେକ୍ ସାସ୍ତର୍ ହଳୁକ୍, ପର୍ଚାର୍ କଃରୁକେ ଆର୍ ସିକ୍ୟା ଦେଉଁକ୍ ମଃନ୍ ଦେସ୍ ।
13 Até à minha chegada, aplica-te à leitura, à exortação, ao ensino.
14 ମଣ୍ଡ୍ଳିର୍ ପାରାଚିନ୍ମଃନ୍ ତର୍ ଉହ୍ରେ ଆତ୍ ସଃଙ୍ଗାୟ୍ଲାକ୍ ତକ୍ ଜୁୟ୍ ଆତ୍ମାର୍ ବର୍ ଦାନ୍ ଦିଆ ଅୟ୍ଆଚେ, ସେରି ଏଳା କଃର୍ ନାୟ୍ ।
14 Não te faças negligente para com o dom que há em ti, o qual te foi concedido mediante profecia, com a imposição das mãos do presbitério.
15 ମୁୟ୍ଁ ଲେକିରିଲା ସଃବୁ କଃତା ମଃନ୍ଦଃୟ୍ କଃରି ମାନୁକେ ଅବ୍ୟାସ୍ କଃର୍ ତଃବେ ତର୍ କାମ୍ ଦାମ୍ ତୟ୍ ଟିକ୍ ବିସୟେ ଜଃଗ୍ରାତ୍ ରେ ।
15 Medita estas coisas e nelas sê diligente, para que o teu progresso a todos seja manifesto.
16 ନିଜାର୍ ବିସୟେ ଆର୍ ନିଜାର୍ ସିକ୍ୟା ବିସୟେ ଜଃଗ୍ରାତ୍ ଅଃଉ, ଇ ସଃବୁ ବିସୟେ ଲାଗିରେ, କାୟ୍ତାକ୍ବଃଲେକ୍ ସେରି କଃଲେକ୍ ତୁୟ୍ ନିଜାର୍ ମୁକ୍ତି ଆର୍ ତର୍ ସିକ୍ୟା ସୁଣ୍ତା ଲକ୍ମଃନାର୍ ମୁକ୍ତି ହେଁ ସାଦୁନ୍ କଃରୁ ହାର୍ସି ।
16 Tem cuidado de ti mesmo e da doutrina. Continua nestes deveres; porque, fazendo assim, salvarás tanto a ti mesmo como aos teus ouvintes.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Timóteo 4, comparar traduções ou montar um estudo — tudo direto pelo WhatsApp.