1 Timóteo 2
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs ARA
1 ମୁୟ୍ଁ ହଃର୍ତୁ ଗଃଉଆରି କଃରୁଲେ ପାର୍ତ୍ନା କଃର୍ତା ବଃଳ୍ ସବୁ ଲକାର୍ ହାୟ୍ଁ ପାର୍ତ୍ନା କଃରା, ଇସ୍ୱରାର୍ ତଃୟ୍ ପାର୍ତ୍ନା ଗଃଉଆରି ଆର୍ ଦନ୍ୟବାଦ୍ ଜାଣାଉଆ,
1 Antes de tudo, pois, exorto que se use a prática de súplicas, orações, intercessões, ações de graças, em favor de todos os homens,
2 ଇତାର୍ ଗିନେ ସଃବୁଲକାର୍ ଜିବନେ ରଃଜା ଆର୍ ସାସନ୍ କଃରୁମଃନାର୍ ଗିନେ ଗଃଉଆରି, ପାର୍ତନା, ବିନ୍ତି ଆର୍ ଦନ୍ୟବାଦ୍ ଦେଉଁକେ ମୁୟ୍ଁ ହଃର୍ତୁ ଗଃଉଆରି କଃରୁଲେ ।
2 em favor dos reis e de todos os que se acham investidos de autoridade, para que vivamos vida tranquila e mansa, com toda piedade e respeito.
3 ଇରଃକମ୍ ପାର୍ତ୍ନା ଅଃମିମଃନାର୍ ମୁକ୍ଳାଉତା ଇସ୍ୱରାର୍ ଆକାୟ୍ ନିକ ଆର୍ ମଃନ୍କେ ଗଃଲାର୍ ।
3 Isto é bom e aceitável diante de Deus, nosso Salvador,
4 ସଃବୁ ଲକ୍ ଜଃନ୍କଃରି ମୁକ୍ତି ହାଉଅତ୍ ଆର୍ ସଃତ୍ ବିସୟେ ଗ୍ୟାନ୍ ହାଅତ୍, ଇରି ସେ ମଃନ୍ କଃରୁଲା ।
4 o qual deseja que todos os homens sejam salvos e cheguem ao pleno conhecimento da verdade.
5 କାୟ୍ତାକ୍ବଃଲେକ୍ ଗଟେକ୍ ବଃଲି ଇସ୍ୱର୍ ଆଚେ, ଆର୍ ଇସ୍ୱର୍ ଆର୍ ମାନାୟ୍ମଃନାର୍ ବିତ୍ରେ ଗଟେକ୍ ହଃକା ମଃଜିର୍ ଲକ୍ ଆଚେ, ସେ କ୍ରିସ୍ଟ ଜିସୁ, ଗଟେକ୍ ମାନାୟ୍ ।
5 Porquanto há um só Deus e um só Mediador entre Deus e os homens, Cristo Jesus, homem,
6 ଜିସୁ ସଃବୁ ଲକାର୍ ମୁକ୍ଳାଉତାର୍ ମଲ୍ ହର୍ ଆହ୍ଣାକେ ସହ୍ରିଦଃୟ୍ ଟିକ୍ ବେଳାୟ୍ ସେତିର୍ ସାକି ଅୟ୍ଆଚେ ।
6 o qual a si mesmo se deu em resgate por todos: testemunho que se deve prestar em tempos oportunos.
7 ସେତାର୍ ଗିନେ ମୁୟ୍ଁ ଗଟେକ୍ ପର୍ଚାର୍କାରି ପେରିତ୍ ଆରେକ୍ ବିସ୍ୱାସ୍ ଆର୍ ସଃତ୍ କଃତାକ୍ ଅଜିଉଦି ଲକ୍ମଃନ୍କାର୍ ଗଟ୍ ଗୁରୁ ହର୍ ବାଚିଅୟ୍ଲେ, ଇରି ମୁୟ୍ଁ ସଃତ୍ କଃଉଁଲେ ମିଚ୍ ନଃକୟ୍ଁ ।
7 Para isto fui designado pregador e apóstolo (afirmo a verdade, não minto), mestre dos gentios na fé e na verdade.
8 ମୁୟ୍ଁ ମଃନ୍ କଃରୁଲେ ପାର୍ତନାୟ୍ ନିର୍ମୁଳ୍ ଆତ୍ ଟେକି ସଃବୁଲକ୍ ପାର୍ତ୍ନା କଃରତ୍ ମଃନ୍ ବିତ୍ରାର୍ ସଃବୁ ରିସା ଚାଡତ୍ ।
8 Quero, portanto, que os varões orem em todo lugar, levantando mãos santas, sem ira e sem animosidade.
9 ମାୟ୍ଜିମଃନ୍କେ ହେଁ ମର୍ ଗଃଉଆରି ସେମଃନ୍ ବେସି ମଲାର୍ ଚଃଉଁରିକସା ଆର୍ ସନାମାଳି ଆର୍ ହିରା ହିନ୍ଦି ନିଜଃକେ ସୁନ୍ଦୁର୍ ନଃକେରି ନିକ କାମେ ଦଃର୍ମି ବାବେ ଜାଣା ହଃଳତ୍ ।
9 Da mesma sorte, que as mulheres, em traje decente, se ataviem com modéstia e bom senso, não com cabeleira frisada e com ouro, ou pérolas, ou vestuário dispendioso,
10 ଦଃର୍ମି ମାୟ୍ଜିମଃନ୍ ତାକାର୍ ଲଳା ହଃର୍କାରେ ନିକ କାମ୍ ସଃଙ୍ଗ୍ ଅଃହ୍ଣା ଅଃହ୍ଣାକ୍ ଜଃଗ୍ରାତ୍ କଃରତ୍ ।
10 porém com boas obras (como é próprio às mulheres que professam ser piedosas).
11 ମାୟ୍ଜିମଃନ୍ ହୁରାହୁରି ମାୟ୍ନ୍କାରି ଅୟ୍ ତୁନ୍ହଃଳି ସିକ୍ୟା ସୁଣି ମଃନେ ଦଃରତ୍ ।
11 A mulher aprenda em silêncio, com toda a submissão.
12 ମାୟ୍ଜିକେ ସିକ୍ୟା ଦେଉଁକେ କି ଅଃଣ୍ଡ୍ରା ଉହ୍ରେ ଅଃଦିକାର୍ କଃରୁକେ ମୁୟ୍ଁ ମାୟ୍ଜି ମଃନ୍କେ ସିକାଉଁକେ ନଃକୟ୍ଁ, ମଃତର୍ ସେମଃନ୍ ତୁନ୍ହଃଳି ସୁଣତ୍ ।
12 E não permito que a mulher ensine, nem exerça autoridade de homem; esteja, porém, em silêncio.
13 କାୟ୍ତାକ୍ବଃଲେକ୍ ଇସ୍ୱର୍ ହଃର୍ତୁ ଆଦମ୍କେ ତିଆର୍ କଃଲା, ତାର୍ହଃଚେ ହବା ।
13 Porque, primeiro, foi formado Adão, depois, Eva.
14 ହଃର୍ତୁ ଆଦମ୍କେ ସୟ୍ତାନ୍ ଟକି ନଃରିଲି, ମଃତର୍ ହବାକ୍ ହାହ୍କଃରି ଇସ୍ୱରାର୍ କଃତା ନଃମାନ୍ତା ଦସେ ଦଃଣ୍ଡ୍ ହାୟ୍ଲି ।
14 E Adão não foi iludido, mas a mulher, sendo enganada, caiu em transgressão.
15 ମଃତର୍ ମାୟ୍ଜିମଃନ୍ ନିକ ବୁଦିର୍ ସଃଙ୍ଗ୍, ବିସ୍ୱାସ୍, ଲାଡ୍, ଆର୍ ନିର୍ମୁଳ୍ ମଃନେ ତିର୍ ରିଲେକ୍, ସେମଃନ୍ ହିଲାକ୍ ଜଃଲମ୍ କଃଲେକ୍ ହାହେ ହୁଣି ମୁକ୍ତି ହାଉତି ।
15 Todavia, será preservada através de sua missão de mãe, se ela permanecer em fé, e amor, e santificação, com bom senso.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Timóteo 2, comparar traduções ou montar um estudo — tudo direto pelo WhatsApp.