1 Coríntios 13
ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍ (BDV) vs NAA
1 ଜଦି ମୁୟ୍ଁ ମାନାୟ୍ମଃନାର୍ ଆର୍ ଦୁତ୍ମଃନାର୍ ବାସାୟ୍ କଃତା କୟ୍ନ୍ଦ୍, ମଃତର୍ ମର୍ ଲାଡ୍ ନରେୟ୍, ତଃବେ ମୁଁୟ୍ ଗଃର୍ଜ୍ତା ଗଃଟା ନୟ୍ଲେକ୍ ଜଃମ୍ଜଃମ୍ ବାଜ୍ତା ବଃଡ୍ ଗିନି ହର୍ ଅୟ୍ ଆଚି ।
1 Ainda que eu fale as línguas dos homens e dos anjos, se não tiver amor, serei como o bronze que soa ou como o címbalo que retine.
2 ଆର୍, ଜଦି ମର୍ ତଃୟ୍ ଇସ୍ୱରାର୍ କବୁର୍ କଃଉତା ସଃକ୍ତି ରଃୟ୍ଦ୍; ମର୍ତଃୟ୍ ସଃବୁ ଗୁପ୍ତ୍ ଅଃର୍ତ୍ ବୁଜୁକ୍ ସଃକ୍ତି ରେଉଁ ହାରେ; ସଃବୁ ଗିଆନ୍ ହାୟ୍ରଃୟ୍ନ୍ଦ୍, ଆର୍ ହଃର୍ବାତ୍କେ ଗୁଚାଉତା ଗିନେ ମର୍ ବିସ୍ୱାସ୍ ରଃୟ୍ଦ୍, ମଃତର୍ ମର୍ ଜଦି ଲାଡ୍ ନଃରେୟ୍, ତଃବେ ମୁୟ୍ଁ କାୟ୍ରି ନାୟ୍ ।
2 Ainda que eu tenha o dom de profetizar e conheça todos os mistérios e toda a ciência; ainda que eu tenha tamanha fé, a ponto de transportar montes, se não tiver amor, nada serei.
3 ଆରେକ୍ ମୁୟ୍ଁ ନୟ୍ଲା ଲକେ କାଳାଉଁକେ ମର୍ ସଃବୁ ବାଟା କଃରି ଦଃୟ୍ନ୍ଦ୍, ଆରେକ୍ ଜଦି ମୁୟ୍ଁ ମର୍ ଗଃଗାଳ୍ ହଡୁକ୍ ସଃହ୍ରି ଦଃୟ୍ନ୍ଦ୍, ମଃତର୍ ମର୍ ଲାଡ୍ ନଃରେୟ୍, ତଃବେ ମର୍ କାୟ୍ ଲାବ୍ ନାୟ୍ ।
3 E ainda que eu distribua todos os meus bens entre os pobres e ainda que entregue o meu próprio corpo para ser queimado, se não tiver amor, isso de nada me adiantará.
4 ଲାଡ୍ ଦୁକ୍ ସଃମ୍ବାଳ୍ତାର୍, ଲାଡ୍ ଉହ୍କାର୍ କଃର୍ତାର୍ । ଡାରା ନଃକେରେ, ଗଃର୍ବ୍ ନଃକେରେ, ଅଃକାର୍ ନଃକେରେ
4 O amor é paciente e bondoso. O amor não arde em ciúmes, não se envaidece, não é orgulhoso,
5 ମଃନେ ଲାଡ୍ ରିଲାର୍ ଗିନେ ରିସା ଜାତ୍ ନୟ୍, ନିଜେ ଲାବ୍ ହାଉଁକେ ଉପାୟ୍ ନଃକଜେ କାକ୍ରି ନୟ୍, ଉହ୍କାର୍ ହାୟ୍ ନଃରିଲେକ୍ ହେଁ ମଃନେ ବେର୍ ନଃଦେରେ ।
5 não se conduz de forma inconveniente, não busca os seus interesses, não se irrita, não se ressente do mal.
6 ଅଃଦଃର୍ମେ ସଃର୍ଦା ନଃକେରେ ମଃତର୍ ସଃତ୍ ତଃୟ୍ ସଃର୍ଦା କଃରେଦ୍,
6 O amor não se alegra com a injustiça, mas se alegra com a verdade.
7 ଲବଦ୍ ସଃବୁ ସଃମ୍ବାଳେଦ୍, ସଃବୁ ସଃତ୍ କଃରେଦ୍, ସଃବୁ ଆସା କଃରେଦ୍, ସଃବୁ କଃତାୟ୍ ସାସ୍ଦଃରି ରଃୟ୍ଦ୍ ।
7 O amor tudo sofre, tudo crê, tudo espera, tudo suporta.
8 ଲାଡ୍ କଃବେହେଁ ନଃସେରେ, ଇସ୍ୱରାର୍ କବୁର୍ କଃଉତା ସଃକ୍ତି ରଃୟ୍ଦ୍, ସେରି ସଃରେଦ୍, ଜଦି ବିନ୍ ବାସା କଃଉତା ସଃକ୍ତି ରଃୟ୍ଦ୍, ସେସଃବୁ ସେସ୍ ଅୟ୍ଦ୍, ଜଦି ମାନାୟ୍ର୍ ଗିଆନ୍ ରଃୟ୍ଦ୍, ସେରି ନଃସ୍ଟ୍ ଅୟ୍ଦ୍ ।
8 O amor jamais acaba. Havendo profecias, desaparecerão; havendo línguas, cessarão; havendo ciência, passará.
9 କାୟ୍ତାକ୍ବଃଲେକ୍ ଅଃମିମଃନାର୍ ଗିଆନାର୍ ଦାନ୍ ଆର୍ ଇସ୍ୱରାର୍ କବୁର୍ କଃଉତାର୍ ଗିଆନ୍ ଅଃଳକ୍ ।
9 Pois o nosso conhecimento é incompleto e a nossa profecia é incompleta.
10 ମଃତର୍ ସଃବୁ କଃତାର୍ ହୁର୍ଣ୍ଣ୍ କଃତା ଆୟ୍ଲେକ୍ ଅଃଳହଃଳ କଃତା ନଃସ୍ଟ୍ ଅୟ୍ଦ୍ ।
10 Mas, quando vier o que é completo, então o que é incompleto será aniquilado.
11 ମୁୟ୍ଁ ସାନ୍ ରିଲାବଃଳ୍ ସାନ୍ ହିଲା ହର୍ କଃତା କଃଉତିରିଲେ, ହିଲାହର୍ ବାବ୍ତି ରିଲେ, ହିଲା ହର୍ ବିଚାର୍ କଃର୍ତିରିଲେ; ବଃଡ୍ ଅୟ୍ଲାକ୍ ମୁଁୟ୍ ହିଲା ବଃଳାର୍ କଃତା ସଃବୁ ଚାଡ୍ଲେ ।
11 Quando eu era menino, falava como menino, sentia como menino, pensava como menino; quando cheguei a ser homem, desisti das coisas próprias de menino.
12 କାୟ୍ତାକ୍ବଃଲେକ୍ ଅଃବେ ମୁୟ୍ଁ ଦଃର୍ହାଣେ ଦଃକ୍ଲା ହର୍ ଅଃଳକ୍ ଜାଣିଆଚି । ମଃତର୍ ସଃଡେବଃଳ୍ ମୁୟ୍ଁ ନିକକଃରି ଜାଣିନ୍ଦ୍; ମଃତର୍ ସଃଡେବଃଳ୍, ମୁୟ୍ଁ ଜଃନ୍କଃରି ଚିନ୍ଲାର୍, ସେରଃକମ୍ ହେଁ ଜାଣାହଃଳିନ୍ଦ୍ ।
12 Porque agora vemos como num espelho, de forma obscura; depois veremos face a face. Agora meu conhecimento é incompleto; depois conhecerei como também sou conhecido.
13 ତଃବେ ବିସ୍ୱାସ୍, ବଃର୍ସା, ଲାଡ୍, ଇ ତିନିଗଟ୍ ସଃବୁବଃଳ୍ ରଃୟ୍ଦ୍, ଆର୍ ଇମଃନାର୍ ବିତ୍ରେ ଲାଡ୍ ସଃବ୍କେ ବଃଡ୍ ।
13 Agora, pois, permanecem a fé, a esperança e o amor, estes três; porém o maior deles é o amor.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar 1 Coríntios 13, comparar traduções ou montar um estudo — tudo direto pelo WhatsApp.