Zacarias 5
Oriya Bible (GL_ORIYA) vs VC
1 ମୁଁ ପୁଣି ଉର୍ଦ୍ଧ୍ବକୁ ଦୃଷ୍ଟି କଲି ଓ ଏକ ଉଡନ୍ତା ନଳାକାର ପୁସ୍ତକ ଦେଖିଲି।
1 Levantando os olhos, olhei e vi um rolo manuscrito que voava.
2 ସହେି ସ୍ବର୍ଗଦୂତ ମାେତେ ପ୍ରଶ୍ନ କଲେ, ତୁମ୍ଭେ କ'ଣ ଦେଖୁଛ?
2 {O anjo} disse-me: Que vês? Um rolo que voa, respondi, o qual tem vinte côvados de comprimento por dez de largura.
3 ତା'ପ ରେ ସହେି ସ୍ବର୍ଗଦୂତ କହିଲେ, ଏହି ନଳାକାର ପୁସ୍ତକରେ ଅଭିଶାପ ଅଛି, ଯାହା ସାରା ପୃଥିବୀ ବିରୁଦ୍ଧ ରେ ଯାଉଛି। ଏହା ଚୋର ଏବଂ ମିଥ୍ଯାଶପଥକାରୀ ଦୁଇଜଣଙ୍କୁ ଅଭିଶାପ ଦିଏ, ଯେଉଁମାନେ ଦଣ୍ତିତ ନ ହାଇେ ଖସି ୟାଇଛନ୍ତି।
3 Ele disse-me: Isto é a Maldição que se espalha sobre toda a terra. Todo ladrão será expulso por ela, e todo perjuro será lançado fora por ela.
4 ସର୍ବଶକ୍ତିମାନ ସଦାପ୍ରଭୁ କୁହନ୍ତି, ମୁଁ ସହେି ନଳାକାର ପୁସ୍ତକକୁ ଗ୍ଭରମାନଙ୍କେର ଗୃହକୁ ପଠାଇବି ଏବଂ ସହେିମାନଙ୍କ ଘରକୁ, ଯେଉଁମାନେ ମାରେ ନାମ ବ୍ଯବହାର କରି ମିଥ୍ଯା ଶପଥ ନଇେଛନ୍ତି। ସହେି ନଳାକାର ପୁସ୍ତକ ପ୍ରେତ୍ୟକକ ଗୃହ ରେ ରହିବ ଏବଂ ଧ୍ବଂସକାରୀ, କଡିକାଠ ତଳେ ଓ ପ୍ରସ୍ତର ତଳେ ରହିବ। ଏପରିକି ପ୍ରସ୍ତର ତଥା କାଷ୍ଠର ସ୍ତମ୍ଭଗୁଡିକ ମଧ୍ଯ ବିନଷ୍ଟ ହବେ।
4 Eu a deixarei espalhar-se por toda a parte - oráculo do Senhor - e ela forçará a casa do ladrão e a do perjuro; alojar-se-á na casa {de cada um} deles e a aniquilará com a sua madeira e as suas pedras.
5 ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତ ବାହାରକୁ ଆସିଲେ। ମାେତେ କହିଲେ, ଦେଖ, କ'ଣ ଆସୁଥିବାର ଦେଖୁଛ?
5 O anjo porta-voz aproximou-se e disse-me: Levanta os teus olhos e vê o que vem lá!
6 ମୁଁ ଉତ୍ତର କଲି, ଏହା କ'ଣ? ସେ କହିଲେ, ତାହା ଏକ ମାପ କରିବା ଟୋକଇେ ଏବଂ ତାହା ଦେଶର ଲୋକମାନଙ୍କର ପାପକୁ ମାପିପାରିବ।
6 Eu disse: O que é? Ele respondeu: É um efá que aparece, e acrescentou: É a iniqüidade deles por toda a terra.
7 ଗୋଟିଏ ସୀମାର ନିର୍ମିତ ଘୋଡଣୀ ଟୋକଇରେୁ କଢାଗଲା। ସହେି ମାପିବାର ଟୋକଇେ ମଧିଅରେ ଗୋଟିଏ ସ୍ତ୍ରୀଲୋକ ଥିଲା।
7 Eis que foi levantada a tampa de chumbo, e vi uma mulher instalada no efá.
8 ସ୍ବର୍ଗଦୂତ କହିଲେ, ଏହି ନାରୀ ଦୁଷ୍ଟପଣିଆର ପ୍ରତିନିଧି ସ୍ବରୂପ। ତା'ପ ରେ ସେ ସ୍ବର୍ଗଦୂତ ସହେି ନାରୀକୁ ମାପ ଟୋକଇେ ଭିତରକୁ ଠଲେିଦଇେ ତାହାର ସୀମା ଘୋଡଣୀ ବନ୍ଦ କରି ଦେଲେ।
8 Esta mulher, disse ele, é a Iniqüidade! Prendeu-a no efá e tapou a boca do efá com o disco de chumbo.
9 ତା'ପ ରେ ମୁଁ ଉର୍ଦ୍ଧ୍ବକୁ ଦୃଷ୍ଟି କଲି ଏବଂ ସାରସ ପକ୍ଷୀ ପରି ପକ୍ଷୀଥିବା ଦୁଇଟି ନାରୀ ଦେଖିଲି। ସମାନେେ ଉଡି ଆସିଲେ ଏବଂ ସମାନଙ୍କେ ପକ୍ଷ ରେ ପବନ ଥିଲା। ସମାନେେ ସେ ମାପିବାର ଟୋକଇକେୁ ଉଠାଇଲେ ପୃଥିବୀ ଓ ସ୍ବର୍ଗ ମଧିଅରେ ବୋହି ନେଲେ।
9 Então levantei os olhos e olhei: apareceram duas mulheres, e o vento soprava em suas asas. Tinham asas como de cegonha e levantaram o efá entre o céu e a terra.
10 ତା'ପ ରେ ମୁଁ ମାେ ସହିତ ଆଳାପ କରୁଥିବା ସ୍ବର୍ଗଦୂତକୁ ପଗ୍ଭରିଲି, ସମାନେେ ସହେି ମାପିବାର ଟୋକଇଟେିକୁ କେଉଁଠାକୁ ନେଉଛନ୍ତି।
10 Perguntei então ao porta-voz: Aonde vão elas com o efá?
11 ସ୍ବର୍ଗଦୂତ ମାେତେ ଉତ୍ତର କଲେ, ସମାନେେ ଶିନିଅର ଦେଶ ରେ ଗୋଟିଏ ଗୃହ ନିର୍ମାଣ କରିବାକୁ ଯାଉଛନ୍ତି। ଗୃହ ପ୍ରସ୍ତୁତ ହେଲାପ ରେ ଏହା ଯଥା ସ୍ଥାନ ରେ ସ୍ଥାପିତ ହବେ।
11 Ele respondeu-me: Vão construir-lhe uma casa na terra de Senaar, estabelecê-la ali e fixá-la no seu lugar.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Zacarias 5, comparar traduções ou montar um estudo — tudo direto pelo WhatsApp.