Zacarias 3
Oriya Bible (GL_ORIYA) vs NAA
1 ସଦାପ୍ରଭୁ ସ୍ବର୍ଗଦୂତ ମହାୟାଜକ ଯିହାଶୂେୟଙ୍କୁ ମାେତେ ଦଖାଇେଲେ। ଯିହାଶୂେୟ ସଦାପ୍ରଭୁଙ୍କ ସ୍ବର୍ଗଦୂତଙ୍କ ସମ୍ମୁଖ ରେ ଓ ଶଇତାନ ଯିହାଶୂେୟଙ୍କ ଦକ୍ଷିଣ ପାଶର୍ବ ରେ ଛିଡା ହାଇେଥିଲେ। ତାଙ୍କୁ ଦୋଷ ଦବୋକୁ ଶଯତାନ ସଠାେ ରେ ଉପସ୍ଥିତ ଥିଲେ।
1 Deus me mostrou o sumo sacerdote Josué, que estava diante do Anjo do Senhor ; mostrou também Satanás, que estava à direita de Josué, para o acusar.
2 ତା'ପ ରେ ସଦାପ୍ରଭୁ କହିଲେ, ସଦାପ୍ରଭୁ ତୁମ୍ଭକୁ ଭର୍ତ୍ସନା କରିବେ, ହେ ଶଇତାନ, ସେ ତୁମ୍ଭକୁ ସମାଲୋଚନା କରି ଗ୍ଭଲିଥିବେ। ସଦାପ୍ରଭୁ ୟିରୁଶାଲମକୁ ତାଙ୍କ ସ୍ବତନ୍ତ୍ର ନଗରରୂପେ ମନୋନୀତ କରିଛନ୍ତି। ଗୋଟିଏ ଜଳନ୍ତା କାଠଗଣ୍ତି ନିଆଁରୁ ଟାଣି ଆଣିବାପରି, ସେ ସହେି ନଗରକୁ ରକ୍ଷା କରିଥିଲେ।
2 Mas o Senhor disse a Satanás: — Que o
3 ଯିହାଶୂେୟ ସ୍ବର୍ଗଦୂତଙ୍କ ସମ୍ମୁଖ ରେ ଛିଡା ହାଇେଥିଲେ ଏବଂ ସେ ଏକ ମଇଳା ବସ୍ତ୍ର ପରିଧାନ କରିଥିଲେ।
3 Ora, Josué estava diante do Anjo vestido com roupas muito sujas.
4 ତା'ପ ରେ ସହେି ସ୍ବର୍ଗଦୂତ ତାଙ୍କ ନିକଟରେ ଛିଡା ହାଇେଥିବା ଅନ୍ୟ ସ୍ବର୍ଗଦୂତକୁ କହିଲେ, ୟିହୋଶୂଯଙ୍କ ଶରୀରରୁ ସହେି ମଇଳା ବସ୍ତ୍ର ଗୁଡିକୁ କାଢିନିଅ। ତା'ପ ରେ ସ୍ବର୍ଗଦୂତ ଯିହାଶୂେୟଙ୍କୁ କହିଲେ, ବର୍ତ୍ତମାନ, ମୁଁ ତୁମ୍ଭର ଅପରାଧ କାଢିନଇେଛି ଏବଂ ମୁଁ ତୁମ୍ଭଙ୍କୁ ନୂଆ ମୂଲ୍ଯବାନ ବସ୍ତ୍ର ରେ ଆଚ୍ଛାଦିତ କରୁଛି।
4 O Anjo tomou a palavra e disse aos que estavam diante dele: — Tirem as roupas sujas que ele está usando. E a Josué ele disse: — Eis que tirei de você a sua iniquidade e agora o vestirei com roupas finas.
5 ତା'ପ ରେ ମୁଁ କହିଲି, ତା'ର ମସ୍ତକରେ ଏକ ନିର୍ମଳ ପଗଡି ବାନ୍ଧି ଦିଅନ୍ତୁ। ତେଣୁ ସମାନେେ ତାଙ୍କର ମସ୍ତକରେ ନିର୍ମଳ ପଗଡି ବାନ୍ଧି ଦେଲେ। ସମାନେେ ତାଙ୍କୁ ପୁଣି ବସ୍ତ୍ର ପିନ୍ଧାଇଲା ବେଳେ ସଦାପ୍ରଭୁଙ୍କର ଦୂତ ପାଖ ରେ ଠିଆ ହାଇେଥିଲେ।
5 Então eu disse: — Ponham um turbante limpo na cabeça dele. Puseram um turbante limpo na cabeça dele e o vestiram, na presença do Anjo do
6 ତା'ପ ରେ ସଦାପ୍ରଭୁଙ୍କ ଦୂତ ଯିହାଶୂେୟଙ୍କୁ ଏହା କହି ସତର୍କ କରାଇଲେ:
6 que disse a Josué:
7 ସର୍ବଶକ୍ତିମାନ ସଦାପ୍ରଭୁ କହନ୍ତି, ଆମ୍ଭେ ଯେପରି ନିର୍ଦ୍ଦେଶ ଦେଉ ତୁମ୍ଭେ ସପରେି ପରିଗ୍ଭଳିତ ହୁଅ ଏବଂ ଯତ୍ନ ସହକା ରେ କର ଯାହା ଆମ୍ଭେ ଗ୍ଭହୁଁ। ତବେେ ତୁମ୍ଭେ ଆମ୍ଭର ଗୃହ ରେ ବିଗ୍ଭର କରିବ ଏବଂ ଆମ୍ଭର ମନ୍ଦିର ଅଗଣାର ରକ୍ଷକ ହବେ। ଆମ୍ଭେ ତୁମ୍ଭକୁ ପ୍ରବେଶ କରାଇବା ସହେିମାନଙ୍କ ମଧିଅରେ, ଯେଉଁମାନେ କି ଏଠା ରେ ଛିଡା ହେଉଛନ୍ତି।
7 — Assim diz o Senhor dos Exércitos: Se você andar nos meus caminhos e observar os meus preceitos, você julgará o meu templo e guardará os meus átrios. Eu lhe darei livre acesso entre estes que aqui se encontram.
8 ହେ! ମହାୟାଜକ ଯିହାଶୂେୟ ଓ ତୁମ୍ଭ ସମ୍ମୁଖ ରେ ବସିଥିବା ସହ ଯାଜକ ଆମ୍ଭ କଥା ଶୁଣ। ଯେତବେେଳେ ଆମ୍ଭେ ଆପଣା ସ୍ବତନ୍ତ୍ର ଅନୁଚର ଆଣିବା ସେତବେେଳେ ଏହି ଲୋକମାନେ ୟିଏ କି କ'ଣ ଘଟିବ ବୋଲି ଦଖାଇବେେ ଉଦାହରଣ ହବେେ। ଯେଉଁ ଅନୁଚରକୁ ଆମ୍ଭେ ଆଣିବା ତାଙ୍କୁ ଶାଖା କୁହାୟିବ।
8 Portanto, escute, Josué, sumo sacerdote, você e os seus companheiros que estão sentados diante de você, porque estes homens são um sinal do que há de vir: eis que eu farei vir o meu servo, o Renovo.
9 ଯିହାଶୂେୟଙ୍କ ସମ୍ମୁଖ ରେ ଆମ୍ଭେ ଯେଉଁ ସ୍ବତନ୍ତ୍ର ପ୍ରସ୍ତର ସ୍ଥାପନ କରୁଅଛୁ ତାକୁ ଦେଖ। ସହେି ପ୍ରସ୍ତର ରେ ସାତଟି ଚକ୍ଷୁ ଅଛି। ସହେି ସ୍ବତନ୍ତ୍ର ପ୍ରସ୍ତର ଉପ ରେ ଆମ୍ଭେ ବାର୍ତ୍ତା ଖାଦେନ କରିବା। ସଦାପ୍ରଭୁ କୁହନ୍ତି ଆମ୍ଭେ ସେ ଦେଶରୁ ଅଧର୍ମ ଦୂର କରିବା, ଏହା ସେ ପ୍ରସ୍ତର ଦିନେ ଦଖାଇବେ।
9 Porque eis aqui a pedra que pus diante de Josué; sobre esta pedra única estão sete olhos. Eis que eu gravarei nela uma inscrição, diz o Senhor dos Exércitos, e tirarei a iniquidade desta terra num só dia.
10 ସଦାପ୍ରଭୁ ସର୍ବଶକ୍ତିମାନ କୁହନ୍ତି, ସେତବେେଳେ ଲୋକମାନେ ଏକତ୍ର ବସିବେ ଓ ସମାନଙ୍କେର ବନ୍ଧୁ ଓ ପଡ଼ୋଶୀଙ୍କ ସହିତ ଆଳାପ କରିବେ। ସମାନେେ ଡିମ୍ବିରି ବୃକ୍ଷତଳେ ଓ ଦ୍ରାକ୍ଷାଲତା ତଳେ ବସିବାକୁ ପରସ୍ପରକୁ ନିମନ୍ତ୍ରଣ କରିବେ।
10 Naquele dia, diz o Senhor dos Exércitos, cada um de vocês convidará o seu próximo para sentar-se debaixo da videira e debaixo da figueira.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Zacarias 3, comparar traduções ou montar um estudo — tudo direto pelo WhatsApp.