Zacarias 14

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଦେଖ, ସଦାପ୍ରଭୁଙ୍କର ପାଇଁ ଏକ ବିଶଷଦେିନ ଆସୁଛି। ତୁମ୍ଭମାନେେ ଯେଉଁ ସମ୍ପତ୍ତି ନଇେଛ ତାହା ତୁମ୍ଭମାନଙ୍କ ମଧିଅରେ ଭାଗ କରାୟିବ।
1 Eis que vem o dia do Senhor , em que os teus despojos se repartirão no meio de ti.
2 ଆମ୍ଭେ ସମସ୍ତ ଗୋଷ୍ଠୀକୁ ୟିରୁଶାଲମ ବିରୁଦ୍ଧ ରେ ଲଢିବାକୁ ଏକତ୍ରୀତ କରିବା। ନଗରଟି ପରାଜିତ ହବେ ଓ ଗୃହଗୁଡିକ ଲୁଣ୍ଠିତ ହବେ। ସ୍ତ୍ରୀମାନେ ଧର୍ଷିତ ହବେେ ଏବଂ ଦେଶର ଅର୍ଦ୍ଦକେ ଲୋକ ନିର୍ବାସିତ ହବେେ। ଅବଶିଷ୍ଟ ଲୋକମାନେ ନଗରୀରୁ ନିଆଯିବେ ନାହିଁ।
2 Porque eu ajuntarei todas as nações para a peleja contra Jerusalém; e a cidade será tomada, e as casas serão saqueadas, e as mulheres, forçadas; e metade da cidade sairá para o cativeiro, mas o resto do povo não será expulso da cidade.
3 ସେତବେେଳେ ସଦାପ୍ରଭୁ ବାହାରି ସେ ଦେଶମାନଙ୍କ ବିରୁଦ୍ଧ ରେ ୟୁଦ୍ଧ କରିବେ, ସେ ଏପରି କରିବେ ଯେପରି ସେ ସଂଗ୍ରାମ ସମୟରେ କରନ୍ତି।
3 E o Senhor sairá e pelejará contra estas nações, como pelejou no dia da batalha.
4 ସେତବେେଳେ ସଦାପ୍ରଭୁଙ୍କର ଦୁଇ ପଦ ୟିରୁଶାଲମର ପୂର୍ବ ଦିଗ ରେ ଥିବା ଅଲିଭ ପର୍ବତ ଉପ ରେ ଠିଆ ହବେ। ସହେି ଅଲିଭ୍ ପର୍ବତ ବିଦୀର୍ଣ୍ଣ ହବେ ଓ ଏହାର ଗୋଟିଏ ଅଂଶ ଉତ୍ତର ଦିଗକୁ ଓ ଅନ୍ୟ ଅଂଶଟି ଦକ୍ଷିଣ ଦିଗକୁ ଗତି କରିବ। ଗୋଟିଏ ଗଭୀର ଉପତ୍ୟକା ପୂର୍ବ ପଶ୍ଚିମ ହାଇେ ବିସ୍ତୃତ ହବେ।
4 E, naquele dia, estarão os seus pés sobre o monte das Oliveiras, que está defronte de Jerusalém para o oriente; e o monte das Oliveiras será fendido pelo meio, para o oriente e para o ocidente, e haverá um vale muito grande; e metade do monte se apartará para o norte, e a outra metade dele, para o sul.
5 ସହେି ପାର୍ବତ୍ଯ ଉପତ୍ୟକା ଯେତବେେଳେ ତୁମ୍ଭମାନଙ୍କର ନିକଟତର ହବେ ତୁମ୍ଭମାନେେ ଖସିୟିବାକୁ ଚେଷ୍ଟା କରିବ। ଯିହୁଦାର ରାଜା ଉଷିୟଙ୍କ ସମୟରେ ହାଇେଥିବା ଭୂମିକମ୍ପ ବେଳେ ଯେଉଁପରି ଭାବରେ ଲୋକମାନେ ପଳାଯନ କରୁଥିଲେ ସହେିପରି ତୁମ୍ଭମାନେେ ଦୌଡିବ। ମାତ୍ର ସଦାପ୍ରଭୁ ମାରେ ପରମେଶ୍ବର ଆସିବେ ଏବଂ ତୁମ୍ଭ ସହିତ ସମସ୍ତ ପବିତ୍ର ପ୍ରାଣୀ ଥିବେ।
5 E fugireis pelo vale dos meus montes (porque o vale dos montes chegará até Azel) e fugireis assim como fugistes do terremoto nos dias de Uzias, rei de Judá; então, virá o Senhor , meu Deus, e todos os santos contigo, ó Senhor.
6 ସହେିଦିନ ଆଲୋକ ରହିବ ନାହିଁ, ଶୀତଳତା କି ତୁଷାର ହବେ ନାହିଁ।
6 E acontecerá, naquele dia, que não haverá preciosa luz, nem espessa escuridão.
7 ଗୋଟିଏ ବିଶଷଦେିନ କବଳେ ସଦାପ୍ରଭୁଙ୍କୁ ଜଣା କୌଣସି ଦିନ ବା ରାତ୍ରି ହବେ ନାହିଁ। ସନ୍ଧ୍ଯା ସମୟରେ ଆଲୋକ ଥିବ।
7 Mas será um dia conhecido do Senhor ; nem dia nem noite será; e acontecerá que, no tempo da tarde, haverá luz.
8 ସଦେିନ, ୟିରୁଶାଲମରୁ ସ୍ବଚ୍ଛ ଜଳ ପ୍ରବାହିତ ହବେ। ସେ ଅଧା ପ୍ରବାହିତ ହବେ ସମୁଦ୍ର ଆଡକୁ ପୂର୍ବ ଦିଗକୁ ଓ ଅନ୍ୟ ଅଧା ପଶ୍ଚିମ ଦିଗ ସମୁଦ୍ର ଆଡକୁ। ଏହା ଉଭୟ ଗ୍ରୀଷ୍ମକାଳ ଓ ଶୀତକାଳ ରେ ହବେ।
8 Naquele dia, também acontecerá que correrão de Jerusalém águas vivas, metade delas para o mar oriental, e metade delas até ao mar ocidental; no estio e no inverno, sucederá isso.
9 ସହେିଦିନ ସଦାପ୍ରଭୁ ସମଗ୍ର ପୃଥିବୀ ଉପ ରେ ରାଜା ହବେେ। କବଳେ ସଠାେ ରେ ଜଣେ ସଦାପ୍ରଭୁ ଓ ତାଙ୍କର ଗୋଟିଏ ମାତ୍ର ନାମ ରହିବ।
9 E o Senhor será rei sobre toda a terra; naquele dia, um será o Senhor , e um será o seu nome.
10 ଆଉ ମଧ୍ଯ ସହେି ସମୟରେ, ସମସ୍ତ ଦେଶ ୟିରୁଶାଲମର ଦକ୍ଷିଣ ଗବୋଠାରୁ ରିେମ୍ମାନ ପର୍ୟ୍ଯନ୍ତ ଭୂମି ସମତଳ ଭୂମିରେ ପରିଣତ ହବେ। କିନ୍ତୁ ୟିରୁଶାଲମ ତା' ସ୍ଥାନରୁ ଉଚ୍ଚ ରେ ଠିଆ ହବେ। ଏହା ବିନ୍ଯାମୀନ ଫାଟକଠାରୁ ପ୍ରଥମ ଫାଟକ ପର୍ୟ୍ଯନ୍ତ ହନ୍ନଲରେ କଣ ଫାଟକଠାରୁ ରାଜାଙ୍କର ଦ୍ରାକ୍ଷାକ୍ଷେତ୍ର ପର୍ୟ୍ଯନ୍ତ ବିସ୍ତୁତ ହବେ।
10 Toda a terra em redor se tornará em planície, desde Geba até Rimom, ao sul de Jerusalém; ela será exalçada e habitada no seu lugar, desde a Porta de Benjamim até ao lugar da primeira porta, até à Porta da Esquina, e desde a Torre de Hananel até aos lagares do rei.
11 ଲୋକମାନେ ଯିବେ ଓ ସଠାେ ରେ ବାସ କରିବେ। ପୁନର୍ବାର ୟିରୁଶାଲମ ସମ୍ପୁର୍ଣ୍ଣ ଧ୍ବଂସ ହବେ ନାହିଁ। ୟିରୁମାଲମ ନିରାପଦ ହବେ।
11 E habitarão nela, e não haverá mais anátema, porque Jerusalém habitará segura.
12 ଏହା ହେଉଛି ମହାମାରୀର ବିବରଣୀ। ସଦାପ୍ରଭୁ ଏହା ପଠାଇବେ, ସହେିମାନଙ୍କ ବିରୁଦ୍ଧ ରେ ଯେଉଁମାନେ ୟିରୁଶାଲମ ବିରୁଦ୍ଧ ରେ ଲଢୁଥିଲେ। ଲୋକମାନେ ଛିଡା ହାଇେ ଥିବା ବେଳେ ସମାନଙ୍କେର ଚର୍ମ ପଚିୟିବ। ସମାନଙ୍କେର ଚକ୍ଷୁ କୋଟର ମଧିଅରେ ପଶିୟିବ ଓ ଜିହ୍ବା ପାଟି ମଧିଅରେ ପଶିୟିବ।
12 E esta será a praga com que o Senhor ferirá todos os povos que guerrearam contra Jerusalém: a sua carne será consumida, estando eles de pé, e lhes apodrecerão os olhos nas suas órbitas, e lhes apodrecerá a língua na sua boca.
13 ସହେି ଭୟଙ୍କର ବ୍ଯାଧି ସହେି ଶିବିର ରେ ରହିବ।
13 Naquele dia, também acontecerá que haverá uma grande perturbação do Senhor entre eles; porque pegará cada um na mão do seu companheiro, e alçar-se-á a mão de cada um contra a mão do seu companheiro.
14 ଆଉ ମଧ୍ଯ ସମାନଙ୍କେର ଅଶ୍ବ, ଖଚର,
14 E também Judá pelejará em Jerusalém, e se ajuntarão em redor as riquezas de todas as nações, ouro, e prata, e vestes em grande abundância.
15 ଓଟ ଓ ଗର୍ଦ୍ଦଭ ସହେି ଭୟଙ୍କର ବ୍ଯାଧି ରେ ଆକ୍ରାନ୍ତି ହବେେ।
15 E será a praga dos cavalos, dos mulos, dos camelos e dos jumentos e de todos os animais que estiverem naqueles exércitos, como foi a praga deles.
16 ପ୍ରେତ୍ୟକକ ବ୍ଯକ୍ତି ୟିଏ ଦେଶ ଛାଡି ୟିରୁଶାଲମ ବିରୁଦ୍ଧ ରେ ଆସିଛନ୍ତି, ପ୍ରେତ୍ୟକକ ବର୍ଷ ଉପାସନା କରିବା ପାଇଁ ଆସିବେ। ପ୍ରତିବର୍ଷ ସମାନଙ୍କେର ରାଜା ସର୍ବଶକ୍ତିମାନ୍ ସଦାପ୍ରଭୁଙ୍କୁ ଉପାସନା କରିବାକୁ ଏବଂ ପତ୍ରକୁଟୀର ପର୍ବ ପାଳନ କରିବାକୁ ଆସିବେ।
16 E acontecerá que todos os que restarem de todas as nações que vieram contra Jerusalém subirão de ano em ano para adorarem o Rei, o Senhor dos Exércitos, e para celebrarem a Festa das Cabanas.
17 ଯଦି କୌଣସି ଦେଶର ପରିବାର ସର୍ବଶକ୍ତିମାନ ସଦାପ୍ରଭୁଙ୍କୁ ଉପାସନା କରିବା ପାଇଁ ଆସିବେ ନାହିଁ, ବର୍ଷା ସମାନଙ୍କେ ଉପ ରେ ପଡିବ ନାହିଁ।
17 E acontecerá que, se alguma das famílias da terra não subir a Jerusalém, para adorar o Rei, o Senhor dos Exércitos, não virá sobre ela a chuva.
18 ଯଦି ମିଶରର ପରିବାର ନ ଆସିନ୍ତି, ବର୍ଷା ସମାନଙ୍କେ ଉପ ରେ ଆସିବ ନାହିଁ। ତା' ବଦଳ ରେ ସଦାପ୍ରଭୁ ମହାମାରୀ ପଠାଇବେ ଯାହା ସେ ଦେଶସବୁ ବିରୁଦ୍ଧ ରେ ପଠାଇଥିଲେ ଏବଂ ଯେଉଁମାନେ ପତ୍ରକୁଟୀର ପର୍ବ ପାଳନ କରିବା ପାଇଁ ୟାଇ ନଥିଲେ।
18 E, se a família dos egípcios não subir, nem vier, virá sobre eles a praga com que o Senhor ferirá as nações que não subirem a celebrar a Festa das Cabanas.
19 ତାହା ମିଶରର ପାପ ହବେ ଏବଂ ପ୍ରେତ୍ୟକକ ଦେଶର ପାପ ଯେଉଁମାନେ ୟାଆନ୍ତି ନାହିଁ ଓ ପତ୍ରକୂଟୀର ପର୍ବ ପାଳନ କରନ୍ତି ନାହିଁ।
19 Este será o castigo dos egípcios e o castigo de todas as nações que não subirem a celebrar a Festa das Cabanas.
20 ସହେିଦିନ 'ସଦାପ୍ରଭୁଙ୍କ ପବିତ୍ର' ଏପରିକି ଅଶ୍ବଗଣର ଘଣ୍ଟି ରେ ମଧ୍ଯ ଲଖାୟିବେ। ଆଉ ମଧ୍ଯ ସଦାପ୍ରଭୁଙ୍କ ମନ୍ଦିର ରେ ବ୍ଯବହୃତ ସମସ୍ତ ପାତ୍ର ୟଜ୍ଞବଦେୀର ଜଳପାତ୍ର ତୁଲ୍ଯ ହବେ।
20 Naquele dia, se gravará sobre as campainhas dos cavalos: Santidade ao Senhor ; e as panelas na Casa do Senhor serão como as bacias diante do altar.
21 ସମସ୍ତ ଜଳପାତ୍ର ୟିରୁଶାଲମ ଓ ଯିହୁଦା ରେ ସର୍ବଶକ୍ତିମାନ ସଦାପ୍ରଭୁଙ୍କ ପାଇଁ ପବିତ୍ର ହବେ। ନବୈେଦ୍ଯ ବଳିଦାନ ପ୍ରଦାନ କରୁଥିବା ସମସ୍ତ ଲୋକ ଆସିବେ ଏବଂ ସମାନଙ୍କେଠାରୁ ଜଳପାତ୍ର ନବେେ ଏବଂ ବଳିଦାନର ମାଂସ ରନ୍ଧନ କରିବେ।
21 E todas as panelas em Jerusalém e Judá serão consagradas ao Senhor dos Exércitos, e todos os que sacrificarem virão, e delas tomarão, e nelas cozerão; e não haverá mais cananeu na Casa do Senhor dos Exércitos, naquele dia.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Zacarias 14, comparar traduções ou montar um estudo — tudo direto pelo WhatsApp.