Zacarias 12

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ଏକ ସ୍ବର୍ଗୀଯ ବାଣୀ, ଇଶ୍ରାୟେଲ ବିଷଯ ରେ ସଦାପ୍ରଭୁଙ୍କର ଏହି ବାର୍ତ୍ତା। ଏହା ହେଉଛି ସଦାପ୍ରଭୁଙ୍କର ବାର୍ତ୍ତା ୟିଏକି ସ୍ବର୍ଗକୁ ବିସ୍ତାର କରିଅଛନ୍ତି ଏବଂ ପୃଥିବୀକୁ ସ୍ଥାପନ କରିଅଛନ୍ତି। ସେ ହେଉଛନ୍ତି ଜଣେ ୟିଏକି ମନୁଷ୍ଯମାନଙ୍କ ମଧିଅରେ ନିଶ୍ବାସ ପ୍ରଶ୍ବାସ ସ୍ଥାପନ କରିଅଛନ୍ତି।
1 Sentença pronunciada pelo Senhor contra Israel. Fala o Senhor , o que estendeu o céu, fundou a terra e formou o espírito do homem dentro dele.
2 ଦେଖ, ଦେଶସମୂହ ପ୍ରତି ୟିରୁଶାଲମକୁ ଏକ ପାନପାତ୍ର ସଦୃଶ ଆମ୍ଭେ ନିର୍ମାଣ କରିବା। ଯିହୁଦା ଓ ୟିରୁଶାଲମ ଅବରୋଧ ହାଇେ ରହିବ।
2 Eis que eu farei de Jerusalém um cálice de tontear para todos os povos em redor e também para Judá, durante o sítio contra Jerusalém.
3 କିନ୍ତୁ ଆମ୍ଭେ ୟିରୁଶାଲମକୁ ସମସ୍ତ ଦେଶ ପାଇଁ ଏକ ଭାରି ପଥର କରିବା। ଯେଉଁମାନେ ତାକୁ ଉଠାଇବେ, ସମାନେେ ଆଘାତପ୍ରାପ୍ତ ହବେେ। ସହେି ଲୋକମାନେ ପ୍ରକୃତ ରେ କ୍ଷତବିକ୍ଷତ ହବେେ। କାରଣ ପୃଥିବୀର ସମଗ୍ର ଗୋଷ୍ଠୀ ୟିରୁଶାଲମ ବିରୁଦ୍ଧ ରେ ଏକତ୍ରୀତ ହବେେ।
3 Naquele dia, farei de Jerusalém uma pedra pesada para todos os povos; todos os que a erguerem se ferirão gravemente; e, contra ela, se ajuntarão todas as nações da terra.
4 ସଦାପ୍ରଭୁ କୁହନ୍ତି, ସଦେିନ ଆମ୍ଭେ ପ୍ରେତ୍ୟକକ ଅଶ୍ବକୁ ଭୟଭୀତ କରାଇବା ଏବଂ ଅଶ୍ବାରୋହୀର ମତିଭ୍ରମ ହବେ। ଆମ୍ଭେ ଦେଶମାନଙ୍କର ସମସ୍ତ ଅଶ୍ବକୁ ଅନ୍ଧ କରିଦବୋ, ମାତ୍ର ମାରେ ଚକ୍ଷୁ ଖାେଲା ରହିବ ଏବଂ ଯିହୁଦା ଉପ ରେ ମାରେ ସତର୍କ ଦୃଷ୍ଟି ରହିବା
4 Naquele dia, diz o Senhor , ferirei de espanto a todos os cavalos e de loucura os que os montam; sobre a casa de Judá abrirei os olhos e ferirei de cegueira a todos os cavalos dos povos.
5 ଯିହୁଦାର ପରିବାରର ନେତାଗଣ ଲୋକମାନଙ୍କୁ ଉତ୍ସାହିତ କରିବେ। ସମାନେେ କହିବେ, 'ୟିରୁଶାଲମର ଲୋକମାନେ ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ବରଙ୍କଠା ରେ ଆସ୍ଥା ରଖନ୍ତି।'
5 Então, os chefes de Judá pensarão assim: Os habitantes de Jerusalém têm a força do Senhor dos Exércitos, seu Deus.
6 ସହେିଦିନ ଯିହୁଦା ପରିବାରର ନେତାଗଣଙ୍କୁ ଆମ୍ଭେ ଗଛ ମଧିଅରେ ଜଳନ୍ତା ପାତ୍ର ପରି କରିବା ଏବଂ କଟା ହାଇେଥିବା ନୂତନ ଶସ୍ଯ ମଧିଅରେ ଏକ ଜଳନ୍ତା ମଶାଲ ସଦୃଶ କରିବା। ସମାନେେ ତାଙ୍କ ବାମ ଓ ଦକ୍ଷିଣ ରେ ଥିବା ଲୋକମାନଙ୍କୁ ଧ୍ବଂସ କରିବେ କିନ୍ତୁ ୟିରୁଶାଲମ ତା'ର ସ୍ଥାନ ରେ ଅକ୍ଷତ ରହିବ।
6 Naquele dia, porei os chefes de Judá como um braseiro ardente debaixo da lenha e como uma tocha entre a palha; eles devorarão, à direita e à esquerda, a todos os povos em redor, e Jerusalém será habitada outra vez no seu próprio lugar, em Jerusalém mesma.
7 ସଦାପ୍ରଭୁ ସର୍ବପ୍ରଥମେ ଯିହୁଦାର ତମ୍ବୁଗୁଡିକୁ ରକ୍ଷା କରିବେ। ସେ ଏପରି କରିବେ ୟଦ୍ବାରା ଦାଉଦଙ୍କ ଗୃହର ସମ୍ମାନ ଏବଂ ୟିରୁଶାଲମର ପରାକ୍ରମ ଯିହୁଦାର ଗୌରବଠାରୁ ଅଧିକ ହବେ ନାହିଁ।
7 O Senhor salvará primeiramente as tendas de Judá, para que a glória da casa de Davi e a glória dos habitantes de Jerusalém não sejam exaltadas acima de Judá.
8 ସହେିଦିନ ସଦାପ୍ରଭୁ ପୁନର୍ବାର ୟିରୁଶାଲମର ଲୋକମାନଙ୍କୁ ସୁରକ୍ଷା ଦବେେ। ଏପରିକି ସବୁଠାରୁ ଦୁର୍ବଳ ବ୍ଯକ୍ତି ମଧ୍ଯ ସହେିଦିନ ଦାଉଦଙ୍କ ପରି ହବେ। ସହେିଦିନ ଆଉ ମଧ୍ଯ ଦାଉଦଙ୍କ ପରିବାର ଲୋକ ଦବେତାଗଣଙ୍କ ପରି ଓ ସଦାପ୍ରଭୁଙ୍କ ଦୂତପରି ତାଙ୍କ ସମ୍ମୁଖ ରେ ହବେେ।
8 Naquele dia, o Senhor protegerá os habitantes de Jerusalém; e o mais fraco dentre eles, naquele dia, será como Davi, e a casa de Davi será como Deus, como o Anjo do Senhor diante deles.
9 ସଦାପ୍ରଭୁ କୁହନ୍ତି, ସହେିଦିନ ଯେଉଁ ଦେଶ ୟିରୁଶାଲମ ବୁରୁଦ୍ଧ ରେ ଆସିବ ଆମ୍ଭେ ତାକୁ ଧ୍ବଂସ କରିବା।
9 Naquele dia, procurarei destruir todas as nações que vierem contra Jerusalém.
10 ଆମ୍ଭେ ଦାଉଦ ପରିବାର ଓ ୟିରୁଶାଲମ ନିବାସୀଙ୍କ ଉପ ରେ ଦୟା ଓ ବିନତୀର ଆତ୍ମା ବୃଷ୍ଟି କରିବା। ସମାନେେ ଆମ୍ଭକୁ ଦେଖିବେ, ଯାହାକୁ ସମାନେେ ବିନ୍ଧି କଲେ। ଏବଂ ସମାନେେ ଶାେକ କରିବେ। ସମାନେେ ଏପରି ଶାେକ କରିବେ ଯେ, ନିଜର ଏକମାତ୍ର ପୁତ୍ରର ମୃତ୍ଯୁ ରେ ଜଣେ ଯେପରି ଶାେକ କରେ। ସମାନେେ ବ୍ଯାକୁଳ ହାଇେ କାନ୍ଦିବେ, ଯେପରି ଜଣେ ଜେଷ୍ଠପୁତ୍ରର ମୃତ୍ଯୁ ରେ କାନ୍ଦନ୍ତି।
10 E sobre a casa de Davi e sobre os habitantes de Jerusalém derramarei o espírito da graça e de súplicas; olharão para aquele a quem traspassaram; pranteá-lo-ão como quem pranteia por um unigênito e chorarão por ele como se chora amargamente pelo primogênito.
11 ସହେିଦିନ, ୟିରୁଶାଲମ ରେ ଶାେକ ହବେ, ଏପରି ମହାନ୍ ଶାେକ ଯେପରିକି ହଦଦ୍-ରିମ୍ମୋଶ ମଗିଦ୍ଦୋନର ଉପତ୍ୟକା ରେ ହାଇେଥିଲା।
11 Naquele dia, será grande o pranto em Jerusalém, como o pranto de Hadade-Rimom, no vale de Megido.
12 ସମଗ୍ର ଦେଶ ଶାେକ କରିବ, ପ୍ରେତ୍ୟକକ ପରିବାର ନିଜେ ନିଜେ ଶାେକ କରିବେ। ଦାଉଦ ପରିବାରର ଲୋକମାନେ ନିଜେ ନିଜେ, ଏବଂ ସମାନଙ୍କେର ସ୍ତ୍ରୀମାନେ ନିଜେ ନିଜେ, ନାଥନ୍ ବଂଶର ଲୋକମାନେ ନିଜେ ନିଜେ ଏବଂ ସମାନଙ୍କେର ସ୍ତ୍ରୀମାନେ ନିଜେ ନିଜେ ଶୋକ କରିବେ।
12 A terra pranteará, cada família à parte; a família da casa de Davi à parte, e suas mulheres à parte; a família da casa de Natã à parte, e suas mulheres à parte;
13 ଲବେୀ ପରିବାରର ନିଜେ ନିଜେ ଏବଂ ସମାନଙ୍କେର ସ୍ତ୍ରୀଲୋକମାନେ ନିଜେ ନିଜେ, ଶିମିଯିର ପରିବାରମାନେ ନିଜେ ନିଜେ ଶାେକ କରିବେ ଏବଂ ତାଙ୍କର ସ୍ତ୍ରୀମାନେ ନିଜେ ନିଜେ ଶାେକ କରିବେ।
13 a família da casa de Levi à parte, e suas mulheres à parte; a família dos simeítas à parte, e suas mulheres à parte.
14 ଏବଂ ଅନ୍ୟ ସମସ୍ତ ବଞ୍ଚିତ ପରିବାର ନିଜେ ନିଜେ, ପ୍ରେତ୍ୟକକ ପରିବାରବର୍ଗ ଏକା ଏବଂ ସମାନଙ୍କେର ସ୍ତ୍ରୀମାନେ ନିଜେ ନିଜେ ଶାେକ କରିବେ।
14 Todas as mais famílias, cada família à parte, e suas mulheres à parte.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Zacarias 12, comparar traduções ou montar um estudo — tudo direto pelo WhatsApp.