Zacarias 11

Oriya Bible (GL_ORIYA) vs NTLH

Sair da comparação
NTLH Nova Tradução na Linguagem de Hoje 2000
1 ହେ ଲିବାନୋନ୍, ତୁମ୍ଭେ ତୁମ୍ଭର ସମସ୍ତ ଦ୍ବାର ଖାଲିଦେିଅ ଯେପରି ଅଗ୍ନି ତୁମ୍ଭର ସମସ୍ତ ଦବଦୋରୁ ବୃକ୍ଷଗୁଡିକୁ ପୋଡି଼ ପକାଇବେ।
1 Líbano, abra as suas portas para que o fogo acabe com os seus cedros .
2 ତୁମ୍ଭେ ଦବଦୋରୁ ଜୀତୀଯ ବୃକ୍ଷ ଶୋକ କର କାରଣ ଦବଦୋରୁ ପଡିୟାଇଛି। ଶକ୍ତିଶାଳୀମାନେ ଧ୍ବଂସ ହାଇେଛନ୍ତି। ଶୋକ କର, ହେ ବାଶନର ଆଲୋନ୍ ବୃକ୍ଷ ସହେି ଦୁର୍ଗମ ବନ କଟାଗଲା।
2 Chorem, pinheiros, pois os cedros caíram! Aquelas belas árvores foram destruídas! Chorem, carvalhos de Basã, pois a mata virgem foi derrubada!
3 ମଷେପାଳକମାନଙ୍କର ବିଳାପ ଶୁଣ। କାରଣ ସମାନଙ୍କେର ଶକ୍ତିଶାଳୀ ନେତାମାନେ ଧ୍ବଂସ ହେଲେ। ୟୁବା ସିଂହମାନଙ୍କର ରବ ଶୁଣ। କାରଣ ଯିହୁଦାର ଗର୍ବ ଧ୍ବଂସ ହାଇେଛି।
3 Os pastores gemem e choram, pois os belos pastos foram destruídos. Os leões estão rugindo porque as matas do rio Jordão foram derrubadas.
4 ସଦାପ୍ରଭୁ ମାରେ ପରମେଶ୍ବର କହନ୍ତି, ଏହି ବଧ ହବୋକୁ ଥିବା ମଷେପଲର ଯତ୍ନ ନିଅ।
4 O Senhor , meu Deus, me disse: — Seja um pastor e tome conta das ovelhas que vão ser mortas.
5 ଯେଉଁମାନେ ସଗେୁଡିକୁ କିଣନ୍ତି ସମାନେେ ସଗେୁଡିକୁ ହତ୍ଯା କଲେ, ଆଉ ସମାନେେ ଦୋଷୀ ସାବ୍ଯସ୍ତ ହବେେ ନାହିଁ। ଯେଉଁମାନେ ସଗେୁଡିକୁ ବିକ୍ରୀ କରନ୍ତି, କହିବେ, 'ସଦାପ୍ରଭୁଙ୍କର ପ୍ରଶଂସା କର, କାରଣ ମୁଁ ଧନୀ ହାଇେଅଛି।' ଏବଂ ସମାନଙ୍କେର ମଷେପାଳକମାନଙ୍କର ସମାନଙ୍କେର ମଷେ ଦଳର ଉପ ରେ ଦୟା ନଥିବ।
5 Aqueles que compram as ovelhas não são castigados quando as matam e, depois que vendem a carne, dizem: “Graças a Deus! Ficamos ricos!” Nem mesmo os próprios pastores daquelas ovelhas têm pena delas.
6 ସଦାପ୍ରଭୁ ଏହିକଥା କହିଲେ, ଏହି ଦେଶ ନିବାସୀ ପାଇଁ ଆମ୍ଭେ ପୂନର୍ବାର ଦୟା ଦଖାଇବୋ ନାହିଁ। ମାତ୍ର ଦେଖ, ଆମ୍ଭେ ପ୍ରେତ୍ୟକକ ଲୋକଙ୍କୁ ତାଙ୍କର ପ୍ରତିବେଶୀ ଓ ତାଙ୍କ ରାଜାଙ୍କ ହସ୍ତ ରେ ହସ୍ତାନ୍ତର କରିବା। ସମାନେେ ତାଙ୍କର ଦେଶକୁ ଧ୍ବଂସ କରିବେ। ଆମ୍ଭେ ସମାନଙ୍କେୁ ସମାନଙ୍କେ ଶକ୍ତିରୁ ରକ୍ଷା କରିବା ନାହିଁ।
6 Também eu não tenho mais compaixão dos moradores de Israel. Vou entregar todos nas mãos dos seus chefes e dos seus reis. Estes arrasarão o país, e eu não livrarei ninguém do poder deles. Eu, o Senhor , estou falando.
7 ତେଣୁ ବଧର ଯୋଗ୍ଯ ସହେି ମଷେପଲର ଆମ୍ଭେ ଯତ୍ନ ନଲେୁ, ଯେଉଁ ନିରୀହ ମଷେ ମରା ହବୋକୁ ଯାଉଥିଲେ, ଆମ୍ଭେ ଦୁଇଟି ୟଷ୍ଟି ନଲେୁ। ଜଣକୁ ଡାକିଲୁ ଶୋଭା ଓ ଅନ୍ୟଟିର ନାମ ବନ୍ଧନୀ ଦଲେୁ। ଏହିପରି ଆମ୍ଭେ ମଷେପଲର ଯତ୍ନ ନଲେୁ।
7 Portanto, eu fui contratado pelos que compram e vendem ovelhas para cuidar das que iam ser mortas. Peguei dois bordões: um eu chamei de “Bondade” e o outro, de “União”. E fiquei tomando conta do rebanho.
8 ଆମ୍ଭେ ଏକମାସ ମଧିଅରେ ତିନିଜଣ ମଷେପାଳକଙ୍କୁ ଧ୍ବଂସ କଲୁ। ଆମ୍ଭେ ସମାନଙ୍କେ ଉପ ରେ ଅର୍ଧୈୟ୍ଯ ଥିଲୁ ଏବଂ ସମାନେେ ଆମ୍ଭକୁ ଘୃଣା କଲେ।
8 Em um mês acabei com os três pastores, mas perdi a paciência com as ovelhas, e elas ficaram aborrecidas comigo.
9 ତା'ପ ରେ ଆମ୍ଭେ କହିଲୁ, ଆମ୍ଭେ ତୁମ୍ଭର ମଷେପାଳକ ହବୋ ନାହିଁ। ଯେଉଁମାନଙ୍କର ମରିବାର ଅଛି ସମାନେେ ମରନ୍ତୁ ଓ ଯେଉଁମାନଙ୍କର ଉଚ୍ଛନ୍ନ ହବୋର ଅଛି ସମାନେେ ଉଚ୍ଛନ୍ନ ହୁଅନ୍ତୁ। ଯେଉଁ ଅବଶିଷ୍ଟ ରହିବେ ସମାନେେ ପରସ୍ପରକୁ ଧ୍ବସ୍ତ ବିଧ୍ବସ୍ତ କରନ୍ତୁ।
9 Então eu disse a elas: — Eu não serei mais o pastor de vocês. Que morram as que vão morrer! Que sejam mortas as que vão ser mortas! E que as que sobrarem comam umas as outras!
10 ତା'ପ ରେ ଆମ୍ଭେ ଶାେଭା ନାମକ ୟଷ୍ଟିକୁ ନଲେୁ ଏବଂ ତାକୁ ଭାଙ୍ଗି ଦଲେୁ। ଆମ୍ଭେ ଏହା କଲୁ, ଆମ୍ଭର ଚୁକ୍ତିକୁ ଧ୍ବଂସ କରିବା ପାଇଁ ଯାହା ଏହି ଲୋକମାନଙ୍କ ସହିତ କରିଥିଲୁ।
10 Depois, peguei o bastão chamado “Bondade” e o quebrei como sinal de que Deus tinha quebrado a aliança que havia feito com todos os povos.
11 ସହେିଦିନ ସହେି ଚୁକ୍ତି ଭଗ୍ନ ହେଲା। ତା'ପ ରେ ସହେି ନୀରିହ ମଷଗେୁଡିକ ଯେଉଁମାନେ ଆମ୍ଭଙ୍କୁ ଦେଖୁଥିଲେ, ଜାଣିଲେ ଯେ ଏହା ସଦାପ୍ରଭୁଙ୍କର ବାକ୍ଯ ଥିଲା।
11 Portanto, a aliança foi desfeita naquele dia. Aí os negociantes de ovelhas, que estavam me espiando, entenderam que o Senhor estava falando por meio daquilo que eu fazia.
12 ତା'ପ ରେ ମୁଁ କହିଲି, ଯଦି ତୁମ୍ଭମାନେେ ମାେତେ ମାରେ ବତନେ ଦବୋକୁ ଇଚ୍ଛା କରୁଛ ତବେେ ଦିଅ, ନଚେତ୍ ସେଥିରୁ ନିବୃତ୍ତ ହୁଅ। ତେଣୁ ସମାନେେ ମାରେ ମଜୁରି ତିରିଶ ରେ ୗପ୍ୟ ମୁଦ୍ରା ଦେଲେ।
12 Então eu lhes disse: — Se estiverem satisfeitos, paguem o meu salário; se não, não paguem. E eles me pagaram trinta barras de prata .
13 ତା'ପ ରେ ସଦାପ୍ରଭୁ ମାେତେ କହିଲେ, ସହେି ମହତ ମୂଲ୍ଯକୁ ଫୋପାଡି ଦିଅ, କାରଣ ସମାନେେ ଆମ୍ଭର ମୂଲ୍ଯ ରାଜକୋଷ ମଧ୍ଯରୁ ନିରୁପଣ କଲେ। ତେଣୁ ମୁଁ ସହେି ତିରିଶଟି ରେ ୗପ୍ୟ ମୁଦ୍ରା ନଇେ ସଦାପ୍ରଭୁଙ୍କ ମନ୍ଦିରର କଷୋଗାର ରେ ପକାଇ ଦଲେି।
13 O Senhor Deus me disse: — Ponha este dinheiro no tesouro do Templo. Peguei o dinheiro — o ótimo salário que eles achavam que eu merecia — e pus no tesouro do Templo.
14 ତା'ପ ରେ ମୁଁ ବନ୍ଧନୀ ନାମକ ୟଷ୍ଟିକୁ ଦୁଇଖଣ୍ତ କଲି। ଏହା କଲି, ଯିହୁଦା ଓ ଇଶ୍ରାୟେଲର ଏକତା ନଷ୍ଟ କରିବା ପାଇଁ।
14 Depois, quebrei o segundo bastão, chamado “União”, como sinal de que estava desfeita a união de irmãos que havia entre Judá e Israel.
15 ତା'ପ ରେ ସଦାପ୍ରଭୁ ମାେତେ କହିଲେ, ପୁନର୍ବାର ସହେି ନିର୍ ବୋଧ ମଷେପାଳକର ସାଜ ଦିଅ।
15 Em seguida, o Senhor me disse: — Agora, faça o papel de um pastor que não presta.
16 କାରଣ ଏହି ଦେଶ ରେ ଆମ୍ଭେ ଏକ ମଷେପାଳକ ଉତ୍ଥାପିତ କରୁଛୁ। ସେ ହଜିୟାଇଥିବା ମଷଗେୁଡିକ ନିମନ୍ତେ ଯତ୍ନ ନବେ ନାହିଁ। ବିପଥଗାମୀମାନଙ୍କୁ ସେ ଖାଜେିବ ନାହିଁ। ସେ କ୍ଷତିଗ୍ରସ୍ଥ ଲୋକଙ୍କୁ ସୁସ୍ଥ କରିବ ନାହିଁ। ଯେଉଁମାନେ ଜୀବନ୍ତ ଅଛନ୍ତି, ସମାନଙ୍କେୁ ସେ ଖୁଆଇବ ନାହିଁ। ସେ ସଗେୁଡିକର ଖୁରାକୁ ଛିଣ୍ତାଇ ହୃଷ୍ଟପୃଷ୍ଟ ମଷେମାନଙ୍କୁ ଭକ୍ଷଣ କରିବ।
16 Pois vou pôr um pastor para cuidar do meu rebanho, mas ele não vai se preocupar com as ovelhas que estiverem em perigo, não vai procurar as que se perderem, não vai tratar das que se machucarem, nem vai cuidar das que estiverem cansadas. Pelo contrário, ele comerá a carne das mais gordas e não deixará nem mesmo os cascos!
17 ଯେ ଅ ଯୋଗ୍ଯ ମଷେପାଳକ, ସେ ପଲକୁ ତ୍ଯାଗ କରେ। ତାକୁ ଧ୍କ୍! ଖଡ୍ଗ ତା'ର ବାହୁକୁ ଏବଂ ତାଙ୍କ ଦକ୍ଷିଣ ଚକ୍ଷୁକୁ ଆଘାତ କରୁ। ତାହାର ବାହୁ ନିଶ୍ଚଯ ଶୁଷ୍କ ହବେ ଏବଂ ତାହାର ଦକ୍ଷିଣ ଚକ୍ଷୁ ନିଶ୍ଚଯ ଅନ୍ଧ ହାଇଯେିବ।
17 Ai do mau pastor, que abandona o rebanho! Que um dos seus braços e o seu olho direito sejam feridos pela espada! Que o braço fique paralisado, e o olho fique cego!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Zacarias 11, comparar traduções ou montar um estudo — tudo direto pelo WhatsApp.