Zacarias 10
Oriya Bible (GL_ORIYA) vs BKJ
1 ବସନ୍ତ ଋତୁ ରେ ବର୍ଷା ହବୋପାଇଁ ମୁଁ ସଦାପ୍ରଭୁଙ୍କୁ ପ୍ରାର୍ଥନା କରେ। ସଦାପ୍ରଭୁ ହିଁ କବଳେ ବିଦ୍ଯୁତ୍ ପ୍ ରରଣେ କରନ୍ତି ଏବଂ ବର୍ଷା ଢାଳନ୍ତି ଓ ପ୍ରେତ୍ୟକକଙ୍କୁ କ୍ଷତରେ ଘାସ ପ୍ରଦାନ କରନ୍ତି।
1 Pedi ao SENHOR chuva no tempo da chuva serôdia; então o SENHOR fará nuvens claras, e dar-lhes-á chuvas abundantes, a cada grama do campo.
2 କାରଣ ମୂର୍ତ୍ତିଗୁଡିକ ପ୍ରବଞ୍ଚନା ପୂର୍ଣ୍ଣ ବାକ୍ଯ କହିଥିଲେ ଏବଂ ଭବିଷ୍ଯଦ୍ବକ୍ତାମାନେ ମିଥ୍ଯା ଦର୍ଶନ ଦେଖିଥିଲେ। ସମାନେେ ମୂଲ୍ଯହୀନ ସ୍ବପ୍ନ ଏବଂ ସମାନେେ ମିଥ୍ଯା ସାନ୍ତ୍ବନା ଦେଲେ। ସେଥିପାଇଁ ସମାନେେ ମଷେ ତୁଲ୍ଯ ବୁଲିବେ, ଆଉ କଷ୍ଟ ଭୋଗିବେ କାରଣ ସମାନଙ୍କେର କୌଣସି ମଷେପାଳକ ନାହାନ୍ତି।
2 Porque os ídolos falam vaidade, e os adivinhos veem mentira, e contam sonhos falsos; eles consolam em vão, por isso seguiram o seu caminho como ovelhas; foram afligidos, porque não havia pastor.
3 ଆମ୍ଭେ ବିଶଷେଭାବରେ ପାଳକମାନଙ୍କ ଉପ ରେ କୋରଧାନ୍ବିତ। ଆମ୍ଭେ ସମାନଙ୍କେ ବିରୁଦ୍ଧ ରେ କାର୍ୟ୍ଯ କରିବା ଯେଉଁମାନେ ମଷେପଲର ଯତ୍ନ ନିଅନ୍ତି। କାରଣ ସର୍ବଶକ୍ତିମାନ ସଦାପ୍ରଭୁ ପ୍ରକୃତ ରେ ତାଙ୍କ ପଲର ଯତ୍ନ ନିଅନ୍ତି, ଯିହୁଦାର ଘର। ସେ ସମାନଙ୍କେୁ ଏକ ଯୋଦ୍ଧା ଅଶ୍ବ ପରି ତିଆରି କରିବେ।
3 A minha ira se acendeu contra os pastores, e puni os bodes; pois o SENHOR dos Exércitos visitou o seu rebanho, a casa de Judá, e fez deles como o seu cavalo gracioso na batalha.
4 କଣ ପ୍ରସ୍ତର, ତାଙ୍କଠାରୁ ତମ୍ବୁର କିଳା, ୟୁଦ୍ଧର ଧନୁ ଏବଂ ସମସ୍ତ ସୈନ୍ଯାଧିପତି, ଏକତ୍ର ଯିହୁଦାରୁ ଆସିବେ।
4 Dele surgiu a esquina, dele a estaca, dele o arco de guerra, dele sairá todo o opressor.
5 ସମାନେେ ବୀରପରି ତାଙ୍କର ପାଦତଳେ କାଦୁଅ ରାସ୍ତାକୁ ଦଳି ଦବେେ। ସମାନେେ ୟୁଦ୍ଧ କରି ଶତୃପକ୍ଷର ଅଶ୍ବାରୋହୀମାନଙ୍କୁ ମଧ୍ଯ ପରାସ୍ତ କରିବେ। କାରଣ ସଦାପ୍ରଭୁ ତାଙ୍କ ସହବର୍ତ୍ତୀ ଅଟନ୍ତି।
5 E serão como homens poderosos, que pisam os seus inimigos na lama da rua, durante a batalha; e eles lutarão porque o SENHOR é com eles, e os cavaleiros sobre os cavalos serão confundidos.
6 ଆମ୍ଭେ ଯିହୁଦାର ଗୃହକୁ ଶକ୍ତିଶାଳୀ କରାଇବା ଆଉ ମଧ୍ଯ ଆମ୍ଭେ ଯୋଷଫେର ଗୃହକୁ ରକ୍ଷା କରିବା। ଆମ୍ଭେ ସମାନଙ୍କେୁ ପୁନଃସ୍ଥାପନ କରିବା କାରଣ ସମାନଙ୍କେ ପ୍ରତି ଆମ୍ଭର ଦୟା ଅଛି। ଏହା ଏପରି ହବେ ଯେପରିକି ଆମ୍ଭେ ସମାନଙ୍କେୁ କବେେ ପ୍ରତ୍ଯାଖ୍ଯାନ କରିନାହୁଁ। ଆମ୍ଭେ ସଦାପ୍ରଭୁ ସମାନଙ୍କେର ପରମେଶ୍ବର ଏବଂ ଆମ୍ଭେ ସମାନଙ୍କେର ପାର୍ଥନା ଶୁଣିବା।
6 E fortalecerei a casa de Judá, e salvarei a casa de José, e eu os trarei novamente para estabelecê-los; porque tenho misericórdia deles; e serão como se eu não os tivesse rejeitado, pois eu sou o SENHOR seu Deus, e os ouvirei.
7 ଇଫ୍ରଯିମର ଲୋକମାନେ ଦ୍ରାକ୍ଷାରସ ପାନ କରିଥିବା ସୈନ୍ଯଟି ପରି ଖୁସି ହବେେ। ସମାନଙ୍କେର ପିଲାମାନେ ଦେଖିବେ ଓ ଆନନ୍ଦ କରିବେ। ସମାନଙ୍କେର ହୃଦଯ ସଦାପ୍ରଭୁଙ୍କଠା ରେ ଉଲ୍ଲସିତ ହବେ।
7 E os de Efraim serão como um homem poderoso, e seu coração se alegrará como pelo vinho; sim, e seus filhos o verão, e se alegrarão; o seu coração se regozijará no SENHOR.
8 ଆମ୍ଭେ ତୂରି ବଜାଇବା ଏବଂ ସମାନଙ୍କେୁ ଏକତ୍ରୀତ କରାଇବା। ଆମ୍ଭେ ସମାନଙ୍କେୁ ଦାସତ୍ବରୁ ମୁକ୍ତ କରିଅଛୁ ଓ ସମାନେେ ଯେପରି ବହୁ ସଂଖ୍ଯା ରେ ଥିଲେ ସହେିପରି ବହୁ ସଂଖ୍ଯା ରେ ପୂର୍ଣ୍ଣ ହବେେ।
8 Eu assobiarei para eles, e os ajuntarei, porque eu os redimi; e se multiplicarão como antes se multiplicaram.
9 ଯଦିଓ ଆମ୍ଭେ ଦେଶଗୁଡିକ ମଧିଅରେ ସମାନଙ୍କେୁ ବିଛାଡି ଦଇେଛୁ, ସମାନେେ ସହେି ଦୂର ସ୍ଥାନ ରେ ଆମ୍ଭକୁ ମନେ ପକାଇବେ। ସମାନେେ ସନ୍ତାନଗଣଙ୍କୁ ପାଳନ କରିବେ ଏବଂ ସମାନେେ ଫରେିବେ।
9 E os semearei por entre os povos, e se lembrarão de mim em terras distantes; e viverão com seus filhos, e voltarão.
10 ଆମ୍ଭେ ସମାନଙ୍କେୁ ମିଶରରୁ ଫରୋଇ ଆଣିବା ଏବଂ ଅଶୂରରୁ ଏକତ୍ରୀତ କରିବା। ଆମ୍ଭେ ସମାନଙ୍କେୁ ଗିଲିଯଦରୁ ଏବଂ ଲିବାନୋନ୍ରୁ ଫରୋଇ ଆଣିବା ଏବଂ ସମାନଙ୍କେ ପାଇଁ ୟଥେଷ୍ଟ ସ୍ଥାନ ନଥିବ।
10 Eu também os farei voltar da terra do Egito, e os ajuntarei da Assíria; e os trarei à terra de Gileade e do Líbano, e não se achará lugar para eles.
11 ସମାନେେ ଦାରୁଣ ବ୍ଯଥାର ସମୁଦ୍ର ମଧ୍ଯଦଇେ ପାର ହବେେ ଏବଂ ସମୁଦ୍ରର ଢେଉକୁ ଆଘାତ କରିବେ। ନୀଳ ନଦୀର ଗଭୀରତାର ପାଣି ସବୁ ଶୁଖିୟିବ। ଅଶୂରର ଗର୍ବ ନତ ହବେ ଏବଂ ମିଶରର ରାଜଦଣ୍ତ ଗ୍ଭଲିୟିବ।
11 E ele passará pelo mar com aflição, e ferirá as ondas do mar, e todas as profundezas do rio se secarão; e o orgulho da Assíria será derrubado, e o cetro do Egito partirá.
12 ସଦାପ୍ରଭୁ ତାଙ୍କର ନିଜର ଲୋକମାନଙ୍କୁ ବଳବାନ୍ କରିବେ। ତାଙ୍କ ନାମ ରେ, ସମାନେେ ସବୁସ୍ଥାନକୁ ଯିବେ। ଏହା ସଦାପ୍ରଭୁ କହିଥିଲେ।
12 E eu os fortalecerei no SENHOR, e andarão para cima e para baixo no seu nome, diz o SENHOR.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Zacarias 10, comparar traduções ou montar um estudo — tudo direto pelo WhatsApp.