Salmos 9
Oriya Bible (GL_ORIYA) vs VC
1 ମୁଁ ଅନ୍ତରର ସହିତ ସଦାପ୍ରଭୁଙ୍କୁ ପ୍ରଶଂସା କରେ। ହେ ସଦାପ୍ରଭୁ ତୁମ୍ଭ ସୃଷ୍ଟିର ସମସ୍ତ ଆଶ୍ଚର୍ୟ୍ଯଜନକ କାର୍ୟ୍ଯ ସମ୍ପର୍କରେ ମୁଁ ବର୍ଣ୍ଣନା କରିବି।
1 Ao mestre de canto. Segundo a melodia A morte para o filho. Salmo de Davi. Eu vos louvarei, Senhor, de todo o coração, todas as vossas maravilhas narrarei.
2 ତୁମ୍ଭେ ମତେ ଅତି ଆନନ୍ଦ ଦଇେଛା ହେ ସର୍ବୋପରିସ୍ଥ ପରମେଶ୍ବର, ମୁଁ ଶତମୁଖରେ ତୁମ୍ଭର ପ୍ରଶଂସା ଗାନ କରିବି।
2 Em vós eu estremeço de alegria, cantarei vosso nome, ó Altíssimo!
3 ଯେତବେେଳେ ସମାନେେ ମାଠାରୁେ ଦୌଡ଼ି ପଳାଇବା ପାଇଁ ବୁଲି ପଡ଼ିଲେ, ମାରେ ଶତ୍ରୁମାନେ ତୁମ୍ଭ ସାକ୍ଷାତରେ ଧ୍ବଂସ ହେଲେ।
3 Porque meus inimigos recuaram, fraquejaram, pereceram ante a vossa face.
4 ତୁମ୍ଭେ ହେଉଛି ସବୁଠାରୁ ବିଚାରବନ୍ତ। ତୁମ୍ଭେ ସିଂହାସନରେ ବିଚାରପତିର ଆସନ ଅଳଙ୍କୃତ କରି ବସୁଛ। ହେ ସଦାପ୍ରଭୁ, ତୁମ୍ଭେ ମାେ କଥା କର୍ଣ୍ଣପାତ କର ଓ ତା'ପରେ ମାେ ପାଇଁ ନିଷ୍ପତ୍ତି ନଲେ।
4 Pois tomastes a vós meu direito e minha causa, assentastes, ó justo Juiz, em vosso tribunal.
5 ତୁମ୍ଭେ ସହେି ଅନ୍ୟ ଲୋକମାନଙ୍କୁ ସମାଲୋଚନା କରିଛ। ହେ ସଦାପ୍ରଭୁ, ତୁମ୍ଭେ ସହେି ଦୁଷ୍ଟ ଲୋକଙ୍କୁ ମଧ୍ଯ ଧ୍ବଂସ କରିଛ। ତୁମ୍ଭେ ସହେି ମାନଙ୍କର ନାମ ସବୁଦିନ ପାଇଁ ନିଶ୍ଚିହ୍ନ କରିଦଇେଛ। ଆଜି ସହେିମାନଙ୍କ ମଧ୍ଯରୁ କହେି ଜୀବିତ ନାହାନ୍ତି।
5 Com efeito, perseguistes as nações, destruístes o ímpio; apagastes, para sempre, o seu nome.
6 ଶତ୍ରୁମାନେ ନିଶ୍ଚିହ୍ନ ହାଇେଛନ୍ତି। ହେ ସଦାପ୍ରଭୁ ତୁମ୍ଭେ ସମାନଙ୍କେର ନଗରକୁ ଧ୍ବଂସ କରିଛ। ବର୍ତ୍ତମାନ କବଳେ ଭଙ୍ଗା ଅଟ୍ଟାଳିକାର ଧ୍ବଂସାବଶଷେ ବିଦ୍ଯମାନ। ଆଜି ସମାନଙ୍କେୁ ମନେ ପକାଇବା ପାଇଁ କିଛି ଅବଶଷେ ବାକିରହି ନାହିଁ।
6 Meus inimigos pereceram, consumou-se sua ruína eterna; demolistes suas cidades, sua própria lembrança se acabou.
7 କିନ୍ତୁ ସଦାପ୍ରଭୁ ଚିରକାଳ ରାଜାରୂପେ ବିଦ୍ଯମାନ, ସେ ତାଙ୍କର ରାଜ୍ଯକୁ ଶକ୍ତିଶାଳୀ କରନ୍ତି। ସେ ଏହି ପୃଥିବୀର ମଙ୍ଗଳ କରନ୍ତି।
7 O Senhor, porém, domina eternamente; num trono sólido, ele pronuncia seus julgamentos.
8 ସଦାପ୍ରଭୁ ଏ ପୃଥିବୀର ସବୁ ମଣିଷ ପ୍ରତି ସମାନ ବିଚାର ପ୍ରଦର୍ଶନ କରନ୍ତି। ସେ ସବୁ ରାଜ୍ଯମାନଙ୍କ ପ୍ରତି ସମାନ ନ୍ଯାଯ ପ୍ରଦାନ କରନ୍ତି।
8 Ele mesmo julgará o universo com justiça, com eqüidade pronunciará sentença sobre os povos.
9 କେତକେ ଲୋକ ଦଳିତ ବୋଲି ଅନୁଭବ କରନ୍ତି କାରଣ ସମାନେେ ଗରିବ ଏବଂ ସମାନଙ୍କେର ଅସୁବିଧା ଅଛି। ଯେତବେେଳେ ସମାନେେ ସମସ୍ଯାରେ ପଡ଼ନ୍ତି ସଦାପ୍ରଭୁ ସମାନଙ୍କେୁ ନିରାପତ୍ତା ଦିଅନ୍ତି।
9 O Senhor torna-se refúgio para o oprimido, uma defesa oportuna para os tempos de perigo.
10 ଯେଉଁ ଲୋକମାନେ ତୁମ୍ଭର ନାମକୁ ଜାଣନ୍ତି ସମାନେେ ତୁମ୍ଭକୁ ବିଶ୍ବାସ କରିବେ। ହେ ସଦାପ୍ରଭୁ ୟଦି ଲୋକମାନେ ତୁମ୍ଭ ପାଖକୁ ଆସନ୍ତି ତୁମ୍ଭେ ସମାନଙ୍କେୁ ସାହାୟ୍ଯ ନ କରି ଛାଡ଼ିଦିଅ ନାହିଁ।
10 Aqueles que conheceram vosso nome confiarão em vós, porque, Senhor, jamais abandonais quem vos procura.
11 ହେ ସିଯୋନ୍ ନିବାସୀ ତୁମ୍ଭେ ସର୍ବଦା ପରମେଶ୍ବରଙ୍କର ପ୍ରଶଂସା ଗାନ କର। ସେ କରିଥିବା ସମସ୍ତ ମହାନ କାର୍ୟ୍ଯ ରାଜ୍ଯମାନଙ୍କ ଆଗରେ ପ୍ରକାଶ କର।
11 Salmodiai ao Senhor, que habita em Sião; proclamai seus altos feitos entre os povos.
12 ସଦାପ୍ରଭୁ ତାଙ୍କ ନିକଟକୁ ସାହାୟ୍ଯ ପାଇଁ ୟାଇଥିବା ଲୋକମାନଙ୍କୁ ମନେ ରଖନ୍ତି। ସହେି ଗରିବ ଲୋକମାନେ ସାହାୟ୍ଯ ପାଇଁ ଆକୁଳ ନିବଦନେ କରନ୍ତି ଓ ସଦାପ୍ରଭୁ ସମାନଙ୍କେ କଥା ଭୁଲି ପାରନ୍ତି ନାହିଁ।
12 Porque, vingador do sangue derramado, ele se lembra deles e não esqueceu o clamor dos infelizes.
13 ମୁଁ ଏହି ପ୍ରାର୍ଥନା ପରମେଶ୍ବରଙ୍କ ନିକଟରେ କରିବି, ହେ ସଦାପ୍ରଭୁ, ମାେ ପ୍ରତି ଦୟାକର। ଦେଖ, ମାରେ ଶତ୍ରୁମାନେ କିଭଳି ମାେ ପଛରେ ମାେତେ ଆଘାତ କରିବାକୁ ଲାଗିଛନ୍ତି। ମାେତେ 'ମୃତ୍ଯୁ ସ୍ଥାନରୁ' ଉଦ୍ଧାର କର।
13 Tende piedade de mim, Senhor, vede a miséria a que me reduziram os inimigos; arrancai-me das portas da morte,
14 ତା'ପରେ ୟିରୁଶାଲମର ଫାଟକ ପାଖରେ ଥାଇ ତୁମ୍ଭକୁ ପ୍ରଶଂସା କରି ମୁଁ ଗୀତ ଗାଇବି। ମୁଁ ଆଜି ଅତ୍ଯନ୍ତ ଆନନ୍ଦିତ କାରଣ ତୁମ୍ଭେ ମାେତେ ରକ୍ଷା କରିଛ।
14 para que nas portas da filha de Sião eu publique vossos louvores, e me regozije de vosso auxílio.
15 ଅନ୍ୟ ରାଜ୍ଯର ସହେି ଲୋକମାନେ ଅନ୍ୟ ଲୋକମାନଙ୍କ ବିରୁଦ୍ଧରେ ଗାଡ଼ ଖୋଳନ୍ତି ଓ ୟନ୍ତା ବସାନ୍ତି। କିନ୍ତୁ ସମାନେେ ନିଜେ ବସାଇ ଥିବା ୟନ୍ତାରେ ପଡ଼ନ୍ତି। ସହେି ଲୋକମାନେ ଅନ୍ୟକୁ ଧରିବା ପାଇଁ ଫାଶ ବସାଇ ଥାଆନ୍ତି କିନ୍ତୁ ଶଷେରେ ସମାନେେ ନିଜେ ସହେି ଜାଲରେ ଧରାପଡ଼ନ୍ତି।
15 Caíram as nações no fosso que cavaram; prenderam-se seus pés na armadilha que armaram.
16 ସଦାପ୍ରଭୁ ସହେି ଦୁଷ୍ଟ ଲୋକମାନଙ୍କୁ ଧରିପକାନ୍ତି, ଏହା ଦ୍ବାରା ଲୋକମାନେ ଶିକ୍ଷା କରନ୍ତି ୟେ ସଦାପ୍ରଭୁ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅନ୍ତି।
16 O Senhor se manifestou e fez justiça, capturando o ímpio em suas próprias redes.
17 ଯେଉଁମାନେ ପରମେଶ୍ବରଙ୍କୁ ଭୁଲି ୟାଆନ୍ତି ସମାନେେ ମନ୍ଦ ଲୋକ ଅଟନ୍ତି। ସମାନେେ ମୃତ୍ଯୁ ସ୍ଥାନକୁ ଯିବେ।
17 Que os pecadores caiam na região dos mortos, todos esses povos que olvidaram a Deus.
18 େ ବେଳବେଳେ ଏହା ଜଣାପଡ଼େ ୟେ ପରମେଶ୍ବର ବିପଦରେ ପଡ଼ିଥିବା ଲୋକମାନଙ୍କୁ ଭୁଲି ୟାଆନ୍ତି। ଏହାର ଅର୍ଥ ନୁହେଁ ୟେ ସହେି ଗରିବ ବ୍ଯକ୍ତିମାନଙ୍କର କୌଣସି ଆଶା ନ ଥାଏ। କନ୍ତୁ ପରମେଶ୍ବର ସର୍ବଦା ସମାନଙ୍କେୁ ଭୁଲନ୍ତି ନାହିଁ।
18 O pobre, porém, não ficará no eterno esquecimento; nem a esperança dos aflitos será frustrada para sempre.
19 ହେ ସଦାପ୍ରଭୁ ତୁମ୍ଭେ ଜାଗ୍ରତ ହୁଅ। ସହେି ଜାତିମାନଙ୍କୁ ନ୍ଯାଯ ପ୍ରଦାନ କର। ଲୋକମାନଙ୍କୁ ଭାବିବାକୁ ସୁଯୋଗ ଦିଅ ନାହିଁ ୟେ ସମାନେେ ଶକ୍ତିଶାଳୀ ଅଟନ୍ତି।
19 Levantai-vos, Senhor! Não seja o homem quem tenha a última palavra! Que diante de vós sejam julgadas as nações.
20 ଲୋକମାନଙ୍କୁ ଏକ ଶିକ୍ଷା ପ୍ରଦାନ କର। ସମାନେେ ଜାଣିବା ଉଚିତ୍ ୟେ ସମାନେେ କବଳେ ମନୁଷ୍ଯ ମାତ୍ର ଅଟନ୍ତି। -ସେଲା-
20 Enchei-as de pavor, Senhor, para que saibam que não passam de simples homens.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 9, comparar traduções ou montar um estudo — tudo direto pelo WhatsApp.