Salmos 99

Oriya Bible (GL_ORIYA) vs ARIB

Sair da comparação
ARIB Almeida Revisada Imprensa Bíblica
1 ସଦାପ୍ରଭୁଙ୍କ ଆଗରେ ଗାନ କର। ସେ ନ୍ଯାଯ ବିଚାର ପାଇଁ ପୃଥିବୀକୁ ଆସୁଛନ୍ତି। ସେ ତାଙ୍କର ଧାର୍ମିକତା ଏବଂ ନ୍ଯାଯ ସହିତ ପୃଥିବୀର ଲୋକମାନଙ୍କର ବିଚାର କରିବେ।
1 O Senhor reina, tremam os povos; ele está entronizado sobre os querubins, estremeça a terra.
2 ସଦାପ୍ରଭୁ ସିୟୋନରେ ମହାନ୍ ଓ ସମସ୍ତ ଜାତିମାନଙ୍କର ନେତା ଅଟନ୍ତି।
2 O Senhor é grande em Sião, e exaltado acima de todos os povos.
3 ସମସ୍ତ ଜାତି ତୁମ୍ଭର ନାମର ପ୍ରଶଂସା ଓ ଭୟ କରନ୍ତୁ, ଏହା ପବିତ୍ର ଅଟେ।
3 Louvem o teu nome, grande e tremendo; pois é santo.
4 ଶକ୍ତିଶାଳୀ ରାଜା ନ୍ଯାଯ ବିଚାରକୁ ଭଲପାନ୍ତି। ହେ ପରମେଶ୍ବର, ତୁମ୍ଭେ ନ୍ଯାଯ ସ୍ଥାପନ କରିଛ। ତୁମ୍ଭେ ଇଶ୍ରାୟେଲର ନ୍ଯାଯ ଓ ୟଥାର୍ଥ ସାଧନ କରିଅଛ।
4 És Rei poderoso que amas a justiça; estabeleces a eqüidade, executas juízo e justiça em Jacó.
5 ଆମ୍ଭମାନଙ୍କ ପରମେଶ୍ବର ସଦାପ୍ରଭୁଙ୍କର ପ୍ରଶଂସା କର। ତାଙ୍କ ପବିତ୍ର ପାଦପୀଠରେ ଉପାସନା କର, ସେ ପବିତ୍ର ଅଟନ୍ତି।
5 Exaltai o Senhor nosso Deus, e prostrai-vos diante do escabelo de seus pés; porque ele é santo.
6 ମାଶାେ ଏବଂ ହାରୋଣ ତାଙ୍କର ୟାଜକଗଣଙ୍କ ମଧ୍ୟରେ ଅନ୍ୟତମ ଥିଲେ। ଶାମୁଯଲେ ଥିଲେ ଜଣେ ୟିଏକି, ପରମେଶ୍ବରଙ୍କ ନାମ ଦଇେ ପ୍ରାର୍ଥନା କରିଥିଲେ। ସମାନେେ ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କଲେ ଏବଂ ସେ ସମାନଙ୍କେୁ ଉତ୍ତର ଦେଲେ।
6 Moisés e Arão entre os seus sacerdotes, e Samuel entre os que invocavam o seu nome, clamavam ao Senhor, e ele os ouvia.
7 ପରମେଶ୍ବର ଉଚ୍ଚ ମେଘସ୍ତମ୍ଭ ମଧ୍ଯରୁ କହିଲେ, ସମାନେେ ତାଙ୍କର ଆଦେଶ ମାନିଲେ ଏବଂ ସେ ନିଯମ ବ୍ଯବସ୍ଥା ଦେଲେ।
7 Na coluna de nuvem lhes falava; eles guardavam os seus testemunhos, e os estatutos que lhes dera.
8 ହେ ସଦାପ୍ରଭୁ ଆମ୍ଭମାନଙ୍କର ପରମେଶ୍ବର, ତୁମ୍ଭେ ତାଙ୍କ ପ୍ରାର୍ଥନାର ଉତ୍ତର ଦଲେ। ତୁମ୍ଭେ ସମାନଙ୍କେୁ ଦଖାଇେଲ ୟେ ତୁମ୍ଭେ ହିଁ କ୍ଷମାକାରୀ ପରମେଶ୍ବର ଏବଂ ତୁମ୍ଭେ ସମାନଙ୍କେର କୁକର୍ମ ପାଇଁ ଦଣ୍ଡ ଦିଅ।
8 Tu os ouviste, Senhor nosso Deus; tu foste para eles um Deus perdoador, embora vingador dos seus atos.
9 ତୁମ୍ଭମାନେେ ଆମ୍ଭମାନଙ୍କର ପରମେଶ୍ବରଙ୍କର ପ୍ରଶଂସା କର। ତାଙ୍କର ପବିତ୍ର ପର୍ବତରେ ତାଙ୍କର ଉପାସନା କର। ପ୍ରକୃତରେ ସଦାପ୍ରଭୁ ଆମ୍ଭର ପରମେଶ୍ବର ପବିତ୍ର ଅଟନ୍ତି।
9 Exaltai o Senhor nosso Deus e adorai-o no seu santo monte, porque o Senhor nosso Deus é santo.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 99, comparar traduções ou montar um estudo — tudo direto pelo WhatsApp.