Salmos 97

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ସଦାପ୍ରଭୁ ଶାସନ କରନ୍ତି। ସକଳ ପୃଥିବୀ ଆନନ୍ଦ ହେଉ। ଦୂର ସଦୃଶ ଭୂମି ମଧ୍ଯ ଆନନ୍ଦିତ ହୁଅନ୍ତୁ।
1 O S enhor reina! Alegre-se a terra, exultem os litorais mais distantes.
2 ମେଘମାଳ ଓ ଅନ୍ଧାର ସଦାପ୍ରଭୁଙ୍କ ଚତୁର୍ଦ୍ଦିଗରେ ଥାଏ। ଧର୍ମ ଓ ନ୍ଯାଯ ତାହାଙ୍କ ସିଂହାସନର ମୂଳଭିତ୍ତି।
2 Nuvens escuras o cercam; justiça e retidão são a base de seu trono.
3 ସଦାପ୍ରଭୁଙ୍କ ସମ୍ମୁଖରୁ ଅଗ୍ନି ଝରି ତାଙ୍କର ଶତ୍ରୁଗଣକୁ ବିନାଶ କରେ।
3 Fogo se espalha adiante dele, queimando todos os seus inimigos.
4 ତାହାଙ୍କ ବିଜୁଳି ଜଗତକୁ ଦୀପ୍ତିମାନ କଲା, ଏହା ଦେଖି ଲୋକେ ଭୟ କଲେ।
4 Seus relâmpagos iluminam o mundo; a terra os vê e estremece.
5 ସଦାପ୍ରଭୁଙ୍କ ସମ୍ମୁଖରେ ପୃଥିବୀର ସମସ୍ତ ପ୍ରଭୁ, ପର୍ବତଗୁଡ଼ିକ ମହମ ପରି ତରଳି ଗଲେ।
5 Os montes se derretem como cera diante do S enhor , diante do Senhor de toda a terra.
6 ଆକାଶ ତାଙ୍କର ଧାର୍ମିକ ସତ୍ଯତା ପ୍ରଚାର କରେ ଓ ପ୍ରେତ୍ୟକକ ଜାତିଗଣ ତାଙ୍କ ମହିମା ଦେଖନ୍ତି।
6 Os céus proclamam sua justiça; todos os povos veem sua glória.
7 ଲୋକମାନେ ତାଙ୍କର ମୂର୍ତ୍ତିଗୁଡ଼ିକୁ ପୂଜା କରନ୍ତି। ସମାନେେ ସମାନଙ୍କେର ଦବଗେଣଙ୍କ ବିଷଯରେ ବଡ଼ାଇ କରନ୍ତି। ସହେି ଲୋକମାନେ ଲଜ୍ଜିତ ହବେେ। ସମାନଙ୍କେର ସମସ୍ତ ଦବେତାଗଣ ସଦାପ୍ରଭୁଙ୍କ ଆଗରେ ମଥାନତ କରିବେ।
7 Sejam envergonhados os que adoram ídolos, os que contam vantagem de seus deuses inúteis, pois todos os deuses se prostram diante dele.
8 ସିଯୋନ୍ ଶୁଣିଛି ଓ ଆନନ୍ଦିତ ହାଇେଛି। ଯିହୁଦା ନଗରୀ, ଖୁସୀ ହାଇେ ଆସୁଛନ୍ତି, କାରଣ ତୁମ୍ଭ ପାଇଁ ସଦାପ୍ରଭୁ ବିଜ୍ଞ ନିଷ୍ପତ୍ତି କରନ୍ତି।
8 Sião ouviu e se alegrou, e todas as cidades de Judá exultam, por causa de tua justiça, ó S
9 ହେ ସର୍ବୋପରିସ୍ଥ ସଦାପ୍ରଭୁ, ତୁମ୍ଭେ ହିଁ ସମଗଯ ପୃଥିବୀର ଶାସକ। ତୁମ୍ଭେ ଅନ୍ୟ ଦବେତାମାନଙ୍କଠାରୁ ଉତ୍ତମ।
9 Pois tu, S enhor , és supremo sobre toda a terra; és exaltado muito acima de todos os deuses.
10 ୟିଏ ସଦାପ୍ରଭୁଙ୍କୁ ଭଲପା'ନ୍ତି ମନ୍ଦତାକୁ ଘୃଣା କରନ୍ତି! ସେ ସହେି ଆପଣା ସଦ୍ଭକ୍ତମାନଙ୍କ ପ୍ରାଣରକ୍ଷା କରନ୍ତି। ସେ ଦୁଷ୍ଟମାନଙ୍କ ହସ୍ତରୁ ନିଜର ଶିଷ୍ଯମାନଙ୍କୁ ରକ୍ଷାକରନ୍ତି।
10 Vocês que amam o S enhor , odeiem o mal! Ele protege a vida de seus fiéis e os resgata da mão dos perversos.
11 ଧାର୍ମିକମାନଙ୍କ ପାଇଁ ଦୀପ୍ତି ଓ ସତ୍ଯପ୍ରିଯମାନଙ୍କ ପାଇଁ ଆନନ୍ଦ ଅଛି।
11 A luz brilha sobre os justos, e a alegria, sobre os que têm coração íntegro.
12 ହେ ଧାର୍ମିକଗଣ ତୁମ୍ଭମାନେେ ସଦାପ୍ରଭୁଙ୍କ ନିକଟରେ ଆନନ୍ଦ କର। ପରମେଶ୍ବରଙ୍କ ପବିତ୍ର ନାମରେ ଧନ୍ଯବାଦ କର।
12 Alegrem-se no S enhor todos os justos e louvem seu santo nome!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 97, comparar traduções ou montar um estudo — tudo direto pelo WhatsApp.