Salmos 95
Oriya Bible (GL_ORIYA) vs NAA
1 ଆସ, ସଦାପ୍ରଭୁଙ୍କ ଉଦ୍ଦେଶ୍ଯରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା। ଆମ୍ଭମାନଙ୍କ ପରିତ୍ରାଣର ଶୈଳ ଉଦ୍ଦେଶ୍ଯରେ ଆନନ୍ଦ ଧ୍ବନି କରିବା, ୟିଏ ଆମ୍ଭମାନଙ୍କୁ ରକ୍ଷା କରନ୍ତି।
1 Venham, cantemos ao celebremos o Rochedo da nossa salvação.
2 ଆସ ଆମ୍ଭେ ଧନ୍ଯବାଦ ସହ ତାଙ୍କ ସମ୍ମୁଖକୁ ଆସିବା ଏବଂ ତାଙ୍କ ଉଦ୍ଦେଶ୍ଯରେ ଆନନ୍ଦର ସହିତ ପ୍ରଶଂସା ଗାନ କରିବା।
2 Saiamos ao seu encontro com ações de graças, vitoriemo-lo com salmos.
3 କାରଣ ସଦାପ୍ରଭୁ ହେଉଛନ୍ତି, ମହାନ୍ ପରମେଶ୍ବର। ସେ ସମସ୍ତ ସକଳ ଦବେତାଗଣଙ୍କ ଉପରେ ଶାସନ କରନ୍ତି।
3 Porque o Senhor é o Deus supremo e o grande Rei acima de todos os deuses.
4 ପୃଥିବୀର ଗଭୀର ସ୍ଥାନସବୁ ଓ ଉଚ୍ଚ ପର୍ବତଗଣ ମଧ୍ଯ ସଦାପ୍ରଭୁଙ୍କର।
4 Nas suas mãos estão as profundezas da terra, e as alturas dos montes lhe pertencem.
5 ସକଳ ସମୁଦ୍ର ତାଙ୍କର, ସେ ସଗେୁଡ଼ିକ ସୃଷ୍ଟି କରିଛନ୍ତି। ଏବଂ ସ୍ଥଳଭାଗଗୁଡ଼ିକ ମଧ୍ଯ ପରମେଶ୍ବର ତାଙ୍କର ନିଜ ହସ୍ତରେ ସୃଷ୍ଟି କରିଛନ୍ତି।
5 Dele é o mar, pois ele o fez; obra de suas mãos, os continentes.
6 ଆସ, ଆମ୍ଭେ ସମସ୍ତେ ତାଙ୍କ ଆଗରେ ନଇଁ ପଡ଼ି ପ୍ରଣାମ କରିବା ଓ ଉପାସନା କରିବ! ଆସ, ସହେି ଆମ୍ଭର ସୃଷ୍ଟିକର୍ତ୍ତା ପରମେଶ୍ବରଙ୍କ ଆଗରେ ଆଣ୍ଠୁମାଡ଼ି ପ୍ରଶଂସା କରିବା।
6 Venham, adoremos e prostremo-nos; ajoelhemos diante do que nos criou.
7 ସେ ହେଉଛନ୍ତି ଆମ୍ଭର ପରମେଶ୍ବର ଏବଂ ଆମ୍ଭେ ତାଙ୍କର ସନ୍ତାନଗଣ। ଆଜି ଆମ୍ଭେ ତାଙ୍କର ମଷେ ତୁଲ୍ଯ, ସିଏ ତାଙ୍କ ନିଜର ତୃଣ଼ଭୂମିକୁ ଯତ୍ନ ନିଅନ୍ତି।
7 Ele é o nosso Deus, e nós somos povo do seu pasto e ovelhas de sua mão. Hoje, se ouvirem a sua voz,
8 ପରମେଶ୍ବର କହନ୍ତି, ମିରୀବାଃ ଓ ମଃସା ମରୁଭୂମିରେ ହେଲା ପରି ଜିଦ୍ଖୋର ହୁଅ ନାହିଁ।
8 não endureçam o coração, como em Meribá, como naquele dia em Massá, no deserto,
9 ତୁମ୍ଭର ପୂର୍ବପୁରୁଷଗଣ ଆମ୍ଭର ପରୀକ୍ଷା ପାଇଁ ଆହ୍ବାନ କଲେ। ସମାନେେ ଜାଣି ପାରିଥିଲେ ୟେ ଆମ୍ଭେ କ'ଣ କରିପାରୁ।
9 quando os pais de vocês me tentaram, pondo-me à prova, apesar de terem visto as minhas obras.
10 ଆମ୍ଭେ ଚାଳିଶ ବର୍ଷ ପର୍ୟ୍ଯନ୍ତ ସହେି ବଂଶପ୍ରତି ବିରକ୍ତ ହାଇେଥିଲୁ, ଆମ୍ଭେ କହିଲୁ ୟେ, ସମାନେେ ଆମ୍ଭ ପ୍ରତି ବିଶ୍ବାସୀ ନୁହଁନ୍ତି। ସମାନେେ ଆମ୍ଭର ନିଯମକୁ ମାନିବା ପାଇଁ ମନା କରି ଦେଲେ।
10 Durante quarenta anos, estive irritado com essa geração e disse: “Este é um povo que gosta de se desviar; eles não conhecem os meus caminhos.”
11 ତଣେୁ ଆମ୍ଭେ ତାଙ୍କ ଉପରେ କୋର୍ଧିତ ହେଲୁ ଏବଂ ପ୍ରତିଜ୍ଞା କଲୁ, ସମାନେେ ଆଉ ଆମ୍ଭର ବିଶ୍ରାମ ଭୂମିକୁ ପ୍ରବେଶ କରିପାରିବେ ନାହିଁ।
11 Por isso, jurei na minha ira: “Eles não entrarão no meu descanso.”
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 95, comparar traduções ou montar um estudo — tudo direto pelo WhatsApp.