Salmos 94

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ହେ ସଦାପ୍ରଭୁ, ପ୍ରତିଫଳ ଦାତା ପରମେଶ୍ବର, ୟିଏ ଦଣ୍ଡ ଦିଅନ୍ତି, ତୁମ୍ଭର ମହାନତା ଦଖାେଅ।
1 Ó Senhor, Deus vingador; Deus vingador! Intervém!
2 ତୁମ୍ଭେ ହେଉଛ ସାରା ପୃଥିବୀର ବିଚାରକର୍ତ୍ତା। ଜାଗି ଉଠ ଏବଂ ଅହଙ୍କାରୀ ଲୋକମାନଙ୍କୁ ତାଙ୍କର କର୍ମାନୁସାରେ ଫଳ ଦିଅ, ୟାହା ସମାନେେ ଚାହାଁନ୍ତି।
2 Levanta-te, Juiz da terra; retribui aos orgulhosos o que merecem.
3 ହେ ସଦାପ୍ରଭୁ, ଦୁଷ୍ଟମାନେ କେତେ କାଳୟାଏ ଶାସନ କରିବେ ? ସଦାପ୍ରଭୁ ଆଉ କେତେ କାଳ ?
3 Até quando os ímpios, Senhor, até quando os ímpios exultarão?
4 ସହେି ଦାଗିମାନେ ଆଉ କେତେ କାଳ ଅହଙ୍କାର କଥା କହିବେ ? ସହେି ଅଧର୍ମାଚାରୀମାନେ କେତେ କାଳ ଦର୍ପ କରିବେ ?
4 Eles despejam palavras arrogantes, todos esses malfeitores enchem-se de vanglória.
5 ହେ ସଦାପ୍ରଭୁ, ସମାନେେ ତୁମ୍ଭ ଲୋକମାନଙ୍କୁ ନିରାଶ କରନ୍ତି। ସମାନେେ ତୁମ୍ଭର ଲୋକମାନଙ୍କୁ ୟନ୍ତ୍ରଣା ଦିଅନ୍ତି।
5 Massacram o teu povo, Senhor, e oprimem a tua herança;
6 ସହେି ଲୋକମାନେ ବିଧବାମାନଙ୍କୁ ଓ ନିଜ ଦେଶରେ ଥିବା ଅତିଥିମାନଙ୍କୁ ବାଧ୍ଯ କରନ୍ତି। ସମାନେେ ଅନାଥ ପିଲାମାନଙ୍କୁ ମଧ୍ଯ ହତ୍ଯା କରନ୍ତି।
6 matam as viúvas e os estrangeiros, assassinam os órfãos,
7 ସମାନେେ ଏହିପରି କହନ୍ତି ୟେ, ସଦାପ୍ରଭୁ ସମାନଙ୍କେର କୁକର୍ମକୁ ଦେଖିପାରିବେ ନାହିଁ। କିଅବା ୟାକୁବର ପରମେଶ୍ବର ବିବଚେନା କରିବେ ନାହିଁ।
7 e ainda dizem: "O Senhor não nos vê; o Deus de Jacó nada percebe".
8 ହେ ପଶୁବତ୍ ଲୋକମାନେ, ତୁମ୍ଭେ କବେେ ବୁଦ୍ଧି ପାଇବ ? ହେ ନିର୍ବୋଧ ଅଧର୍ମକାରୀ ଲୋକ, ଚେଷ୍ଟାକର ଏବଂ ବୁଝ।
8 Insensatos, procurem entender! E vocês, tolos, quando se tornarão sábios?
9 ପରମେଶ୍ବର ଆମ୍ଭର କର୍ଣ୍ଣ ସୃଷ୍ଟି କଲେ, ସେ କ'ଣ ଶୁଣିପାରୁ ନାହାଁନ୍ତି! ପରମେଶ୍ବର ଆମ୍ଭମାନଙ୍କର ଚକ୍ଷୁ ସୃଷ୍ଟି କରିଛନ୍ତି। ସେ କ'ଣ ଦେଖି ପାରିବେ ନାହିଁ! ୟାହା ସବୁ ଘଟିଯାଉଛି।
9 Será que quem fez o ouvido não ouve? Será que quem formou o olho não vê?
10 ଜଣେ ୟିଏକି ଜାତିଗଣକୁ ସଂ ଶାଧେନ କରନ୍ତି, ତୁମ୍ଭକୁ ଦଣ୍ଡ ଦବେେ ? ସେ ମାନବମାନଙ୍କୁ ଜ୍ଞାନ ବିଷଯରେ ଶିକ୍ଷା ଦିଅନ୍ତି।
10 Aquele que disciplina as nações os deixará sem castigo? Não tem sabedoria aquele que dá ao homem o conhecimento?
11 ସଦାପ୍ରଭୁ ଜାଣନ୍ତି ଲୋକମାନଙ୍କର ଚିନ୍ତାଧାରା ଅସାର ମାତ୍ର।
11 O Senhor conhece os pensamentos do homem, e sabe como são fúteis.
12 ହେ ସଦାପ୍ରଭୁ ଯେଉଁ ଲୋକମାନଙ୍କୁ ତୁମ୍ଭେ ଶାସନ କର, ସମାନେେ ଆଶୀର୍ବାଦ ପ୍ରାପ୍ତ ହବେେ। ତୁମ୍ଭେ ଆପଣା ନିଯମରେ ସମାନଙ୍କେୁ ବଞ୍ଚିବାର ଠିକ୍ ମାର୍ଗ ଶିକ୍ଷା ଦିଅ।
12 Como é feliz o homem a quem disciplinas, Senhor, aquele a quem ensinas a tua lei;
13 ବିପଦ ବେଳେ ସମାନଙ୍କେୁ ସୁସ୍ଥିର କର, ଦୁଷ୍ଟମାନେ ବିନାଶ ହବୋ ପର୍ୟ୍ଯନ୍ତ ତୁମ୍ଭର ଅନୁଗାମୀମାନଙ୍କୁ ସାହାୟ୍ଯ କର।
13 tranqüilo, enfrentará os dias maus, enquanto que, para os ímpios, uma cova se abrirá.
14 ସଦାପ୍ରଭୁ ଆପଣା ଲୋକମାନଙ୍କୁ ଦୂର କରିବେ ନାହିଁ। ସେ ନିଜର ପ୍ରାଧାନ୍ଯତ୍ବକୁ ପରିତ୍ଯାଗ କରିବେ ନାହିଁ।
14 O Senhor não desamparará o seu povo; jamais abandonará a sua herança.
15 ନ୍ଯାଯ ଫରେିବ ଏବଂ ଏହା ସ୍ବଚ୍ଛତା ଆଣିବ ଏବଂ ଯେଉଁ ସମସ୍ତ ବ୍ଯକ୍ତି ସତ୍ଯପ୍ରିଯ ଅଟନ୍ତି, ନ୍ଯାଯର ଅନୁଗାମୀ ହବେେ।
15 Voltará a haver justiça nos julgamentos, e todos os retos de coração a seguirão.
16 ଦୁଷ୍ଟ ଲୋକମାନଙ୍କ ବିରୁଦ୍ଧରେ ଲଢ଼ିବା ପାଇଁ କିଏ ମାେତେ ସାହାୟ୍ଯ କରିବ ? ଦୁଷ୍ଟ ଲୋକମାନଙ୍କ ବିପକ୍ଷରେ କିଏ ମାେ ସହିତ ଠିଆ ହବେ ?
16 Quem se levantará a meu favor contra os ímpios? Quem ficará a meu lado contra os malfeitores?
17 ୟଦି ମାେତେ ସଦାପ୍ରଭୁ ସାହାୟ୍ଯ କରି ନ ଥାନ୍ତେ, ତବେେ ମୃତ୍ଯୁ ମାରେ ପ୍ରାଣକୁ ଅତିକ୍ରମ କରି ୟାଇଥାନ୍ତା।
17 Não fosse a ajuda do Senhor, eu já estaria habitando no silêncio.
18 ମୁଁ ଭାବିଲି, ମୁଁ ତଳକୁ ଖସିବା ଅବସ୍ଥାରେ ଥିଲି କିନ୍ତୁ ପ୍ରଭୁ ତୁମ୍ଭର ପ୍ରମେ, ମାେତେ ସକ୍ଷମ ହେଲା।
18 Quando eu disse: "Os meus pés escorregaram", o teu amor leal, Senhor, me amparou!
19 ମୁଁ ଅତି ବ୍ଯସ୍ତ ଓ ଚିନ୍ତିତ ଥିଲା ବେଳେ, ସଦାପ୍ରଭୁ ମାେତେ ଆନନ୍ଦ ଓ ଖୁସି ଦେଲେ।
19 Quando a ansiedade já me dominava no íntimo, o teu consolo trouxe alívio à minha alma.
20 ହେ ପରମେଶ୍ବର, ତୁମ୍ଭେ ନିଷ୍ଠୁର ବିଚାରକମାନଙ୍କୁ ସାହାୟ୍ଯ କର ନାହିଁ। ସହେି ଅଧର୍ମୀ ବିଚାରକମାନେ ଲୋକମାନଙ୍କର ଜୀବନକୁ ଦୁର୍ବିସହ କରିବା ପାଇଁ ନିଯମକୁ ବ୍ଯବହାର କରନ୍ତି।
20 Poderá um trono corrupto estar em aliança contigo?, um trono que faz injustiças em nome da lei?
21 ଯେଉଁ ବିଚାରକଗଣ ଭଲ ଲୋକମାନଙ୍କୁ ନ୍ଯାଯ ଦିଅନ୍ତି ନାହିଁ, ସମାନେେ କହନ୍ତି ନିରୀହ ଲୋକମାନେ ଦୋଷୀ ଏବଂ ସମାନଙ୍କେୁ ମରଣର ଆରୋପ କର।
21 Eles planejam contra a vida dos justos e condenam os inocentes à morte.
22 ମାତ୍ର ସଦାପ୍ରଭୁ ଉଚ୍ଚ ପର୍ବତରେ ମାରେ ଉଚ୍ଚ ଦୁର୍ଗ ଓ ମାରେ ପରମେଶ୍ବର ମାରେ ଆଶ୍ରଯଶୈଳ ହାଇେଅଛନ୍ତି।
22 Mas o Senhor é a minha torre segura; o meu Deus é a rocha em que encontro refúgio.
23 ପରମେଶ୍ବର ସହେି ଅଧର୍ମୀ ବିଚାରକମାନଙ୍କୁ ତାଙ୍କର କୃତ କର୍ମ ପାଇଁ ଦଣ୍ଡ ଦବେେ। ଆମ୍ଭମାନଙ୍କର ସଦାପ୍ରଭୁ ପରମେଶ୍ବର ସମାନଙ୍କେୁ ଧ୍ବଂସ କରିବେ।
23 Fará cair sobre eles os seus crimes, e os destruirá por causa dos seus pecados; o Senhor, o nosso Deus, os destruirá!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 94, comparar traduções ou montar um estudo — tudo direto pelo WhatsApp.