Salmos 92

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ସଦାପ୍ରଭୁଙ୍କର ଧନ୍ଯବାଦ କରିବା ଉତ୍ତମ। ହେ ସର୍ବୋପରିସ୍ଥ ପରମେଶ୍ବର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
1 É bom dar graças ao S enhor e cantar louvores ao Altíssimo.
2 ପ୍ରଭାତ ସମଯରେ ତୁମ୍ଭର ପ୍ରମେ ଗୀତ ବୋଲିବା ଉତ୍ତମ ଏବଂ ରାତ୍ରିରେ ତୁମ୍ଭର ବିଶ୍ବସ୍ତତା ଗୀତ ଗାନ କରିବା ଉତ୍ତମ।
2 É bom proclamar de manhã o teu amor e, de noite, a tua fidelidade,
3 ହେ ପରମେଶ୍ବର, ଦଶତାର ୟନ୍ତ୍ର ଓ ନବେଲରେ ବୀଣାର ଗମ୍ଭୀର ଧ୍ବନିରେ ସୂ-ଗୀତ ଗାନ କରିବା ଭଲ।
3 ao som de um instrumento de dez cordas, da harpa e da melodia da lira.
4 ହେ ସଦାପ୍ରଭୁ, ତୁମ୍ଭ ନିଜ କର୍ମ ମାେତେ ଆନନ୍ଦିତ କରିଅଛି। ମୁଁ ତୁମ୍ଭ ହସ୍ତକୃତ କର୍ମର ୟଶଗାନ କରୁଛି।
4 Tu me alegras, S enhor , com tudo que tens feito; canto de alegria por causa de tuas obras.
5 ହେ ସଦାପ୍ରଭୁ, ତୁମ୍ଭର କର୍ମସବୁ ମହତ୍। ତୁମ୍ଭର ବିଚାରଧାରା ବୁଝିବା ଆମ୍ଭ ପକ୍ଷେ କଷ୍ଟକର।
5 Quão grandes, S enhor , são os teus feitos e profundos os teus pensamentos!
6 ପଶୁବତ୍ ଲୋକମାନେ ଏହାକୁ ଜାଣି ନାହାଁନ୍ତି, କିଅବା ନିର୍ ବୋଧମାନେ ବୁଝନ୍ତି ନାହିଁ।
6 Só o ignorante não sabe, só o tolo não entende:
7 ଯେତବେେଳେ ଦୁଷ୍ଟଗଣ ତୃଣପରି ଅଙ୍କୁରିତ ହୁଅନ୍ତି ଓ ଅଧର୍ମାଚାରୀମାନେ ଫୁଲ-ଫଳ ଗଛ ସଦୃଶ ବଢ଼ି ସମୃଦ୍ଧଶାଳୀ ହାଇପୋରନ୍ତି। ସେତବେେଳେ ସମାନେେ କରୁଥିବା ମୂଲ୍ଯହୀନ କାର୍ୟ୍ଯ ଚିରଦିନ ପାଇଁ ନଷ୍ଟ ହବେ।
7 embora os perversos brotem como a grama e floresçam os que praticam o mal, eles serão destruídos para sempre.
8 କିନ୍ତୁ ସଦାପ୍ରଭୁ, ତୁମ୍ଭେ ଅନନ୍ତକାଳ ପାଇଁ ସର୍ବୋଚ୍ଚଧିକାରୀ ଅଟ।
8 Mas tu, S enhor , serás eternamente exaltado!
9 ହେ ସଦାପ୍ରଭୁ, ତୁମ୍ଭର ସମସ୍ତ ଶତ୍ରୁ ବିନଷ୍ଟ ହବେେ। ସହେି ସମସ୍ତ କୁକର୍ମ କରୁଥିବା ଲୋକ ପରାସ୍ତ ହବେେ ଏବଂ ଛିନ୍ନ ବିଚ୍ଛିନ୍ନ ହାଇଯେିବେ।
9 Teus inimigos, S enhor , perecerão; todos que praticam o mal serão dispersados.
10 କିନ୍ତୁ ତୁମ୍ଭେ ମାେତେ ଶକ୍ତିଶାଳୀ କରିବ। ଶକ୍ତିଶାଳୀ ବଳଦର ଶିଙ୍ଗ ତୁଲ୍ଯ ମୁଁ ଦୃଢ଼ ହବେି। ତୁମ୍ଭେ ମାେତେ ବିଶଷେ କାର୍ୟ୍ଯ ପାଇଁ ମନୋନୀତ କରିଛ। ତୁମ୍ଭେ ମାେତେ ନୂତନ ତୈଳରେ ଅଭିଷିକ୍ତ କରିଅଛ।
10 Tu, porém, me tornaste forte como o boi selvagem e me ungiste com óleo da melhor qualidade.
11 ମାରେ ଶତ୍ରୁମାନେ ମାେତେ ଆକ୍ରମଣ କରିବାର ମୁଁ ଦେଖୁଛି। ସମାନେେ ମାେ ବିଷଯରେ ୟାହା କଥାବାର୍ତ୍ତା କରିଛନ୍ତି, ତାହା ମୁଁ ଶୁଣିଅଛି।
11 Meus olhos viram a queda de meus inimigos, meus ouvidos ouviram a derrota de meus perversos adversários.
12 ଉତ୍ତମ ଲୋକମାନେ ସଦାପ୍ରଭୁଙ୍କ ମନ୍ଦିରରେ ରୋପିତ ଲିବାନୋନର ଏରସ ଗଛ ତୁଲ୍ଯ।
12 Os justos, porém, florescerão como palmeiras e crescerão como os cedros do Líbano.
13 ସମାନେେ ପରମେଶ୍ବରଙ୍କ ମନ୍ଦିରର ଅଗଣାରେ ଅବସ୍ଥିତ ଅଙ୍କୁରିତ ଡ଼ାଳଗଛ ସ୍ବରୂପ।
13 Pois estão plantados na casa do S enhor ; florescerão nos pátios de nosso Deus.
14 ଏପରିକି ଯେତବେେଳେ ସମାନେେ ବୃଦ୍ଧ ହବେେ, ସେତବେେଳେ ମଧ୍ଯ ସମାନେେ ଫଳ ଉତ୍ପନ୍ନ କରିପାରିବେ। ସମାନେେ ସୁସ୍ଥ ରହିବେ ଏବଂ ସମାନଙ୍କେର ବହୁତ ପତ୍ର ରହିବ।
14 Mesmo na velhice produzirão frutos; continuarão verdejantes e cheios de vida.
15 ଏହା ଦ୍ବାରା ସଦାପ୍ରଭୁ ୟେ ୟଥାର୍ଥ ତାହା ପରିପ୍ରକାଶ ହବେ। ସେ ମାରେ ଶୈଳ, ତାହାଙ୍କଠାରେ କୌଣସି ଅଧର୍ମ ନାହିଁ।
15 Anunciarão: “O S enhor é justo! Ele é minha rocha; nele não há injustiça”.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 92, comparar traduções ou montar um estudo — tudo direto pelo WhatsApp.