Salmos 8

Oriya Bible (GL_ORIYA) vs VC

Sair da comparação
VC Versão Católica
1 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ତୁମ୍ଭର ନାମ ଏ ପୃଥିବୀରେ ସବୁଠାରୁ ଆଶ୍ଚର୍ୟ୍ଯଜନକ ଓ ପ୍ରଶଂସାୟୁକ୍ତ। ତୁମ୍ଭର ନାମ ସ୍ବର୍ଗରେ ମଧ୍ଯ ପ୍ରଶଂସା ୟୋଗ୍ଯ ଅଟେ।
1 Ao mestre de canto. Com a gitiena. Salmo de Davi. Ó Senhor, nosso Deus, como é glorioso vosso nome em toda a terra! Vossa majestade se estende, triunfante, por cima de todos os céus.
2 ତୁମ୍ଭେ ତୁମ୍ଭର ଶତ୍ରୁମାନଙ୍କର ମୁହଁ ବନ୍ଦ କରିବାକୁ ଶିଶୁ ଓ ପିଲାମାନଙ୍କ କଣ୍ଠରେ ଶକ୍ତିଶାଳୀ ଗୀତ ପ୍ରଦାନ କରିଅଛି।
2 Da boca das crianças e dos pequeninos sai um louvor que confunde vossos adversários, e reduz ao silêncio vossos inimigos.
3 ହେ ସଦାପ୍ରଭୁ ମାେ ଉପରେ ଥିବା ସ୍ବର୍ଗକୁ ଚାହିଁଲେ ତାହା ତୁମ୍ଭ ଅଙ୍ଗୁଳି ଦ୍ବାରା ନିର୍ମିତ ବୋଲି ଜଣାପଡ଼େ। ମୁଁ ସହେି ଆକାଶରେ ତୁମ୍ଭ ସୃଷ୍ଟି ଚନ୍ଦ୍ର ଓ ନକ୍ଷତ୍ରଗଣଙ୍କୁ ଦେଖେ ଓ ଆଶ୍ଚର୍ୟ୍ଯ ହୁଏ।
3 Quando contemplo o firmamento, obra de vossos dedos, a lua e as estrelas que lá fixastes:
4 କାହିଁକି ତୁମ୍ଭେ ମନୁଷ୍ଯମାନଙ୍କୁ ଏତେ ପ୍ରାଧାନ୍ଯ ଦିଅ ? କାହିଁକି ତୁମ୍ଭେ ସମାନଙ୍କେର କ୍ଷତ ନିଅ ? କାହିଁକି ତୁମ୍ଭେ ସମାନଙ୍କେୁ ଏତେ ଦୃଷ୍ଟି ଦିଅ ?
4 Que é o homem, digo-me então, para pensardes nele? Que são os filhos de Adão, para que vos ocupeis com eles?
5 କିନ୍ତୁ ଲୋକମାନେ ତୁମ୍ଭ ପାଇଁ ମହତ୍ବପୂର୍ଣ୍ଣ ପରମେଶ୍ବର ତୁମ୍ଭେ ଲୋକମାନଙ୍କୁ ସୃଷ୍ଟି କରିଛ ଓ ସମାନଙ୍କେୁ ଗୌରବ ଓ କୀର୍ତ୍ତିରେ ମୁକୁଟ ମଣ୍ଡିତ କରିଛ।
5 Entretanto, vós o fizestes quase igual aos anjos, de glória e honra o coroastes.
6 ତୁମ୍ଭେ ଆପଣା ହସ୍ତରେ ତିଆରି କରୁଥିବା ସମସ୍ତ ବସ୍ତୁରେ ସହେି ଲୋକମାନଙ୍କୁ ଅଧିଷ୍ଠିତ କରିଛ। ତୁମ୍ଭେ ସବୁ ସହେିମାନଙ୍କ ନିଯନ୍ତ୍ରଣରେ ଛାଡ଼ି ଦଇେଛ।
6 Destes-lhe poder sobre as obras de vossas mãos, vós lhe submetestes todo o universo.
7 ଗୋରୁଗାଈ ଓ ସମସ୍ତ ବଣୁଆ ପଶୁଗଣ।
7 Rebanhos e gados, e até os animais bravios,
8 ଆକାଶର ଉଡ଼ୁଥିବା ପକ୍ଷୀମାନେ ଓ ସମୁଦ୍ରର ମାଛମାନେ ମଧ୍ଯ ଅଛନ୍ତି।
8 pássaros do céu e peixes do mar, tudo o que se move nas águas do oceano.
9 ହେ ସଦାପ୍ରଭୁ, ଆମ୍ଭମାନଙ୍କର ପ୍ରଭୁ, ଏହି ପୃଥିବୀରେ ତୁମ୍ଭର ନାମ ସବୁଠାରେ ମହିମାନ୍ବିତ।
9 Ó Senhor, nosso Deus, como é glorioso vosso nome em toda a terra!

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 8, comparar traduções ou montar um estudo — tudo direto pelo WhatsApp.