Salmos 89
Oriya Bible (GL_ORIYA) vs NVT
1 ସଦାପ୍ରଭୁ, ମୁଁ ଚିରଦିନ ତୁମ୍ଭର ଦୟା ବିଷଯରେ ଗାନ କରିବି। ମାେ ମୁଖରେ, ମୁଁ ତୁମ୍ଭର ବିଶ୍ବସ୍ତତା ବିଷଯରେ ବଂଶାନୁକ୍ରମ ପର୍ୟ୍ଯନ୍ତ ଗାଉଥିବି।
1 Cantarei para sempre o teu amor, ó S enhor ! Anunciarei a tua fidelidade a todas as gerações.
2 ମୁଁ କହିଲି, ତୁମ୍ଭର ଦୟା ଚିରଦିନ ନିର୍ମାଣ ହାଇେଅଛି। ତୁମ୍ଭର ବିଶ୍ବସ୍ତତା ସ୍ବର୍ଗରେ ସ୍ଥାପନ କରାୟିବ।
2 Pois sei que o teu amor dura para sempre, e a tua fidelidade permanece firme como os céus.
3 ତୁମ୍ଭେ କହିଲ, ମୁଁ ଆପଣା ମନୋନୀତ ରାଜା ସଙ୍ଗେ ଏକ ଚୁକ୍ତି କରିଲି। ମୁଁ ମାରେ ଦାସ ଦାଉଦ ସହିତ ଏକ ପ୍ରତିଜ୍ଞା କଲି।
3 Tu disseste: “Fiz uma aliança com Davi, meu servo escolhido. A ele fiz este juramento:
4 ହେ ଦାଉଦ, ମୁଁ ତୁମ୍ଭ ବଂଶକୁ ସଦାକାଳ ଅମର କରିବି ଓ ପରମ୍ପରା କ୍ରମେ ତୁମ୍ଭର ସିଂହାସନକୁ ଶକ୍ତ କରିବି।
4 ‘Estabelecerei seus descendentes como reis para sempre; eles se sentarão em seu trono de geração em geração’”. Interlúdio
5 ହେ ସଦାପ୍ରଭୁ, ସ୍ବର୍ଗ ତୁମ୍ଭର ଆଶ୍ଚର୍ୟ୍ଯ କର୍ମମାନର ପ୍ରଶଂସା କରୁଛି। ପବିତ୍ରଗଣର ସମାନ ତୁମ୍ଭ ବିଶ୍ବସ୍ତତାରେ ପ୍ରଶଂସା କରେ।
5 Ó S enhor , os céus louvam as tuas maravilhas; multidões de anjos te exaltam por tua fidelidade.
6 ସ୍ବର୍ଗରେ ସଦାପ୍ରଭୁଙ୍କ ତୁଲ୍ଯ କହେି ନାହିଁ। ଦବଗେଣକୁ ସଦାପ୍ରଭୁଙ୍କ ସଙ୍ଗେ ତୁଳନା କରାୟାଇ ପାରିବ ନାହିଁ।
6 Pois quem nos céus se compara ao S enhor ? Quem é semelhante ao S
7 ପବିତ୍ର ଦୂତଗଣର ସମାନ ପରମେଶ୍ବରଙ୍କୁ ବହୁତ ଭୟ କରନ୍ତି। ସିଂହାସନ ଚତୁଃପାଶର୍ବରେ ଛିଡ଼ା ହେଉଥିବା ସମସ୍ତେ ତାଙ୍କୁ ଭୟ କରନ୍ତି।
7 Os mais altos poderes angelicais reverenciam a Deus; ele é mais temível que todos que rodeiam seu trono.
8 ସଦାପଭ୍ରୁ ସୈନ୍ଯାଧିପତି ପରମେଶ୍ବର, ତୁମ୍ଭ ପରି କହେି ନାହିଁ। ସଦାପ୍ରଭୁ ତୁମ୍ଭେ ସର୍ବଶକ୍ତିମାନ ଅଟ ଓ ଆମ୍ଭେ ତୁମ୍ଭ ଉପରେ ସଂପୂର୍ଣ୍ଣ ବିଶ୍ବାସ କରିପାରିବୁ।
8 Ó S enhor , Deus dos Exércitos, quem é poderoso como tu, S Tu és totalmente fiel!
9 ତୁମ୍ଭେ ଅହଙ୍କାରୀ ସମୁଦ୍ରର ଉପରେ କତ୍ତୃର୍ତ୍ବ କରୁଅଛ। ତୁମ୍ଭେ ତା'ର ଅଶାନ୍ତ ତରଙ୍ଗକୁ ଶାନ୍ତ କରୁଅଛି।
9 Governas os mares revoltos e acalmas as ondas agitadas.
10 ତୁମ୍ଭେ ରାହାବକୁ ପରାସ୍ତ କରିଅଛ। ସେ ଏକ ଶବପରି ଥିଲା। ତୁମ୍ଭେ ତୁମ୍ଭର ମହାଶକ୍ତି ଦ୍ବାରା ତୁମ୍ଭର ଶତ୍ରୁମାନଙ୍କୁ ଛିନ୍ନଛତ୍ର କରିଅଛ।
10 Esmagaste o grande monstro marinho; com o teu braço poderoso, dispersaste teus inimigos.
11 ସ୍ବର୍ଗ ଓ ପୃଥିବୀ ତୁମ୍ଭର ଅଟେ। ତୁମ୍ଭେ ଜଗତକୁ ସୃଷ୍ଟି କରିଛ ଓ ସମସ୍ତ ବସ୍ତୁଗୁଡ଼ିକ ଏହା ଉପରେ ଅଛି।
11 Os céus são teus, a terra é tua, tudo que há no mundo pertence a ti; tu fizeste todas as coisas.
12 ଉତ୍ତର ଓ ଦକ୍ଷିଣ ଦିଗ ତୁମ୍ଭେ ସୃଷ୍ଟି କରିଅଛ। ତାବୋର ଓ ହର୍ମୋଣ ତୁମ୍ଭ ନାମରେ ଆହ୍ଲାଦିତ କରନ୍ତି।
12 Criaste o norte e o sul; o monte Tabor e o monte Hermom louvam o teu nome.
13 ତୁମ୍ଭେ ପରାକ୍ରାନ୍ତ। ତୁମ୍ଭର ଶକ୍ତି ମହାନ୍। ସର୍ବଦା ତୁମ୍ଭର ଦକ୍ଷିଣ ହସ୍ତ ଉଚ୍ଚରେ ସ୍ଥାପିତ।
13 Teu braço é poderoso! Tua mão é forte! Tua mão direita se levanta com força gloriosa.
14 ଧର୍ମ ଓ ନ୍ଯାଯ ବିଚାର ତୁମ୍ଭ ସିଂହାସନର ଭିତ୍ତିମୂଳ। ପ୍ରମେ ଓ ଭକ୍ତି ତୁମ୍ଭ ସିଂହାସନର ସବକେ।
14 Justiça e retidão são os alicerces do teu trono, amor e verdade vão à tua frente.
15 ସଦାପ୍ରଭୁ! ଯେଉଁମାନେ ତୁମ୍ଭକୁ ପ୍ରଶଂସା କରନ୍ତି, ଆଶୀର୍ବାଦ ପ୍ରାପ୍ତ ହୁଅନ୍ତି। ସମାନେେ ତୁମ୍ଭର ଦୟାର ଆ ଲୋକରେ ବଞ୍ଚନ୍ତି।
15 Feliz é o povo que ouve o alegre chamado para adorar, pois andará na luz de tua presença, S
16 ତୁମ୍ଭର ନାମ ସମାନଙ୍କେୁ ଦିନସାରା ଆନନ୍ଦ ପ୍ରଦାନ କରେ। ସମାନେେ ତୁମ୍ଭର ଧାର୍ମିକତାକୁ ପ୍ରଶଂସା କରନ୍ତି।
16 O dia todo eles se alegram em teu nome e exultam em tua justiça.
17 ତୁମ୍ଭେ ସମାନଙ୍କେର ଅଦ୍ଦ୍ଭୂତ ଶକ୍ତି। ତୁମ୍ଭ ଦୟାର ସହ ଆମ୍ଭମାନେେ ବିଜଯୀ ଅଟୁ।
17 Tu és a força gloriosa deles; é do teu agrado nos fortalecer.
18 ଆମ୍ଭର ସୁରକ୍ଷାକାରୀ ଆମ୍ଭମାନଙ୍କର ରାଜା, ଇଶ୍ରାୟେଲର ଏକ ପବିତ୍ର ଆମ୍ଭମାନଙ୍କର ରାଜା ପରମେଶ୍ବରଙ୍କ ଦ୍ବାରା ମନୋନୀତ।
18 Sim, nossa proteção vem do S enhor ; ele, o Santo de Israel, nos deu nosso rei.
19 ତୁମ୍ଭେ ଆପଣା ଅନୁସରଣକାରୀଙ୍କୁ ଦର୍ଶନ ଦଇେ କହିଲ, ଆମ୍ଭେ ଏକ ୟୁବକ ତୁମ୍ଭ ମଧ୍ଯରୁ ମନୋନୀତ କରି ତାଙ୍କୁ ତୁମ୍ଭମାନଙ୍କ ମଧ୍ୟରେ ମୁଖ୍ଯ ସ୍ଥାପିତ କଲୁ। ଆମ୍ଭେ ସହେି ସୈନିକକୁ ଶକ୍ତିଶାଳୀ କରି ଗଢ଼ି ତୋଳିଲୁ।
19 Muito tempo atrás, numa visão, falaste a teus fiéis e disseste: “Levantei um guerreiro; dentre o povo o escolhi para ser rei.
20 ଆମ୍ଭେ ଆପଣା ଦାସ ଦାଉଦକୁ ପାଇଅଛୁ। ଆମ୍ଭେ ପବିତ୍ର ତୈଳରେ ତାକୁ ଅଭିଷିକ୍ତ କରିଅଛୁ।
20 Encontrei meu servo Davi e o ungi com meu santo óleo.
21 ଆମ୍ଭେ ଆପଣା ଡାହାଣ ହସ୍ତରେ ତାଙ୍କୁ ଆଶ୍ରଯ ଦବୋ ଏବଂ ଆମ୍ଭର ଶକ୍ତିରେ ତାକୁ ବଳବାନ୍ କରିବା।
21 Com minha mão o firmarei, com meu braço o fortalecerei.
22 ଶତ୍ରୁମାନେ ମନୋନୀତ ରାଜାଙ୍କୁ ପରାସ୍ତ କରିପାରିବେ ନାହିଁ। ଦୁଷ୍ଟ ଲୋକମାନେ ତାଙ୍କୁ ପରାସ୍ତ କରିପାରିବେ ନାହିଁ।
22 Seus inimigos não o derrotarão, os perversos não o dominarão.
23 ଆମ୍ଭେ ତାହାର ବିପକ୍ଷଗଣଙ୍କୁ ତାହା ସମ୍ମୁଖରେ ଚୂର୍ଣ୍ଣ କରିବା ଓ ତାହାର ଘୃଣାକାରୀମାନଙ୍କୁ ପରାସ୍ତ କରିବା।
23 Esmagarei seus adversários diante dele, destruirei aqueles que o odeiam.
24 ଆମ୍ଭେ ମନୋନୀତ ରାଜାଙ୍କୁ ସର୍ବଦା ପ୍ରମେ କରିବା ଏବଂ ତାଙ୍କୁ ବିଜଯୀ କରିବା।
24 Minha fidelidade e meu amor o acompanharão; em meu nome, ele crescerá em poder.
25 ଆମ୍ଭେ ସମୁଦ୍ର ଉପରେ ତାହାର କତ୍ତୃର୍ତ୍ବ ଓ ନଦୀସମୂହ ଉପରେ ତାହାର ନିଯନ୍ତ୍ରଣ ସ୍ଥାପନ କରାଇବା।
25 Estenderei seu governo sobre o mar, seu domínio, sobre os rios.
26 ସେ ଆମ୍ଭକୁ କହିବ, 'ତୁମ୍ଭେ ମାରେ ପିତା। ତୁମ୍ଭେ ମାରେ ପରମେଶ୍ବର, ମାରେ ଦୃଢ଼ ସୁରକ୍ଷାର ସ୍ଥାନ ଓ ମାରେ ତ୍ରାଣକର୍ତ୍ତା।'
26 Ele me dirá: ‘Tu és meu Pai, meu Deus e a Rocha de minha salvação’.
27 ଆମ୍ଭେ ତାଙ୍କୁ ଆମ୍ଭର ପ୍ରଥମଜାତ ସନ୍ତାନ କରିବା। ସେ ପୃଥିବୀର ଶକ୍ତିଶାଳୀ ରାଜା ହବେ।
27 Darei a ele os privilégios de filho mais velho, e ele será o rei mais poderoso da terra.
28 ଆମ୍ଭେ ସର୍ବଦା ତାଙ୍କୁ ପ୍ରମେ କରିବା ଓ ତା' ପ୍ରତି ବିଶ୍ବସ୍ତ ରହିବା। ଆମ୍ଭର ଚୁକ୍ତି ସର୍ବଦା ତା'ଠାରେ ରଖିବା, ତାହା କବେେ ଶଷେ ହବେ ନାହିଁ।
28 Eu o amarei e lhe serei bondoso para sempre; minha aliança com ele jamais será quebrada.
29 ଆମ୍ଭେ ତାର ବଂଶକୁ ନିତ୍ଯସ୍ଥାଯୀ ବିରାଜମାନ କରିବା ଓ ତା'ର ସିଂହାସନକୁ ଆକାଶ ଥିବା ପର୍ୟ୍ଯନ୍ତ ରହିବ।
29 Farei que ele sempre tenha herdeiros; enquanto existirem os céus, seu trono não terá fim.
30 ୟଦି ବଂଶଧରଗଣ ଆମ୍ଭ ବ୍ଯବସ୍ଥା ପରିତ୍ଯାଗ କରନ୍ତି ଓ ଆମ୍ଭର ଆଜ୍ଞା ଅନୁସରଣ ନ କରନ୍ତି, ଆମ୍ଭେ ସମାନଙ୍କେୁ ଦଣ୍ଡ ଦବୋ।
30 Se, porém, seus descendentes abandonarem minha lei e não seguirem meus estatutos,
31 ୟଦି ସମାନେେ ମାେ ନିଯମ ଭଙ୍ଗ କରନ୍ତି ଏବଂ ମାେ ଆଜ୍ଞା ନ ପାଳନ୍ତି,
31 se não obedecerem aos meus decretos e não guardarem meus mandamentos,
32 ତବେେ ଆମ୍ଭେ ଲୌହ ନିର୍ମିତ ବାଡ଼ିରେ ସମାନଙ୍କେ ଅପରାଧ ଓ ପ୍ରହାର ଦ୍ବାରା ସମାନଙ୍କେୁ କଠାେର ଦଣ୍ଡ ଦବୋ,
32 castigarei seu pecado com a vara e sua desobediência, com açoites.
33 ମାତ୍ର ସମାନଙ୍କେୁ ଦାଉଦଙ୍କ ପ୍ରମଠାରୁେ ବଞ୍ଚିତ କରିବା ନାହିଁ। ଆମ୍ଭେ ସମାନଙ୍କେ ପ୍ରତି ଚିରଦିନ ବିଶ୍ବସ୍ତ ରହିବା।
33 Contudo, não desistirei de amá-lo, nem deixarei de lhe ser fiel.
34 ଆମ୍ଭେ ଦାଉଦଙ୍କ ସହିତ କରିଥିବା ଚୁକ୍ତିକୁ ଲଙ୍ଘନ କରିବା ନାହିଁ କିଅବା ଚୁକ୍ତିର ପରିବର୍ତ୍ତନ କରିବା ନାହିଁ।
34 Não quebrarei minha aliança, não voltarei atrás em minhas palavras.
35 ଆମ୍ଭେ ଆପଣା ପ୍ରବିତ୍ରତା ଦ୍ବାରା ସାକ୍ଷୀରଖି ଆମ୍ଭେ ଦାଉଦ ନିକଟରେ ଏକ ବିଶଷେ ପ୍ରତିଜ୍ଞା କରିଥିଲୁ। ତଣେୁ ଆମ୍ଭେ ଦାଉଦ ପ୍ରତି ଆପଣା ପ୍ରତିଜ୍ଞା ଭଂଗ କରିବା ନାହିଁ।
35 Fiz um juramento a Davi e, em minha santidade, não minto.
36 ଦାଉଦର ବଂଶ ସଦାକାଳ ରହିବ। ଦାଉଦର ସିଂହାସନ ସୂର୍ୟ୍ଯ ଥିବା ପର୍ୟ୍ଯନ୍ତ ରହିବ।
36 Sua dinastia continuará para sempre, seu reino permanecerá como o sol.
37 ଏହା ଚନ୍ଦ୍ରପରି ଚିରଦିନ ଚାଲୁ ରହିବ। ଏହା ଆକାଶପରି ଚିରଦିନ ପାଇଁ ରହିବ।
37 Será duradouro como a lua, minha fiel testemunha no céu”. Interlúdio
38 କିନ୍ତୁ ହେ ପରମେଶ୍ବର, ତୁମ୍ଭେ ଆପଣା ଅଭିଷିକ୍ତ ପ୍ରତି କୋର୍ଧ ହାଇେଅଛି, ତୁମ୍ଭେ ତାକୁ ଛାଡ଼ିଲ ଏବଂ ତ୍ଯାଗ କରିଅଛ।
38 Agora, porém, tu o rejeitaste e o descartaste; estás irado com o teu ungido.
39 ତୁମ୍ଭେ ଦାସ ସହିତ କରିଥିବା ତୁମ୍ଭର ଚୁକ୍ତିକୁ ଭଂଗ କରିଅଛ। ତୁମ୍ଭେ ରାଜାଙ୍କର ମୁକୁଟ ଅଳିଆ ଗଦାରେ ପକାଇ ଅଛି।
39 Renunciaste tua aliança com ele e jogaste sua coroa no pó.
40 ତୁମ୍ଭେ ତା'ର ସମସ୍ତ ପ୍ରାଚୀର ଭାଙ୍ଗିଅଛ। ତୁମ୍ଭେ ତା'ର ଦୃଢ଼ ଗଡ଼ସବୁ ଧ୍ବଂସ କରିଅଛ।
40 Derrubaste os muros que o protegiam e destruíste as fortalezas que o defendiam.
41 ପଥ ଦଇେ ୟିବା ଲୋକ ସମସ୍ତେ ତାଙ୍କୁ ଲୁଟ କରନ୍ତି। ଆପଣା ପ୍ରତିବେଶୀମାନେ ତାଙ୍କୁ ପରିହାସ କରନ୍ତି।
41 Todos que por ali passam o saqueiam, e ele se tornou motivo de zombaria para seus vizinhos.
42 ତୁମ୍ଭେ ରାଜାଙ୍କର ଶତ୍ରୁମାନଙ୍କୁ ୟୁଦ୍ଧରେ ପରାଜିତ କରିଅଛ। ତୁମ୍ଭେ ତା'ର ସମସ୍ତ ଶତ୍ରୁଙ୍କୁ ଖୁସି କରାଇଅଛ।
42 Tu fortaleceste seus inimigos e lhes deste razão para celebrar.
43 ହେ ପରମେଶ୍ବର, ତୁମ୍ଭେ ସମାନଙ୍କେୁ ନିଜକୁ ରକ୍ଷା କରିବାରେ ସାହାୟ୍ଯ କରିଛ। ତୁମ୍ଭେ ନିଜ ରାଜାଙ୍କୁ ୟୁଦ୍ଧରେ ଜଯଲାଭ କରିବାକୁ ସାହାୟ୍ଯ କରି ନାହଁ।
43 Tornaste inútil sua espada e não o ajudaste na batalha.
44 ତୁମ୍ଭେ ତାଙ୍କୁ ଜିତିବାକୁ ଦଇେ ନାହଁ। ତୁମ୍ଭେ ତା'ର ସିଂହାସନକୁ ଭୂମିରେ ଫିଙ୍ଗିଅଛ।
44 Acabaste com seu esplendor e derrubaste seu trono.
45 ତୁମ୍ଭେ ତା'ର ଜୀବନକୁ କ୍ଷୀଣ କଲ। ତୁମ୍ଭେ ତାଙ୍କୁ ଲଜ୍ଜାରେ ଆଚ୍ଛନ୍ନ କଲ।
45 Fizeste-o envelhecer antes do tempo e o envergonhaste em público. Interlúdio
46 ହେ ସଦାପ୍ରଭୁ, ଏହିପରି କେତେ ଦିନ ଚାଲିବ ? ତୁମ୍ଭେ କ'ଣ ସବୁଦିନ ପାଇଁ ଆମ୍ଭମାନଙ୍କଠାରୁ ଲୁଚଇେ ରହିବ ? ତୁମ୍ଭର କୋର୍ଧ କ'ଣ ଚିରକାଳ ଅଗ୍ନି ତୁଲ୍ଯ ଜଳିବ ?
46 Até quando, S enhor , esta situação continuará? Acaso te esconderás para sempre? Até quando tua ira arderá como fogo?
47 ଏହା ସ୍ମରଣ କର ୟେ, ମାରେ ଜୀବନ କେତେ କ୍ଷୀଣ। ତୁମ୍ଭେ ଆମ୍ଭକୁ ସୃଷ୍ଟି କରିଛ ଅଳ୍ପ ଦିନ ପାଇଁ, ଏହାପରେ ଆମ୍ଭେ ମରିବୁ।
47 Lembra-te de como minha vida é curta, de como é vazia a existência humana!
48 ଏପରି କୌଣସି ମନୁଷ୍ଯ ନାହିଁ ୟିଏ କି କବେବେି ନ ମରି ବଞ୍ଚି ରହିବ। ଏପରି କୌଣସି ମନୁଷ୍ଯ ନାହିଁ ୟିଏ କି ସମାଧିରୁ ରକ୍ଷା ପାଇ ପାରିବ।
48 Ninguém vive para sempre, todos morrem; ninguém escapa das garras da sepultura. Interlúdio
49 ହେ ପ୍ରଭୁ, ତୁମ୍ଭର ପୂର୍ବର ସ୍ନହପେୂର୍ଣ୍ଣ କରୁଣା କୁଆଡ଼େ ଗଲା। ତୁମ୍ଭେ ଦାଉଦଙ୍କ ସହ ତୁମ୍ଭର ବିଶ୍ବସ୍ଥତା ଦଖାଇବୋ ପାଇଁ ପ୍ରତିଜ୍ଞା କରିଥିଲ।
49 Onde está, Senhor, o teu antigo amor? Tu o prometeste a Davi com um juramento fiel.
50 ହେ ପ୍ରଭୁ, ସ୍ମରଣ କର କିପରି ସମସ୍ତ ଜାତିଗଣ, ତୁମ୍ଭର ଦାସ ମାେତେ ଅପମାନିତ ଦେଉଛନ୍ତି।
50 Considera, Senhor, como teus servos passam vergonha; levo no coração os insultos de muitos.
51 ହେ ସଦାପ୍ରଭୁ, ତୁମ୍ଭର ଶତ୍ରୁମାନେ ଅପମାନିତ କରିଅଛନ୍ତି, ତୁମ୍ଭର ଅଭିଷିକ୍ତ ରାଜା ଯେଉଁଆଡ଼େ ୟାଏ, ତାଙ୍କର ପଦଚିହ୍ନକୁ ନିନ୍ଦା କରିଅଛନ୍ତି।
51 Teus inimigos, S enhor , têm zombado de mim; zombam do teu ungido por onde ele vai.
52 ସଦାପ୍ରଭୁ ଅନନ୍ତକାଳ ଧନ୍ଯ ହେଉନ୍ତୁ। ଆମେନ୍ !ଆମେନ୍ !
52 Louvado seja o S enhor para sempre! Amém e amém!
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 89, comparar traduções ou montar um estudo — tudo direto pelo WhatsApp.