Salmos 88

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ମାରେ ପରିତ୍ରାଣକର୍ତ୍ତା। ମୁଁ ଦିନ ଓ ରାତ୍ରି ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
1 Ó Senhor , Deus da minha salvação, dia e noite clamo diante de ti.
2 ମାରେ ପ୍ରାର୍ଥନା ପ୍ରତି ଟିକେ ଧ୍ଯାନ ଦିଅ। ମାେ ପ୍ରତି ଦୟାକରି, ମାରେ ପ୍ରାର୍ଥନାରେ କର୍ଣ୍ଣପାତ କର।
2 Chegue à tua presença a minha oração, inclina os ouvidos ao meu clamor.
3 ମାରେ ପ୍ରାଣ ଦୁଃଖରେ ଭରପୁର। ମୁଁ ଶୀଘ୍ର ମରିୟିବି।
3 Pois a minha alma está farta de males, e a minha vida já se abeira da morte.
4 ମୁଁ ଜଣେ ଶକ୍ତି ହରାଇଥିବା ପ୍ରାଯ ମୃତ ଲୋକପରି ହାଇେଅଛି।
4 Sou contado com os que baixam à cova; sou como um homem sem força,
5 ମୃତଲୋକମାନଙ୍କ ମଧ୍ୟରେ ମାେତେ ଖାଜେ। ମୁଁ କବରରେ ଶାଇେଥିବା ମୃତ ବ୍ଯକ୍ତିପରି ଏବଂ ଲୋକମାନେ ଏ ବିଷଯରେ ସବୁ ଭୁଲିଗଲେ ଓ ସହାୟ ନାହିଁ।
5 atirado entre os mortos; como os feridos de morte que jazem na sepultura, dos quais já não te lembras; são desamparados de tuas mãos.
6 ତୁମ୍ଭେ ମାେତେ ପୃଥିବୀର ଗାଢ଼ ଅନ୍ଧକାରର ଗଭୀର ସ୍ଥାନରେ ରଖିଅଛ।
6 Puseste-me na mais profunda cova, nos lugares tenebrosos, nos abismos.
7 ତୁମ୍ଭ କୋର୍ଧରେ ମୁଁ ବୋଝ ଅନୁଭବ କଲି। ତୁମ୍ଭର ସମସ୍ତ ଢ଼େଉ ମାେତେ ଓଲଟ ପାଲଟ କରି ପକାଏ।
7 Sobre mim pesa a tua ira; tu me abates com todas as tuas ondas.
8 ମାରେ ବନ୍ଧୁମାନେ ମାେତେ ଛାଡ଼ିଗଲେ, ମୁଁ ଅଛୁଆଁ ପରି ସମାନେେ ମାଠାରୁେ ଦୂରଇେ ଗଲେ। ମୁଁ ଏକ ଗୃହରେ ବନ୍ଦୀ ଅଛି, ମୁଁ ବାହାରକୁ ୟାଇପାରିବି ନାହିଁ।
8 Apartaste de mim os meus conhecidos e me fizeste objeto de abominação para com eles; estou preso e não vejo como sair.
9 କ୍ଲେଶ ସକାଶୁ ମାରେ ଚକ୍ଷୁ କ୍ଷୀଣ ହାଇେଅଛି। ହେ ସଦାପ୍ରଭୁ, ମୁଁ ପ୍ରତିଦିନ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭଠାରେ ମୁଁ ହାତ ପାତୁ ଅଛି।
9 Os meus olhos desfalecem de aflição; dia após dia, venho clamando a ti, e te levanto as minhas mãos.
10 ତୁମ୍ଭେ କ'ଣ ମୃତ ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କ୍ରିଯା କର ? ମୃତ ଲୋକମାନେ କ'ଣ ଉଠି ଓ ତୁମ୍ଭର ପ୍ରଶଂସା କରିବେ ?
10 Mostrarás tu prodígios aos mortos ou os finados se levantarão para te louvar?
11 ମୃତ କବରରେ ଲୋକମାନେ ତୁମ୍ଭର ବିଶ୍ବସ୍ତତା ବିଷଯରେ କଥା ହାଇପୋରିବେ ନାହିଁ। ମୃତ ଲୋକମାନେ ତୁମ୍ଭର ସ୍ନହପେୂର୍ଣ୍ଣ କରୁଣା ବିଷଯରେ ପ୍ରଚାର କରିପାରିବେ ନାହିଁ।
11 Será referida a tua bondade na sepultura? A tua fidelidade, nos abismos?
12 ଅନ୍ଧାରରେ ଥିବା ମୃତ ଲୋକମାନେ ତୁମ୍ଭର ଆଶ୍ଚର୍ୟ୍ଯ କ୍ରିଯା ଦେଖି ପାରିବେ ନାହିଁ। ପୃଥିବୀରେ ମୃତ ଲୋକମାନେ ଭୁଲିୟାଇ ତୁମ୍ଭ ସୁଗୁଣ ପ୍ରଶଂସା କରିପାରିବେ ନାହିଁ।
12 Acaso, nas trevas se manifestam as tuas maravilhas? E a tua justiça, na terra do esquecimento?
13 ହେ ସଦାପ୍ରଭୁ, ମୁଁ ତୁମ୍ଭ ନିକଟରେ ଗୁହାରି କରୁଅଛି। ମାେତେ ସାହାରା ଦିଅ। ପ୍ରେତ୍ୟକକ ପ୍ରଭାତରେ ମୁଁ ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
13 Mas eu, Senhor , clamo a ti por socorro, e antemanhã já se antecipa diante de ti a minha oração.
14 ହେ ସଦାପ୍ରଭୁ, ତୁମ୍ଭେ କାହିଁକି ମାେତେ ପରିତ୍ଯାଗ କରୁଛ ? ତୁମ୍ଭେ କାହିଁକି ମାେ କଥା ଶୁଣୁ ନାହଁ ?
14 Por que rejeitas, Senhor , a minha alma e ocultas de mim o rosto?
15 ମୁଁ ବାଲ୍ଯକାଳରୁ ଦୁଃଖ ଭୋଗ କରି ମୃତ୍ଯୁର ଶଷେ ଆଡ଼କୁ ଆସିଅଛି। ମୁଁ ଭୀଷଣ ଦୁଃଖ ପାଉଅଛି, ୟାହା ତୁମ୍ଭେ କରିଅଛ।
15 Ando aflito e prestes a expirar desde moço; sob o peso dos teus terrores, estou desorientado.
16 ତୁମ୍ଭର କୋପ ମାେ ଉପରେ ବର୍ତ୍ତିଅଛି, ତୁମ୍ଭ ବିଷଯକ ଭୟ ମାେତେ ଉଚ୍ଛିନ୍ନ କରିଅଛି।
16 Por sobre mim passaram as tuas iras, os teus terrores deram cabo de mim.
17 ଏକ ବନ୍ଯାପରି ତୁମ୍ଭର ଆକ୍ରମଣ ମାେତେ ଦିନସାରା ଘରେି ରହିଥିଲା। ସମାନେେ ସବୁଆଡ଼ୁ ମାେତେ ବନ୍ଦ କଲେ।
17 Eles me rodeiam como água, de contínuo; a um tempo me circundam.
18 ତୁମ୍ଭେ ମାରେ ପ୍ରିଯ ଲୋକମାନଙ୍କୁ ମାଠାରୁେ ଦୂରଇେ ରଖିଅଛ। ମାେ ପରିଚିତ ଲୋକମାନେ ଅନ୍ଧକାରରେ ରହିଅଛନ୍ତି।
18 Para longe de mim afastaste amigo e companheiro; os meus conhecidos são trevas.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 88, comparar traduções ou montar um estudo — tudo direto pelo WhatsApp.