Salmos 87

Oriya Bible (GL_ORIYA) vs ARA

Sair da comparação
ARA Almeida Revista e Atualizada 1993
1 ପରମେଶ୍ବର ୟିରୁଶାଲମ ପର୍ବତ ଉପରେ ତାଙ୍କର ମନ୍ଦିର ପ୍ରତିଷ୍ଠା କଲେ।
1 Fundada por ele sobre os montes santos,
2 ସଦାପ୍ରଭୁ ଇଶ୍ରାୟେଲର ସମସ୍ତ ସ୍ଥାନ ଅପେକ୍ଷା ସିୟୋନର ଦ୍ବାର ସମୂହକୁ ଅଧିକ ସ୍ନହେ କରନ୍ତି।
2 o Senhor ama as portas de Sião mais do que as habitações todas de Jacó.
3 ହେ ପରମେଶ୍ବରଙ୍କ ନଗରୀ, ତୁମ୍ଭ ବିଷଯରେ ଲୋକମାନେ ନାନାବିଧ ଗୌରବର କଥା କୁହନ୍ତି।
3 Gloriosas coisas se têm dito de ti, ó cidade de Deus!
4 ପରମେଶ୍ବର ତାଙ୍କର ଲୋକମାନଙ୍କର ଏକ ତାଲିକା ରଖିଛନ୍ତି। ସେ ଜାଣନ୍ତି ତାଙ୍କର ପ୍ରେତ୍ୟକକ ଲୋକ କେଉଁଠାରେ ଜନ୍ମ ହାଇେଥିଲେ। ସହେିମାନଙ୍କ ମଧ୍ଯରୁ ଯେଉଁମାନେ ତାଙ୍କର ସବୋ କରନ୍ତି, ସମାନେେ ମିଶର ଓ ବାବିଲରେ ବାସ କରନ୍ତି।
4 Dentre os que me conhecem, farei menção de Raabe e da Babilônia; eis aí Filístia e Tiro com Etiópia; lá, nasceram.
5 ସମାନଙ୍କେ ମଧ୍ଯରୁ କେତକେ ପଲେଷ୍ଟୀୟରେ, ସୋରରେ ଓ ଇଥିଓପିଆରେ ବାସ କରନ୍ତି।
5 E com respeito a Sião se dirá: Este e aquele nasceram nela; e o próprio Altíssimo a estabelecerá.
6 ଆଉ ସିୟୋନ ସମାନଙ୍କେର ସମସ୍ତ ନାମକୁ ଜାଣନ୍ତି ପ୍ରେତ୍ୟକକ ସଠାେରେ ଜନ୍ମ ହାଇେଥିଲେ।
6 O Senhor , ao registrar os povos, dirá: Este nasceu lá.
7 ସହେି ପର୍ବରେ ନର୍ତ୍ତକ ଓ ଗାଯକ କହିବେ। ସମସ୍ତେ ଭଲ ଜିନିଷ ତୁମ୍ଭ ମଧ୍ଯରୁ ଆସେ।
7 Todos os cantores, saltando de júbilo, entoarão: Todas as minhas fontes são em ti.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 87, comparar traduções ou montar um estudo — tudo direto pelo WhatsApp.