Salmos 86
Oriya Bible (GL_ORIYA) vs NVI
1 ହେ ସଦାପ୍ରଭୁ, ମାରେ ଗୁହାରି ଶୁଣ। ଏବଂ ମାେ ପ୍ରାର୍ଥନାର ଉତ୍ତର ଦିଅ। କାରଣ ମୁଁ ଜଣେ ଦିନହୀନ ନିଃସହାୟ ମଣିଷ।
1 Inclina os teus ouvidos, ó Senhor, e responde-me, pois sou pobre e necessitado.
2 ମୁଁ ତୁମ୍ଭର ଭକ୍ତ, ଦୟାକରି ମାେ ଜୀବନକୁ ରକ୍ଷା କର! ମୁଁ ତୁମ୍ଭର ଦାସ, ତୁମ୍ଭେ ମାରେ ପରମେଶ୍ବର। ମୁଁ ତୁମ୍ଭକୁ ବିଶ୍ବାସ କରେ, ତଣେୁ ମାେତେ ରକ୍ଷା କର।
2 Guarda a minha vida, pois sou fiel a ti. Tu és o meu Deus; salva o teu servo que em ti confia!
3 ହେ ମାରେ ପ୍ରଭୁ, ମାେ ପ୍ରତି ଦୟା ଦଖାେଅ। ମୁଁ ତୁମ୍ଭଠାରେ ପ୍ରତିଦିନ ପ୍ରାର୍ଥନା କରୁଅଛି।
3 Misericórdia, Senhor, pois clamo a ti sem cessar.
4 ହେ ସଦାପ୍ରଭୁ, ମୁଁ ମାେ ଜୀବନ ତୁମ୍ଭ ହସ୍ତରେ ସମର୍ପଣ କରିଛି, ତଣେୁ ମାେତେ ତୁମ୍ଭର ସବକେକୁ ଆନନ୍ଦ ଦିଅ।
4 Alegra o coração do teu servo, pois a ti, Senhor, elevo a minha alma.
5 ହେ ପ୍ରଭୁ, ତୁମ୍ଭେ ବହୁତ ଉତ୍ତମ ଓ କରୁଣାମଯ, ଯେଉଁମାନେ ତୁମ୍ଭ ନିକଟରେ ପ୍ରାର୍ଥନାକାରୀ ସମସ୍ତଙ୍କ ପ୍ରତି ଦୟାରେ ମହାନ।
5 Tu és bondoso e perdoador, Senhor, rico em graça para com todos os que te invocam.
6 ହେ ସଦାପଭ୍ରୁ, ମାରେ ପ୍ରାର୍ଥନା ଶୁଣ। ହୃଦଯ ସହକାରେ ମାରେ କରୁଣାମଯ ପ୍ରାର୍ଥନା ଶୁଣ।
6 Escuta a minha oração, Senhor; atenta para a minha súplica!
7 ସଦାପ୍ରଭୁ, ମାରେ ବିପଦକାଳରେ ମୁଁ ତୁମ୍ଭକୁ ଡ଼ାକିବି। ମୁଁ ଜାଣେ ତୁମ୍ଭେ ଉତ୍ତର ଦବେ।
7 No dia da minha angústia clamarei a ti, pois tu me responderás.
8 ହେ ପରମେଶ୍ବର, ଦବଗେଣଙ୍କ ମଧ୍ୟରେ ତୁମ୍ଭ ପରି ଆଉ କହେି ନାହିଁ। ତୁମ୍ଭେ ୟାହା କରିଛ କହେି ଏପରି କରିପାରିବେ ନାହିଁ।
8 Nenhum dos deuses é comparável a ti, Senhor, nenhum deles pode fazer o que tu fazes.
9 ହେ ପ୍ରଭୁ, ତୁମ୍ଭେ ପ୍ରେତ୍ୟକକ ଦେଶଗୁଡ଼ିକୁ ସୃଷ୍ଟି କରିଛ। ସମାନେେ ଆସିବେ ଓ ମଥାନତ ହାଇେ ତୁମ୍ଭ ସମ୍ମୁଖରେ ଛିଡ଼ା ହବେେ ଏବଂ ତୁମ୍ଭର ନାମକୁ ପ୍ରଶଂସା କରିବେ।
9 Todas as nações que tu formaste virão e te adorarão, Senhor, glorificarão o teu nome.
10 ତୁମ୍ଭେ ମହାନ୍ ଓ ଆଶ୍ଚର୍ୟ୍ଯ କର୍ମମାନ କର। ତୁମ୍ଭେ ହିଁ ଏକମାତ୍ର, ପରମେଶ୍ବର ଅଟ।
10 Pois tu és grande e realizas feitos maravilhosos; só tu és Deus!
11 ସଦାପ୍ରଭୁ, ତୁମ୍ଭର ପଥ, ମାେତେ ଶିକ୍ଷା ଦିଅ ଓ ମୁଁ ତୁମ୍ଭପରି ହବୋକୁ ଶିଖିବି। ମାେତେ ତୁମ୍ଭର ନାମକୁ ସମ୍ମାନ ଦବୋରେ ସାହାୟ୍ଯ କର, ୟାହା ମାେ ଜୀବନର ମୁଖ୍ଯ ଜିନିଷ ଅଟେ।
11 Ensina-me o teu caminho, Senhor, para que eu ande na tua verdade; dá-me um coração inteiramente fiel, para que eu tema o teu nome.
12 ହେ ପ୍ରଭୁ, ମାରେ ପରମେଶ୍ବର, ମୁଁ ତୁମ୍ଭକୁ ହୃଦଯ ସହିତ ପ୍ରଶଂସା କରିବି। ମୁଁ ସର୍ବଦା ତୁମ୍ଭ ନାମରେ ଗୌରବ କରିବି।
12 De todo o meu coração te louvarei, Senhor, meu Deus; glorificarei o teu nome para sempre.
13 ମାେ ପ୍ରତି ତୁମ୍ଭର ଦୟା ମହତ୍ ଅଟେ। ତୁମ୍ଭେ ମାେ ଜୀବନକୁ ଶଷୋବସ୍ଥା ମୃତ୍ଯୁ ମୁଖରୁ ଉଦ୍ଧାର କରିଛ।
13 Pois grande é o teu amor para comigo; tu me livraste das profundezas do Sheol.
14 ହେ ପରମେଶ୍ବର, ଗର୍ବୀ ଲୋକମାନେ ମାେତେ ଆକ୍ରମଣ କରିଛନ୍ତି। ଦଳେ ଦୁଷ୍ଟ ଲୋକ ମାେତେ ହତ୍ଯା କରିବାକୁ ଉଦ୍ଯମ କରୁଛନ୍ତି। ଏବଂ ସମାନେେ ତୁମ୍ଭକୁ ସମ୍ମାନ କରନ୍ତି ନାହିଁ।
14 Os arrogantes estão me atacando, ó Deus; um bando de homens cruéis, gente que não faz caso de ti procura tirar-me a vida.
15 ହେ ମାରେ ପ୍ରଭୁ, ତୁମ୍ଭେ ସ୍ନହେଶୀଳ ଓ କରୁଣାମଯ ପରମେଶ୍ବର। ତୁମ୍ଭେ ର୍ଧୈୟ୍ଯଶୀଳ, ପ୍ରମେ ଓ ସତ୍ଯତାରେ ପରିପୂର୍ଣ୍ଣ ଅଟ।
15 Mas tu, Senhor, és Deus compassivo e misericordioso, muito paciente, rico em amor e em fidelidade.
16 ତୁମ୍ଭେ ମାେ ପ୍ରତି ଦୃଷ୍ଟି ଦିଅ ଏବଂ ଦୟା କର। ମୁଁ ତୁମ୍ଭର ଦାସ, ମାେତେ ଶକ୍ତି ଦିଅ। ମୁଁ ତୁମ୍ଭର ଦାସ, ମାେତେ ରକ୍ଷା କର।
16 Volta-te para mim! Tem misericórdia de mim! Concede a tua força a teu servo e salva o filho da tua serva.
17 ହେ ସଦାପ୍ରଭୁ, ମାେତେ ଟିକେ ସୂଚନା ଦିଅ ୟେ, ମାରେ ସବୁ କିଛି ପାଇଁ ଉତ୍ତମ ହାଇପୋରିବ। ମାରେ ଶତ୍ରୁଗଣ ତାହା ଦେଖି ନିରାଶ ହବେେ। ଏଥିରୁ ସମାନେେ ଜାଣିବେ ୟେ ତୁମ୍ଭେ ମାରେ ପ୍ରାର୍ଥନା ଗ୍ରହଣ କଲ ଓ ମାେତେ ସାନ୍ତ୍ବନା କଲ।
17 Dá-me um sinal da tua bondade, para que os meus inimigos vejam e sejam humilhados, pois tu, Senhor, me ajudaste e me consolaste.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 86, comparar traduções ou montar um estudo — tudo direto pelo WhatsApp.