Salmos 85

Oriya Bible (GL_ORIYA) vs NVI

Sair da comparação
NVI Nova Versão Internacional
1 ହେ ସଦାପ୍ରଭୁ, ତୁମ୍ଭେ ନିଜ ଦେଶ ପ୍ରତି ଦୟା ଦଖାଇେଅଛ। ବିଦେଶରେ ୟାକୁବର ଲୋକମାନେ ବନ୍ଦୀ ହାଇେଥିଲେ। ସମାନଙ୍କେୁ ଛଡ଼ାଇ ତାଙ୍କର ନିଜ ଦେଶକୁ ନଇେଆସିଲ।
1 Foste favorável à tua terra, ó Senhor; trouxeste restauração a Jacó.
2 ହେ ସଦାପ୍ରଭୁ, ତୁମ୍ଭେ ଆପଣା ଲୋକମାନଙ୍କର ଅପରାଧ ସବୁ କ୍ଷମା କଲ। ଆଉ ତୁମ୍ଭେ ସମାନଙ୍କେର ପାପସବୁ ପୋଛିଲ।
2 Perdoaste a culpa do teu povo e cobriste todos os seus pecados. Pausa
3 ଆପଣା ସମସ୍ତ କୋର୍ଧରୁ ନିବୃତ୍ତ ହୁଅ। ଆପଣା କୋର୍ଧରେ ପ୍ରଚଣ୍ଡ ହୁଅ ନାହିଁ।
3 Retiraste todo o teu furor e te afastaste da tua ira tremenda.
4 ହେ ଆମ୍ଭର ତ୍ରାଣକର୍ତ୍ତା ପରମେଶ୍ବର, ଆମ୍ଭମାନଙ୍କୁ ତୁମ୍ଭ ପାଖକୁ ଫରୋଇ ଆଣ ଏବଂ ଆମ୍ଭ ଉପରେ ଅପ୍ରସନ୍ନ ହବୋ ବନ୍ଦ କର।
4 Restaura-nos mais uma vez, ó Deus, nosso Salvador, e desfaze o teu furor para conosco.
5 ତୁମ୍ଭେ କି ସଦାକାଳ ଆମ୍ଭ ଉପରେ କୋର୍ଧିତ ହାଇେ ରହିବ ?
5 Ficarás indignado conosco para sempre? Prolongarás a tua ira por todas as gerações?
6 ନିଶ୍ଚିତ ତୁମ୍ଭେ ଆଉଥରେ ଆମ୍ଭମାନଙ୍କୁ ବଞ୍ଚିବାକୁ ଦବେ। ତଣେୁ ତୁମ୍ଭର ଲୋକମାନେ ତୁମ୍ଭ ସହିତ ଆନନ୍ଦ କରିବେ।
6 Acaso não nos renovarás a vida, a fim de que o teu povo se alegre em ti?
7 ହେ ସଦାପ୍ରଭୁ, ଆମ୍ଭମାନଙ୍କୁ ରକ୍ଷା କର ଏବଂ ଦଖାଇେ ଦିଅ ୟେ ତୁମ୍ଭେ ଆମ୍ଭକୁ ପ୍ରମେ କରୁଛ।
7 Mostra-nos o teu amor, ó Senhor, e concede-nos a tua salvação!
8 ସଦାପଭ୍ରୁ ପରମେଶ୍ବର ୟାହା କହିବେ ମୁଁ ଶୁଣିବି। ସେ ପ୍ରତିଜ୍ଞା କରିଛନ୍ତି ୟେ, ଆପଣା ଲୋକମାନଙ୍କ ଓ ଆପଣା ଅନୁସରଣକାରୀମାନଙ୍କ ପାଇଁ ଶାନ୍ତି ବିରାଜମାନ କରିବେ। ସମାନେେ ପୁନର୍ବାର ମୂର୍ଖତା ଜୀବନୟାପନ କରିବା ପାଇଁ ଫରେି ନ ୟାଆନ୍ତୁ।
8 Eu ouvirei o que Deus, o Senhor, disse: Ele promete paz ao seu povo, aos seus fiéis! Não voltem eles à insensatez!
9 ପରମେଶ୍ବର ତାଙ୍କର ଅନୁସରଣକାରୀଙ୍କୁ ଶୀଘ୍ର ରକ୍ଷା କରିବେ। ଆମ୍ଭେ ଖୁବ୍ ଶୀଘ୍ର ଆମ୍ଭ ଦେଶରେ ସମ୍ମାନର ସହ ବାସ କରିବୁ।
9 Perto está a salvação que ele trará aos que o temem, e a sua glória habitará em nossa terra.
10 ସ୍ନହପେୂର୍ଣ୍ଣ କରୁଣା ଓ ବିଶ୍ବସ୍ତତା ଦେଶକୁ ପ୍ରତ୍ଯାବର୍ତ୍ତନ କରେ। ଧର୍ମ ଓ ଶାନ୍ତି ପରସ୍ପରକୁ ବନ୍ଧୁପରି ଅଭିନନ୍ଦନ କରନ୍ତି।
10 O amor e a fidelidade se encontrarão; a justiça e a paz se beijarão.
11 ପୃଥିବୀର ଲୋକମାନେ ପରମେଶ୍ବରଙ୍କଠାରେ ବିଶ୍ବସ୍ତ ହବେେ ଏବଂ ସ୍ବର୍ଗରେ ପରମେଶ୍ବର ସମାନଙ୍କେର ମଙ୍ଗଳ କରିବେ।
11 A fidelidade brotará da terra, e a justiça descerá dos céus.
12 ସଦାପ୍ରଭୁ ଉତ୍ତମ ବସ୍ତୁ ପ୍ରଦାନ କରିବେ ଏବଂ ଆମ୍ଭମାନଙ୍କ ଧରଣୀ ଫଳ ଉତ୍ପନ୍ନ କରିବ।
12 O Senhor nos trará bênçãos, e a nossa terra dará a sua colheita.
13 ଧର୍ମ ପରମେଶ୍ବରଙ୍କର ଆଗେ ଆଗେ ୟିବ ଓ ତାଙ୍କ ପଦଚିହ୍ନକୁ ଗମନର ପଥ ତିଆରି କରିବ।
13 A justiça irá adiante dele e preparará o caminho para os seus passos.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 85, comparar traduções ou montar um estudo — tudo direto pelo WhatsApp.