Salmos 84

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ହେ ସର୍ବଶକ୍ତିମାନ୍ ସଦାପ୍ରଭୁ ତୁମ୍ଭର ପବିତ୍ର ତମ୍ବୁ ବାସ୍ତବରେ ସୁନ୍ଦର ଅଟେ।
1 Quão amáveis são os teus tabernáculos,
2 ହେ ସଦାପ୍ରଭୁ, ମୁଁ ଅନ୍ୟ କିଛି ଅପେକ୍ଷା, ତୁମ୍ଭ ମନ୍ଦିରର ଅଗଣାରେ ପ୍ରବେଶ କରିବାକୁ ଅଧିକ ଚା ହେଁ। ମୁଁ ମାରେ ହୃଦଯ ଓ ଶରୀର ଆନନ୍ଦର ସହିତ ଜୀବନ୍ତ ପରମେଶ୍ବରଙ୍କ ଦର୍ଶନ ନିମନ୍ତେ ବ୍ଯାକୁଳ।
2 A minha alma suspira e desfalece pelos átrios do o meu coração e a minha carne exultam pelo Deus vivo!
3 ହେ ସୈନ୍ଯାଧିପତି ସଦାପ୍ରଭୁ, ମାରେ ରାଜା, ମାରେ ପରମେଶ୍ବର, ଏପରିକି ପକ୍ଷୀମାନେ ନିଜ ପାଇଁ ଏକ ଗୃହ ଏବଂ ପକ୍ଷୀମାନେ ଛୁଆ ରଖିବା ପାଇଁ ତୁମ୍ଭର ୟଜ୍ଞବଦେୀ ପାଖରେ ଏକ ବସା ପାଇଛନ୍ତି।
3 O pardal encontrou casa, e a andorinha, ninho para si, onde acolha os seus filhotes, perto dos teus altares, Rei meu e Deus meu!
4 ଯେଉଁ ଲୋକମାନେ ତୁମ୍ଭ ପବିତ୍ର ମନ୍ଦିରରେ ବାସ କରନ୍ତି ସମାନେେ ଧନ୍ଯ, ସମାନେେ ସର୍ବଦା ତୁମ୍ଭର ପ୍ରଶଂସା କରୁଥିବେ।
4 Bem-aventurados os que habitam em tua casa; louvam-te perpetuamente.
5 ସହେି ଲୋକମାନେ କେତେ ଭାଗ୍ଯବାନ୍ ଯେଉଁମାନଙ୍କର ଶକ୍ତି ତୁମ୍ଭଠାରୁ ଆସେ। ଏବଂ ଯେଉଁମାନେ ତୁମ୍ଭ ମନ୍ଦିରରେ ଭ୍ରମଣ ଚିନ୍ତା କରନ୍ତି।
5 Bem-aventurado é aquele cuja força está em ti, em cujo coração se encontram os caminhos aplanados!
6 ସମାନେେ କ୍ରନ୍ଦନ ଉପତ୍ୟକା ଦଇେ ୟାଆନ୍ତି, ଯେଉଁଠି ଏକ ଝରଣା ସୃଷ୍ଟି ହାଇେଛି। ଶରତ ଋତୁରେ ବର୍ଷାପାଣି ପୁଷ୍କରିଣୀ ସୃଷ୍ଟି କରେ।
6 Quando passa pelo vale árido, faz dele um manancial; de bênçãos o cobre a primeira chuva.
7 ସମାନେେ ପ୍ରେତ୍ୟକକ ସିୟୋନ୍ରେ ପରମେଶ୍ବରଙ୍କ ଆଗରେ ଉପସ୍ଥିତ ହବୋ ପର୍ୟ୍ଯନ୍ତ ଲୋକମାନେ ସହରରୁ ସହରକୁ ଭ୍ରମଣ କରନ୍ତି।
7 Vão indo de força em força; cada um deles aparece diante de Deus em Sião.
8 ସର୍ବଶକ୍ତିମାନ ସଦାପ୍ରଭୁ ପରମେଶ୍ବର, ମାରେ ପ୍ରାର୍ଥନା ଗ୍ରହଣ କର। ହେ ୟାକୁବର ପରମେଶ୍ବର, ମାରେ କଥା ଶ୍ରବଣ କର।
8 Senhor , Deus dos Exércitos, escuta a minha oração; ouve-me, ó Deus de Jacó!
9 ହେ ପରମେଶ୍ବର, ଆମ୍ଭର ଢ଼ାଲ ସ୍ବରୂପ ଦୃଷ୍ଟିପାତ କର ଓ ତୁମ୍ଭର ଅଭିଷିକ୍ତ ରାଜାଙ୍କୁ ଦୟାକର।
9 Olha, ó Deus, escudo nosso, e contempla o rosto do teu ungido.
10 ଅନ୍ୟସ୍ଥାନରେ ଏକ ହଜାର ଦିନଠାରୁ ତୁମ୍ଭ ମନ୍ଦିରରେ ଏକଦିନ ବହୁତ ଭଲ। ଦୁଷ୍ଟ ଲୋକମାନଙ୍କ ଗୃହରେ ବାସ କରିବା ଅପେକ୍ଷା ପରମେଶ୍ବରଙ୍କ ମନ୍ଦିର ସମ୍ମୁଖରେ ଛିଡ଼ା ହବୋ ଭଲ।
10 Pois um dia nos teus átrios vale mais que mil; prefiro estar à porta da casa do meu Deus a permanecer nas tendas da perversidade.
11 ସୂର୍ୟ୍ଯ ୟପରେି ତା'ର ଆଲୋକର କିରଣ ତଳକୁ ପଠାଇବା ପରି ସଦାପ୍ରଭୁ ଆମ୍ଭକୁ କରୁଣା ଓ ଦୟା ପ୍ରଦାନ କରନ୍ତି। ସେ ଆମ୍ଭର ଢ଼ାଲ ଅଟନ୍ତି, କିନ୍ତୁ ଯେଉଁମାନେ ଠିକ୍ କାର୍ୟ୍ଯ କରନ୍ତି ସମାନଙ୍କେ ପାଖକୁ ଆସୁଥିବା ଉତ୍ତମ ଜିନିଷଗୁଡ଼ିକୁ ସେ ଅଟକାନ୍ତି ନାହିଁ।
11 Porque o Senhor Deus é sol e escudo; o não recusa nenhum bem aos que andam retamente.
12 ହେ ସର୍ବଶକ୍ତିମାନ ସଦାପ୍ରଭୁ, ଯେଉଁ ଲୋକମାନେ ତୁମ୍ଭକୁ ବିଶ୍ବାସ କରନ୍ତି ସମାନେେ କେତେ ଭାଗ୍ଯବାନ୍।
12 Ó Senhor dos Exércitos, feliz é aquele que em ti confia.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 84, comparar traduções ou montar um estudo — tudo direto pelo WhatsApp.