Salmos 83

Oriya Bible (GL_ORIYA) vs VC

Sair da comparação
VC Versão Católica
1 ହେ ପରମେଶ୍ବର, ତୁମ୍ଭେ ନୀରବ ରୁହ ନାହିଁ! ତୁମ୍ଭର କାନ ବନ୍ଦ କର ନାହିଁ ! ହେ ପରମେଶ୍ବର, ଦୟାକରି କିଛି କୁହ !
1 Cântico. Salmo de Asaf Senhor, não fiqueis silencioso, não permaneçais surdo, nem insensível, ó Deus.
2 ହେ ପରମେଶ୍ବର, ତୁମ୍ଭର ଶତ୍ରୁଗଣ ତୁମ୍ଭ ବିରୁଦ୍ଧରେ ଯୋଜନା କରୁଛନ୍ତି ଏବଂ ସମାନେେ ଶୀଘ୍ର ତୁମ୍ଭକୁ ଆକ୍ରମଣ କରିବେ।
2 Porque eis que se tumultuam vossos inimigos, levantam a cabeça aqueles que vos odeiam.
3 ସମାନେେ ତୁମ୍ଭର ଲୋକମାନଙ୍କ ବିରୁଦ୍ଧରେ ଗୁପ୍ତ ମନ୍ତ୍ରଣା କରନ୍ତି। ତୁମ୍ଭର ଶତ୍ରୁଗଣ ତୁମ୍ଭ ପ୍ରିଯ ଲୋକମାନଙ୍କ ବିରୁଦ୍ଧରେ ଯୋଜନା କରୁଛନ୍ତି।
3 Urdem tramas para o vosso povo, conspiram contra vossos protegidos.
4 ସହେି ଶତ୍ରୁମାନେ କହନ୍ତି, ଆସ ଆମ୍ଭମାନେେ ସମାନଙ୍କେୁ ପୁରାପୁରି ଧ୍ବଂସ କରିଦବୋ, ତବେେ ସମାନେେ ଗୋଟିଏ ଜାତି ହାଇେ ରହିବେ ନାହିଁ। ତାହା ହେଲେ ଇଶ୍ରାୟେଲର ନାମକୁ କହେି ମନେପକାଇବେ ନାହିଁ।
4 Vinde, dizem eles, exterminemo-lo dentre os povos, desapareça a própria lembrança do nome de Israel.
5 ହେ ପରମେଶ୍ବର, ସମାନେେ ସମାନଙ୍କେର ଯୋଜନାରେ ଏକତ୍ରୀତ ହାଇେଛନ୍ତି। ସମାନେେ ତୁମ୍ଭ ବିରୁଦ୍ଧରେ ୟୁଦ୍ଧ କରିବା ପାଇଁ ଏକ ଚୁକ୍ତି କରିଛନ୍ତି।
5 Com efeito, eles conspiram de comum acordo e contra vós fazem coalizão:
6 ଇଦୋମର ବଂଶଧର ଇଶ୍ରାୟେଲୀୟମାନେ, ମାୟୋବ ଓ ହାଗରୀଯମାନେ, ଗବାଲ୍, ଅମ୍ମାନେ,
6 os nômades de Edom e os ismaelitas, Moab e os agarenos,
7 ଅମାଲେକ୍ ଓ ସୋର ନିବାସୀଙ୍କ ସହିତ ପଲେଷ୍ଟୀୟମାନେ ସମସ୍ତେ ତୁମ୍ଭ ବିରୁଦ୍ଧରେ ନିଯମ ସ୍ଥାପନ କରିଅଛନ୍ତି।
7 Gebal, Amon e Amalec, a Filistéia com as gentes de Tiro.
8 ଏପରିକି ଅଶୂରୀଯ ମଧ୍ଯ ସମାନଙ୍କେ ସଙ୍ଗେ ୟୋଗ ଦଇେଛନ୍ତି। ସମାନେେ ଲୋଟ-ସନ୍ତାନଗଣଙ୍କୁ ବହୁତ ଶକ୍ତିଶାଳୀ କରିଅଛନ୍ତି।
8 Também os assírios a eles se uniram, e aos filhos de Lot ofereceram a sua força.
9 ହେ ପରମେଶ୍ବର, ଶତ୍ରୁମାନଙ୍କୁ ଏପରି ପରାସ୍ତ କର, ୟପରେି ମିଦିଯନମାନଙ୍କୁ, ସୀଷରା ଓ ୟାବୀନମାନଙ୍କୁ କିଶୋନ ନଦୀ ନିକଟରେ ପରାସ୍ତ କରିଥିଲ।
9 Tratai-os como Madiã e Sísara, e Jabin junto à torrente de Cison!
10 ସମାନଙ୍କେୁ ଐନଦୋର ନିକଟରେ ପରାସ୍ତ କଲ ଏବଂ ସମାନଙ୍କେ ଶରୀର ସହେି ସ୍ଥାନରେ ସଢ଼ି ଗଲା।
10 Eles pereceram todos em Endor e serviram de adubo para a terra.
11 ତୁମ୍ଭେ ସମାନଙ୍କେ ପ୍ରଧାନବର୍ଗଙ୍କୁ ଓରେବ୍, ସବରେ, ସବହେ ଓ ସଲମୁନଙ୍କୁ ପରାସ୍ତ କଲା ପରି ପରାସ୍ତ କର।
11 Tratai seus chefes como Oreb e Zeb; como Zebéia e Sálmana, seus príncipes,
12 ସହେି ନେତାମାନେ କହିଲେ, ସମାନେେ ତୁମ୍ଭର ଭୂମି ଛାଡ଼ିବା ପାଇଁ ଆମ୍ଭକୁ ବାଧ୍ଯ କରିବେ।
12 que disseram: Tomemos posse das terras onde Deus reside.
13 ମାରେ ପରମେଶ୍ବର ତୁମ୍ଭେ ସମାନଙ୍କେୁ ଘୂର୍ଣ୍ଣିବାଯୁ ଦ୍ବାରା ଗଛ ଉପୁଡ଼ିଲା ପରି ଏବଂ ବାଯୁ ସମ୍ମୁଖରେ କୁଟାପରି ଛୁନ୍ନଛତ୍ର କର।
13 Ó meu Deus, fazei deles como folhas que o turbilhão revolve, como a palha carregada pelo vento,
14 ଅଗ୍ନିରେ ପୋଡ଼ି, ଜଙ୍ଗଲ ଓ ପାହାଡ଼ ଧ୍ବଂସ ହେଲା ପରି ଶତ୍ରୁମାନଙ୍କୁ ଧ୍ବଂସ କର।
14 Como o fogo que devora a mata, como a labareda que incendeia os montes;
15 ହେ ପରମେଶ୍ବର, ସହେି ଲୋକମାନଙ୍କୁ ଝଡ଼ରେ ଧୂଳି ଉଡ଼ିଲାପରି ଦୂରଇେ ଦିଅ। ଆପଣା ପ୍ରଚଣ୍ଡ ବତାସଦ୍ବାରା ସମାନଙ୍କେୁ ଭୟଭୀତ କର।
15 Persegui-os com a vossa tempestade, apavorai-os com o vosso furacão.
16 ହେ ପରମେଶ୍ବର, ସମାନେେ ୟପରେି ତୁମ୍ଭର ନାମ ଅନ୍ବଷେଣ ନ କରିବା ପର୍ୟ୍ଯନ୍ତ ସମାନଙ୍କେୁ ଲଜ୍ଜାରେ ଆଚ୍ଛାଦନ କର।
16 Cobri-lhes a face da ignomínia, para que, vencidos, busquem, Senhor, o vosso nome.
17 ହେ ପରମେଶ୍ବର ସମାନଙ୍କେୁ ଭୟଭୀତ ଓ ଚିରଦିନ ପାଇଁ ଲଜ୍ଜିତ କର। ସମାନଙ୍କେୁ ଅପମାନିତ କର ଓ ବିନାଶ କର।
17 Enchei-os de vergonha e de humilhação eternas, que eles pereçam confundidos.
18 ଏହାପରେ ସମାନେେ ଜାଣିବେ ୟେ ୟାହାର ନାମ ୟି ହାବୋ, ତୁମ୍ଭେ ପ୍ରକୃତରେ, ସମୁଦାଯ ଭୂମଣ୍ଡଳରେ ସର୍ବୋପରିସ୍ଥ ପରମେଶ୍ବର ଅଟ।
18 E que reconheçam que só vós, cujo nome é Senhor, sois o Altíssimo sobre toda a terra.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 83, comparar traduções ou montar um estudo — tudo direto pelo WhatsApp.