Salmos 81

Oriya Bible (GL_ORIYA) vs ARC

Sair da comparação
ARC Almeida Revista e Corrigida 2009
1 ଆମ୍ଭମାନଙ୍କ ବଳସ୍ବରୂପ ପରମେଶ୍ବରଙ୍କର ଉଦ୍ଦେଶ୍ଯରେ ଉଚ୍ଚ ସ୍ବରରେ ଜଯଗାନ କର। ୟାକୁବର ପରମେଶ୍ବରଙ୍କ ଉଦ୍ଦେଶ୍ଯରେ ଜଯଧ୍ବନି କର।
1 Cantai alegremente a Deus, nossa fortaleza; celebrai o Deus de Jacó.
2 ଗୀତ ଆରମ୍ଭ କର ଓ ଦାରା ବଜାଅ, ନବେଲ ସହିତ ସୁମଧୁର ବୀଣାରେ ସ୍ବର ବାହାର କର।
2 Tomai o saltério e trazei o adufe, a harpa suave e o alaúde.
3 ଅମାବାସ୍ଯା ଦିନରେ ମେଣ୍ଢା ଶିଙ୍ଗା ବଜାଅ। ଆମ୍ଭର ପର୍ବଦିନରେ, ପୂର୍ଣ୍ଣିମାରେ ଏହାକୁ ବଜାଅ।
3 Tocai a trombeta na Festa da Lua Nova, no tempo marcado para a nossa solenidade.
4 କାରଣ ଏହା ଇଶ୍ରାୟେଲ ପାଇଁ ନିଯମ। ଏହା ୟାକୁବର ପରମେଶ୍ବରଙ୍କର ଆଦେଶ ଅଟେ।
4 Porque isto é um estatuto para Israel, e uma ordenança do Deus de Jacó.
5 ପରମେଶ୍ବର ୟୋଷଫଙ୍କେ ଲୋକମାନଙ୍କ ପାଇଁ ଏହି ନିଯମ କରିଥିଲେ। ଯେତବେେଳେ ପରମେଶ୍ବର ମିଶର ଭୂମି ବିରୁଦ୍ଧରେ ଗଲେ, ଯେଉଁଠାରେ ମୁଁ ଏକ ଭାଷା ଶୁଣିଲି ୟାହା ମୁଁ ବୁଝିପାରିଲି ନାହିଁ।
5 Ordenou-o em José por testemunho, quando saíra contra a terra do Egito, onde ouvi uma língua que não entendia.
6 ପରମେଶ୍ବର କହିଲେ, ଆମ୍ଭେ ତୁମ୍ଭ କାନ୍ଧରୁ ଭାର ଉତ୍ତାରି ଦଲେୁ। ତାହାର ହସ୍ତ ଟୋକଇରେୁ ମୁକ୍ତ ହେଲା।
6 Tirei de seus ombros a carga; as suas mãos ficaram livres dos cestos.
7 ତୁମ୍ଭମାନେେ ଯେତବେେଳେ ସଙ୍କଟରେ ଥିଲ, ତୁମ୍ଭେ ସାହାୟ୍ଯ ମାଗିଲ, ଏବଂ ଆମ୍ଭେ ତୁମ୍ଭକୁ ମୁକ୍ତ କଲୁ। ଆମ୍ଭେ ଘନ ଅନ୍ଧାର ବାଦଲରୁ ତୁମ୍ଭକୁ ଉତ୍ତର ଦଲେୁ। ଆମେ ମରୀବାଃ ପାଣି ନିକଟରେ ତୁମ୍ଭକୁ ପରୀକ୍ଷା କଲୁ।
7 Clamaste na angústia, e te livrei; respondi-te do lugar oculto dos trovões; provei-te nas águas de Meribá. (Selá)
8 ହେ ଆମ୍ଭର ଲୋକମାନେ, ଆମ୍ଭର କଥା ଶୁଣ। ଆମ୍ଭେ ତୁମ୍ଭକୁ ସତର୍କ କରୁଛୁ। ହେ ଇଶ୍ରାୟେଲ, ଆମ୍ଭର କଥା ଶୁଣ !
8 Ouve-me, povo meu, e eu te admoestarei. Ah! Israel, se me ouvisses!
9 ତୁମ୍ଭମାନେେ ଅନ୍ୟ କୌଣସି ଦବେତାକୁ ପୂଜା କରିବ ନାହିଁ। ୟାହାକୁ ବିଦେଶୀମାନେ ପୂଜା କରୁଛନ୍ତି।
9 Não haverá entre ti deus alheio, nem te prostrarás ante um deus estranho.
10 ଆମ୍ଭେ ସଦାପ୍ରଭୁ ତୁମ୍ଭର ପରମେଶ୍ବର, ଆମ୍ଭେ ତୁମ୍ଭକୁ ମିଶର ଦେଶରୁ ବାହାର କରି ଆଣିଲୁ। ତୁମ୍ଭର ମୁଖ ବଡ଼ କରି ଖାେଲ, ଆମ୍ଭେ ଖୁଆଇ ଦବୋ।
10 Eu sou o Senhor , teu Deus, que te tirei da terra do Egito; abre bem a tua boca, e ta encherei.
11 କିନ୍ତୁ ଆମ୍ଭର ଲୋକମାନେ ଆମ୍ଭର କଥାକୁ ଶୁଣିଲେ ନାହିଁ। ଇଶ୍ରାୟେଲବାସୀ ଆମ୍ଭର କଥା ମାନିଲେ ନାହିଁ।
11 Mas o meu povo não quis ouvir a minha voz, e Israel não me quis.
12 ତଣେୁ ଆମ୍ଭେ ସମାନଙ୍କେୁ ସମାନଙ୍କେର ଇଚ୍ଛାନୁସାରେ କାର୍ୟ୍ଯ କରିବାକୁ ଦଲେୁ। ଇଶ୍ରାୟେଲୀୟମାନେ ସମାନଙ୍କେର ଇଚ୍ଛାନୁସାରେ କାର୍ୟ୍ଯମାନ କଲେ।
12 Pelo que eu os entreguei aos desejos do seu coração, e andaram segundo os seus próprios conselhos.
13 ଭଲହୁଅନ୍ତା, ୟଦି ଆମ୍ଭର ଲୋକମାନେ ଆମ୍ଭର କଥା ଶୁଣିଥାନ୍ତେ ଓ ଇଶ୍ରାୟେଲବାସୀ ଆମ୍ଭେ ଚାହିଁଥିବା ଅନୁସାରେ ରହିଥାନ୍ତେ କି ?
13 Ah! Se o meu povo me tivesse ouvido! Se Israel andasse nos meus caminhos!
14 ତବେେ, ଆମ୍ଭେ ସମାନଙ୍କେର ଶତ୍ରୁମାନଙ୍କୁ ପରାସ୍ତ କରିବା। ଆମ୍ଭେ ସମାନଙ୍କେର ଶତ୍ରୁଗଣକୁ ଦଣ୍ଡିତ କରିବା।
14 Em breve eu abateria os seus inimigos e voltaria a minha mão contra os seus adversários.
15 ସଦାପ୍ରଭୁଙ୍କ ଘୃଣାକାରୀମାନେ ଭୟରେ ଥରିବେ। ସମାନଙ୍କେର ଦଣ୍ଡ ଚିରଦିନ ଧରି ରହିବ ସର୍ବଦା ଦଣ୍ଡ ପାଇବେ।
15 Os que aborrecem ao Senhor ter-se-lhe-iam sujeitado, e o tempo dele seria eterno.
16 ଆମ୍ଭେ ତୁମ୍ଭମାନଙ୍କୁ ଉତ୍ତମ ଗହମ ସହ ଖୁଆଇବା। ଆମ୍ଭେ ତୁମ୍ଭମାନଙ୍କୁ ଶୈଳରୁ ମଧୁ ଦଇେ ସନ୍ତୁଷ୍ଟ କରିବା।ଗ୍ଦଗ୍ଦ
16 E eu o sustentaria com o trigo mais fino e o saciaria com o mel saído da rocha.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 81, comparar traduções ou montar um estudo — tudo direto pelo WhatsApp.