Salmos 80

Oriya Bible (GL_ORIYA) vs VC

Sair da comparação
VC Versão Católica
1 ହେ ଇଶ୍ରାୟେଲର ପାଳକ, କର୍ଣ୍ଣପାତ କର। ତୁମ୍ଭେ ୟୋଷଫରେ ଲୋକମାନଙ୍କୁ ମଷେପରି ନତେୃତ୍ବ କରିଅଛ। କିରୂବଦୂତମାନଙ୍କ ଉପରେ ରାଜା ତୁଲ୍ଯ ଉପବିଷ୍ଟ ହେଲେ, ଆମ୍ଭମାନଙ୍କୁ ତୁମ୍ଭେ ଦର୍ଶନ ଦିଅ।
1 Ao mestre de canto. Conforme: A lei é como os lírios. Salmo de Asaf. Escutai, ó pastor de Israel, vós que levais José como um rebanho.
2 ଇଫ୍ରଯିମ, ବିନ୍ଯାମୀନ, ମନଃଶିର ସାକ୍ଷାତରେ ଆପଣା ପରାକ୍ରମ ଦଖାେଅ ଓ ଆସ ଓ ଆମ୍ଭମାନଙ୍କୁ ରକ୍ଷା କର।
2 Vós que assentais acima dos querubins, mostrai vosso esplendor em presença de Efraim, Benjamim e Manassés. Despertai vosso poder, e vinde salvar-nos.
3 ହେ ପରମେଶ୍ବର, ପୁନରାଯ ଆମ୍ଭମାନଙ୍କୁ ବଳବାନ୍ କର। ଆମ୍ଭକୁ ପ୍ରଫୁଲ କର ଓ ରକ୍ଷା କର।
3 Restaurai-nos, ó Senhor; mostrai-nos serena a vossa face e seremos salvos.
4 ହେ ସଦାପ୍ରଭୁ ସର୍ବଶକ୍ତିମାନ ପରମେଶ୍ବର, ତୁମ୍ଭେ କେତକୋଳ ପର୍ୟ୍ଯନ୍ତ କୋର୍ଧ ଚାଲୁ ରଖିବ ? େକେତବେଳେ ତୁମ୍ଭେ ଆପଣା ଲୋକମାନଙ୍କର ପ୍ରାର୍ଥନା ଗ୍ରହଣ କରିବ ?
4 Ó Deus dos exércitos, até quando vos irritareis contra o vosso povo em oração?
5 ତୁମ୍ଭେ ଆପଣା ଲୋକମାନଙ୍କୁ ତାଙ୍କର ଲୋତକ ପିଆଇଛ। ତୁମ୍ଭେ ସମାନଙ୍କେୁ ବହୁ ପରିମାଣରେ ଅଶ୍ରୁ ପିଇବାକୁ ଦଇେଛ।
5 Vós o nutristes com o pão das lágrimas, e o fizestes sorver um copioso pranto.
6 ତୁମ୍ଭେ ଆମ୍ଭର ପ୍ରତିବେଶୀଗଣ ଦ୍ବାରା ଆମ୍ଭମାନଙ୍କୁ ଘୃଣା କରଇେଲ। ପୁଣି ଆମ୍ଭର ଶତ୍ରୁମାନେ ଆମ୍ଭମାନଙ୍କୁ ଉପହାସ କଲେ।
6 Vós nos tornastes uma presa disputada dos vizinhos: os inimigos zombam de nós.
7 ହେ ସୈନ୍ଯାଧିପତି ପରମେଶ୍ବର, ଆମ୍ଭମାନଙ୍କୁ ପୁନର୍ବାର ବଳବାନ୍ କର। ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ରକ୍ଷା କର।
7 Restaurai-nos, ó Deus dos exércitos; mostrai-nos serena a vossa face e seremos salvos.
8 ତୁମ୍ଭେ ମିଶରରୁ ଗୋଟିଏ ପ୍ପଦ୍ରାକ୍ଷାଲତାଗ୍ଦଗ୍ଦ ଆଣିଲ। ତୁମ୍ଭେ ଅନ୍ୟ ଜାତିମାନଙ୍କୁ ସହେି ସ୍ଥାନରୁ ତଡ଼ି ଦଇେ ତୁମ୍ଭେ ସହେି ଭୂମିରେ ଦ୍ରାକ୍ଷାଲତା ରୋପଣ କର।
8 Uma vinha do Egito vós arrancastes; expulsastes povos para a replantar.
9 ତୁମ୍ଭେ ଦ୍ରାକ୍ଷାବୃକ୍ଷ ପାଇଁ ଭୂମି ପ୍ରସ୍ତୁତ କଲ। ତହିଁରେ ଚରଗେୁଡ଼ିକ ଗଭୀରକୁ ଗଲା। ଦ୍ରାକ୍ଷାଲତା ସମସ୍ତ ଦେଶରେ ବ୍ଯାପିଗଲା।
9 O solo vós lhes preparastes; ela lançou raízes nele e se espalhou na terra.
10 ତାହାର ଛାଯାରେ ପର୍ବତଗୁଡ଼ିକ ଆବୃତ ହେଲେ ଓ ତାହାର ଶାଖାସବୁ ପରମେଶ୍ବରଙ୍କ ବିରାଟ ଦବଦୋରୁ ବୃକ୍ଷକୁ ମଧ୍ଯ ଆଚ୍ଛାଦନ କଲା।
10 As montanhas se cobriram com sua sombra, seus ramos ensombraram os cedros de Deus.
11 ଭୂମଧ୍ଯସାଗର ପର୍ୟ୍ଯନ୍ତ ଆପଣା ଶାଖା ଓ ଫରାତ୍ ନଦୀ ପର୍ୟ୍ଯନ୍ତ ଆପଣା ପଲ୍ଲବ ବିସ୍ତାର କଲା।
11 Até o mar ela estendeu sua ramagem, e até o rio os seus rebentos.
12 ହେ ପରମେଶ୍ବର, ତୁମ୍ଭେ କାହିଁକି ଦ୍ରାକ୍ଷାଲତାର ସୁରକ୍ଷା ପ୍ରାଚୀର ଭାଙ୍ଗି ପକାଇଲ ? ପଥିକମାନେ ସବୁ ଅଙ୍ଗୁର ଛିଣ୍ଡାଇ ପକାଉଛନ୍ତି।
12 Por que derrubastes os seus muros, de sorte que os passantes a vindimem,
13 ବନରୁ ବରାହ ଆସି ଦ୍ରାକ୍ଷାବୃକ୍ଷ ଉପାଡ଼ି ପକାଏ, ବନର ପଶୁଗଣ ତା'ର ପତ୍ର ଖାଇୟାନ୍ତି।
13 e a devaste o javali do mato, e sirva de pasto aos animais do campo?
14 ହେ ସର୍ବଶକ୍ତିମାନ ପରମେଶ୍ବର ଫରେିଆସ। ସ୍ବର୍ଗରୁ ତୁମ୍ଭର ଦ୍ରାକ୍ଷାଲତା ପ୍ରତି ଦୃଷ୍ଟି ପକାଅ ଏବଂ ଏହାର ଯତ୍ନ ନିଅ।
14 Voltai, ó Deus dos exércitos; olhai do alto céu, vede e vinde visitar a vinha.
15 ହେ ପରମେଶ୍ବର, ସହେି ଦ୍ରାକ୍ଷାଲତାକୁ ଦେଖ, ୟାହା ତୁମ୍ଭେ ଆପଣା ହସ୍ତରେ ରୋପଣ କରିଅଛ। ସହେି େଛାଟ ଲତାକୁ ଦେଖ ୟାହାକୁ ତୁମ୍ଭେ ବଢ଼ଇେଛ।
15 Protegei este cepo por vós plantado, este rebento que vossa mão cuidou.
16 ତୁମ୍ଭର ଦ୍ରାକ୍ଷାଲତାଗୁଡ଼ିକ ଗୋବର ଘସିପରି ଅଗ୍ନିରେ ପୋଡ଼ି ଦିଆଗଲା। ତୁମ୍ଭେ ତାଗ୍ଦ ଉପରେ କୋର୍ଧାନ୍ବିତ ହାଇେ ତାକୁ ଧ୍ବଂସ କର।
16 Aqueles que a queimaram e cortaram pereçam em vossa presença ameaçadora.
17 ହେ ପରମେଶ୍ବର, ତୁମ୍ଭ ହସ୍ତ ତୁମ୍ଭ ଦକ୍ଷିଣ ପାଶର୍‌ବରେ ଛିଡ଼ା ହାଇେଥିବା ମନୁଷ୍ଯ ଉପରେ ତୁମ୍ଭେ ନିଜେ ହାତ ରଖି ଉଠାଅ।
17 Estendei a mão sobre o homem que escolhestes, sobre o homem que haveis fortificado.
18 ଆମ୍ଭମାନେେ ତୁମ୍ଭକୁ ପୁନରାଯ ଛାଡ଼ିବୁ ନାହିଁ। ଆମ୍ଭମାନଙ୍କୁ ନୂତନ ଜୀବନ ଦିଅ ଏବଂ ଆମ୍ଭମାନେେ ତୁମ୍ଭର ନାମରେ ଉପାସନା କରିବା।
18 E não mais de vós nos apartaremos; conservai-nos a vida e então vos louvaremos.
19 ହେ ସଦାପ୍ରଭୁ ସୈନ୍ଯାଧିପତି ପରମେଶ୍ବର, ପୁଣି ଆମ୍ଭମାନଙ୍କୁ ବଳବାନ୍ କର, ଆମ୍ଭମାନଙ୍କ ଉପରେ ପ୍ରଫୁଲ ହୁଅ ଓ ଆମ୍ଭମାନଙ୍କୁ ରକ୍ଷା କର।
19 Restaurai-nos, Senhor, ó Deus dos exércitos; mostrai-nos serena a vossa face e seremos salvos.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 80, comparar traduções ou montar um estudo — tudo direto pelo WhatsApp.