Salmos 78
Oriya Bible (GL_ORIYA) vs VC
1 ହେ ମାରେ ଲୋକମାନେ, ତୁମ୍ଭେ ମାରେ ଉପଦେଶକୁ ଶୁଣ। ମାହେର ବାକ୍ଯକୁ କର୍ଣ୍ଣପାତ କର, ୟାହା ମୁଁ କହୁଅଛି।
1 Hino de Asaf. Escuta, ó meu povo, minha doutrina; às palavras de minha boca presta atenção.
2 ମୁଁ ତୁମ୍ଭମାନଙ୍କୁ ଗୋଟିଏ ଗପ କହିବି। ମୁଁ ତୁମ୍ଭମାନଙ୍କୁ ଅତୀତର ଗପ କହିବି, ୟାହାକି ବୁଝିବା ପାଇଁ କଷ୍ଟକର।
2 Abrirei os lábios, pronunciarei sentenças, desvendarei os mistérios das origens.
3 ଆମ୍ଭେ ଏହି ଗପ ଶୁଣିଅଛୁ ଏବଂ ଆମ୍ଭେ ସମାନଙ୍କେ ବିଷଯରେ ଭଲଭାବରେ ଜାଣିଛୁ। ୟାହା ଆମ୍ଭମାନଙ୍କର ପିତା ଆମ୍ଭମାନଙ୍କୁ କହିଥିଲେ।
3 O que ouvimos e aprendemos, através de nossos pais,
4 ଆମ୍ଭମାନେେ ସମାନଙ୍କେ ବଂଶଧରମାନଙ୍କୁ ଏହା ଲୁଚାଇବାକୁ ନାହିଁ। ସମାନେେ କାହିଁକି ସଦାପ୍ରଭୁଙ୍କୁ ପ୍ରଶଂସା କରିବା ଉଚିତ୍, ଏହା ଆମ୍ଭେ ଆମ୍ଭର ଆସୁଥିବା ପୀଢ଼ିକୁ କହିବୁ, ଆମ୍ଭେ ତାହାଙ୍କ ଶକ୍ତି ଏବଂ ଆଶ୍ଚର୍ୟ୍ଯତା ୟାହା ସେ କଲେ ସସବେୁ ବିଷଯରେ ସମାନଙ୍କେୁ କହିବୁ।
4 nada ocultaremos a seus filhos, narrando à geração futura os louvores do Senhor, seu poder e suas obras grandiosas.
5 ସଦାପ୍ରଭୁ ୟାକୁବ ସହିତ ଏକ ଚୁକ୍ତି କଲେ। ପରମେଶ୍ବର ଇଶ୍ରାୟେଲକୁ ବ୍ଯବସ୍ଥା ପ୍ରଦାନ କଲେ। ପରମେଶ୍ବର ଆମର ପୂର୍ବ ପୁରୁଷମାନଙ୍କୁ ଆଜ୍ଞା ଦେଲେ। ସମାନଙ୍କେର ଉତ୍ତରାଧିକାରୀମାନଙ୍କୁ ଏହି ଶିକ୍ଷା ଦବୋ ସମ୍ବନ୍ଧେ।
5 Ele promulgou uma lei para Jacó, instituiu a legislação de Israel, para que aquilo que confiara a nossos pais, eles o transmitissem a seus filhos,
6 ଏପରିକି ଯେଉଁ ପିଲାମାନେ ଜନ୍ମ ହବେେ, ସମାନେେ ସମାନଙ୍କେର ପିଲାମାନଙ୍କୁ ଜଣାଇବେ। ତା'ପରେ ସମାନେେ ୟବେେ ବଡ଼ ହବେେ ସମାନଙ୍କେର ପିଲାମାନଙ୍କୁ କହିବେ।
6 a fim de que a nova geração o conhecesse, e os filhos que lhes nascessem pudessem também contar aos seus.
7 ତଣେୁ ସମସ୍ତ ଲୋକ ପରମେଶ୍ବରଙ୍କର ଆଜ୍ଞା ମାନିବେ। ସମାନେେ କଦାପି ଭୁଲିବେ ନାହିଁ ୟେ ପରମେଶ୍ବର କ'ଣ କରିଥିଲେ। ସମାନେେ ଯତ୍ନ ସହକାରେ ପରମେଶ୍ବରଙ୍କ ଆଜ୍ଞାସବୁ ପାଳନ କରିବେ।
7 Aprenderiam, assim, a pôr em Deus sua esperança, a não esquecer as divinas obras, a observar as suas leis;
8 ୟଦି ଲୋକମାନେ ତାଙ୍କର ପିଲାମାନଙ୍କୁ ପରମେଶ୍ବରଙ୍କର ଆଦେଶ ଶିକ୍ଷା ଦିଅନ୍ତି, ତବେେ ସମାନଙ୍କେର ସନ୍ତାନଗଣ ସମାନଙ୍କେର ପୂର୍ବପୁରୁଷଙ୍କ ପରି ହବେେ ନାହିଁ। ସମାନଙ୍କେ ପୂର୍ବପୁରୁଷଗଣ ପରମେଶ୍ବରଙ୍କ ବିରୋଧରେ ଗଲେ। ଏବଂ ସମାନେେ ତାଙ୍କ ଆଦେଶ ମାନିଲେ ନାହିଁ। ସମାନଙ୍କେର ହୃଦଯ ଦୃଢ଼ ପରମେଶ୍ବରଙ୍କଠାରେ ସମର୍ପିତ ନ ଥିଲା। ସମାନଙ୍କେର ଆତ୍ମା ପରମେଶ୍ବରଙ୍କ ପ୍ରତି ବିଶ୍ବସ୍ତ ନ ଥିଲା।
8 e a não se tornar como seus pais, geração rebelde e contumaz, de coração desviado, de espírito infiel a Deus.
9 ଇଫ୍ରଯିମର ଲୋକମାନେ ଅସ୍ତ୍ରଧାରଣ କରିଥିଲେ, ମାତ୍ର ସମାନେେ ୟୁଦ୍ଧ ହବୋ ଦିନରେ ପଳାଯନ କଲେ।
9 Os filhos de Efraim, hábeis no arco, voltaram as costas no dia do combate.
10 ସମାନେେ ପରମେଶ୍ବରଙ୍କ ସହିତ କରିଥିବା ଚୁକ୍ତି ପାଳନ କଲେ ନାହିଁ। ସମାନେେ ତାଙ୍କର ବ୍ଯବସ୍ଥା ମାନିବାକୁ ଅସ୍ବୀକାର କଲେ।
10 Não guardaram a divina aliança, recusaram observar a sua lei.
11 ସମାନେେ ପରମେଶ୍ବର କରିଥିବା ମହତ କାର୍ୟ୍ଯ ଭୁଲିଗଲେ। ପରମେଶ୍ବର ସମାନଙ୍କେୁ ଦଖାଇେଥିବା ଆଶ୍ଚର୍ୟ୍ଯ କାର୍ୟ୍ଯମାନ ସମାନେେ ଭୁଲିଗଲେ।
11 Eles esqueceram suas obras, e as maravilhas operadas ante seus olhos.
12 ପରମେଶ୍ବର ତାଙ୍କର ମହାନଶକ୍ତି ସିୟୋନ୍ ଓ ମିଶରରେ ତାଙ୍କର ପୂର୍ବପୁରୁଷମାନଙ୍କୁ ଦଖାଇେଥିଲେ।
12 Em presença de seus pais, ainda em terras do Egito, ele fez grandes prodígios nas planícies de Tanis.
13 ପରମେଶ୍ବର ଲୋହିତ ସମୁଦ୍ରକୁ ବିଦୀର୍ଣ୍ଣ କରି ଲୋକମାନଙ୍କୁ ପାର କରାଇଥିଲେ ଏବଂ ସେ ଦୁଇପାଶର୍ବର ଜଳରାଶିକୁ କଠିନ କାନ୍ଥ ରୂପେ ବିଦ୍ଯମାନ କରାଇଲେ।
13 O mar foi dividido para lhes dar passagem, represando as águas, verticais como um dique;
14 ପ୍ରତିଦିନ ଏବଂ ରାତ୍ରିରେ ପରମେଶ୍ବର ମେଘଦ୍ବାରା ଓ ଅଗ୍ନିତଜେ ଦ୍ବାରା ସମାନଙ୍କେୁ ପଥ କଢ଼ାଇଲେ।
14 De dia ele os conduziu por trás de uma nuvem, e à noite ao clarão de uma flama.
15 ସେ ମରୁଭୂମିରେ ଶୈଳଗୁଡ଼ିକୁ ବିଦୀର୍ଣ୍ଣ କଲେ ଏବଂ ସେ ଅଗାଧ ସ୍ଥଳରୁ, ଲୋକମାନଙ୍କୁ ଅଧିକରୁ ଅଧିକ ଜଳ ପ୍ରଦାନ କରାଇଲେ।
15 Rochedos foram fendidos por ele no deserto, com torrentes de água os dessedentara.
16 ପରମେଶ୍ବର, ଶୈଳରୁ ଝର ବାହାର କରାଇଲେ ଏବଂ ଏହାର ଜଳ ନଦୀପରି ବୋହିଲା।
16 Da pedra fizera jorrar regatos, e manar água como rios.
17 ତଥାପି ଲୋକମାନେ ପରମେଶ୍ବରଙ୍କ ବିରୁଦ୍ଧରେ ପାପ କରି ଚାଲିଲେ। ସମାନେେ ମରୁଭୂମିରେ ସର୍ବୋପରିସ୍ଥ ପରମେଶ୍ବରଙ୍କର ବିଦ୍ରୋହାଚରଣ କଲେ।
17 Entretanto, continuaram a pecar contra ele, e a se revoltar contra o Altíssimo no deserto.
18 ଏହାପରେ ସହେି ଲୋକମାନେ ପରମେଶ୍ବରଙ୍କୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନଲେେ। ସମାନେେ ପରମେଶ୍ବରଙ୍କୁ ଖାଦ୍ୟ ମାଗିଲେ। ୟାହା ସମାନେେ ଇଚ୍ଛା କରିଥିଲେ।
18 Provocaram o Senhor em seus corações, reclamando iguarias de suas preferências.
19 ସମାନେେ ପରମେଶ୍ବରଙ୍କୁ ଅଭିଯୋଗ କଲେ ଏବଂ କହିଲେ, କ'ଣ ପରମେଶ୍ବର ମରୁଭୂମିରେ ଆମ୍ଭମାନଙ୍କୁ ଖାଦ୍ୟ ଦଇେ ପାରିବେ?
19 E falaram contra Deus: Deus será capaz de nos servir uma mesa no deserto?
20 ଏହା ସତ୍ଯ ୟେ, ସେ ଶୈଳକୁ ଆଘାତ କରନ୍ତେ ଜଳ ନିର୍ଗତ ହେଲା, ସେ ମଧ୍ଯ କଗ୍ଦଣ ଆମ୍ଭକୁ ରୋଟୀ ଦଇେ ପାରିବେ ? ସେ କଗ୍ଦଣ ତାଙ୍କର ଲୋକମାନଙ୍କ ପାଇଁ ମାଂସ ଦଇେ ପାରିବେ ?
20 Eis que feriu a rocha para fazer jorrar dela água em torrentes. Mas poderia ele nos dar pão e preparar carne para seu povo?
21 ସହେି ଲୋକଙ୍କର କଥା ସଦାପ୍ରଭୁ ଶୁଣିଲେ, ପରମେଶ୍ବର ୟାକୁବ ଉପରେ ବହୁତ କୋର୍ଧ ହେଲେ ଓ ପରମେଶ୍ବର ଇଶ୍ରାୟେଲ ବିରୁଦ୍ଧରେ ବହୁତ କୋର୍ଧାନ୍ବିତ ହେଲେ।
21 O Senhor ouviu e se irritou: sua cólera se acendeu contra Jacó, e sua ira se desencadeou contra Israel,
22 କାହିଁକି ? କାରଣ ଲୋକମାନେ ତାଙ୍କ ଉପରେ ଆଶ୍ରିତ ହେଲେ ନାହିଁ। ପରମେଶ୍ବର ସମାନଙ୍କେୁ ରକ୍ଷା କରିବେ ବୋଲି ସମାନେେ ବିଶ୍ବାସ କଲେ ନାହିଁ।
22 porque não tiveram fé em Deus, nem confiaram em seu auxílio.
23 କିନ୍ତୁ ଏହାପରେ ପରମେଶ୍ବର ଉପରିସ୍ଥ ମେଘମାଳାକୁ ଉନ୍ମୋଚନ କଲେ ଓ ଆକାଶର ଦ୍ବାର ଖାଲିେଲେ।
23 Contudo, ele ordenou às nuvens do alto, e abriu as portas do céu.
24 ଭୋଜନର୍ଥେ ସମାନଙ୍କେ ଉପରେ ମାନ୍ନା ବର୍ଷା କରାଇଲେ ଏବଂ ସେ ସମାନଙ୍କେୁ ସ୍ବର୍ଗର ଶସ୍ଯ ପ୍ରଦାନ କଲେ।
24 Fez chover o maná para saciá-los, deu-lhes o trigo do céu.
25 ଲୋକମାନେ ପରାକ୍ରମୀଗଣର ଆହାର ଭୋଜନ କଲେ। ପରମେଶ୍ବର, ସମାନେେ ଖାଇ ତୃପ୍ତି ହବୋ ପର୍ୟ୍ଯନ୍ତ ସହେି ସବୁ ପ୍ରକାର ଖାଦ୍ୟ ୟୋଗାଇଲେ।
25 Pôde o homem comer o pão dos fortes, e lhes mandou víveres em abundância,
26 ପରମେଶ୍ବର ଆକାଶରେ ପୂର୍ବୀଯବାଯୁ ବହାଇଲେ ଓ ସେ ତାଙ୍କର ଶକ୍ତି ଦ୍ବାରା ଦକ୍ଷିଣବାଯୁ ଆଣିଲେ।
26 depois fez soprar no céu o vento leste, e seu poder levantou o vento sul.
27 ପରମେଶ୍ବର ତାଙ୍କର ଲୋକମାନଙ୍କ ଉପରେ ସମାନଙ୍କେର ମାଂସ ପାଇଁ ପକ୍ଷୀଗଣ ବୃଷ୍ଟି କରାଇଲେ। ପକ୍ଷୀଗୁଡ଼ିକ ଧୂଳି ପରି ବହଳରେ ପଡ଼ିଲେ ଓ ସମୁଦ୍ରକୂଳର ବାଲୁକା ତୁଲ୍ଯ ବହୁତ ଥିଲେ।
27 Fez chover carnes, então, como poeira, numerosas aves como as areias do mar,
28 ଏହି ପକ୍ଷୀମାନେ ସମାନଙ୍କେ ତମ୍ବୁର ଚତୁର୍ଦ୍ଦିଗରେ ଛାଉଣୀ ଭିତରେ ପଡ଼ିଲେ।
28 As quais caíram em seus acampamentos, ao redor de suas tendas.
29 ସମାନେେ ତୃପ୍ତି ହବୋ ପର୍ୟ୍ଯନ୍ତ ଖାଇଲେ। ସମାନେେ ୟାହା ଚାହିଁଲେ, ପରମେଶ୍ବର ସମାନଙ୍କେୁ ଦେଲେ।
29 Delas comeram até se fartarem, e satisfazerem os seus desejos.
30 ସମାନେେ ସମାନଙ୍କେର ପ୍ରାପ୍ତ ବସ୍ତ୍ରରେ ସନ୍ତୁଷ୍ଟ ହେଲେ ନାହିଁ। ତଣେୁ ସମାନଙ୍କେ ପାଟିରେ ଖାଦ୍ୟ ଅବିଚଳିତ ଥିଲା,
30 Mas apenas o apetite saciaram, estando-lhes na boca ainda o alimento,
31 ପରମେଶ୍ବର ସମସ୍ତ ଲୋକମାନଙ୍କ ଉପରେ ପ୍ରବଳ କୋର୍ଧ ହେଲେ, ଏବଂ ସମାନଙ୍କେ ମଧ୍ଯରୁ ସବୁଠୁଁ ସ୍ବାସ୍ଥ୍ଯବାନ ଲୋକଙ୍କୁ ହତ୍ଯା କଲେ। ସେ ଇଶ୍ରାୟେଲର ଉତ୍ତମ ୟୁବକମାନଙ୍କୁ ତଳକୁ ଖସାଇ ଆଣିଲେ।
31 desencadeia-se contra eles a cólera divina, fazendo perecer a sua elite, e prostrando a juventude de Israel.
32 କିନ୍ତୁ ଏହି ଲୋକମାନେ ପୁନରାଯ ପାପ କଲେ !ସମାନେେ ପରମେଶ୍ବରଙ୍କ ଆଶ୍ଚର୍ୟ୍ଯ କାର୍ୟ୍ଯରେ ବିଶ୍ବାସ କଲେ ନାହିଁ। ୟାହା ପରମେଶ୍ବର କରିଥିଲେ।
32 Malgrado tudo isso, persistiram em pecar, não se deixaram persuadir por seus prodígios.
33 ପରମେଶ୍ବର ସମାନଙ୍କେର ଦିନଗୁଡ଼ିକୁ ନିଶ୍ବାସ ପରି ଶୀଘ୍ର ସମାପ୍ତ କଲେ। ସେ ସମାନଙ୍କେର ବର୍ଷଗୁଡ଼ିକୁ ହଠାତ୍ ଦୁର୍ବିପାକରେ ସମାପ୍ତି କଲେ।
33 Então, Deus pôs súbito termo a seus dias, e seus anos tiveram repentino fim.
34 ଯେତବେେଳେ ପରମେଶ୍ବର ସମାନଙ୍କେ ମଧ୍ଯରୁ କେତକଙ୍କେୁ ମାରିଲେ, ଅନ୍ୟମାନେ ପରମେଶ୍ବରଙ୍କ ନିକଟକୁ ଫରେିଆସିଲେ ଏବଂ ତାଙ୍କଠାରୁ ସାହାୟ୍ଯ ପାଇବା ପାଇଁ ଉତ୍କଣ୍ଠିତ ହେଲେ।
34 Quando os feria, eles o procuravam, e de novo se voltavam para Deus.
35 ସମାନେେ ମନେ କଲେ ୟେ, ପରମେଶ୍ବର ସମାନଙ୍କେର ଶୈଳ ଥିଲେ ଏବଂ ସହେି ସର୍ବୋପରିସ୍ଥ ପରମେଶ୍ବର ସମାନଙ୍କେୁ ରକ୍ଷା କଲେ।
35 E se lembravam que Deus era o seu rochedo, e que o Altíssimo lhes era o salvador.
36 କିନ୍ତୁ ସମାନେେ ନିଷ୍କପଟ ନ ଥିଲେ ଏବଂ ସମାନେେ ତାଙ୍କୁ ମିଛ କହିଲେ।
36 Mas suas palavras enganavam, e lhe mentiam com a sua língua.
37 ସମାନଙ୍କେର ହୃଦଯ ପରମେଶ୍ବରଙ୍କ ପ୍ରତି ପ୍ରକୃତରେ ନ ଥିଲା। ସମାନେେ ତାଙ୍କ ନିଯମରେ ବିଶ୍ବସ୍ତ ନ ଥିଲେ।
37 Seus corações não falavam com franqueza, não eram fiéis à sua aliança.
38 କିନ୍ତୁ ପରମେଶ୍ବର ସ୍ନହେଶୀଳ ଥିଲେ ଓ ସମାନଙ୍କେର ପାପଗୁଡ଼ିକ କ୍ଷମା କଲେ, ସମାନଙ୍କେୁ ଧ୍ବଂସ କଲେ ନାହିଁ। ପରମେଶ୍ବର ତାଙ୍କର କୋର୍ଧକୁ ଅନକେ ଥର ସ୍ଥଗିତ ରଖିଲେ। ସେ ନିଜକୁ ବହୁତ କୋର୍ଧ ହବୋରେ ନିଯନ୍ତ୍ରଣ କରି ନ ଥିଲେ।
38 Mas ele, por compaixão, perdoava-lhes a falta e não os exterminava. Muitas vezes reteve sua cólera, não se entregando a todo o seu furor.
39 ଆଉ ପରମେଶ୍ବର ସ୍ମରଣ କଲେ ସମାନେେ ମନୁଷ୍ଯମାତ୍ର, ସମାନେେ ବାଯୁତୁଲ୍ଯ, ୟାହା ବହିୟାଏ ଏବଂ ଫରେିଆସେ ନାହିଁ।
39 Sabendo que eles eram simples carne, um sopro só, que passa sem voltar.
40 ସହେି ଲୋକମାନେ ମରୁଭୂମି ମଧ୍ୟରେ କେତେଥର ପରମେଶ୍ବରଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ସମାନେେ ତାଙ୍କୁ ଦୁଃଖିତ କଲେ।
40 Quantas vezes no deserto o provocaram, e na solidão o afligiram!
41 ସମାନେେ ବାରମ୍ବାର ପରମେଶ୍ବରଙ୍କୁ ପରୀକ୍ଷା କଲେ। ସମାନେେ ପ୍ରକୃତରେ ଇଶ୍ରାୟେଲର ପବିତ୍ର ସ୍ବରୂପଙ୍କୁ ବିରକ୍ତ କଲେ।
41 Recomeçaram a tentar a Deus, a exasperar o Santo de Israel.
42 ସହେି ଲୋକମାନେ ପରମେଶ୍ବରଙ୍କର ଶକ୍ତିକୁ ଭୁଲିଗଲେ। ସମାନେେ ଭୁଲିଗଲେ ୟେ, ପରମେଶ୍ବର ସମାନଙ୍କେୁ ସମାନଙ୍କେର ଶତ୍ରୁ କବଳରୁ କିପରି ରକ୍ଷା କରିଥିଲେ।
42 Esqueceram a obra de suas mãos, no dia em que os livrou do adversário,
43 ସମାନେେ ମିଶରର ଆଶ୍ଚର୍ୟ୍ଯ କର୍ମ ଏବଂ ସିୟୋନ୍ କ୍ଷେତ୍ରରେ ଆଶ୍ଚର୍ୟ୍ଯ କର୍ମମାନ ଭୁଲିଗଲେ।
43 quando operou seus prodígios no Egito e maravilhas nas planícies de Tânis;
44 ପରମେଶ୍ବର ନଦୀର ଜଳକୁ ରକ୍ତ ସୋର୍ତରେ ପରିଣତ କଲେ। ମିଶରୀଯମାନେ ପିଇବା ପାଇଁ ପାଣି ପାଇଲେ ନାହିଁ।
44 quando converteu seus rios em sangue, a fim de impedi-los de beber de suas águas;
45 ପରମେଶ୍ବର ସମାନଙ୍କେ ମଧ୍ଯରୁ ଦଂଶକ ଝିଙ୍କ ପଠାଇଲେ। ସସବେୁ ସମାନଙ୍କେୁ ଗ୍ରାସ କଲେ ଓ ସମାନଙ୍କେୁ ବିନାଶ କଲେ।
45 quando enviou moscas para os devorar e rãs que os infestaram;
46 ପରମେଶ୍ବର ସମାନଙ୍କେ ଫସଲକୁ କୀଟ ପଠାଇଲେ। ସମାନଙ୍କେର ପରିଶ୍ରମର ଫଳ ପଙ୍ଗପାଳମାନଙ୍କୁ ଦେଲେ।
46 quando entregou suas colheitas aos pulgões, e aos gafanhotos o fruto de seu trabalho;
47 ସେ ଶିଳାଦ୍ବାରା ସମାନଙ୍କେ ଦ୍ରାକ୍ଷାଲତା ଓ ହିମଦ୍ବାରା ସମାନଙ୍କେ ବୃକ୍ଷ ଧ୍ବଂସ କଲେ।
47 quando arrasou suas vinhas com o granizo, e suas figueiras com a geada;
48 ପରମେଶ୍ବର କୁଆପଥର ଦ୍ବାରା ସମାନଙ୍କେ ପଶୁଗଣଙ୍କୁ ଓ ସମାନଙ୍କେ ପଲଗଣଙ୍କୁ ପ୍ରଜ୍ଜ୍ବଳିତ ବଜ୍ରାଘାତରେ ବଧ କଲେ।
48 quando extinguiu seu gado com saraivadas, e seus rebanhos pelos raios;
49 ପରମେଶ୍ବର ଆପଣା କୋର୍ଧ ମିଶର ଉପରେ ଦଖାଇେଲେ। ସମାନଙ୍କେ ବିରୁଦ୍ଧରେ ଦୂତଦଳ ପଠାଇଲେ।
49 quando descarregou o ardor de sua cólera, indignação, furor, tribulação, um esquadrão de anjos da desgraça.
50 ପରମେଶ୍ବର ନିଜ କୋର୍ଧ ପାଇଁ ପଥ ପ୍ରସ୍ତୁତ କଲେ। ସେ ମୃତ୍ଯୁରୁ ସମାନଙ୍କେ ପ୍ରାଣ ରକ୍ଷା କଲେ ନାହିଁ। ମାତ୍ର ମହାମାରୀରେ ସମାନଙ୍କେ ଜୀବନକୁ ସମାପ୍ତ କଲେ।
50 Deu livre curso à sua cólera; longe de preservá-los da morte, ele entregou à peste os seres vivos.
51 ସେ ମିଶରରେ ସମସ୍ତ ପ୍ରଥମଜାତ ପୁତ୍ରମାନଙ୍କୁ ହତ୍ଯା କଲେ। ହାମର ପରିବାରରେ ପ୍ରଥମଜାତ ପୁତ୍ରଗଣ।
51 Matou os primogênitos no Egito, os primeiros partos nas habitações de Cam,
52 ସେ ମଷେପାଳକ ପରି ତାଙ୍କର ଲୋକମାନଙ୍କର ନତେୃତ୍ବ ନଲେେ। ସେ ସମାନଙ୍କେୁ ମଷେତୁଲ୍ଯ ମରୁଭୂମି ମଧ୍ୟରେ ପଥ କଢ଼ାଇ ନଲେେ।
52 enquanto retirou seu povo como ovelhas, e o fez atravessar o deserto como rebanho.
53 ପରମେଶ୍ବର ନିଜ ଲୋକମାନଙ୍କୁ ନିରାପଦରେ ଚଳାଇଲେ। ତଣେୁ ସମାନେେ ଭୟଭୀତ ହେଲେ ନାହିଁ। କିନ୍ତୁ ଶତ୍ରୁମାନଙ୍କୁ ପରମେଶ୍ବର ଲୋହିତ ସମୁଦ୍ରରେ ବୁଡ଼ାଇଲେ।
53 Conduziu-o com firmeza sem nada ter que temer, enquanto aos inimigos os submergiu no mar.
54 ପରମେଶ୍ବର ସମାନଙ୍କେୁ ଆପଣା ପବିତ୍ର ଦେଶକୁ ଓ ପାର୍ବତ୍ଯ ଦେଶକୁ ଆଣିଲେ, ୟାହା ସେ ତାଙ୍କ ଶକ୍ତିବଳରେ ନଇେଥିଲେ।
54 Ele os levou para uma terra santa, até os montes que sua destra conquistou.
55 ପରମେଶ୍ବର ଅନ୍ୟ ଜାତିମାନଙ୍କୁ ସହେି ଭୂମିରୁ ବିତାଡ଼ିତ କଲେ। ପରମେଶ୍ବର ସହେି ଭୂମିରୁ ପ୍ରେତ୍ୟକକଙ୍କୁ ତାଙ୍କର ଅଂଶ ଦେଲେ। ସେ ଇଶ୍ରାୟେଲର ପରିବାରବର୍ଗକୁ ସମାନଙ୍କେ ତମ୍ବୁରେ ରହିବାକୁ ଦେଲେ।
55 Ele expulsou nações diante deles, distribuiu-lhes as terras como herança, fez habitar em suas tendas as tribos de Israel.
56 କିନ୍ତୁ ସମାନେେ ସର୍ବୋପରିସ୍ଥ ପରମେଶ୍ବରଙ୍କୁ ପରୀକ୍ଷା କଲେ ଓ ତାଙ୍କ ବିରୁଦ୍ଧରେ ବିଦ୍ରୋହ କଲେ। ଏବଂ ସମାନେେ ପରମେଶ୍ବରଙ୍କର ବାକ୍ଯ ପାଳନ କଲେ ନାହିଁ।
56 Mas ainda tentaram a Deus e provocaram o Altíssimo, e não observaram os seus preceitos.
57 ପରମେଶ୍ବରଙ୍କଠାରୁ ବିମୁଖ ହାଇେ ଇଶ୍ରାୟେଲର ଲୋକମାନେ ନିଜର ପୂର୍ବପୁରୁଷଙ୍କ ପରି ବିଶ୍ବାସଘାତକତା କଲେ। ସମାନେେ ଗୋଟିଏ ବୁମରୋଂ ତୁଲ୍ଯ ହେଲେ। ୟାହା ଫରେିଗଲା ଓ ଅନ୍ୟ ଦିଗରେ ଚାଲିଗଲା।
57 Transviaram-se e prevaricaram como seus pais, erraram o alvo, como um arco mal entesado.
58 କାରଣ ସମାନେେ ନିଜର ଉଚ୍ଚସ୍ଥଳୀ ଦ୍ବାରା ପରମେଶ୍ବରଙ୍କୁ ବିରକ୍ତ କଲେ। ଏବଂ ଆପଣାମାନଙ୍କ ଖାଦେିତ ପ୍ରତିମାଦ୍ବାରା ସମାନେେ ପରମେଶ୍ବରଙ୍କୁ ଇର୍ଷାନ୍ବିତ କଲେ।
58 Provocaram-lhe a ira com seus lugares altos, e inflamaram-lhe o zelo com seus ídolos.
59 ପରମେଶ୍ବର ଏହା ଶୁଣିଲେ ଓ କୋର୍ଧ ହେଲେ। ଏବଂ ସେ ସଂପୂର୍ଣ୍ଣଭାବେ ଇଶ୍ରାୟେଲବାସୀଙ୍କୁ ପ୍ରତ୍ଯାଖ୍ଯାନ କଲେ।
59 À vista disso Deus se encolerizou e rejeitou Israel severamente.
60 ପରମେଶ୍ବର ଏପରିକି ଶୀଲୋସ୍ଥିତ ପବିତ୍ର ତମ୍ବୁ ତ୍ଯାଗ କଲେ। ସହେି ତମ୍ବୁରେ ପରମେଶ୍ବର ମନୁଷ୍ଯମାନଙ୍କ ମଧ୍ୟରେ ରହୁଥିଲେ।
60 Abandonou o santuário de Silo, tabernáculo onde habitara entre os homens.
61 ସେ ତାଙ୍କର ଶକ୍ତିର ପ୍ରତୀକକୁ କରାଯତ୍ତ କରିବା ପାଇଁ ଦେଲେ। ସେ ତାଙ୍କର ଗୌରବର ପ୍ରତୀକକୁ ଶତ୍ରୁମାନଙ୍କ ଦ୍ବାରା ନଇଗେଲେ।
61 Deixou conduzir cativa a arca de sua força, permitiu que a arca de sua glória caísse em mãos inimigas.
62 ପରମେଶ୍ବର ସମାନଙ୍କେ ସହିତ ବହୁତ ନିରାଶ ଥିଲେ। ସେ ନିଜ ଲୋକମାନଙ୍କୁ ମଧ୍ଯ ଖଡ୍ଗରେ ସମର୍ପି ଦେଲେ।
62 Abandonou seu povo à espada, e se irritou contra a sua herança.
63 ୟୁବକମାନେ ଅଗ୍ନିରେ ପୋଡ଼ି ମଲେ। ଏବଂ ସମାନଙ୍କେ କନ୍ଯାମାନଙ୍କର ବିବାହରେ ଅନ୍ୟ ବିବାହ-ଗୀତ ଶୁଣି ନାହିଁ।
63 O fogo devorou sua juventude, suas filhas não encontraram desponsório.
64 ୟାଜକଗଣ ହତ୍ଯା ହେଲେ। କିନ୍ତୁ ବିଧବାମାନେ ସମାନଙ୍କେ ପାଇଁ ବିଳାପ କରିବାକୁ ସୁଯୋଗ ଦେଲେ ନାହିଁ।
64 Seus sacerdotes pereceram pelo gládio, e as viúvas não choraram mais seus mortos.
65 ଶଷେରେ ପ୍ରଭୁ ନିଦ୍ରାରୁ ଜାଗ୍ରତ ଲୋକଙ୍କ ପରି ଓ ଅତ୍ଯଧିକ ମଦିରା ହତେୁ ହର୍ଷନାଦକାରୀ ବୀର ପରି ଉଠିଲେ।
65 Então, o Senhor despertou como de um sono, como se fosse um guerreiro dominado pelo vinho.
66 ପୁଣି ପରମେଶ୍ବର ତାଙ୍କର ବିରୋଧୀକାରୀଙ୍କୁ ବଳପୂର୍ବକ ତଡ଼ି ଦେଲେ। ପରମେଶ୍ବର ତାଙ୍କର ଶତ୍ରୁଗଣଙ୍କୁ ପରାସ୍ତ କଲେ ଓ ଚିରକାଳ ପାଇଁ ଅପମାନିତ କଲେ।
66 E feriu pelas costas os inimigos, infligindo-lhes eterna igomínia.
67 କିନ୍ତୁ ସେ ୟୋଷଫେ ପରିବାରକୁ ଅଗ୍ରାହ୍ଯ କଲେ। ପରମେଶ୍ବର ଇଫ୍ରଯିମ ଗୋଷ୍ଠୀକୁ ଗ୍ରହଣ କଲେ ନାହିଁ।
67 Rejeitou o tabernáculo de José, e repeliu a tribo de Efraim.
68 ନାଁ, ପରମେଶ୍ବର ଯିହୁଦା ଗୋଷ୍ଠୀକୁ ମନୋନୀତ କଲେ ଓ ଆପଣାର ପ୍ରିଯ ସଯୋନ୍ ପର୍ବତକୁ ମନୋନୀତ କଲେ।
68 Mas escolheu a de Judá e o monte Sião, monte de predileção.
69 ପରମେଶ୍ବର ଉଚ୍ଚତମ ସ୍ବର୍ଗପରି ତାଙ୍କର ମନ୍ଦିର ନିର୍ମାଣ କଲେ। ଚିରସ୍ଥାଯୀ ପୃଥିବୀ ତୁଲ୍ଯ ସେ ତାଙ୍କର ପବିତ୍ର ମନ୍ଦିର ନିର୍ମାଣ କଲେ।
69 Construiu seu santuário, qual um céu, estável como a terra, firmada para sempre.
70 ପରମେଶ୍ବର ଦାଉଦଙ୍କୁ ତାଙ୍କର ବିଶଷେ ଦାସରୂପେ ମନୋନୀତ କଲେ ଓ ମଷେ ଜଗିବା କାମରୁ ଆଣି ତାଙ୍କୁ ଗ୍ରହଣ କଲେ।
70 Escolhendo a Davi, seu servo, e o tomando dos apriscos das ovelhas.
71 ସେ ଦାଉଦଙ୍କୁ ମଷେ ଓ ମଷେଶାବକ ଜଗିବା କାମରୁ ଆଣି, ତାଙ୍କୁ ଆପଣାର ଲୋକମାନଙ୍କୁ ଜଗିବାର ଦାଯିତ୍ବ ଦେଲେ। କାରଣ ଇଶ୍ରାୟେଲୀୟ ଓ ୟାକୁବର ଲୋକମାନେ, ପରମେଶ୍ବରଙ୍କର ସମ୍ପତ୍ତି ଥିଲେ।
71 Chamou-o do cuidado das ovelhas e suas crias, para apascentar o rebanho de Jacó, seu povo, e de Israel, sua herança.
72 ଏବଂ ପବିତ୍ର ହୃଦଯରେ ଦାଉଦ ସହେି ଇଶ୍ରାୟେଲବାସୀଙ୍କର ନତେୃତ୍ବ ନଲେେ ଏବଂ ସେ ନିପୁଣ ସହକାରେ ତାଙ୍କୁ ଆଗଇେ ନଲେେ।
72 Davi foi para eles um pastor reto de coração, que os dirigiu com mão prudente.
Atalhos do teclado
- Capítulo anterior←
- Próximo capítulo→
- Versículo anteriork
- Próximo versículoj
- Limpar seleçãoEsc
- Esta ajuda?
Estude este capítulo no WhatsApp
Peça à IA da Bíblia Fala para explicar Salmos 78, comparar traduções ou montar um estudo — tudo direto pelo WhatsApp.