Salmos 77

Oriya Bible (GL_ORIYA) vs NVT

Sair da comparação
NVT Nova Versão Transformadora
1 ମୁଁ, ସ୍ବର ସହିତ ପରମେଶ୍ବରଙ୍କୁ ସାହାୟ୍ଯ ପାଇଁ କ୍ରନ୍ଦନ କରିବି। ମୁଁ ପରମେଶ୍ବରଙ୍କ ଠାରେ କ୍ରନ୍ଦନ କରିବି ୟେ, ସେ ମାେ ଗୁହାରି ପ୍ରତି କର୍ଣ୍ଣପାତ କରିବେ।
1 Clamo a Deus; sim, grito bem alto. Quem dera Deus me ouvisse!
2 ବିପଦ ସମଯରେ ମୁଁ ମାରେ ପ୍ରଭୁଙ୍କୁ ସାହାୟ୍ଯ ପାଇଁ ଚାହିଁଅଛି। ରାତିସାରା ମୁଁ ପ୍ରାର୍ଥନା କରି ହାତ ବଢ଼ାଇଅଛି। କିନ୍ତୁ ମୁଁ ଆଶ୍ବାସନା ପାଇଲି ନାହିଁ।
2 Quando eu estava angustiado, busquei o Senhor. Orei a noite toda, de mãos estendidas para o céu, mas minha alma recusou ser consolada.
3 ମୁଁ ପରମେଶ୍ବରଙ୍କୁ ସ୍ମରଣ କରି, ମୁଁ ତାଙ୍କୁ ମାରେ ଅନୁଭୂତି କହିବାକୁ ଚେଷ୍ଟା କରିଛି। କିନ୍ତୁ ମୁଁ ପାରୁ ନାହିଁ।
3 Lembro-me de Deus e começo a gemer; desfaleço, ansioso por sua ajuda. Interlúdio
4 ତୁମ୍ଭେ ମାେ ଚକ୍ଷୁକୁ ଉଜାଗର କରି ରଖୁଅଛ। ମୁଁ ଏମନ୍ତ ବ୍ଯାକୁଳ ୟେ କଥା କହିପାରୁ ନାହିଁ।
4 Tu não me deixas dormir; estou tão desesperado que nem consigo falar!
5 ବହୁତ ଆଗରୁ ଘଟିୟାଇଥିବା ଘଟଣା ବିଷଯରେ ମୁଁ ଚିନ୍ତା କରେ।
5 Penso nos dias que passaram, nos anos que há muito se foram.
6 ରାତିରେ ମୁଁ ନିଜ ଗୀତ ବିଷଯରେ ଭାବିଲି। ମୁଁ ନିଜକୁ ନିଜେ ବୁଝେ ଏବଂ ଭାବେ। ମାରେ ଆତ୍ମା ଯତ୍ନରେ ଅନୁସନ୍ଧାନ କଲା।
6 À noite, relembro canções alegres; consulto minha alma e procuro compreender minha situação.
7 ମୁଁ ଆଶ୍ଚର୍ୟ୍ଯ ହଲିେ, ପ୍ରଭୁ ସଦାକାଳ ପାଇଁ ଆମ୍ଭକୁ ପରିତ୍ଯାଗ କରିଛନ୍ତି କି ? ଆଉ ସେ କ'ଣ ସୁପ୍ରସନ୍ନ ହବେେ ନାହିଁ ?
7 Acaso o Senhor me rejeitou em definitivo? Jamais voltará a ser bondoso comigo?
8 ପରମେଶ୍ବରଙ୍କ ଦୟା କ'ଣ ଚିରକାଳ ପାଇଁ ଲୁପ୍ତ ହାଇେଛି ? ତାଙ୍କର ପ୍ରତିଜ୍ଞା କ'ଣ ଚିରକାଳ ପାଇଁ ବିଫଳ ହାଇେଛି ?
8 Seu amor se foi para nunca mais voltar? Deixou de cumprir suas promessas para sempre?
9 ପରମେଶ୍ବର କ'ଣ କୃପା କରିବାକୁ ପାସୋରି ଅଛନ୍ତି ? ତାଙ୍କର ଦୟା କ'ଣ କୋର୍ଧରେ ପରିଣତ ହାଇେଅଛି ?
9 Deus se esqueceu de ser bondoso? Em sua ira, fechou a porta para a compaixão? Interlúdio
10 ଏହାପରେ ମୁଁ ଚିନ୍ତା କଲି, ଏସବୁ ମାେତେ ବିବ୍ରତ କରୁଅଛି, 'ସର୍ବୋପରିସ୍ଥ ପରମେଶ୍ବର କ'ଣ ତାଙ୍କର ଶକ୍ତି ହରାଇ ଅଛନ୍ତି ?
10 Pensei: “É por esta razão que sofro; o Altíssimo voltou sua mão direita contra mim”.
11 ମୁଁ ସଦାପ୍ରଭୁଙ୍କ କର୍ମସବୁ ମନେ ପକାଏ। ହଁ, ତୁମ୍ଭେ ପୂର୍ବେ କରିଥିବା ଆଶ୍ଚର୍ୟ୍ଯ କର୍ମସବୁ ମୁଁ ମନେ ପପାଏ।
11 Depois, porém, lembro-me de tudo que fizeste, S enhor ; recordo-me de tuas maravilhas do passado.
12 ମୁଁ ତୁମ୍ଭର କର୍ମ ଉପରେ ପ୍ରତିଫଳିତ କରାଏ ଏବଂ କାର୍ୟ୍ଯକୁ ଅନୁଧ୍ଯାନ କରେ।
12 Estão sempre em meus pensamentos; não deixo de refletir sobre teus poderosos feitos.
13 ହେ ପରମେଶ୍ବର, ତୁମ୍ଭର ପଥସବୁ ପବିତ୍ର। ତୁମ୍ଭପରି ମହାନ କହେି ପରମେଶ୍ବର ନାହାନ୍ତି।
13 Teus caminhos, ó Deus, são santos; que deus é poderoso como o nosso Deus?
14 ତୁମ୍ଭେ ହେଉଛ ପରମେଶ୍ବର ୟିଏକି ଆଶ୍ଚର୍ୟ୍ଯଜନକ କାର୍ୟ୍ଯ କରନ୍ତି। ତୁମ୍ଭେ ଗୋଷ୍ଠୀଯମାନଙ୍କ ମଧ୍ୟରେ ଆପଣା ପରାକ୍ରମ ଜ୍ଞାତ କରିଅଛ।
14 És o Deus que realiza maravilhas; mostras o teu poder entre as nações!
15 ତୁମ୍ଭର ଶକ୍ତିଦ୍ବାରା ତୁମ୍ଭ ଲୋକମାନଙ୍କୁ ରକ୍ଷା କରିଅଛ। ୟାକୁବ ଓ ୟୋଷଫରେ ସନ୍ତାନଗଣକୁ ରକ୍ଷା କରିଅଛ।
15 Com teu braço forte resgataste teu povo, os descendentes de Jacó e José. Interlúdio
16 ହେ ପରମେଶ୍ବର, ତୁମ୍ଭକୁ ଦେଖି ଜଳରାଶି ଡ଼ରିଗଲା। ଗଭୀର ସମୁଦ୍ର ଭୟରେ ଥରି ଉଠିଲା।
16 As águas te viram, ó Deus, as águas te viram e estremeceram; até as profundezas do mar se agitaram.
17 ମେଘମାଳା ସମାନଙ୍କେର ଜଳବୃଷ୍ଟି କଲେ। ଆକାଶରେ ମେଘର ଘାରେ ଗର୍ଜ୍ଜନ ଲୋକମାନେ ଶୁଣିଲେ। ତା'ପରେ ତୁମ୍ଭର ବିଜୁଳିର ବାଣସବୁ ମେଘମାଳାରେ ଚମକିଲା।
17 As nuvens derramaram chuva, os trovões ressoaram nas alturas, os teus relâmpagos riscaram os céus.
18 ଘୂର୍ଣ୍ଣିବାତ୍ଯାରେ ତୁମ୍ଭର ବଜ୍ରଧ୍ବନି ସ୍ବର ଶୁଣାଗଲା। ବିଜୁଳି ଜଗତକୁ ଆଲୋକମୟ କଲା। ପୃଥିବୀ କମ୍ପିତ ହେଲା।
18 No redemoinho ouviu-se o estrondo de teu trovão; os relâmpagos iluminaram o mundo, e a terra tremeu e se abalou.
19 ହେ ପରମେଶ୍ବର, ସମୁଦ୍ରରେ ତୁମ୍ଭେ ପାଦରେ ଚାଲି ପାର କିନ୍ତୁ ତୁମ୍ଭର ପାଦ ଚିହ୍ନ ଦଖାଗେଲା ନାହିଁ।
19 Teu caminho passou pelo mar, teu trajeto, pelas águas poderosas, e ninguém percebeu teus passos.
20 ତୁମ୍ଭେ ମାଶାେ ଓ ହାରୋଣକୁ ବ୍ଯବହାର କରି ଆପଣା ଲୋକମାନଙ୍କୁ ମଷେପଲ ପରି ଚଳାଇଲା।
20 Conduziste teu povo como um rebanho de ovelhas, pelas mãos de Moisés e Arão.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 77, comparar traduções ou montar um estudo — tudo direto pelo WhatsApp.