Salmos 76

Oriya Bible (GL_ORIYA) vs NAA

Sair da comparação
NAA Nova Almeida Atualizada 2017
1 ପରମେଶ୍ବର ଯିହୁଦା ମଧ୍ୟରେ ପରିଚିତ ଅଟନ୍ତି। ଇଶ୍ରାୟେଲ ମଧ୍ୟରେ ତାଙ୍କ ନାମ ମହତ୍।
1 Deus é conhecido em Judá; grande é o seu nome em Israel.
2 ପରମେଶ୍ବରଙ୍କର ମନ୍ଦିର ଶାଲମରେେ ଅବସ୍ଥିତ। ପରମେଶ୍ବରଙ୍କର ବାସସ୍ଥାନ ସିୟୋନ୍ ପର୍ବତରେ ଅବସ୍ଥିତ।
2 Em Salém está o seu tabernáculo, e, em Sião, a sua morada.
3 ସହେି ସ୍ଥାନରେ ପରମେଶ୍ବର ଧନୁର୍ବାଣ, ଢ଼ାଲ, ଖଡ୍ଗ ଏବଂ ସମସ୍ତ ୟୁଦ୍ଧାସ୍ତ୍ର ଭଙ୍ଗ କଲେ।
3 Ali, despedaçou ele as flechas, o escudo, a espada e a batalha.
4 ପରମେଶ୍ବର, ତୁମ୍ଭେ ପର୍ବତରୁ ତୁମ୍ଭର ଶତ୍ରୁମାନଙ୍କୁ ପରାସ୍ତ କରି ତେଜ୍ଜୋମଯ ଓ ମହିମାନ୍ବିତ ଭାବେ ଫରେିଆସ।
4 Tu és ilustre e mais glorioso do que os montes eternos.
5 ସହେି ସୈନିକମାନେ ଭାବୁଥିଲେ, ସମାନେେ ଅତି ଶକ୍ତିଶାଳୀ ଯୋଦ୍ଧା ଅଟନ୍ତି। କିନ୍ତୁ ସମାନେେ ବର୍ତ୍ତମାନ ୟୁଦ୍ଧ ଭୂମିରେ ମରିପଡ଼ିଛନ୍ତି। ସମାନଙ୍କେର ଶରୀର କ୍ଷତବିକ୍ଷତ ହାଇେଅଛି। ସହେି ଯୋଦ୍ଧା ସୈନିକମାନଙ୍କ ମଧ୍ଯରୁ କହେି ହସ୍ତ ଉଠାଇ ପାରି ନ ଥିଲେ।
5 Os corajosos foram despojados; jazem a dormir o seu sono, e nenhum dos valentes pode valer-se das próprias mãos.
6 ୟାକୁବର ପରମେଶ୍ବର, ଯେତବେେଳେ ତୁମ୍ଭେ ଆପଣାର ୟୁଦ୍ଧରବ କଲ, ସମାନଙ୍କେର ଅଶ୍ବଗଣ ଏବଂ ରଥା ରୋହୀଗଣ ପଡ଼ି ମୃତ୍ଯୁବରଣ କଲେ।
6 Ante a tua repreensão, ó Deus de Jacó, carros de guerra e cavalos foram lançados num sono profundo.
7 ହେ ପରମେଶ୍ବର, ତୁମ୍ଭେ ହିଁ ସମସ୍ତଙ୍କ ଦ୍ବାରା ଭୟର ପାତ୍ର। ତୁମ୍ଭେ ଥରେ କୋର୍ଧ କଲେ, କହେି ତୁମ୍ଭ ସାକ୍ଷାତରେ ଠିଆ ହାଇେ ପାରିବେ ନାହିଁ।
7 Tu, sim, tu és terrível; se estás irado, quem pode permanecer na tua presença?
8 ସଦାପ୍ରଭୁ, ବିଚାରକ ପରି ଠିଆ ହାଇେଛନ୍ତି, ତୁମ୍ଭେ ନ୍ଯାଯ ବିଚାର କଲ, ପରମେଶ୍ବର ଏହି ଦେଶରେ ନୀଚ୍ଚ ଲୋକମାନଙ୍କୁ ରକ୍ଷା କରିବା ପାଇଁ,
8 Desde os céus fizeste ouvir o teu juízo; a terra tremeu e se aquietou,
9 ସ୍ବର୍ଗରୁ ତାଙ୍କର ବିଚାର ଶୁଣାଇଛନ୍ତି। ସମସ୍ତ ପୃଥିବୀବାସୀ ସ୍ତବ୍ଧ ଓ ଭୟଭୀତ ହାଇେଛନ୍ତି।
9 quando Deus se levantou para julgar e salvar todos os humildes da terra.
10 ହେ ପରମେଶ୍ବର, ଯେତବେେଳେ ତୁମ୍ଭେ ଦୁଷ୍ଟ ଲୋକମାନଙ୍କୁ ଦଣ୍ଡ ଦିଅ, ଲୋକମାନେ ତୁମ୍ଭକୁ ସମ୍ମାନ ଦିଅନ୍ତି। ତୁମ୍ଭେ ଆପଣା କୋର୍ଧ ପ୍ରକାଶ କର ଏବଂ ତିଷ୍ଟି ରହିବା ଲୋକମାନେ ଶକ୍ତିଶାଳୀ ହୁଅନ୍ତୁ।
10 Pois até a ira humana há de louvar-te; e da ira restante te cingirás.
11 ଲୋକମାନେ ପରମେଶ୍ବରଙ୍କଠାରେ ମାନସିକ କରନ୍ତି, ଏବଂ ସସବେୁକୁ ପରମେଶ୍ବରଙ୍କଠାରେ ଅର୍ପଣ କରନ୍ତି। ଲୋକମାନେ ଚତୁର୍ଦ୍ଦିଗରେ ଥିବା ଜାତିଗଣ ପରମେଶ୍ବରଙ୍କ ନିକଟକୁ ଉପହାର ଆଣିବା ଉଚିତ୍, ଯେଉଁମାନେ କି ସମ୍ମାନ ପାଇଁ ଉପୟୁକ୍ତ ଅଟନ୍ତି।
11 Façam votos ao Senhor , seu Deus, e tratem de cumpri-los; todos os que o rodeiam tragam presentes àquele que deve ser temido.
12 ପରମେଶ୍ବର ମହାନ୍ ନେତାମାନଙ୍କୁ ପରାସ୍ତ କରନ୍ତି। ପୃଥିବୀର ସମସ୍ତ ରାଜା ତାହାଙ୍କୁ ଭୟ କରନ୍ତି।
12 Ele acaba com o orgulho dos príncipes; ele é tremendo para os reis da terra.

Ler em outra tradução

Comparar com outra

Estude este capítulo no WhatsApp

Peça à IA da Bíblia Fala para explicar Salmos 76, comparar traduções ou montar um estudo — tudo direto pelo WhatsApp.